ମେଳାରେ ଦୋଳିରେ ବସିଥିଲେ ଛାତ୍ରୀ। ତଳେ ଖସିପଡିଲେ। ଶରୀର ଦୁଇ ଖଣ୍ଡ ହୋଇଗଲା। ୨୨ ଦିନ କୋମାରେ ସଂଘର୍ଷ କଲେ। ପୁଣି ଫେରି ପାଇଲେ ନୂଆ ଜୀବନ।
ସ୍ୱାଗତ ପାଇଁ ପାରମ୍ପରିକ ନୃତ୍ୟଗୀତରେ ଦୁଲୁକୁଥିଲା ଏୟାରପୋର୍ଟ।
ସ୍ୱଦେଶୀ ପ୍ରଚାର ପ୍ରସାର ଲକ୍ଷ୍ୟରେ ପାଳନ ହେଉଛି ସ୍ୱତନ୍ତ୍ର ଦିନ। ପ୍ରୋତ୍ସାହନ ଅଭାବରୁ ଦୁର୍ଦ୍ଦିନରେ ରାଜ୍ୟର ହସ୍ତତନ୍ତ କାରିଗର। ଆର୍ଥିକ କି ସାମାଜିକ ଅବସ୍ଥାରେ ଆସିପାରୁନି ପରିବର୍ତ୍ତନ।
ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।
ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମାଗିଛନ୍ତି ସୋ-କଜ୍ ନୋଟିସ । କୋକିଂ କୋଲ୍ ଚାଲାଣକୁ ନେଇ କାରଣ ଦର୍ଶାଅ ନୋଟିସ୍ ।
ଆମ ଘରେ ୩୨ ଜଣ ସଦସ୍ୟ ଥିଲେ। ମୋ ବାପା ମା ବହୁ ଦୁଃଖ କଷ୍ଟରେ ରୋଜଗାର କରି ମତେ ପାଠ ପଢ଼ାଇ ଡାକ୍ତର କରିଛନ୍ତି। ଭଗବାନଙ୍କ ଦୟାରୁ ମୋତେ ପେଟକୁ ଗଣ୍ଡେ ଦାନା, ଲାଜ ଢାଙ୍କିବାକୁ ଖଣ୍ଡେ କନା ଆଉ ମୁଣ୍ଡ ଗୁଞ୍ଜିବାକୁ ଛାତ ଦେଇଛନ୍ତି। ସେତିକି ଯଥେଷ୍ଟ। କୋଟିଏ ଟଙ୍କା ରଖି କି ଲାଭ ଯଦି ଲୋକଙ୍କ କାମରେ ନ ଲାଗେ?
ତମ ଚାକିରି ହୋଇ ଯାଇଛି। ତମ ଚାକିରି ପକ୍କା। ଟଙ୍କା ୮ ହଜାର ଧରିକି ଆସ ତୁମକୁ ସିଧା ସୁରତ୍ ସୂତା କଳକୁ ପଠାଇ ଦେବି। ଯଦି ନ ହେବ ତାହାଲେ ରାତିରେ ନାଇଟ୍ ଡ୍ୟୁଟି ସିକ୍ୟୁରିଟି…
ସ୍ୱାମୀ ସ୍ତ୍ରୀ ମଧ୍ୟରେ ମନାନ୍ତର ଟିକେ ହୋଇଛି। ସ୍ତ୍ରୀ କହୁଛନ୍ତି ମତେ ନେଇ ବାହାରେ ରଖ। ବୁଢ଼ି ମା କାନ୍ଦି କାନ୍ଦି କହୁଛି ମତେ ନେଇ ବୃଦ୍ଧାଶ୍ରମରେ ଛାଡ଼ିଦିଅ। ସବୁ ପରେ ପୁଣି ନିଷ୍ପତ୍ତି ହୋଇଛି ସମସ୍ତେ ଏକାଠି ରହିବେ… ଦେଖନ୍ତୁ ଆଜିର ଆଶାର ଆଲୋକର କିଛି ଅଂଶ...
