ଯେଉଁ ବୟସରେ ସାଙ୍ଗସାଥି ମେଳରେ ଖେଳି ବୁଲି ସମୟ କାଟିବା କଥା, ସେହି ବୟସରେ କାନ୍ଧ ବୋହୁଛି ପରିବାରର ବୋଝ । ବାପ ଛେଉଣ୍ଡ ପରେ ରୋଗୀଣା ମାଆର ଦାୟିତ୍ୱ ସହ ସାନ ଭାଇର ଉତ୍ତରଦାୟିତ୍ୱ ତୁଲାଇବାକୁ ଅଣ୍ଟା ଭିଡିଛି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର । ପାଠ ପଢ଼ି ଦିନେ ଡାକ୍ତର ହେବାର ସ୍ୱପ୍ନ ଦେଖିଥିବାରୁ ସେଇ ସ୍ୱପ୍ନ ପୂରଣ ପାଇଁ ୧୩ ବର୍ଷ ବୟସରେ ଖବରକାଗଜ ହକର ସାଜି ସଂଘର୍ଷ କରୁଛି ବଲାଙ୍ଗିର ସହରର ଚୁମନ୍ ରାଓ
Published: Pallipuspa Samal
Last updated: 12 November 2022, 08:54 AM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।