Advertisment

ଭତ୍ତା ୫୦୦ କୁ ବାଟ ଖର୍ଚ୍ଚ ଯାଉଛି ୧୦୦

ଭତ୍ତା ଗଣ୍ଡେ ପାଇବୁ ବୋଲି କଣ ମୁଣ୍ଡିଆ ପାହାଡ ଚଢ଼ିକି ଯିବୁ? ୫୦୦ ଟଙ୍କା ଭତ୍ତା ପାଇବାକୁ ୧୦୦ ଟଙ୍କା ଖର୍ଚ୍ଚ। ଆନ୍ଧ୍ର ତ ଆଣି ଆମ ଘରେ ଦେଇ ଯିବ କହୁଛି, ତମ ଭତ୍ତା ତମେ ରଖ। ଏମିତି କହିଲେଣି କୋଟିଆ ବାସୀ।

author-image
Pallipuspa Samal

ଭତ୍ତା ଗଣ୍ଡେ ପାଇବୁ ବୋଲି କଣ ମୁଣ୍ଡିଆ ପାହାଡ ଚଢ଼ିକି ଯିବୁ? ୫୦୦ ଟଙ୍କା ଭତ୍ତା ପାଇବାକୁ ୧୦୦ ଟଙ୍କା ଖର୍ଚ୍ଚ। ଆନ୍ଧ୍ର ତ ଆଣି ଆମ ଘରେ ଦେଇ ଯିବ କହୁଛି, ତମ ଭତ୍ତା ତମେ ରଖ। ଏମିତି କହିଲେଣି କୋଟିଆ ବାସୀ।

Advertisment
Kotia Villagers Trek Hilly Terrains
Advertisment
Advertisment