• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

What is Blue Aadhaar? Know how to apply
୫ ବର୍ଷରୁ କମ୍ ପିଲାଙ୍କ ପାଇଁ ଆଧାର; ଜାଣନ୍ତୁ କିପରି କରିବେ ଆବେଦନ

ବର୍ତ୍ତମାନ ସରକାର 'ବ୍ଲୁ ଆଧାର କାର୍ଡ' ବା ବାଲ୍‌ ଆଧାର କାର୍ଡ’ ଆରମ୍ଭ କରିଛନ୍ତି। ଏହାକୁ ୫ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଆବେଦନ କରାଯିବ। ଏହାକୁ କିପରି କରିବେ ଆବେଦନ ଆସନ୍ତୁ ଜାଣିବା।

OTV Journalist Arindam
ଓଟିଭିର ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଆଜି ଜନ୍ମଦିନ

ନିଜ କର୍ତ୍ତବ୍ୟ ନିଷ୍ଠା ଓ ସାହସିକତା ପାଇଁ ଓଡ଼ିଶାରେ ଘରେ ଘରେ ପରିଚିତ ଥିଲେ ଅରିନ୍ଦମ।

'Jal Pari' Jiya swims 21km across Chilika lake in Odisha
ଚିଲିକାର ନୀଳ ଜଳରାଶିରେ ଜଳପରୀ ‘ଜିଆ’, ୨୧ କି.ମି. ଯାଏ ସୁଇମିଙ୍ଗ୍‌ କରି ତାଜୁବ କଲେ...

ଅର୍ଟିଜିମ୍ ରୋଗରେ ପୀଡ଼ିତ ହୋଇ ମଧ୍ୟ ନିଜର ସନ୍ତରଣ କଳା ପାଇଁ ୧୪ ବର୍ଷର ଝିଅ ଜିଆ ରଏ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଳଟିଛନ୍ତି। ଜିଆ ଏବେ ଚିଲିକା ନୀଳ ଜଳରାଶିରେ ସାଜିଛନ୍ତି ଜଳପରୀ। 

high school
ଗାଁ ଲୋକଙ୍କ ଗୋଟିଏ ଦାବି…ସ୍କୁଲ ହେବ ତ ଆମ ଗାଁରେ

ଆମ ଗାଁରେ ସ୍କୁଲ ହେବାର ଥିଲା, ଅନ୍ୟ ଗାଁରେ କାହିଁକି କଲ? ୧୦ କିମି ଦୂରକୁ ପଢିବାକୁ ପିଲା ଯିବେ କେମିତି? ଆଗେ ଆମ କଥା ଶୁଣ, ପରେ ସ୍କୁଲରୁ ତାଲା ଫିଟିବ...ବାସ୍‌ ଏମିତି କିଛି ଦାବି ନେଇ ସ୍କୁଲରେ ୨୫ ଦିନ ହେଲାଣି ତାଲା ଠୁଙ୍କିଛନ୍ତି ଗାଁ ଲୋକେ

Lord Hanuman
ନାଲିଆ ବୋତଲ ଗୀତରେ ନାଚିଲେ ହନୁମାନ

ଚାଲିଥିଲା ନାଟକ, ବାଜୁଥିଲା ଖୋଲ ଖୋଲ ସାଙ୍ଗ ନାଲିଆ ବୋତଲ ଖୋଲ୍…ବାସ୍ ଏଇ ଗୀତରେ ହଠାତ୍ ଡ୍ୟାନ୍ସରଙ୍କ ସହ ପ୍ରବଳ ନାଚିଲେ ହନୁମାନ ବେଶ ଧାରୀ ଯୁବକ। ଭାଇରାଲ ହେଉଛି ଭିଡିଓ

sadhaba pua
କି ନିଦ? ବନ୍ଦାଉ ବନ୍ଦାଉ ଶୋଇ ପଡିଲେ ସାଧବାଣୀ...

