ନନା ତୁମେ ପରା ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଦୁଇହଳ ଡ୍ରେସ୍ ରଖୁନ? ମଲା ସିଏ କଣ ଜାଣିଥିଲେ ଧାମନଗରରେ ସୂର୍ଯ୍ୟ ଉଇଁବ ବୋଲି? ଜାଗା ମୁଣ୍ଡରେ ତୁ କଣ କହିଲୁରେ ନାରଣ?
Published: Pallipuspa Samal
Last updated: 11 November 2022, 10:28 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।