ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ଼ ଗାଁର ମଧୁସୂଦନ ସିଂହ ଓ ସୁଭଦ୍ରା ସିଂହଙ୍କର ୧୦ ବର୍ଷୀୟ ପୁଅ ହେଉଛି କ୍ରିଷ୍ଣା । ଛୋଟ ଅପରେସନ ଜୀବନର ଗତିବିଧିକୁ ପରିବର୍ତ୍ତନ କରିଦେଲା । କିଏ ଜାଣିଥିଲା ଅପରେସନ ପରେ ଭଲ ହେବା ଜାଗାରେ କ୍ୟାନସର ଭଳି ବଡ଼ ବ୍ୟାଧିକୁ ଆପଣେଇ ନେବ ।
ସୋସିଆଲ ମିଡିଆ ୟୁଟ୍ୟୁବକୁ ମଧ୍ୟ ପକ୍ଷଭୁକ୍ତ କଲେ ପ୍ରକୃତି ।
ତେଲକୋଇ ବ୍ଲକ ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସର ୪୦ ଛାତ୍ରୀ ଅସୁସ୍ଥ ହେବାରୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଝାଡ଼ଖଣ୍ଡରୁ ଜଳପ୍ରବାହ କମିବା ପରେ ଏବେ ବର୍ଷା ବଢ଼ାଇଲା ଲୋକଙ୍କ ଦୁର୍ଦ୍ଦଶା । ଛିଣ୍ଡା ପାଲ ତଳେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବିପନ୍ନ ।
ନଦୀରେ ଘାଇ ଯୋଗୁଁ ବିପନ୍ନ ହେଲା ଶହ ଶହ ଗାଁ ଗଣ୍ଡା । ମନୁଷ୍ୟକୃତ କହି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ।
ପରବର୍ତ୍ତୀ ବୈଠକରେ ନାଁ ସର୍ଟଲିଷ୍ଟ କରାଯିବ । ତା ପରେ ହେବ ଅନ୍ଲାଇନ୍ ଭୋଟିଂ । ଅନ୍ଲାଇନ୍ ଭୋଟିଂ ଓ ଜୁରି ମତକୁ ନେଇ ବିଜେତା ଘୋଷଣା ।
କଥାରେ ଅଛି ବାଘ କାମୁଡ଼ାଠୁ ବାଘର ଘୋଷରା ବେଶୀ ବାଧେ। ବନ୍ୟା ପରର ସ୍ଥିତି ଠିକ୍ ସେମିତି। ପାଣି ସିନା କମିଗଲାଣି, ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ପାଣି ଜମି ରହିବାରୁ ଏବେ ବି ଲୋକେ ଘରୁ ବାହାରି ପାରୁନାହାଁନ୍ତି। ସେଇ ପାଣିରେ ଚାଲିଛି ଲୋକଙ୍କ ନିତ୍ୟକର୍ମ...। ଦେଖିବା କିଛି ଝଳକ୍...।
ଦିନେ ଗାଁ ଗାଁରେ ବୁଲି ଲୋକଙ୍କ ସେବା କରୁଥିଲେ, ହେଲେ ଆଜି ସାହାଯ୍ୟ ପାଇଁ ହାତ ଯୋଡୁଛନ୍ତି। ସ୍ୱାମୀଙ୍କର ଦୁଇଟି ଯାକ କିଡନୀ ଅଧିକାଂଶ ନଷ୍ଟ ହୋଇଗଲାଣି...ସେପଟେ ସ୍ତ୍ରୀଙ୍କୁ କ୍ୟାନସର। ଚିକିତ୍ସା ପାଇଁ ଘରଦ୍ୱାର ସବୁ ବିକ୍ରି ସରିଲାଣି ହେଲେ ଏବେ ବି ଟଙ୍କାର ରହିଛି ଅଭାବ...ଆପଣଙ୍କ ସହଯୋଗ ମିଳିଲେ.