ଆଲୋ ଆଲୋ ଇଏ ନିଦ କି ବୋଲ ମାନୁଛି? ସାଧବ ପୁଅକୁ ବନ୍ଦାଇ ବନ୍ଦାଇ ଥକି ପଡିଥିଲେ ବୋଧହୁଏ...ଦେଖୁନୁରେ ନାରଣ କେମିତି ଥାଳି ଧରି ଶୋଇ ପଡିଲେ

Snack seller to judge
ବାପା ବିକୁଥିଲେ ବରା, କାକରା…ଏବେ ଜଜ୍ ହେବ ଝିଅ

ବାପା ବିକୁଥିଲେ ବରା, କାକରା ଆଉ ସିଙ୍ଗଡା। ଏବେ ଝିଅ ହେବ ଜଜ୍…ସଫଳତା ଜାଣିବା ପରେ ଖୁସିରେ କାନ୍ଦି ପକାଇଲେ ବାପା

Frog which can kill humans by just touching
ବେଙ୍ଗର ବି ବିଷ! ୩ ମିନିଟ୍‌ରେ ମାରିଦେବ ୧୦ ଲୋକ

ବିଷାକ୍ତ ଜୀବ କଥା ପଡିଲେ ମନକୁ ସାପର ଚିତ୍ର ଚାଲିଆସେ। ଆପଣ କେବେ ଭାବିପାରୁଛନ୍ତି କି ବେଙ୍ଗ ବି ବିଷାକ୍ତ ହୋଇପାରେ! ହଁ, ଦୁନିଆରେ ଏମିତି ବି ବେଙ୍ଗ ଅଛନ୍ତି ଯେଉଁମାନଙ୍କୁ ଛୁଇଁଲେ ଚାଲିଯିବ ପ୍ରାଣ।

9-year-old boy seeks alms to perform father’s after-death rituals
ବାପାର ଶୁଦ୍ଧି ପାଇଁ ବୁଲି ବୁଲି ଭିକ୍ଷା ମାଗୁଛି ପୁଅ

କୁନି ପୁଅର ଟଙ୍କା ଯୋଗାଡରେ ସହାୟତା କରୁଛି ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ।

  • Sunday, 13 November 2022
9-year-old boy seeks alms to perform father’s after-death rituals
ବାପାଙ୍କୁ ଛଡାଇନେଲା କ୍ୟାନସର, ଶୁଦ୍ଧିକ୍ରିୟା ପାଇଁ ଗାଁ ଗାଁ ବୁଲି ହାତ ପାତୁଛି ପୁଅ

ଆରପାରିକୁ ଚାଲିଗଲେ ଉମେଶ, ଆଉ ପଛରେ ଛାଡିଦେଇ ଗଲେ ପତ୍ନୀ ଓ ଦୁଇ କୁନି ପୁଅଙ୍କୁ

  • Sunday, 13 November 2022
Daughter gets iphone 12 as surprise gift from parents and delighted
ଉପହାରରେ ଆଇଫୋନ୍ ପାଇ ଆତ୍ମହରା ହୋଇଗଲା ଝିଅ

ବାପାମା’ଙ୍କଠାରୁ ଏକ ଉପହାର ପାଇବା ପରେ ଝିଅ କେତେ ମାତ୍ରାରେ ଖୁସି ହେଇଯାଇଛି ତାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବାପାମାଆ ଝିଅକୁ ଏକ ଆଇଫୋନ୍ ଉପହାର ଦେଇ ତା ଖୁସିକୁ ଦ୍ୱିଗୁଣିତ କରିଦେଇଛନ୍ତି।

Baliyatra
୬୫ ପ୍ରକାର ପିଠା ବାସ୍ନାରେ ମହକୁଛି ବାଲିଯାତ୍ରା ପଡିଆ

ବାଲିଯାତ୍ରାରେ ଏସନ ଭଳିକି ଭଳି ପିଠା। ୬୫ ପ୍ରକାର ସୁଆଦିଆ ପିଠା ଖାଇ ଦର୍ଶକ ବି ବେଶ୍ ଖୁସ୍…ଆଉ ଆକାଶ ମାର୍ଗରୁ ବାଲିଯାତ୍ରାର ଦୃଶ୍ୟ ଯିଏ ଥରେ ଦେଖିଛି ସିଏ ଜାଣିଛି…କେମିତି ଚାଲିଛି ବାଲିଯାତ୍ରା?

