ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚରା ବସ୍ତିପଡାଠାରେ ଆଜି ଏକ ଶବ ଶୋଭାଯାତ୍ରାକୁ ନେଇ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥିଲା ।
ମନ୍ଦିରରେ ୫ ପ୍ଲାଟୁନ ଫୋର୍ସ ମୁତୟନ; ଉପଜିଲ୍ଲାପାଳ, ଏଏସପି ଉପସ୍ଥିତ
ଯୁକ୍ତ ୩ରେ ପାଠ ପଢୁଛନ୍ତି, ପୁଣି ଚା’ ଦୋକାନ କରିଛନ୍ତି। ବାପା ଦିନ ମଜୁରିଆ, ମାଆ ରୋଗୀ...ନିଜସ୍ୱ ରୋଜଗାରରେ ଆଇଏଏସ୍ ହେବାକୁ ଦେଖୁଛନ୍ତି ସ୍ୱପ୍ନ। ଶୁଭଲକ୍ଷ୍ମୀଙ୍କ ଟି-ଷ୍ଟଲରେ ଲାଗୁଛି ପ୍ରବଳ ଭିଡ
କୁନି ଝିଅ ବୁଝୁଛି ମାଆର କଷ୍ଟ। ଯେଉଁ ବୟସରେ ସେ ବୁଲିବା କଥା ସେହି ବୟସରେ ଯାତରା ଭିତରେ ବସି ବିକ୍ରି କରୁଛି ବେଲଣା ପିଢା। ପଚାରିଲେ କହୁଛି, ମାଆ ଏକା ଏକା କେତେ ବିକ୍ରି କରିବ? ସାବାସ୍ କୁନିଝିଅ
ପ୍ରେମ ପରେ ବି ଅନ୍ୟତ୍ର ବିବାହ କରୁଥିଲେ ପ୍ରେମିକ। ଖବର ପାଇବା ପରେ ଥାନାରେ ପହଞ୍ଚିଲେ ପ୍ରେମିକା...ପୋଲିସ୍କୁ ଡାକିଲେ, ପ୍ରେମିକକୁ ବିବାହ କଲେ...
ଚିଟ୍ଫଣ୍ଡ ସଂସ୍ଥା ଶାରଳା ରିୟଲକନ୍ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ପ୍ରାୟ ୧୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନିଲାମ ଉପରେ ଏହି ରହିତାଦେଶ ଜାରି ହୋଇଛି।
ଆଶ୍ଚର୍ଯ୍ୟ ଲାଗିଲେ ବି ସତ...ଝିଅକୁ ସମୟ ଦେବା ପାଇଁ ଚାକିରି ଛାଡିଦେଲେ ବାପା...ସମସ୍ତେ କହିଲେ ନିଷ୍ପତ୍ତି ଭୁଲ୍, ହେଲେ ବାପା କହିଲେ...
ଦ୍ରୁତଗାମୀ ମାଲ୍ବାହୀ ଟ୍ରେନ୍ର ୮ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା। କିଛି ବଗି ଯାତ୍ରୀ ବିଶ୍ରାମଗାର ଓ ଟିକେଟ୍ ଘର ଉପରକୁ ମାଡ଼ି ଯାଇଥିଲା।
ପୁଣି ଚର୍ଚ୍ଚାରେ ବଲାଙ୍ଗିରର ପେପର ବୟ ଚୁମନ୍ ରାଓ। ସହାୟତା ଦେବା ପାଇଁ ପହଞ୍ଚିଲେ ବଲାଙ୍ଗିର ବିଧାୟକ..ପାଠ ପଢିବାରେ ଚୁମନକୁ ମିଳିବ ଅନେକ ପ୍ରକାର ସହାୟତା
ରାଜଧାନୀ ଛାତି ଉପରୁ ଗର୍ଜନ। ସରକାରଙ୍କୁ ସିଧାସଳଖ ଚେତାବନୀ। ସରକାରୀ କର୍ମଚାରୀର ମାନ୍ୟତା, ମାସକୁ ୫ହଜାର ପେନସନ୍, ମୃତ୍ୟୁ ଘଟିଲେ ପରିବାରର ଜଣଙ୍କୁ ଚାକିରି ସହ ୫ଲକ୍ଷ କ୍ଷତିପୂରଣ ୮ଦଫା ଦାବିରେ ଆଜି ଭୁବନେଶ୍ବର ଲୋୟର ପିଏମଜିରେ ଗର୍ଜନ କରିଛନ୍ତି ହଜାର ହଜାର ଅଙ୍ଗନଓ୍ୱାଡ଼ି କର୍ମୀ। ପାଖାପାଖି ୫୦ହଜାରରୁ ଅଧିକ ଅଙ୍ଗନଓ୍ୱାଡ଼ି କର୍ମଚାରୀ, ସରକାରଙ୍କ ମିଥ୍ୟା ପ୍ରତିଶୃତିର କଡା ଜବାବ ଦେଇ ବନ୍ଦ ରଖିଛନ୍ତି। ସାରା ରାଜ୍ୟର ୬୦ ହଜାରରୁ ଉର୍ଦ୍ଧ୍ୱ ଅଙ୍ଗନବାଡ଼ି କେନ୍ଦ୍ର ହକ୍ ପାଇଁ ବିଧାନସଭା ଆଗରେ ଦେଇଛନ୍ତି ଧାରଣା।
