ଦୋକାନ କରି ପରିବାର ପୋଷୁଥିଲେ ଗ୍ରାଜୁଏଟ୍ ଚା’ ବାଲି ପ୍ରିୟଙ୍କା। ହେଲେ ହଠାତ୍ ଦୋକାନ ଭାଙ୍ଗିଦେଲା ବିହାର ପ୍ରଶାସନ। ସୋସିଆଲ ମିଡିଆରେ ଭୋ ଭୋ କାନ୍ଦିଲେ ...କହିଲେ, ବିହାରରେ ଝିଅ ହେବା ପାପ...
Published: Pallipuspa Samal
Last updated: 21 November 2022, 01:36 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।