ଯେଉଁ ବୟସରେ ସାଙ୍ଗସାଥି ମେଳରେ ଖେଳି ବୁଲି ସମୟ କାଟିବା କଥା, ସେହି ବୟସରେ କାନ୍ଧ ବୋହୁଛି ପରିବାରର ବୋଝ । ବାପ ଛେଉଣ୍ଡ ପରେ ରୋଗୀଣା ମାଆର ଦାୟିତ୍ୱ ସହ ସାନ ଭାଇର ଉତ୍ତରଦାୟିତ୍ୱ ତୁଲାଇବାକୁ ଅଣ୍ଟା ଭିଡିଛି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର । ପାଠ ପଢ଼ି ଦିନେ ଡାକ୍ତର ହେବାର ସ୍ୱପ୍ନ ଦେଖିଥିବାରୁ ସେଇ ସ୍ୱପ୍ନ ପୂରଣ ପାଇଁ ୧୩ ବର୍ଷ ବୟସରେ ଖବରକାଗଜ ହକର ସାଜି ସଂଘର୍ଷ କରୁଛି ବଲାଙ୍ଗିର ସହରର ଚୁମନ୍ ରାଓ
Published: Pallipuspa Samal
Last updated: 12 November 2022, 08:54 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।