• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Khola Katha
ମୁଁ ଦୁଃଖ ଦେଖିଛି, ଭୋକ ଦେଖିଛି, ସେଥିପାଇଁ ଟଙ୍କିକିଆ କ୍ଲିନିକ୍ ଖୋଲିଛି

ଆମ ଘରେ ୩୨ ଜଣ ସଦସ୍ୟ ଥିଲେ। ମୋ ବାପା ମା ବହୁ ଦୁଃଖ କଷ୍ଟରେ ରୋଜଗାର କରି ମତେ ପାଠ ପଢ଼ାଇ ଡାକ୍ତର କରିଛନ୍ତି। ଭଗବାନଙ୍କ ଦୟାରୁ ମୋତେ ପେଟକୁ ଗଣ୍ଡେ ଦାନା, ଲାଜ ଢାଙ୍କିବାକୁ ଖଣ୍ଡେ କନା ଆଉ ମୁଣ୍ଡ ଗୁଞ୍ଜିବାକୁ ଛାତ ଦେଇଛନ୍ତି। ସେତିକି ଯଥେଷ୍ଟ। କୋଟିଏ ଟଙ୍କା ରଖି କି ଲାଭ ଯଦି ଲୋକଙ୍କ କାମରେ ନ ଲାଗେ?

Making News
ମୁଁ ଏଠି ଚାକିରି ଦିଏ, ପଢିଛ ଯିଏ BA, ଚାକିରି ପାଇବ ସିଏ

ତମ ଚାକିରି ହୋଇ ଯାଇଛି। ତମ ଚାକିରି ପକ୍କା। ଟଙ୍କା ୮ ହଜାର ଧରିକି ଆସ ତୁମକୁ ସିଧା ସୁରତ୍ ସୂତା କଳକୁ ପଠାଇ ଦେବି। ଯଦି ନ ହେବ ତାହାଲେ ରାତିରେ ନାଇଟ୍ ଡ୍ୟୁଟି ସିକ୍ୟୁରିଟି…

Ashara Aloka
ମୋ ମୁଣ୍ଡରେ ହାତ ରଖି କହ, ସେ ନୋଟ୍ କିଏ ଲେଖିଥିଲା?

ସ୍ୱାମୀ ସ୍ତ୍ରୀ ମଧ୍ୟରେ ମନାନ୍ତର ଟିକେ ହୋଇଛି। ସ୍ତ୍ରୀ କହୁଛନ୍ତି ମତେ ନେଇ ବାହାରେ ରଖ। ବୁଢ଼ି ମା କାନ୍ଦି କାନ୍ଦି କହୁଛି ମତେ ନେଇ ବୃଦ୍ଧାଶ୍ରମରେ ଛାଡ଼ିଦିଅ। ସବୁ ପରେ ପୁଣି ନିଷ୍ପତ୍ତି ହୋଇଛି ସମସ୍ତେ ଏକାଠି ରହିବେ… ଦେଖନ୍ତୁ ଆଜିର ଆଶାର ଆଲୋକର କିଛି ଅଂଶ...

Niti Ayog
ନୀତି ଆୟୋଗ ବୈଠକରେ ଓଡ଼ିଶାର ରଖିଲା ଗୁରୁତ୍ୱପୂର୍ଣ୍ଣ ଦାବି

ଟେଲିକମ୍, ରେଲୱେ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଲାଗି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Srimandir Parichalana Committee Meeting Will Be Held Today
ଶ୍ରୀମନ୍ଦିର ପ୍ରଶାସନ ଚାହିଁଲେ ASI କରିବ ରତ୍ନ ଭଣ୍ଡାର ମରାମତି

ରତ୍ନଭଣ୍ଡାରର କଣ୍ଟ୍ରୋଲ ଏଏସ୍ଆଇ ପାଖରେ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ଆବେଦନ କଲେ ହେବ ରତ୍ନଭଣ୍ଡାର ମରାମତି ।

