ଗେଣ୍ଡାଳିଆଙ୍କ ସହ ଗାଁ ଲୋକଙ୍କ ସମ୍ପର୍କ ଜନ୍ମଜନ୍ମର । 10 ମାସର ରହଣି ମଧ୍ୟରେ ଘରର ପିଲାଭଳି ଗେଣ୍ଡାଳିଆଙ୍କ ଯତ୍ନ ନିଅନ୍ତି ଲୋକେ ।
ଭାଙ୍ଗିଯାଇଛି କି ଶ୍ରୀଜଗନ୍ନାଥଙ୍କ ଗଜଦନ୍ତ ରତ୍ନ ପଲଙ୍କ ? ହେଉଛି କି ନୀତିକାନ୍ତି ବାଧାପ୍ରାପ୍ତ? ନା ସେମିତି କିଛି ଘଟଣା ଘଟିନାହିଁ..
ଲଭ୍ ସେକ୍ସ୍ ଧୋକା। ଦୁହେଁ ଦୁହିଙ୍କୁଙ୍କୁ ଭଲ ପାଉଥିଲେ, ଶାରିରୀକ ସଂପର୍କ ମଧ୍ୟ ରଖିଥିଲେ। ଗର୍ଭଧାରଣ ପରେ ଗର୍ଭ ନଷ୍ଟ ମଧ୍ୟ କଲେ। ପରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରି ପାଦରେ ଆଡେଇ ଦେଇଗଲେ ପ୍ରେମିକ….
ଅନିଶ୍ଚିତତା ଭିତରେ ବରୁଣେଇ ପାଇକ ସ୍ମାରକୀ ନିର୍ମାଣ ପ୍ରକଳ୍ପ ।
ଭାରତ ହ୍ୟାଣ୍ଡବଲ ଫେଡରେସନ ପକ୍ଷରୁ ଦେଶ ପାଇଁ ପ୍ରତିନିଧିତ୍ୱ କରି ଦିନେ ଓଡ଼ିଶା କ୍ରୀଡା ଜଗତରେ ଯୋଡ଼ିଥିଲେ ନୂଆ ଅଧ୍ୟାୟ। ସବୁ ପ୍ରତିକୂଳ ସ୍ଥିତିକୁ ଆଡ଼େଇ ଭାରତୀୟ ଦଳରେ ସୁଯୋଗ ପାଇଥିଲେ ପୁରୀ ତଥା ଶ୍ରୀକ୍ଷେତ୍ର ମାଟିର ସନ୍ତାନ ଆକାଶ ପଟ୍ଟନାୟକ। ଏବେ ସେ ସୁଯୋଗଠୁ କାହିଁ କେତେ ଦୂରରେ...
ବିଦେଶୀ ଭକ୍ତଙ୍କୁ ମିଳୁ ଚକାନୟନକୁ ଦର୍ଶନ ସୁଯୋଗ । ସେବାୟତ, ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କୁ ରାଜ୍ୟପାଳଙ୍କ ପ୍ରସ୍ତାବ । ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ । ରାଜ୍ୟପାଳଙ୍କ ପ୍ରସ୍ତାବ ପରେ ବିଭିନ୍ନ ମହଲରେ ଚର୍ଚ୍ଚା।
ହକି ବିଶ୍ୱକପ୍ ଆୟୋଜନ ପାଇଁ କୋଟି କୋଟି ଖର୍ଚ୍ଚ । କାହା ସ୍ୱାର୍ଥରେ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର ? ଗତଥର ୬୭ କୋଟି, ଏଥର ପ୍ରାୟ ୧୧ ଶହ କୋଟି । ଡିଏମ୍ଏଫ୍ ଫଣ୍ଡ ବିନିଯୋଗ ଉପରେ ବର୍ଷିଲେ ବିରୋଧୀ
ହଜାର ହଜାର ସଂଖ୍ୟାରେ ଏଭଳି ପୋକଙ୍କୁ ଦେଖି ଲୋକେ ବି ଭୟଭୀତ ରୋଗ ବ୍ୟାଧି ଆଶଙ୍କାରେ ଗାଁରେ ଛନକା ପଶିଛି।
ଗଛ ଉପରେ ବସି ଚିଁ ଚାଁ ଶଦ୍ଦ କରୁଥୁବା ଏହି ପକ୍ଷୀମାନେ ହେଲେ ଗେଣ୍ଡାଳିଆ।
ବିଦେଶୀ ଭକ୍ତଙ୍କ ଦର୍ଶନ ପ୍ରସ୍ତାବକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶ୍ରୀମନ୍ଦିର ସେବାୟତ।
ଖରା ତରାକୁ ଖାତିର ନକରି ମାଆମାନେ କାମ କରୁଥିଲେ । ବକେୟା ଟଙ୍କା ଫେରି ପାଇବାକୁ ଦୌଡି ଦୌଡ଼ି ନୟାନ୍ତ । ପ୍ରାପ୍ୟ ନଦେଇ କମ୍ପାନୀ ଛୁ । ଠକିଗଲେ ସ୍ୱୟଂସହାୟକ ଗୋଷ୍ଠୀ ମହିଳା ।
5T ସ୍କୁଲ୍ ଶୌଚାଳୟରେ ଶୌଚ ହୋଇପାରିଲେ ହେଲା। ଉପର ଚିକ୍କଣ ଭିତର ଖାଲି...
