ପରିବାର ପୋଷିବା ପାଇଁ ଦୁବାଇ ଯାଇଥିଲା ଭେଣ୍ଡିଆ ପୁଅ। ବିଦେଶରେ ଚାଲିଗଲା ପ୍ରାଣ...ଘରକୁ ଶବ ଫେରିବା ପରେ ଦାଣ୍ଡ ଦୁଆରେ ପଡିଛି କାନ୍ଦବୋବାଳି...ଯୁବା ପୁଅକୁ ହରାଇ ମୁଣ୍ଡ ବାଡେଇ କାନ୍ଦୁଛି ବାପା, ଛାତି ବାଡେଇ କାନ୍ଦୁଛି ମାଆ
Published: Pallipuspa Samal
Last updated: 21 November 2022, 02:37 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।