• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Man on rickshaw spreads awareness
ରିକ୍ସାରେ ଭାରତ ଭ୍ରମଣ

ନିଶାମୁକ୍ତ ସମାଜର ବାର୍ତ୍ତା ନେଇ ରିକ୍ସାରେ ଭାରତ ଭ୍ରମଣ କରୁଛନ୍ତି ବୃଦ୍ଧ

farmer temple
ନିଆରା ମନ୍ଦିର, ପୂଜା ପାଆନ୍ତି କୃଷକ ଦେବତା

ଏଇଠି ପୂଜା ପାଆନ୍ତି କୃଷକ ଦେବତା, ଭକ୍ତ ବି କୃଷକ ଭଗବାନ ବି କୃଷକ...ରାଜ୍ୟର ପ୍ରଥମ କୃଷକ ମନ୍ଦିରରେ ପୂଜା ପାଉଛନ୍ତି କୃଷକ ଦେବତା...

Shiva and Parvati
କୁନି ଭାଇଭଉଣୀଙ୍କ ଦେହରେ ଶିବ ପାର୍ବତୀସ ଦେଖିବାକୁ ଲାଗୁଛି ଦର୍ଶକଙ୍କ ଭିଡ଼

ବାଜା ବାଜୁଛି, ବିରାଟ ପଟୁଆର ଯାଉଛି..ପାଖରେ ପୁଣି ବାଘ ବୁଲୁଛି ଆଉ ନାଚୁଛନ୍ତି ଶିବ-ପାର୍ବତୀ

News Fuse
ବନ୍ଧାପଡ଼ିଛି ବିବେକ ପ୍ରବଳ ଖରାରେ ଚାଲିଛି ଗଛକଟା

ବନ୍ଧାପଡ଼ିଛି ବିବେକ, ପ୍ରବଳ ଖରାରେ ଚାଲିଛି ଗଛକଟା..କାଳେ ପଞ୍ଚତାରକା ହୋଟେଲ ପାଇଁ ଅଡୁଆ ହୋଇଛି ଏହି ଗଛ ।

 ossc exam question paper
OSSC ପରୀକ୍ଷା ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି: ପ୍ରଶ୍ନ ପଢ଼ିବା ମୁସ୍କିଲ, ଉତ୍ତର କେମିତି ଦେବେ ପରୀକ୍ଷାର୍ଥୀ ?

ପୁଣିଥରେ ପରୀକ୍ଷା କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ। ବିଜେପି ନେତା ଦିଲ୍ଲୀପ ମଲ୍ଲିକ ମଧ୍ୟ ଏ ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

  • Sunday, 23 April 2023
new guidelines
ରାଜ୍ୟ ପରିବହନ ବିଭାଗର ନୂଆ ଗାଇଡଲାଇନ୍ସ

ଆଉ ଚଳିବନି ଅନଲାଇନ୍ କ୍ୟାବ୍ କମ୍ପାନୀଙ୍କ ମନମାନି। ରାଜ୍ୟ ପରିବହନ ବିଭାଗର ନୂଆ ଗାଇଡଲାଇନ୍ସ, ବ୍ୟବସାୟ ପାଇଁ ବାଧ୍ୟତାମୂଳକ ଲାଇସେନ୍ସ। ଠକିଲେ, ତତ୍କାଳ ଅଭିଯୋଗ କରିି ପାରିବେ ଗ୍ରାହକ, ରହିବ ୨୪ ଘଣ୍ଟିଆ କଲ୍ ସେଣ୍ଟର।

Pension problem
ଭତ୍ତା ପାଇଁ ବୃଦ୍ଧବୃଦ୍ଧାଙ୍କ ଦହଗଞ୍ଜ, ଏଡିଏମ୍ କହିଲେ, ଏସବୁ ପ୍ରାୟୋଜିତ  

ଭତ୍ତା ପାଇଁ ବୃଦ୍ଧବୃଦ୍ଧାଙ୍କ ଦହଗଞ୍ଜର ଆଉ ଏକ ଅଭାବନୀୟ କାହାଣୀ: ରାସ୍ତା ନଥିବାରୁ ଭାରରେ ବୁହା ହୋଇ, ଡଙ୍ଗାରେ ପାରି ହୋଇ ବ୍ୟାଙ୍କ ଯାଉଛନ୍ତି କେନ୍ଦ୍ରାପଡ଼ା ଏକମାଣିଆର ହିତାଧିକାରୀ। ଏଡିଏମ୍ କହିଲେ, ଏସବୁ ପ୍ରାୟୋଜିତ  

new guidelines
ଆଉ ଚଳିବନି ଅନଲାଇନ୍ କ୍ୟାବ୍ କମ୍ପାନୀଙ୍କ ମନମାନି; ବ୍ୟବସାୟ ପାଇଁ ବାଧ୍ୟତାମୂଳକ ଲାଇସେନ୍ସ

