କୁନି ପିଲାଟିର ମୁଣ୍ଡ ବଢ଼ି ଚାଲିଛି। ପାଖ ଡାକ୍ତରଖାନାକୁ ଯାଇଥିଲେ ଯେ, ସେଠି କହିଲେ କଟକ ବଡ଼ ମେଡିକାଲ ନେଇ ଯାଅ। କିନ୍ତୁ ଆର୍ଥ ସମସ୍ୟା ପାଇଁ ପୁଅକୁ ଧରି ବାପା ଘରକୁ ପଳାଇ ଆସିଲେ...