Srimandir
ପୁଣି ଅଘଟଣ ! ଶ୍ରୀମନ୍ଦିର ସରଘରେ ଲାଗିଲା ନିଆଁ

ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲାଗିବାର କାରଣ ଖୋଜୁଛନ୍ତି ।

guava cultivation
ପିଜୁଳି ଚାଷ କରି ମାଲାମାଲ୍, ଦିନକୁ ଅମଳ ୧ କ୍ୱିଣ୍ଟାଲ୍

ବର୍ଷ ବର୍ଷ ଧରି ଧାନ ଓ ପନିପରିବା ଚାଷ କରୁଥିଲେ। କିନ୍ତୁ ବନ୍ୟା ବାତ୍ୟା ସବୁ ବିଗାଡ଼ି ଦେଉଥିଲା। ବୁଦ୍ଧି କରି ସେ ଆରମ୍ଭ କଲେ ପିଜୁଳି ଚାଷ। ଏବେ ପୁରା ପରିବାର ମାଲାମାଲ୍। ଘରେ ପହଞ୍ଚି ଲୋକ ପିଜୁଳି କିଣି ନେଉଛନ୍ତି।

Villagers spend sleepless nights to ward off thieves & robbers
ଚୋର ପାଇଁ ରାତି ରାତି ଉଜାଗର: ଯାହାକୁ ଦେଖିବ ତା’ ହାତରେ ଠେଙ୍ଗା, ବାଡ଼ି..

୧୫ ଦିନ ହେଲା ସାରା ରାତି ଅନିଦ୍ରା ରହୁଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଅଧୀନ ବିଭିନ୍ନ ଗାଁର ଲୋକ। ଚୋର ଧରିବାକୁ ରାତି ଉଜାଗର ହେବାକୁ ପଡ଼ୁଛି। 

Home Guard
ଖୁସି ଖବର ! ବଢ଼ିଲା ହୋମ୍‌ଗାର୍ଡଙ୍କ ଦରମା

ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ପୂର୍ବବତ୍ ବଳବତ୍ତର ରହିବ ।

Poor road condition of Link Road to Badambadi
ରାତାରାତି ଗଡ଼ବଡ଼: ବୁଧବାର ରାତିରେ ରାସ୍ତା କାମ, ଗୁରୁବାର ସକାଳୁ ଉଠିଗଲା ପିଚୁ

ବୁଧବାର ରାତିରେ କଟକ ଲିଙ୍କ୍ ରୋଡ-ବାଦାମବାଡ଼ି ମୁଖ୍ୟ ରାସ୍ତା କାମ ହୋଇଥିଲା। ତେବେ ଗୁରୁବାର ସକାଳକୁ ରାସ୍ତାରେ ଆଉ ପିଚୁ ନାହିଁ, ରାସ୍ତା ସାରା ଖାଲି ଗୋଡ଼ି ହିଁ ଗୋଡ଼ି।

 Who will win if China attacks Taiwan ?
ଚୀନକୁ ଟକ୍କର ଦେଇପାରିବ କି ତାଇୱାନ ! ଜାଣନ୍ତୁ, କିଏ କେତେ ଶକ୍ତିଶାଳୀ ?

ସୀମାରେ ମୁହାଁମୁହିଁ ପରିସ୍ଥିତି। କେତେବେଳେ ବି ହୋଇପାରେ ଯୁଦ୍ଧ। ଦୁଇ ଦେଶ ନିଜ ନିଜର ସାମରିକ ଶକ୍ତିକୁ ତୟାର କରି ରଖିଛନ୍ତି। ଏସବୁ ଭିତରେ ଅଙ୍କକଷାରେ ଲାଗିପଡିଛି ବିଶ୍ୱ। ଯଦି ଯୁଦ୍ଧ ହୁଏ କିଏ ଜିତିବ, କିଏ ହାରିବ? ଜାଣନ୍ତୁ ଚୀନ-ତାଇୱାନ ମଧ୍ୟରେ କିଏ କେତେ ଶକ୍ତିଶାଳୀ ?

