ରାସନ କାର୍ଡରେ ବଦଳିଗଲା ସାଙ୍ଗିଆ...ଭୋ ଭୋ ହୋଇ ଭୁକିଲେ, ବିଡିଓଙ୍କ ଗାଡି ସାମ୍ନାରେ ଏମିତି ଗୁହାରି କଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
Published: Pallipuspa Samal
Last updated: 21 November 2022, 01:43 PM IST
ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଚାଲିଛି ମାଟି ପରୀକ୍ଷଣ। ୪୦ ମିଟର ଗଭୀରରୁ ମାଟି ଆଣି କରାଯାଉଛି ପରୀକ୍ଷା।