ଚାକିରିରୁ ବହିଷ୍କାର ପାଇଁ ଡର ନାହିଁ କହି ରାଜ୍ୟ ସରକାରଙ୍କୁ ବି ଦେଇଛନ୍ତି ଖୋଲା ଆହ୍ୱାନ।
ପରିବାର ପୋଷିବା ପାଇଁ ଦୁବାଇ ଯାଇଥିଲା ଭେଣ୍ଡିଆ ପୁଅ। ବିଦେଶରେ ଚାଲିଗଲା ପ୍ରାଣ...ଘରକୁ ଶବ ଫେରିବା ପରେ ଦାଣ୍ଡ ଦୁଆରେ ପଡିଛି କାନ୍ଦବୋବାଳି...ଯୁବା ପୁଅକୁ ହରାଇ ମୁଣ୍ଡ ବାଡେଇ କାନ୍ଦୁଛି ବାପା, ଛାତି ବାଡେଇ କାନ୍ଦୁଛି ମାଆ
ପୁଣି ଚର୍ଚ୍ଚାରେ ବଲାଙ୍ଗିରର ପେପର ବୟ ଚୁମନ୍ ରାଓ। ସହାୟତା ଦେବା ପାଇଁ ପହଞ୍ଚିଲେ ବଲାଙ୍ଗିର ବିଧାୟକ...ପାଠ ପଢିବାରେ ଚୁମନକୁ ମିଳିବ ଅନେକ ପ୍ରକାର ସହାୟତା
ସକାଳୁ ସକାଳୁ କଟକ ବଡ଼ ମେଡିକାଲ ଯିବାକୁ ଘରୁ ଗୋଡ଼ କାଢ଼ିଥିବା ମା’ ଝିଅ ଜାଣି ନ ଥିଲେ ଏପରି ଜୀବନ ଚାଲିଯିବ ।
ରାସନ କାର୍ଡରେ ବଦଳିଗଲା ସାଙ୍ଗିଆ...ଭୋ ଭୋ ହୋଇ ଭୁକିଲେ, ବିଡିଓଙ୍କ ଗାଡି ସାମ୍ନାରେ ଏମିତି ଗୁହାରି କଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଦୋକାନ କରି ପରିବାର ପୋଷୁଥିଲେ ଗ୍ରାଜୁଏଟ୍ ଚା’ ବାଲି ପ୍ରିୟଙ୍କା। ହେଲେ ହଠାତ୍ ଦୋକାନ ଭାଙ୍ଗିଦେଲା ବିହାର ପ୍ରଶାସନ। ସୋସିଆଲ ମିଡିଆରେ ଭୋ ଭୋ କାନ୍ଦିଲେ ...କହିଲେ, ବିହାରରେ ଝିଅ ହେବା ପାପ...
ଲୋକେ ସକାଳୁ ଯାତ୍ରୀ ବିଶ୍ରାମଗାରାରେ ଶୋଇଥିଲେ, ଏହି ସମୟରେ ଘଟିଛି ଏହି ଅଘଟଣ ।
‘ଚାରିରୁ ପାଞ୍ଚ ଜଣ ଚିତ୍କାର କରୁଥାଆନ୍ତି . . . ’
ନାଇଟ୍ ସେଲଟର ବ୍ୟବସ୍ଥା କାହା ପାଇଁ ବୋଲି ପ୍ରଶ୍ନ ଉଠୁଛି ।
ମୋ ବୋଉଲୋ...ଆଲୋ ଆଲୋ ନାରଣ ଦେଖ୍...ଇଏ ଗାନ୍ଧୀ ପୂରା ବେହାଲ। ଏତେ ମାତ୍ରାରେ ସୋମରୋସ ପାନ କରିଛନ୍ତି ଯେ ଆଉ ଚାଲିବା ଅବସ୍ଥାରେ ନାହାନ୍ତି...ରାସ୍ତା କଡରେ ହାଉଲୋ କିନା...ଦେଖ୍ ଦେଖ୍ ଭିଡିଓ
ଯାଜପୁର କୋରେଇରେ ଟ୍ରେନ୍ ଦୁର୍ଘଟଣା, ୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।
ଟାଟା ପାୱାର ଦାୟିତ୍ୱ ନେବା ପରେ ଚିନ୍ତାରେ ଖାଉଟି। ମିଳୁନି ଉନ୍ନତମାନର ସେବା, ହେଲେ ବିଲ୍ ଆସୁଛି ମୋଟା ଅଙ୍କର ଟଙ୍କା...
ରାଜ୍ୟରେ ଫାଇଭ୍ ଟି ସରକାର, ହେଲେ ସ୍କୁଲରେ ଟିମ୍ ରହିଲାନି। କନିଷ୍ଠ ବରିଷ୍ଠ ହେଲେ, ବରିଷ୍ଠ କନିଷ୍ଠ ହେଲେ
ଆସନ୍ତା ୨୭ ତାରିଖରେ ମହାସଂଘ ଭୁବନେଶ୍ୱରରେ ବିଶାଳ ସମାବେଶ କରିବ ବୋଲି ସୂଚନା ଦେଇଛି ସଂଘ।
ପିଲାଙ୍କ ଜୀବନ ସହ ଖେଳ? ଯେଉଁଠି ସୁଷମ ଛତୁଆ ତିଆରି ହେଉଛି ସେଇଠି ପାରା କରୁଛି ମଳତ୍ୟାଗ !! ଦେଖନ୍ତୁ ଏହି ଭିଡିଓ