ଯାତ୍ରା ପାଇଁ ଟ୍ରେନ୍ରେ ସିଟ୍ କନଫର୍ମ ହେଲାନି ବୋଲି...ଟ୍ରାକ୍ରେ ୨୦ ମିନିଟ୍ ପର୍ଯ୍ୟନ୍ତ ଛିଡା ହୋଇ ଟ୍ରେନ୍ ଅଟକାଇଲେ ମହିଳା। ବୁଝାସୁଝା ପରେ ବି ଶୁଣିଲେନି..ଶେଷରେ ସିଟ୍ ମିଳିବା ପରେ ଟ୍ରେନ୍କୁ ଛାଡିଲେ ମହିଳା
Published: Pallipuspa Samal
Last updated: 11 November 2022, 02:13 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।