ଆଲୋ ଆଲୋ ଇଏ କଣ? ରାସ୍ତା ମଝିରେ ବିରାଟ ଗାତ...ଆଉ ସେଇ ଗାତକୁ ଜଗିଛନ୍ତି ମେୟର ବାବୁ…ହେଲେ ଇଏ ନନ୍ଦିସାହିରେ ଏତେ ବଡ ଗାତ କଲା କିଏ? ନାରଣ ତୁ ଖାଲି ଚିତ୍ର ଦେଖ୍...ବାକି ଉତ୍ତର ଆପେ ଆପେ ପାଇଯିବୁ...
Published: Pallipuspa Samal
Last updated: 05 August 2022, 08:26 AM IST
ବୟସ ଖୁବ୍ କମ୍... ହେଲେ ବାଇକ୍ ଚଳାଉଛି ବାଳକ । ଦେଖନ୍ତୁ ଏହି ଭିଡିଓକୁ... ଗାଡ଼ିରେ ବସିବା ପରେ ପିଲାଟିର ଗୋଡ଼ ତଳକୁ ଠିକ୍ ସେ ବି ଲାଗୁନି । ହେଲେ ନିଜେ ବାଇକ୍ ଚଳାଇବା ସହ ପଛରେ ଅନ୍ୟ ଜଣେ ବାଳକକୁ ବସାଇଛି ।