• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Women of this village in Bhanjanagar add up to family income through organic farming
ଜିଆଖତରୁ ଲକ୍ଷ ଲକ୍ଷ ରୋଜଗାର

ବଦଳିଲା ଭାଗ୍ୟ.. ଜିଆଖତ ଦେଲା ଲକ୍ଷାଧିକ ରୋଜଗାର.. ଏଥର ଘର ଖର୍ଚ୍ଚ ଉଠାଉଛନ୍ତି ମହିଳା

Tourists throng perennial hot spring in Mohana as picnic season kicks in
ଆଃ.. ଗୋଟିଏ ବୁଡ଼ରେ ଶୀତ ଉତୁରିଯିବ..

ବଣ ଭିତରେ.. ଘାଟି ଉପରେ ଶୀତରେ ଦେହ ଥରିଯାଉଥିବ.. ସେତିକି ବେଳେ ଗରମ ଗାଧୁଆଟେ ହେଇଗଲେ ଓଃ କି ମଜା..

  • Monday, 12 December 2022
  • Winter
Cats helped breast cancer survivor through diagnosis treatment
ନିଜ ପୋଷା ବିଲେଇଙ୍କ ସହାୟତାରେ କର୍କଟକୁ ମାତ୍ ଦେଲେ ଏହି ଯୁବତୀ

ସ୍ତନ କର୍କଟ ଯୋଗୁଁ ଅସ୍ତ୍ରୋପଚାର ହେଲା ଏବଂ କେମୋଥେରାପି କରାଗଲା। ସେ ଭଲ ହେବେ ବା ନ ହେବେ ଏମିତି ଚିନ୍ତାରେ ଥିଲେ। ଏପରି କଷ୍ଟକର ସମୟରେ ସେ ତାଙ୍କ ପୋଷା ବିଲେଇଙ୍କ ସମର୍ଥନ ପାଇଥିଲେ। ଆସନ୍ତୁ ଜାଣିବା ଏହାକୁ ନେଇ କ’ଣ କହୁଛନ୍ତି ଏହି ଯୁବତୀ।

Supreme court
ଓକିଲ ଆନ୍ଦୋଳନ ନେଇ ଡିଜିପିଙ୍କୁ ସୁପ୍ରିମ ଭର୍ତ୍ସନା : ‘ଓଡ଼ିଶା ପୋଲିସ ଯଦି ନପାରୁଛି, ଆମକୁ ଜଣାନ୍ତୁ’

ରାଗି ଗଲେ ଦେଶର ସର୍ବୋଚ୍ଚ ଅଦାଲତ, ଓକିଲ ଆନ୍ଦୋଳନ ପ୍ରତିହତ କରିବାରେ ପୋଲିସ ବିଫଳ କହିଲେ କୋର୍ଟ

Missing Of Four Persons From Nabarangpur Found Inside From Open Well
ଅପହରଣ ନୁହେଁ ଭୟଙ୍କର ଦୁର୍ଘଟଣାର ଶିକାର ! ମିଳିଲା ୪ ନିଖୋଜଙ୍କ ମୃତଦେହ

ମିଳିଲା ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା। ଖୋଜାଖୋଜି ପରେ ୪ ଜଣ ଫେରୁଥିବା କାର୍‌ଟି ରାସ୍ତାକଡ଼ କୂଅ ଭିତରୁ ଠାବ କରାଯାଇଛି।

village has no bed
ଏମିତି ଏକ ଗାଁ, ଯେଉଁଠି ଖଟରେ ଶୁଅନ୍ତିନାହିଁ ଲୋକେ

ଗାଁରେ କାହାରି ଘରେ ଖଟ ନାହିଁ, ଛୋଟ ପିଲା ହୁଅନ୍ତୁ କି ବୁଢା ସମସ୍ତେ ଚଟାଣରେ ପଟିଆ କିମ୍ବା ମଶିଣା ପକାଇ ଶୋଇଥାନ୍ତି।

  • Monday, 12 December 2022
picnic season
ଆଃ.. ଗୋଟିଏ ବୁଡ଼ରେ ଶୀତ ଉତୁରିଯିବ..

