Advertisment

ପିଜୁଳି ଚାଷ କରି ମାଲାମାଲ୍, ଦିନକୁ ଅମଳ ୧ କ୍ୱିଣ୍ଟାଲ୍

ବର୍ଷ ବର୍ଷ ଧରି ଧାନ ଓ ପନିପରିବା ଚାଷ କରୁଥିଲେ। କିନ୍ତୁ ବନ୍ୟା ବାତ୍ୟା ସବୁ ବିଗାଡ଼ି ଦେଉଥିଲା। ବୁଦ୍ଧି କରି ସେ ଆରମ୍ଭ କଲେ ପିଜୁଳି ଚାଷ। ଏବେ ପୁରା ପରିବାର ମାଲାମାଲ୍। ଘରେ ପହଞ୍ଚି ଲୋକ ପିଜୁଳି କିଣି ନେଉଛନ୍ତି।

author-image
Pallipuspa Samal