Advertisment

ନିଜ ସ୍କୁଲର ଗୁମର ଖୋଲିଦେଲା କୁନି ରିପୋର୍ଟର, ବୋତଲ ପାଲଟିଲା ମାଇକ୍

ହାତରେ ମାଇକ୍ ନାହିଁ, ଅଛି ଗୋଟିଏ ପ୍ଲାଷ୍ଟିକ୍ ବୋତଲ। ସେଇଆଉ ମାଇକ୍ ପରି ଧରି ସ୍କୁଲ ହତାରେ ବୁଲି ବୁଲି ଗପୁଛି ଟିଭି ରିପୋର୍ଟ ପରି। କୁନି ପିଲାଟିଏ, ଏବେ ସାରା ଦେଶରେ ଭାଇରାଲ୍। ନିଜ ସ୍କୁଲର ଗୁମର ସେ କେମିତି ଖୋଲିଛି ଦେଖନ୍ତୁ

author-image
Pallipuspa Samal

ହାତରେ ମାଇକ୍ ନାହିଁ, ଅଛି ଗୋଟିଏ ପ୍ଲାଷ୍ଟିକ୍ ବୋତଲ। ସେଇଆଉ ମାଇକ୍ ପରି ଧରି ସ୍କୁଲ ହତାରେ ବୁଲି ବୁଲି ଗପୁଛି ଟିଭି ରିପୋର୍ଟ ପରି। କୁନି ପିଲାଟିଏ, ଏବେ ସାରା ଦେଶରେ ଭାଇରାଲ୍। ନିଜ ସ୍କୁଲର ଗୁମର ସେ କେମିତି ଖୋଲିଛି ଦେଖନ୍ତୁ

Advertisment
'Youngest Reporter'
Advertisment
Advertisment