ବଣ ଭିତରେ.. ଘାଟି ଉପରେ ଶୀତରେ ଦେହ ଥରିଯାଉଥିବ.. ସେତିକି ବେଳେ ଗରମ ଗାଧୁଆଟେ ହେଇଗଲେ ଓଃ କି ମଜା..

News Fuse
ସୁର ଭାଇଙ୍କୁ ଶୁଣି ନାରଣ ମୁଣ୍ଡ ଟିଣ

ପୁଣି ସଭାପତିଙ୍କ ନାଁ ଭୁଲିଗଲେ.. ଏମିତି କହିଲେ ଯେ.. ନାରଣ ମୁଣ୍ଡ ଟିଣ..

Vehicle scrapping policy
ରାଜ୍ୟ ସରକାରଙ୍କ ନୂଆ ସ୍କ୍ରାପିଂ ପଲିସିକୁ ବିରୋଧ : ଜାନୁଆରୀ ୧୧ରୁ ଧର୍ମଘଟକୁ ଓହ୍ଲାଇବାକୁ ଟ୍ରକ୍ ମାଲିକ ସଂଘର ଚେତାବନୀ

ନୂଆ ସ୍କ୍ରାପିଂ ନୀତି ପ୍ରତି ସମସ୍ତଙ୍କ ସହଯୋଗ ଲୋଡ଼ିଲେ ରାଜ୍ୟ ପରିବହନ ମନ୍ତ୍ରୀ

Yojana Ra Na Hariloot
ପାଇଖାନା ନିର୍ମାଣରେ ଅନିୟମିତତା : ଟଙ୍କା ପାଉନାହାନ୍ତି ହିତାଧିକାରୀ

ସ୍ୱଚ୍ଛ ଭାରତ ଯୋଜନାରେ ନାହିଁ ସ୍ୱଚ୍ଛତା

Indian Army aspirant dies during swimming practice in Cuttack
ମହାନଦୀରେ ବୁଡ଼ିଗଲା ସ୍ୱପ୍ନ: ଅଧୁରା ରହିଗଲା ଦେଶ ସେବା ସ୍ୱପ୍ନ, ଅଭ୍ୟାସ ବେଳେ ଚାଲିଗଲା ଜୀବନ

ମହାନଦୀରେ ପହଁରା ଅଭ୍ୟାସ ବେଳେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମହାନଦୀରେ ପହଁରା ଅଭ୍ୟାସ କରୁଥିବା ବେଳେ ଛାତ୍ର ଜଣକ ବୁଡ଼ି ଯାଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

Dhenkanal collector visits
ହାକିମ୍ ବାବୁ ହେବ ତ ଏମିତି

ହାକିମ୍ ବାବୁ ହେବ ତ ଏମିତି । ଲୋକଙ୍କ ପାଖରେ ପହଞ୍ଚି ସରକାରୀ ସେବା ପହଞ୍ଚାଇ ପାରିବ ଯେମିତି । ବଣ ପାହାଡ ଘେରା ଅଞ୍ଚଳ । ଖଣ୍ଡିଆ ଖାବରା ରାସ୍ତା ପାର୍ ହୋଇ ଲୋକଙ୍କ ପାଖରେ ପହଞ୍ଚି ସୁଖଦୁଃଖ ବୁଝୁଛନ୍ତି ଢେଙ୍କାନାଳ ଜିଲ୍ଲାପାଳ । ଅଞ୍ଚଳର ବିକାଶକୁ ଦେଉଛନ୍ତି ପ୍ରାଥମିକତା....

Meet the 16-year-old youngest super talented post graduate boy
ଦୃଢ଼ ଇଛା ଶକ୍ତି ଆଗରେ ହାର୍ ମାନିଛି ବୟସ

ଦୃଢ଼ ଇଛା ଶକ୍ତି ଆଗରେ ହାର୍ ମାନିଛି ବୟସ । ମାତ୍ର 16 ବର୍ଷ ବୟସରେ ସ୍ନାତକୋତ୍ତର ହାସଲ କରିଛନ୍ତି ହାଇଦ୍ରାବାଦର ଛାତ୍ର ଅଗସ୍ତ୍ୟ ଜୈସୱାଲ । ଦେଖନ୍ତୁ ଅଗସ୍ତ୍ୟଙ୍କୁ ନେଇ ବିଶେଷ ରିପୋର୍ଟ...

