Advertisment

ପୁଅ ମୁଣ୍ଡ ବଢ଼ି ଯାଉଛି, ବାପା ଅସହାୟ ହୋଇ ବସିଛି...

କୁନି ପିଲାଟିର ମୁଣ୍ଡ ବଢ଼ି ଚାଲିଛି। ପାଖ ଡାକ୍ତରଖାନାକୁ ଯାଇଥିଲେ ଯେ, ସେଠି କହିଲେ କଟକ ବଡ଼ ମେଡିକାଲ ନେଇ ଯାଅ। କିନ୍ତୁ ଆର୍ଥ ସମସ୍ୟା ପାଇଁ ପୁଅକୁ ଧରି ବାପା ଘରକୁ ପଳାଇ ଆସିଲେ...

author-image
Pallipuspa Samal

ଭତ୍ତା ଗଣ୍ଡେ ପାଇବୁ ବୋଲି କଣ ମୁଣ୍ଡିଆ ପାହାଡ ଚଢ଼ିକି ଯିବୁ? ୫୦୦ ଟଙ୍କା ଭତ୍ତା ପାଇବାକୁ ୧୦୦ ଟଙ୍କା ଖର୍ଚ୍ଚ। ଆନ୍ଧ୍ର ତ ଆଣି ଆମ ଘରେ ଦେଇ ଯିବ କହୁଛି, ତମ ଭତ୍ତା ତମେ ରଖ। ଏମିତି କହିଲେଣି କୋଟିଆ ବାସୀ। କୁନି ପିଲାଟିର ମୁଣ୍ଡ ବଢ଼ି ଚାଲିଛି। ପାଖ ଡାକ୍ତରଖାନାକୁ ଯାଇଥିଲେ ଯେ, ସେଠି କହିଲେ କଟକ ବଡ଼ ମେଡିକାଲ ନେଇ ଯାଅ। କିନ୍ତୁ ଆର୍ଥ ସମସ୍ୟା ପାଇଁ ପୁଅକୁ ଧରି ବାପା ଘରକୁ ପଳାଇ ଆସିଲେ...

Advertisment
Apana Ek Nuhanti
Advertisment
Advertisment