ସୋନପୁର ଜିଲ୍ଲାର ଦୃଷ୍ଟିବାଧିକ କଳାକାର ପ୍ରେମାନନ୍ଦଙ୍କୁ ତାଙ୍କ ଜୀବନ ସାଥୀ ମିଳିଯାଇଛି। ଦିନେ ଘର ଆଉ ଘରଣୀ ପାଇଁ ପ୍ରେମାନନ୍ଦ ମନ୍ତ୍ରୀଙ୍କ ପାଖକୁ ଯାଇଥିଲେ... ଆଉ ଆଜି ପ୍ରେମାନନ୍ଦଙ୍କ ବାହାଘର ଠିକ୍ ହୋଇଯାଇଛି... ଏବେ ତାଙ୍କ ଖୁସି କହିଲେ ନ ସରେ।
Published: Pallipuspa Samal
Last updated: 06 August 2022, 08:29 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।