NEWS FUSE
ସୁର ଭାଇ ଟିକେ ଦେଖି ଚାହିଁ କାରବାର କର…

ସୁର ଭାଇ ଆମର ଭାରି ସିଧା ଲୋକ… ଯାହା କହିବେ ସିଧା ସିଧା, ଯାହା କରିବା ସିଧା ସିଧା… ତା ବୋଲି କ’ଣ ତମେ ଏଇ ସୂଚନା ଭବନ ଦୁଆର ମୁହଁରେ ଠିଆ ଠିଆ? ଗନ୍ଧେଇଲାରେ ନାରଣ…

Karnataka village unique marriage Woman weds woman
ନିଆରା ବିବାହ; ଏଠି ମହିଳାଙ୍କୁ ବିବାହ କରେ ମହିଳା

ଭାରତରେ ଏମିତି ଏକ ସଂପ୍ରଦାୟର ଲୋକେ ବାସ କରନ୍ତି ଯେଉଁମାନଙ୍କ ସଂସ୍କୃତିରେ ରହିଛି ଏକ ନିଆରା ବିବାହ ଉତ୍ସବ। ଏଠାକାର ଜଣେ ମହିଳା ଆଉ ଜଣେ ମହିଳାଙ୍କୁ ବିବାହ କରନ୍ତି। ତେବେ ଏହା ପଛରେ କି କାରଣ ରହିଛି ଆସନ୍ତୁ ଜାଣିବା।

Grooms are sold in the market
ବଜାରରେ ବିକ୍ରି ହେଉଛି ବର; ପ୍ରୋଫାଇଲ୍ ଅନୁସାରେ ମୂଲ୍ୟ

ଭାରତର ଏହି ବଜାରରେ ବିକ୍ରିହୁଏ ବର। ଝିଅମାନେ ବଜାରକୁ ଯାଆନ୍ତି, ସେମାନଙ୍କ ବର ବାଛନ୍ତି। ଦାମ ଯେତେ ଅଧିକ ହେବ ସେତେ ଭଳ ବର ମିଳିବ।

How to save your child from drugs
ନିଶାସକ୍ତ କୈଶୋର ଓ ମା'-ବାପାଙ୍କ ଦାୟିତ୍ୱ

ଆଜିକାଲି ଯୁବପିଢି ନିଶା ଆଡକୁ ଗତି କରୁଥିବା ଦେଖାଯାଏ। ସେମାନକୁ ଏ ଦିଗରୁ ଓହରେଇବା ନେଇ ବାପା-ମାଆଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଆସନ୍ତୁ ଜାଣିବା କ’ଣ କରିବା ଉଚିତ।

Fake doctor
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅପାଠୁଆ କ୍ୱାକ୍ ସାଜିଛନ୍ତି ରୋଗୀଙ୍କ ଭରସା

ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳ ରୋଗୀସେବାକୁ ଏକପ୍ରକାର କବଜା କରି ରଖିଥିବା ଏସବୁ ନକଲି ଡାକ୍ତର ଆସୁଛନ୍ତି କେଉଁଠୁ?

Special story
ପ୍ରତିଶ୍ରୁତି ଓ ସମର୍ପଣର ନିଆରା କାହାଣୀ: ପଙ୍ଗୁ ପ୍ରେମିକର ହାତ ଛାଡ଼ିଲେନି ପ୍ରେମିକା, ସିନ୍ଦୁର ନାଇ ବନିଲେ ସାତଜନ୍ମର ସାଥୀ

ପ୍ରେମ ପ୍ରତିଶ୍ରୁତିର ନିଆରା ଭାବନା ଭିତରେ ଆଜି ନିଜକୁ ସମର୍ପି ଦେଇଛନ୍ତି ଜଗତସିଂପୁରର ସ୍ୱପ୍ନାରାଣୀ ବାରିକ

