/odishatv-khabar/media/post_attachments/uploadimage/library/16_9/16_9_0/Srimandir_1659855583.jpg)
Srimandir
ପୁଣି ଅଘଟଣ । ପୁରୀ ଶ୍ରୀମନ୍ଦିରର ସରଘରେ ଲାଗିଲା ନିଆଁ । ମହାପ୍ରସାଦ ରୋଷେଇ ସାମଗ୍ରୀ ରହୁଥିବା ସରଘରେ ଅଗ୍ନିକାଣ୍ଡ । ମନ୍ଦିର ପରିସର ଯମୁନା କୂଅ ନିକଟ ସରଘରେ ଅଗ୍ନିକାଣ୍ଡ । ତେବେ ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଛି । କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ତେବେ ଏହି ଘଟଣା କେମିତି ଘଟିଲା ସେନେଇ ସ୍ପଷ୍ଟ ସୂଚନା ନାହିଁ । ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲାଗିବାର କାରଣ ଖୋଜୁଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)