ଯେତେବେଳେ କରୋନା ଲକଡାଉନ୍ ସଟଡାଉନ୍ ଚାଲିଥିଲା ସେତିକି ବେଳେ ୫୨ ହଜାର୍ ଶ୍ରମ କାର୍ଡ ହେଲା କେମିତି?
Published: Pallipuspa Samal
Last updated: 14 August 2022, 01:23 PM IST
ବୟସ ଖୁବ୍ କମ୍... ହେଲେ ବାଇକ୍ ଚଳାଉଛି ବାଳକ । ଦେଖନ୍ତୁ ଏହି ଭିଡିଓକୁ... ଗାଡ଼ିରେ ବସିବା ପରେ ପିଲାଟିର ଗୋଡ଼ ତଳକୁ ଠିକ୍ ସେ ବି ଲାଗୁନି । ହେଲେ ନିଜେ ବାଇକ୍ ଚଳାଇବା ସହ ପଛରେ ଅନ୍ୟ ଜଣେ ବାଳକକୁ ବସାଇଛି ।