Special story
ଝିଅ ଜନ୍ମ କରିବା କ’ଣ ଭୁଲ ? ଏମିତି କହି ଜୀବନ ହାରିଲେ ମହିଳା

ପୁଅ ପାଇଁ ପଶୁ ପାଲଟି ଯାଉଥିଲା ସ୍ୱାମୀ । ପ୍ରତିଦିନ ସ୍ତ୍ରୀକୁ ମାଡ଼ ମାରୁଥିଲା । ଶେଷରେ ଏକ ଭିଡିଓ ତିଆରି କରି ଦୁଃଖ ବଖାଣିବା ପରେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଲେ ମହିଳା ।

Man was hitting cow by the stick calf jumping immediately then what happened next see viral video
ସହ୍ୟ ହେଲାନି ମା’ର ଯନ୍ତ୍ରଣା ; ଆକ୍ରମଣକାରୀକୁ ପାନେ ଦେଲା ବାଛୁରୀ

ଖରାପ୍ କାମ କରୁଥିବା ବ୍ୟକ୍ତିଙ୍କୁ ପାନେ ଦେଲା ବାଛୁରୀ, ଦେଖନ୍ତୁ ଭିଡ଼ିଓ...

Special story
ଆସିଲାନି ଆମ୍ବ, ତିଆରି ହୋଇ ପାରିଲାନି ଚମ୍ପେତ : କିପରି ଚଳିବେ ନିୟମଗିରି ଡ଼ଙ୍ଗରିଆ କନ୍ଧ ?

ଚଳିତ ବର୍ଷ ଆମ୍ବ ନଆସିବାରୁ ତିଆରି ହୋଇ ପାରିଲାନି ଚମ୍ପେତ । ଚିନ୍ତାରେ ନିୟମଗିରି ଡ଼ଙ୍ଗରିଆ କନ୍ଧ ।

Cuttack SCB Medical doctors successfully perform Rare Surgery
SCBରେ ମହିଳାଙ୍କ ସଫଳ ମାଢ଼ି ପ୍ରତିରୋପଣ: ବ୍ଲାକ ଫଙ୍ଗସ ରୋଗରେ ଆକ୍ରାନ୍ତ ହୋଇଥିଲେ ମହିଳା

ବ୍ଲାକ ଫଙ୍ଗସ ରୋଗରେ ଆକ୍ରାନ୍ତ ହୋଇଥିଲେ ମହିଳା ...୭ ଜଣିଆ ଡାକ୍ତରୀ ଟିମ କଲେ ସଫଳ ମାଢ଼ି ପ୍ରତିରୋପଣ...

Special story
ଟ୍ରେନ୍‌ ଯାତ୍ରା କଲା ଷଣ୍ଢ : ଭିଡିଓ ଭାଇରାଲ୍‌

ଲୋକଙ୍କ ପରି ଟ୍ରେନରେ ଯାତ୍ରା କଲା ଷଣ୍ଢ । ହେଲେ କିଏ ତାକୁ ଟ୍ରେନ୍‌ରେ ପଠାଇଲା ?

man showing magic to orangutan then he badly laughed in funny viral video
ଯାଦୁ ଦେଖି ହସି ହସି ଗଡ଼ିଲା ମାଙ୍କଡ଼, ଦେଖନ୍ତୁ ଭିଡ଼ିଓ...

ମାଙ୍କଡ଼ ଦେଖୁଛି ଯାଦୁ... ମ୍ୟାଜିକ୍‌ ଦେଖି ହସି ହସି ଗଡ଼ିଲା ମାଙ୍କଡ଼...ଦେଖନ୍ତୁ ଏହି ଅଜବ ଭିଡ଼ିଓ...

Water Logging
ବର୍ଷାରେ ରାଜଧାନୀର ଚିତ୍ର: ସ୍ମାର୍ଟ ସିଟିର ସ୍ମାର୍ଟ ଲୋକେ ଜଳବନ୍ଦୀ

ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଥିବା ଦେଖିବାକୁ ମିଳିଛି । ଫଟୋରେ ଦେଖନ୍ତୁ ସ୍ମାର୍ଟ ସହରର କିଛି ସ୍ମାର୍ଟ ଚିତ୍ର....