Stray ox
ରାଜଧାନୀରେ ମାତିଛି ପାଗଳା ଷଣ୍ଢ; ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ

ଦୁଇ ଦିନ ହେବ ପଟିଆରେ ପାଗଳ ଷଣ୍ଢ ଆତଙ୍କ ଖେଳାଇଛି ।

  • Sunday, 11 December 2022
Youth Dies While Learning Swimming In Mahanadi River
କାଳ ହେଲା ପହଁରା ଶିଖା, ମହାନଦୀରେ ବୁଡ଼ି ଯୁବକ ମୃତ

ମହାନଦୀରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କଟକ ଯୋବ୍ରା ବ୍ୟାରେଜ୍‌ରେ ସୁଇମିଂ ଶିଖୁଥିବା ବେଳେ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ।

Jajpur man suffering from kidney ailment
ଦାଉ ସାଜୁଛି ଜୀବନ

ଜୀବନ ଯେବେ ଯନ୍ତ୍ରଣା ଦିଏ, ବଞ୍ଚିବା ହୋଇପଡ଼େ ଦୁର୍ବିସହ । ନା ସହି ହୁଏ ନା କାହାକୁ କହିହୁଏ । ଆଖିର ଲୁହକୁ ଓଠରେ ପିଇ ସବୁ ଯନ୍ତ୍ରଣା ସହିବାକୁ ହୁଏ ଏମିତି... ଏକାକି ଓ କେବଳ ଏକାକି….

 sweet ‘Rasabali’ to get GI tag
କେନ୍ଦ୍ରାପଡ଼ା ରସାବଳିକୁ GI ଟାଗ୍ !

ଜିଆଇ ଟ୍ୟାଗ ଦୌଡ଼ରେ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ରସାବଳି । ଜିଆଇ ରେଜେଷ୍ଟ୍ରୀ ସମ୍ମିଳନୀରେ ଏନେଇ କିଛି ନିଷ୍ପତ୍ତି ଗ୍ରହଣ କରାଯାଇପାରେ ବୋଲି ଜଣାପଡିଛି…

  • Sunday, 11 December 2022
  • GI Tag
Pal of gloom descends on Bargarh after little Balram of Dhanu Yatra dies
ଧନୁଯାତ୍ରା ପୂର୍ବରୁ ସରିଗଲା ‘ବଳରାମ’ଙ୍କ ଜୀବନର ଅଭିନୟ

ସଦା ଚଳଚଞ୍ଚଳ ଥିବା ଚପଳ କଳାକାର ଏଥର ଯିଏ ପ୍ରଥମ ଥର ପାଇଁ  ବଳରାମ ଭୂମିକାରେ ମଞ୍ଚକୁ ଓହ୍ଲାଇ ଥାଆନ୍ତେ ଆଜି ସେ ଆଉ ଏ ଦୁନିଆରେ ନାହାନ୍ତି। ସେଦିନ ମା’ଙ୍କ ଠାରୁ ମେଲାଣି ମାଗୁଥିବା ବଳରାମ ଅର୍ଥାତ୍‌ ଶ୍ରେୟସ ପୂଜାରୀ ଏ ପୃଥିବୀରୁ ସବୁଦିନ ପାଇଁ ମେଲାଣି ନେଇଯାଇଛନ୍ତି।

Man Living Without Eating Rice Last 42 Years
୪୨ ବର୍ଷ ହେଲା ଖାଉ ନାହାନ୍ତି ଭାତ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ...