ପରିବହନ ବିଭାଗ ଜାରି କରିଛି ‘ଓଡ଼ିଶା ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଏଗ୍ରିଗେଟର୍ସ ଗାଇଡ୍ଲାଇନ୍ସ- ୨୦୨୩’ । ଦେଶର ଷଷ୍ଠ ରାଜ୍ୟ ଭାବେ ଏଭଳି ଗାଇଡଲାଇନ୍ ଆଣିଛି ଓଡ଼ିଶା । ବିଜ୍ଞପ୍ତି ଅନୁସାରେ, ଏକ ହଜାର ପର୍ଯ୍ୟନ୍ତ କ୍ୟାବ୍ ଓ ଦୁଇ ଚକିଆ ଗାଡ଼ି ଚଳାଚଳ ପାଇଁ ୧ ଲକ୍ଷ ଟଙ୍କା, ୧୦ ହଜାର ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ପାଇଁ STA ନିକଟରେ ଅଢ଼େଇ ଲକ୍ଷ ଟଙ୍କା ସିକ୍ୟୁରିଟି ରାଶି ଜମା କରିବେ ଅନଲାଇନ୍ ଏଗ୍ରିଗେଟର । ପ୍ରତି ୫ ବର୍ଷରେ ଲାଇସେନ୍ସ ନବୀକରଣ କରିବେ ।

  • Sunday, 23 April 2023
akshaya tritiya
ଅକ୍ଷୟ ତୃତୀୟା ପାଇଁ ଗହଣା ଦୋକାନରେ ଗ୍ରାହକଙ୍କ ଖଚାଖଚ୍ ଭିଡ଼, ସପ୍ତାହେ ଯାଏଁ ଲାଗିଛି ଅଫର

ମହିଳାମାନେ ଭଳିକି ଭଳି ଡିଜାଇନର ଗହଣା ଦେଖି ଖୁସି ହୋଇଛନ୍ତି । ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ସୁନା ୧୦ଗ୍ରାମ ପିଛା ୫୫ ହଜାର ୭୦ ଟଙ୍କା ଦର ଥିବାବେଳେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ପିଛା ୬୧ ହଜାର ୪୧ଟଙ୍କା ରହିଛି ।

  • Sunday, 23 April 2023
Pension problem
ଆଖି ବୁଜିଦେଇଛି କି ଜିଲ୍ଲା ପ୍ରଶାସନ ? ଭତ୍ତା ପାଇଁ ଏ କି ଦହଗଞ୍ଜ !

କେବଳ ଗଙ୍ଗା, ରଙ୍ଗା କି ହଳଧରଙ୍କ କାହାଣୀ ନୁହେଁ । ଏକମାଣିଆ ପଞ୍ଚାୟତର ୫୦ରୁ ଅଧିକ ବୃଦ୍ଧ ହିତାଧିକାରୀଙ୍କ ଅବସ୍ଥା ଏଭଳି । ଆକାଉଣ୍ଟକୁ ଆସିଥିବା ଭତ୍ତା ଟଙ୍କା ଉଠାଣ ପାଇଁ ମାସ ପୂରିଲେ ବିପଦଜନକ ଯାତ୍ରା କରିବାକୁ ପଡ଼େ ଏମାଣିଆ, ନଳପହି ଓ ଦକ୍ଷିଣଦିଆ ଲୋକଙ୍କୁ । କାରଣ ପଞ୍ଚାୟତକୁ ୪ପଟୁ ଘେରିରହିଛି ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ।

Bhadrak News
ବଜ୍ରାଘାତରେ ଭାଙ୍ଗିଗଲା ମନ୍ଦିରର କିଛି ଅଂଶ

ବଜ୍ରାଘାତରେ ମନ୍ଦିରର ଵହୁ କ୍ଷତି ଘଟିଛି । ଏହି ମନ୍ଦିରର କିଛି ଅଂଶ ଭାଙ୍ଗି ଖସି ପଡିଥିବାବେଳେ କିଛି ଅଂଶ ଫାଟି ଯାଇଛି । ଯାହା ଏବେ ଚିନ୍ତାର ଵିଷୟ ପାଲଟିଛି ।