World’s most beautiful police officer
ମଡେଲିଂର ମୋହ ନାହିଁ…ଟଙ୍କା ପାଇଁ କର୍ତ୍ତବ୍ୟ ଛାଡିବେନି ବିଶ୍ୱ ସୁନ୍ଦରୀ ପୋଲିସ ଅଫିସର୍

ମଡେଲିଂ ପାଇଁ ମୋହ ନାହିଁ…ବିଶ୍ୱର ସୁନ୍ଦରୀ ପୋଲିସ ଅଫିସରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା…ଏତେ ଟଙ୍କା ପାଇଁ ଅଫର ଆସୁଥିଲେ ବି ଚାକିରି ଛାଡି ମଡେଲିଂ କରିବାକୁ ରାଜି ହେଉନାହାନ୍ତି ଏଇ ଅଫିସର

  • Sunday, 13 November 2022
Two brothers die
ସ୍ୱପ୍ନ ଚୁରମାର…ସୈନିକ ହୋଇଥାନ୍ତେ, ଶବ ପାଲଟିଗଲେ

ସ୍ୱପ୍ନ ହୋଇଗଲା ଚୁରମାର। ସୈନିକ ପାଇଁ ଦୌଡୁ ଥିଲେ…ରାସ୍ତା ପଡିଯିବା ପରେ ଚାଲିଗଲା ଜୀବନ…ଦୁଇ ଭେଣ୍ଡିଆ ପୁଅଙ୍କୁ ହରାଇ ଭୋ ଭୋ କାନ୍ଦୁଛନ୍ତି ବାପା-ମାଆ…

  • Sunday, 13 November 2022
News Fuse
ସିଏ ବବି…କୋବି ନୁହେଁ ଯେ ପରିବା ମାର୍କେଟ୍ରେ ମିଳିବେ !!

ଭାଇ ତୁମେ କଂଟ୍ରୋଲରେ ନାହଁ। ୟାଙ୍କର ଏକ ଜିଦ୍‌ ବବି ଭାଇ ଆମର ଦରକାର। ବବି ଭାଇ ଏବେ ଓସିଏ ସଭାପତି। ଏଇନେ ଚାହିଁବେ ମାନେ ପଡିଆ ପୂରା ନୂଆ ହେବ। ହେଇଲୋ...ଇଏ କଣ ନେତା ଖଟୁନାହାନ୍ତି ବୋଲି କହିଲେ, ପଏଣ୍ଟ ଟୁ ବି ନୋଟେଡ୍‌

duplicate eggs
ଶୀତ ଦିନରେ ବଜାରରେ ବୁଲୁଛି ନକଲି ଅଣ୍ଡା…ହେଲେ ଚିହ୍ନିବେ କେମିତି?

ଶୀତ ଦିନରେ ମାର୍କେଟ୍‌ରେ ବୁଲୁଛି ଶହଶହ ନକଲି ଅଣ୍ଡା। ଟିକିଏ ଅସାବଧାନ ହେଲେ ଆପଣ ବି ଘରକୁ ନେଇପାରନ୍ତି ନକଲି ଅଣ୍ଡା। ଜାଣନ୍ତୁ କେମିତି ଚିହ୍ନିବେ ନକଲି ଅଣ୍ଡା?

