୧୯୭୦ ରୁ ୧୯୭୪ ମସିହା ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ୍ ୨ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସେହି ସ୍କୁଲକୁ ବୁଲିବାକୁ ଯାଇଥିବା ବେଳେ ରେଜିଷ୍ଟରରେ ନିଜର ଅନୁଭୂତି ଲେଖିଛନ୍ତି ମହାମହିମ ।
Published By: Satyendu Shekher Mishra
Last updated: 11 November 2022, 01:18 PM IST
President Draupadi Murmu
୫୦ ବର୍ଷ ତଳର ସାଙ୍ଗମାନଙ୍କ ସହ ୟୁନିଟ୍ ୨ ବାଳିକା ହାଇସ୍କୁଲରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।
ୟୁନିଟ୍ ୨ ବାଳିକା ହାଇସ୍କୁଲରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ବାଲୁକା ପ୍ରତିକୃତିକୁ ଦେଖି ଖୁସି ହେଉଛନ୍ତି ।
ଭୁବନେଶ୍ୱର ୟୁନିଟ୍ ୨ ବାଳିକା ଉଚ୍ଚବିଦ୍ୟାଳୟ ଆଦିବାସୀ ଛାତ୍ରୀନିବାସର ଏହି ରୁମ୍ରେ ରହୁଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ୟୁନିଟ୍ ୨ ବାଳିକା ହାଇସ୍କୁଲ ବୁଲିବା ଅବସରରେ ରେଜିଷ୍ଟରରେ ନିଜର ଅନୁଭୂତି ଳେଖିଲେ ରାଷ୍ଟ୍ରପତି ।
ୟୁନିଟ୍ ୨ ବାଳିକା ଉଚ୍ଚ ବିଦ୍ୟାଳୟରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ଆୟୋଜିତ ପାରମ୍ପରିକ ନୃତ୍ୟ ।
ୟୁନିଟ୍ ୨ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ମହାମହିମଙ୍କୁ ଦେଉଛନ୍ତି ହାତ ତିଆରି ଚିତ୍ର ଉପହାର ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ସ୍କୁଲ ନାମଲେଖା ରେଜିଷ୍ଟରର ଫଟୋଚିତ୍ର ପ୍ରଦାନ କରାଯାଉଛି।