ସ୍କୁଲ ଫି ନଦେବାରୁ ଗତକାଲି ୫ ଘଣ୍ଟା ଧରି ୩୪ ଜଣ ପିଲାଙ୍କୁ ସ୍କୁଲ ଘରେ କର୍ତ୍ତୃପକ୍ଷ ବନ୍ଦ କରି ରଖିଥିବା ଅଭିଯୋଗ ହୋଇଛି ।
ରାସ୍ତା ଉପରେ ଫୁଲ୍ ବୋବାଲ୍ କଲେ ଏହି ମହିଳା ଜଣକ । ନବୀନଙ୍କୁ ନେବେ ଘରକୁ ମୋଦିଙ୍କ ସହ କଥା ହେବେ , ୟାଙ୍କୁ ପୋଲିସ୍ ଡ୍ରେସ୍ ପସନ୍ଦ ନୁହେଁ। ଆଉ କଣ କହିଲେ ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରିଯିବ।
ଓଡିଶାରେ ରାସ୍ତା ଉପରେ ମିଳୁଚି ୨ଟଙ୍କିଆ ଆଛେଦିନ୍। ତାର ପୁଣି ବିଭିନ୍ନ ଦର ଅଛି। ଘରକୁ ମଗଉଛନ୍ତି କି । ଏବେ ଏଇଠୁ ମଗାନ୍ତୁ
କନ୍ଦାଉଛି ବନ୍ୟା। ହଠାତ୍ ପାଣି ମାଡି ଆସିବାରୁ ଫସିଗଲେ ୨୬ ପରିବାର। ଖାଇବା ନାହିଁ କି ପିଇବା ନାହିଁ..ଅନ୍ଧାରରେ କଟୁଛି ଜୀବନ
ପ୍ରବଳ ବର୍ଷାରୁ ବନ୍ୟା ସ୍ଥିତି ପରେ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଚିକିତ୍ସାକେନ୍ଦ୍ର କ୍ୟାପିଟାଲ ହସ୍ପିଟାଲ୍ରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ବାରଣ୍ଡାରେ ପଡ଼ି ହନ୍ତସନ୍ତ ହେଉଛନ୍ତି ରୋଗୀ।
ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଇଡାହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କାନ୍ଥ ପଡ଼ି ଦୁଇ ଶିଶୁଙ୍କ ଜୀବନ ଚାଲିଯାଇଛି ।
ଦିନେ ଗାଁ ଗାଁରେ ବୁଲି ଲୋକଙ୍କ ସେବା କରୁଥିଲେ, ହେଲେ ଆଜି ସାହାଯ୍ୟ ପାଇଁ ହାତ ଯୋଡୁଛନ୍ତି। ସ୍ୱାମୀଙ୍କର ଦୁଇଟି ଯାକ କିଡନୀ ଅଧିକାଂଶ ନଷ୍ଟ ହୋଇଗଲାଣି...ସେପଟେ ସ୍ତ୍ରୀଙ୍କୁ କ୍ୟାନସର। ଚିକିତ୍ସା ପାଇଁ ଘରଦ୍ୱାର ସବୁ ବିକ୍ରି ସରିଲାଣି ହେଲେ ଏବେ ବି ଟଙ୍କାର ରହିଛି ଅଭାବ...ଆପଣଙ୍କ ସହଯୋଗ ମିଳିଲେ...
ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ପରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଆଜି ପାଇଁ ୬ଟି ଟ୍ରେନ୍କୁ ପୂର୍ବତଟ ରେଳ ବିଭାଗ ବାତିଲ୍ କରିଛି।
କମ୍ପାନୀର କର୍ମଚାରୀ ପ୍ରୀତି। ସେମାନେ କିପରି ସୁବିଧାରେ ରହିବେ ଏନେଇ ଚିନ୍ତା କରେ ଏମିତି ଏକ କମ୍ପାନୀ। ବିଦ୍ୟୁତ ବିଲ୍ ବଢିଯିବାରୁ କମ୍ପାନୀ ନେଇଛି ଏମିତି ଏକ ପଦକ୍ଷେପ। କର୍ମଚାରୀଙ୍କୁ ପ୍ରତି ମାସରେ ଦେଉଛି ୧୮,୦୦୦ରୁ ଅଧିକ ବୋନସ୍।
ଆକାଶରେ ଉଡିବାବେଳେ ପାଇଲଟ୍ ଜାଣିପାରିଥିଲେ ଯେ ବିମାନଟିର ଇନ୍ଧନ ସରିଯାଇଛି। ଏହା ଜାଣିବା ପରେ ସେ ଏହାକୁ ରାସ୍ତାର ପାର୍ଶ୍ୱରେ ଥିବା ମୋଟର୍ୱେକୁ ନେଇ ସିଧା ଦୁର୍ଘଟଣା କରିଦେଲେ। ସେ ଏହା ଭିତରୁ ଆରାମ୍ରେ ବାହାରକୁ ଆସିଲେ, ସତେ ଯେମିତି କିଛି ହେଇନି।
ପ୍ରାୟ ୧୦ଟି ଟ୍ରେନ୍ର ଯାତ୍ରା ବିଳମ୍ବିତ ହୋଇଥିବା ସୂଚନା ମିଳିଛି।
ବୁଡ଼େଇଲା ସୁବର୍ଣ୍ଣରେଖା । ମହାନଦୀ ତୋଡ଼ ନଯାଉଣୁ ଉତ୍ତରରେ ସୁବର୍ଣ୍ଣରେଖା ତାଉ । ଉବୁଟୁବୁ ବାଲେଶ୍ୱର ଜିଲ୍ଲାର ୬ଟି ବ୍ଲକ୍ର ଶତାଧିକ ଗାଁ ।
ରାଜ୍ୟରେ ଦୁଇ ଦୁଇଟି ବନ୍ୟା ପାଇଁ ଦାୟୀ କିଏ ? ମହାନଦୀ ବନ୍ୟା ପାଇଁ ଛତିଶଗଡ଼, ସୁବର୍ଣ୍ଣରେଖା ବନ୍ୟା ପାଇଁ ଝାଡ଼ଖଣ୍ଡ ଦାୟୀ କି ? ନା ନିଜ ଦୋଷ ଲୁଚାଇବାକୁ ଅନ୍ୟ ରାଜ୍ୟ ମୁଣ୍ଡରେ ଅଠା ବୋଳୁଛି ଓଡ଼ିଶା ?
ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ କିଆଝର ପଂଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଟୁଙ୍ଗେଇଶୁଣୀ ଗାଁ । ଏଠାରୁ ଅନେକ ଛାତ୍ରଛାତ୍ରୀ ଜଙ୍ଗଲ ଘାଟି ରାସ୍ତା ପାର ହୋଇ ୧୨ କିଲୋମିଟରରୁ ଅଧିକ ବାଟ ଚାଲି ଚାଲି ଦୈନିକ ସ୍କୁଲ ଯାଆନ୍ତି ।
ଆତ୍ମଘୋଷିତ ସାମ୍ବାଦିକ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା । ଚାକିରି କରାଇଦେବା ବାହାନାରେ ଶାରିରୀକ ସମ୍ପର୍କ ରଖୁଥିଲା ।
ସୁବର୍ଣ୍ଣରେଖାରେ ଆସିଥିବା ବନ୍ୟା ଏବେ ଚିନ୍ତାର କାରଣ ପାଲଟିଛି। ବିଶେଷ କରି ବାଲେଶ୍ୱର ଓ ବାରିପଦାବାସୀଙ୍କ ଆଖିରୁ ଏବେ ନିଦ ଛଡ଼ାଇ ନେଇଛି ଏହି ବନ୍ୟା।
ଶ୍ୱେତାଙ୍କ ବୟଫ୍ରେଣ୍ଡ୍ ବିରୋଧରେ ପରିବାର ଲୋକଙ୍କ ସଙ୍ଗୀନ୍ ଅଭିଯୋଗ ।