  • Sunday, 13 November 2022
Special story
ଠକିଦେଲା ଯୋଗାଣକାରୀ ସଂସ୍ଥା ! ଅଙ୍ଗନବାଡି କେନ୍ଦ୍ରକୁ ଗ୍ୟାସ୍ ଚୁଲା ଯୋଗାଣରେ ଅନିୟମିତତା

୨୦୦ ଅଙ୍ଗନବାଡି କେନ୍ଦ୍ରକୁ ଦିଆଯାଇଥିବା ଗ୍ୟାସ୍ ଯୋଗାଣରେ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ଆଣିଛନ୍ତି ଅଙ୍ଗନବାଡି କର୍ମୀ

helpless girl
ମୁଁ ଏକା ସମ୍ଭାଳୁଛି ମୋ ପରିବାରର ବୋଝ

ବାପା ଚାଲିଯାଇଥିଲେ ଗଲା ଦୀପାବଳି ପରେ ପରେ ମାଆ ପରି କରି ଆରପାରିକୁ ଚାଲିଗଲା । ଏବେ ଘରର ମୁରବୀ ସାଜିଛି କୁନି ଝିଅ ରୁବିନି । ଏଡିକି ବକୁଟେ ଝିଅ ମୁଣ୍ଡରେ ଏବେ ତିନି ଭାଇ ଭଉଣୀଙ୍କ ବୋଝ ।

  • Saturday, 12 November 2022
water crisis
ଜଳ ଯନ୍ତ୍ରଣାରେ ଛଟପଟ ଜୀବନ, ପିଇ ହେଉନି ଏ ପାଣି

ମାସେ ନୁହେଁ କି’ ଦୁଇମାସ ନୁହେଁ ବର୍ଷେ ପାଖାପାଖି ହେବ ନଳକୂଅରୁ ବାହାରୁଛି ଲୁଣିପାଣି l ଆଉ ପିଇବା ଉପଯୋଗୀ ପାଣି ମିଳୁନଥିବାରୁ ବହୁ ହଇରାଣ ହେଉଛନ୍ତି ଗ୍ରାମବାସୀ l ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତର ବଳ ସାହି ଗାଁ ଲୋକେ ପାଣି ଟୋପେ ପାଇଁ ହେଉଛନ୍ତି ଡହଳ ବିକଳ ।

Friends raising fund
ବନ୍ଧୁର ଜୀବନ ବଞ୍ଚାଇବା ପାଇଁ ସାଙ୍ଗମାନଙ୍କର ଭିନ୍ନ ଏକ ପ୍ରୟାସ ସମାଜ ପାଇଁ ଏକ ନୂଆ ଦିଗଦର୍ଶନ ଦେଇଛି

ଏ ସମ୍ପର୍କ ଯୁଗ ଯୁଗର। ଏ ବନ୍ଧୁତ୍ୱ ଜନ୍ମ ଜନ୍ମର। ବନ୍ଧୁର ଜୀବନ ବଞ୍ଚାଇବା ପାଇଁ ସାଙ୍ଗମାନଙ୍କର ଭିନ୍ନ ଏକ ପ୍ରୟାସ ସମାଜ ପାଇଁ ଏକ ନୂଆ ଦିଗଦର୍ଶନ ଦେଇଛି।

  • Saturday, 12 November 2022
News Fuse
ଭୁବନେଶ୍ୱର ମେୟରଙ୍କ ହାତରେ ଅଳିଆ, ଚାଲିଛି ସଫେଇ ଅଭିଯାନ