ଜଣେ ବୃଦ୍ଧ ଦୀର୍ଘ ୪୨ ବର୍ଷ ହେଲାଣି ଭାତ ଖାଉ ନାହାନ୍ତି। ସେ ରୁଟି, ଚୁଡ଼ା, ମୁଢି, ମାଛ, ମାଂସ ସବୁ ଖାଉଛନ୍ତି କିନ୍ତୁ ଭାତ ଖାଉ ନାହାନ୍ତି। ବୃଦ୍ଧ ଜଣକ ଭାତ ନଖାଇବା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Meet modern-day ‘Bhakta Salabega’
ଇଏ ବି ଜଣେ ସାଲବେଗ

ଧର୍ମ ସିନା ଅଲଗା କିନ୍ତୁ ସେ ପରା କାଳିଆର ଭାବରେ ବନ୍ଧା ଭକତ । ଶ୍ରୀରାମ, ଶ୍ରୀକୃଷ୍ଣଙ୍କ ନାମ ନ ଗାଇଲେ ଆରମ୍ଭ ହୁଏନି ତାଙ୍କ ଦିନ । ସେ ହିନ୍ଦୁ ନ ହୋଇବି ହିନ୍ଦୁଙ୍କ ପର୍ବ ପାଳନ୍ତି, ଭଜନ ଗାଆନ୍ତି । ନିଷ୍ଠାର ସହ ପ୍ରଭୂ ଗୁଣଗାନ କରନ୍ତି, ସେଥିପାଇଁ ଲୋକେ କୁହନ୍ତି ଇଏ ବି ଜଣେ ସାଲବେଗ...

Scarcity of doctors
ପ୍ରତିଷ୍ଠାର ୫ ବର୍ଷ ପରେ ବି ଲୋକେ ହତାଶ

ଖାଲି କୋଠା ଠିଆ ହୋଇଛି । ରୋଗୀ ସେବା ପାଇଁ ନା ଅଛନ୍ତି ଆବଶ୍ୟକୀୟ ଡାକ୍ତର, କର୍ମଚାରୀ, ଆନୁସଙ୍ଗିକ ଯନ୍ତ୍ରପାତି ନା ଅଛନ୍ତି ମେଡିକାଲ୍ ପାଠ ପଢ଼ାଇବାକୁ ଆବଶ୍ୟକ ସଂଖ୍ୟକ ପ୍ରଫେସର ।

Moozib Khan
ମୁଜିଦ୍ ଖାନଙ୍କ କଣ୍ଠରେ ଜଗନ୍ନାଥଙ୍କ ଜଣାଣ

ମୁସଲମାନଙ୍କ ମୁଖରେ ଜଗନ୍ନାଥ ଜଣାଣ । ମଧୁର ଗୀତ ଶୁଣି ଲୋକେ ତାଙ୍କୁ ଡାକୁଛନ୍ତି ସାଲବେଗ ବୋଲି । କାରଣ କେବେ ସେ ମହାପ୍ରଭୁଙ୍କ ଭଜନ ବୋଲୁଛନ୍ତି ତ ଆଉ କେବେ ରାମନାମ ଧରି ପୂଜାପାଠ ବି କରୁଛନ୍ତି ।

Lampi Virus
ରାଜ୍ୟରେ ହୁ ହୁ ହୋଇ ମାଡ଼ୁଛି ଲମ୍ପି ଭୂତାଣୁ

ଲମ୍ପି ଭାଇରସ୍‌ ଯୋଗୁଁ ଗୋପାଳକଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି ।

  • Friday, 09 December 2022
dhanujatra
ଧନୁଯାତ୍ରାର ‘ବଳରାମ’ଙ୍କ ଆକସ୍ମିକ ମୃତ୍ୟୁ ! ଖେଳୁ ଖେଳୁ ଚାଲିଗଲେ ୧୨ ବର୍ଷୀୟ କୁନି କଳାକାର

ଧନୁଯାତ୍ରାର ବଳରାମ ଭୂମିକାରେ ଅଭିନୟ ପାଇଁ ମନୋନୀତ ଶିଶୁ କଳାକାର ଶ୍ରେୟସ ପୂଝାରୀଙ୍କ ଅକାଳ ବିୟୋଗ

Cyber Crime
ପ୍ରେମ କରି ଫସେଇଦେଲା ଶୀତଲ

ପ୍ରଥମେ ପ୍ରତିଶ୍ରୁତି.. ପରେ ପ୍ରଲୋଭନ.. ଆଉ ତା’ପରେ ପ୍ରତାରଣା.. ଅନଲାଇନ ପ୍ରେମର ଏମିତି ହେଲା ଦି ଏଣ୍ଡ୍..