ପାର୍କ ଭିତରେ ପ୍ରଦୀପ ମହାରଥୀଙ୍କ ବିରାଟ ପ୍ରତିମୂର୍ତ୍ତି..ହେଲେ ଲତା ବୁଦା ଏମିତି ମାଡିଗଲାଣି ଯେ ତମ୍ପ, ବୋଡା, ନାଗ ଏଇଠି ଘର କଲେଣି.. ଏପରିକି ଚଢେଇ ମହାରଥୀଙ୍କ ପ୍ରତିମୂର୍ତ୍ତି ଉପରେ ମଳ ତ୍ୟାଗ କରୁଛନ୍ତି..ଖୋଦ ରୁଦ୍ର ମହାରଥୀ ଏଇ ପାର୍କର ଉଦଘାଟନ କରିଥିଲେ.
ହକି ବିଶ୍ୱକପ୍ କଭରେଜ୍ ପାଇଁ ଓଡ଼ିଶା ଆସିଥିବା ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ଭୁବନେଶ୍ୱରର ମୁକୁଳା ଡ୍ରେନ୍ରେ ପଡ଼ି ଆହତ ହୋଇଥିବା ଅଭିଯୋଗ ହୋଇଛି।
ରାସ୍ତା ସଂପ୍ରସାରଣ ପାଇଁ ହନୁମାନଙ୍କ ମନ୍ଦିର ଭାଙ୍ଗିବାକୁ ପ୍ରସ୍ତୁତ ହେଲା ପ୍ରଶାସନ। ବିରାଟ ମେସିନ ଆସିଲା, ମନ୍ଦିର ପାଖରେ ଖରାପ ହୋଇଗଲା। ୩ ବର୍ଷ ହେଲାଣି ଭଙ୍ଗା ହୋଇପାରୁନଥିଲା ମନ୍ଦିର। ଶେଷରେ ଜ୍ୟାକ୍ ଲଗାଇ ଘୁଂଚାଗଲା ମନ୍ଦିର। ସେପଟେ ଭକ୍ତ କହିଲେ ସବୁ ମହାବୀରଙ୍କ କରୁଣା...
ଦିନେ ସଞ୍ଜ ନଇଁବା ପୂର୍ବରୁ ଯେଉଁଠି ପର୍ଯ୍ୟଟକ ଜଙ୍ଗଲ ଛାଡ଼ିଦେଉଥିଲେ ଆଜି ସେଠି ଘୋର ଅନ୍ଧକାରରେ ରାତ୍ରିଚର ପଶୁପକ୍ଷୀଙ୍କ ଉପରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି..
ହଜାରେ ବର୍ଷର ସହର କଟକ ସହର ଧବଳ ଟଗରର ସିନ୍ ଦେଖନ୍ତୁ..
ଗତ ମାସରେ ପିଇଓ ଦେବାନନ୍ଦ ସାଗର କିଛି ଦିନ ଅଜ୍ଞାତବାସରେ ରହିଥିଲେ । ଆଉ ଚାକିରିରୁ ସସପେଣ୍ଡ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
କାହିଁକି ଡିଲରଙ୍କ ବିରୋଧରେ ହେଉନି ଆକ୍ସନ୍ ? ବିଡିଓ ସବୁ ଜାଣି କାହିଁକି ଚୁପ୍ ବସିଛନ୍ତି? ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ସେ ମାର୍କେଟିଂ ଇନ୍ସପେରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ହାଲକା ଫୁଲକା ଢଙ୍ଗରେ କହିଛନ୍ତି ।
ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର। ପ୍ରେସ୍ମିଟ୍ ଜରିଆରେ ଓମ୍ସା ଏହି ଆନ୍ଦୋଳନ ଚେତାବନୀ ଦେଇଛି।
ନିପଟ ମଫସଲ ଗାଁର ପୁଅ ସ୍ୱପ୍ନ ଦେଖିଲେ କ୍ରିକେଟର୍ ହେବେ.. ସତ କରିଦେଲା ୟୁଟ୍ୟୁବ୍..
ଫିଲ୍ମରେ ଦେଖିଥିବା କାହାଣୀ ଏବେ ବାସ୍ତବରେ ଦେଖାଦେଇଛି। ଦେଖିବାକୁ ମିଳିଛି ଯେ ଜଣେ ଧନୀ ଘରର ମହିଳା କିପରି ଜଣେ ଟାୟାର୍ ପଙ୍କ୍ଚର୍ ବ୍ୟକ୍ତିଙ୍କ ପ୍ରେମରେ ପଡୁଛନ୍ତି ଆଉ ବିବାହ କରୁଛନ୍ତି। ଆସନ୍ତୁ ଜାଣିବା ତାଙ୍କ ପ୍ରେମ କାହାଣୀ ବିଷୟରେ।
ସାବତ ମାଆ ବୋଲି ସିଏ ତ ପଚାରିଲେନି.. ହେଲେ ତୁମେ ବି ଅନ୍ଧ ପାଲଟିଗଲ.. ମୁଁ ବଞ୍ଚିଥିଲି.. କଣ କ୍ଷତି କରୁଥିଲି ତୁମମାନଙ୍କର ? ମୋତେ ମାରି ପୋଡ଼ିଦେଲ.. ମଶାଣି ଧୋଇଦେଲ,.
ଏମରଜେନ୍ସି ଡ୍ୟୁଟିରେ ବାବୁ ଅଛନ୍ତି.. ତଥାପି ନା ଚିନ୍ତା ନା ଫିକର.. ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରି ଶୋଇଛନ୍ତି ଯେ, ଯେତେ ଡାକିଲେ ବି ବାବୁଙ୍କ ନିଦ ଭାଙ୍ଗୁନି..
ହଇରେ ନାରଣ.. ସୃଷ୍ଟିରେ ଇଏ ଜଣିଏ ଲୋକ ଯିଏ ପଡିଲେ କୁହନ୍ତି ରେଡି ରେଡି..