ଟେଲିକମ୍, ରେଲୱେ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଲାଗି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରତ୍ନଭଣ୍ଡାରର କଣ୍ଟ୍ରୋଲ ଏଏସ୍ଆଇ ପାଖରେ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ଆବେଦନ କଲେ ହେବ ରତ୍ନଭଣ୍ଡାର ମରାମତି ।
ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲାଗିବାର କାରଣ ଖୋଜୁଛନ୍ତି ।
ବର୍ଷ ବର୍ଷ ଧରି ଧାନ ଓ ପନିପରିବା ଚାଷ କରୁଥିଲେ। କିନ୍ତୁ ବନ୍ୟା ବାତ୍ୟା ସବୁ ବିଗାଡ଼ି ଦେଉଥିଲା। ବୁଦ୍ଧି କରି ସେ ଆରମ୍ଭ କଲେ ପିଜୁଳି ଚାଷ। ଏବେ ପୁରା ପରିବାର ମାଲାମାଲ୍। ଘରେ ପହଞ୍ଚି ଲୋକ ପିଜୁଳି କିଣି ନେଉଛନ୍ତି।
୧୫ ଦିନ ହେଲା ସାରା ରାତି ଅନିଦ୍ରା ରହୁଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଅଧୀନ ବିଭିନ୍ନ ଗାଁର ଲୋକ। ଚୋର ଧରିବାକୁ ରାତି ଉଜାଗର ହେବାକୁ ପଡ଼ୁଛି।
ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ପୂର୍ବବତ୍ ବଳବତ୍ତର ରହିବ ।
ବୁଧବାର ରାତିରେ କଟକ ଲିଙ୍କ୍ ରୋଡ-ବାଦାମବାଡ଼ି ମୁଖ୍ୟ ରାସ୍ତା କାମ ହୋଇଥିଲା। ତେବେ ଗୁରୁବାର ସକାଳକୁ ରାସ୍ତାରେ ଆଉ ପିଚୁ ନାହିଁ, ରାସ୍ତା ସାରା ଖାଲି ଗୋଡ଼ି ହିଁ ଗୋଡ଼ି।
ସୀମାରେ ମୁହାଁମୁହିଁ ପରିସ୍ଥିତି। କେତେବେଳେ ବି ହୋଇପାରେ ଯୁଦ୍ଧ। ଦୁଇ ଦେଶ ନିଜ ନିଜର ସାମରିକ ଶକ୍ତିକୁ ତୟାର କରି ରଖିଛନ୍ତି। ଏସବୁ ଭିତରେ ଅଙ୍କକଷାରେ ଲାଗିପଡିଛି ବିଶ୍ୱ। ଯଦି ଯୁଦ୍ଧ ହୁଏ କିଏ ଜିତିବ, କିଏ ହାରିବ? ଜାଣନ୍ତୁ ଚୀନ-ତାଇୱାନ ମଧ୍ୟରେ କିଏ କେତେ ଶକ୍ତିଶାଳୀ ?
ସୁର ଭାଇ ଆମର ଭାରି ସିଧା ଲୋକ… ଯାହା କହିବେ ସିଧା ସିଧା, ଯାହା କରିବା ସିଧା ସିଧା… ତା ବୋଲି କ’ଣ ତମେ ଏଇ ସୂଚନା ଭବନ ଦୁଆର ମୁହଁରେ ଠିଆ ଠିଆ? ଗନ୍ଧେଇଲାରେ ନାରଣ…
ଭାରତରେ ଏମିତି ଏକ ସଂପ୍ରଦାୟର ଲୋକେ ବାସ କରନ୍ତି ଯେଉଁମାନଙ୍କ ସଂସ୍କୃତିରେ ରହିଛି ଏକ ନିଆରା ବିବାହ ଉତ୍ସବ। ଏଠାକାର ଜଣେ ମହିଳା ଆଉ ଜଣେ ମହିଳାଙ୍କୁ ବିବାହ କରନ୍ତି। ତେବେ ଏହା ପଛରେ କି କାରଣ ରହିଛି ଆସନ୍ତୁ ଜାଣିବା।
ଭାରତର ଏହି ବଜାରରେ ବିକ୍ରିହୁଏ ବର। ଝିଅମାନେ ବଜାରକୁ ଯାଆନ୍ତି, ସେମାନଙ୍କ ବର ବାଛନ୍ତି। ଦାମ ଯେତେ ଅଧିକ ହେବ ସେତେ ଭଳ ବର ମିଳିବ।
ଆଜିକାଲି ଯୁବପିଢି ନିଶା ଆଡକୁ ଗତି କରୁଥିବା ଦେଖାଯାଏ। ସେମାନକୁ ଏ ଦିଗରୁ ଓହରେଇବା ନେଇ ବାପା-ମାଆଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଆସନ୍ତୁ ଜାଣିବା କ’ଣ କରିବା ଉଚିତ।
ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳ ରୋଗୀସେବାକୁ ଏକପ୍ରକାର କବଜା କରି ରଖିଥିବା ଏସବୁ ନକଲି ଡାକ୍ତର ଆସୁଛନ୍ତି କେଉଁଠୁ?
ପ୍ରେମ ପ୍ରତିଶ୍ରୁତିର ନିଆରା ଭାବନା ଭିତରେ ଆଜି ନିଜକୁ ସମର୍ପି ଦେଇଛନ୍ତି ଜଗତସିଂପୁରର ସ୍ୱପ୍ନାରାଣୀ ବାରିକ
ପୁଅ ପାଇଁ ପଶୁ ପାଲଟି ଯାଉଥିଲା ସ୍ୱାମୀ । ପ୍ରତିଦିନ ସ୍ତ୍ରୀକୁ ମାଡ଼ ମାରୁଥିଲା । ଶେଷରେ ଏକ ଭିଡିଓ ତିଆରି କରି ଦୁଃଖ ବଖାଣିବା ପରେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଲେ ମହିଳା ।
ଖରାପ୍ କାମ କରୁଥିବା ବ୍ୟକ୍ତିଙ୍କୁ ପାନେ ଦେଲା ବାଛୁରୀ, ଦେଖନ୍ତୁ ଭିଡ଼ିଓ...
ଚଳିତ ବର୍ଷ ଆମ୍ବ ନଆସିବାରୁ ତିଆରି ହୋଇ ପାରିଲାନି ଚମ୍ପେତ । ଚିନ୍ତାରେ ନିୟମଗିରି ଡ଼ଙ୍ଗରିଆ କନ୍ଧ ।