ଅଳିଆ ପାଇଁ ତ ଆମ ଭୁବନେଶ୍ୱର ସ୍ମାର୍ଟ ସିଟି ତାଲିକାରେ ତଳକୁ ଖସିଗଲାଣି । ଅବଶ୍ୟ ଆମ ନୂଆ ମେୟର ଆଉ କମିଶନର ଯୋଉ ରେଟରେ ଅଳିଆ ସଫାରେ ଲାଗିଛନ୍ତି, ଆଉ କିଛି ସଫା ହେଉ କି ନ ହେଉ, ଅଳିଆ ହଟିବା ଥୟ ।

paper boy
କୁନି ବୟସରେ କାନ୍ଧ ବୋହୁଛି ପରିବାରର ବୋଝ

ଯେଉଁ ବୟସରେ ସାଙ୍ଗସାଥି ମେଳରେ ଖେଳି ବୁଲି ସମୟ କାଟିବା କଥା, ସେହି ବୟସରେ କାନ୍ଧ ବୋହୁଛି ପରିବାରର ବୋଝ । ବାପ ଛେଉଣ୍ଡ ପରେ ରୋଗୀଣା ମାଆର ଦାୟିତ୍ୱ ସହ ସାନ ଭାଇର ଉତ୍ତରଦାୟିତ୍ୱ ତୁଲାଇବାକୁ ଅଣ୍ଟା ଭିଡିଛି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର । ପାଠ ପଢ଼ି ଦିନେ ଡାକ୍ତର ହେବାର ସ୍ୱପ୍ନ ଦେଖିଥିବାରୁ ସେଇ ସ୍ୱପ୍ନ ପୂରଣ ପାଇଁ ୧୩ ବର୍ଷ ବୟସରେ ଖବରକାଗଜ ହକର ସାଜି ସଂଘର୍ଷ କରୁଛି ବଲାଙ୍ଗିର ସହରର ଚୁମନ୍ ରାଓ

  • Saturday, 12 November 2022
65% of insects on Earth to go extinct due to climate change
ଜଳବାୟୁ ପରିବର୍ତ୍ତନ ଯୋଗୁ ବିଲୁପ୍ତ ହେବେ ୬୫ ପ୍ରତିଶତ କୀଟ !

ଜଳବାୟୁ ପରିବର୍ତ୍ତନ ଖାଲି ମାନବ ସମାଜ ନୁହେଁ, କୀଟ ପତଙ୍ଗ ଉପରେ ମଧ୍ୟ ପ୍ରଭାବ ପକଉଛି। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ପରବର୍ତ୍ତୀ ଶତାବ୍ଦୀରେ ୬୫% କୀଟପତଙ୍ଗ ବିଲୁପ୍ତ ହୋଇପାରନ୍ତି।

Draupadi Murmu
ସ୍କୁଲ ବେଳର ସାଙ୍ଗଙ୍କୁ ଭେଟି ସୁଖଦୁଃଖ ହେଲେ ମହାମହିମ, କହିଲେ ଚୁନି କାହିଁ ?

ସକାଳ ପ୍ରାୟ ୯ଟା ୩୦ରେ, ନିଜ ବିଦ୍ୟାଳୟ ଭିତରକୁ ରାଷ୍ଟ୍ରପତିଙ୍କ କାରକେଡ୍ ପଶିବା ଆଗରୁ ସାଜ ସଜ୍ଜାରେ ହସୁଥିଲା, ଗର୍ବରେ ଫାଟି ପଡୁଥିଲା ପରିସର । ବିଦ୍ୟାଳୟକୁ ପଶୁ ପଶୁ ଆଗ ସ୍କୁଲ ଛାତ୍ରୀଙ୍କ ହାତରେ ବାଲୁକା କଳାରେ ନିର୍ମିତ ନିଜ ପ୍ରତିକୃତିକୁ ଦେଖି ବିଭୋର ହୋଇଥିଲେ ରାଷ୍ଟ୍ରପତି ।

Now read engg books in Odia
ଏଣିକି ଓଡ଼ିଆରେ ପଢ଼ିବେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ

ଭୁବନେଶ୍ୱରର ଜୟଦେବ ଭବନରେ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ ଉନ୍ମୋଚନ କରିଛନ୍ତି। ଉଭୟ ଡିଗ୍ରୀ ଓ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଏହି ପୁସ୍ତକ ଉନ୍ମୋଚିତ ହୋଇଛି।