  • Sunday, 23 April 2023
Rain Alert in Odisha Orange Warning For Various Districts
ମାଡ଼ି ଆସୁଛି କାଳବୈଶାଖୀ ! ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି, ଘଡ଼ଘଡ଼ି ସହ କୁଆପଥର ମାଡ଼ ହୋଇପାରେ। ଏହାସହ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ଝଡପବନ ସମ୍ଭାବନା ରହିଛି।

Lightning strike
ବଜ୍ରାଘାତରେ ଜଳିଗଲା ୬ ବଖରା

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୁବେର ପଞ୍ଚାୟତ କସଟି ଗାଁରେ ବଜ୍ରପାତ ଯୋଗୁଁ ଘର ଜଳି ଯାଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା ।

Jojanara Na Hariloot
ଗରିବ ଚାଷୀଙ୍କ ଦୁଃଖ ବୁଝିକ କିଏ ? ସରକାର ମଞ୍ଜୁର କରିଥିବା ଟଙ୍କା ମାରିନେଲେ ସରକାରୀ ବାବୁ

ହିତାଧିକାରୀଙ୍କ ଅଗୋଚରରେ ଭୂତ ଶ୍ରମିକଙ୍କ ନାଁରେ ପୋଖରୀ ଟଙ୍କା ହଡପ୍ ହୋଇଛି

water scarcity
କାମ ଦେଉନି ପାନୀୟଜଳ ପ୍ରକଳ୍ପ

ପାଣି ନଥିବା ଗାଁ ତାମଳବନ୍ଧ...କାମ ଦେଉନି ପାନୀୟଜଳ ପ୍ରକଳ୍ପ

Nasa shared amazing video that captures earth
ପୃଥିବୀର ଅଦ୍ଭୁତ ଦୃଶ୍ୟ ଶେୟାର କଲା ନାସା, ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ...

ନିୟମିତ ଭାବେ ନାସା ଏହାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍‌ରେ ଆକର୍ଷଣୀୟ ଭିଡିଓ ଓ ଫଟୋ ଶେୟାର କରିଥାଏ। ଏହି ଅଦ୍ଭୁତ ଦୃଶ୍ୟ ସବୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ।

  • Sunday, 23 April 2023
  • NASA
Drunk man
ଇଏ ବିଶ୍ୱସ୍ଥରୀୟ ଖେଳାଳି..!

ଏଇ କ’ଣ ଶୂନ୍ୟରେ ବଲ୍ ଉଡ଼ଉଛନ୍ତି.... ଖାଲି ଛକା, ଚୌକା.. କେଉଁ ଟିମର ଖେଳାଳି କି ?

odisha king palace
ଚାଲିଛି ବୁଢୀ ଠାକୁରାଣୀ ଯାତ୍ରା, ମନେ ପଡୁଛି ମହୁରୀଗଡ଼ର କଥା

ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । କାହିଁ କେତେ ବର୍ଷରୁ ଏହି ଯାତ୍ରା ଚାଲି ଆସୁଛି । ହେଲେ ଏହାର ଉପତ୍ତି ସ୍ଥଳ ଏବେ ଅଣଦେଖା । ମହୁରୀ ରାଜାଙ୍କ ଗଡ଼, ଯେଉଁଠି ଇଂରେଜଙ୍କ ବିରୋଧରେ ଯୁଦ୍ଧମ୍ ଦେହି ଡାକରା ଦିଆଯାଇଥିଲା ତାହା ଏବେ ଅବହେଳିତ…

Internet service normal
ଇଣ୍ଟରନେଟ ସେବା ସ୍ୱାଭାବିକ, କର୍ଫ୍ୟୁ କୋହଳ ଅବଧି ଆଉ ୧ ଘଣ୍ଟା ବଢ଼ିଲା

ସମ୍ବଲପୁରରେ ସଚଳ ହେଲା ଇଣ୍ଟରନେଟ ସେବା । ଆଜି ସକାଳ ୬ଟାରୁ ଇଣ୍ଟରନେଟ ସେବା ସ୍ୱାଭାବିକ । ଆଜି ସକାଳ ୫ରୁ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ନେଇ ଜିଲ୍ଲା ପ୍ରଶାସନର ସୂଚନା ।

Poonch terror attack |
ପଞ୍ଚଭୁତରେ ମିଶିଲା ସହିଦ ଦେବାଶିଷ ବିଶ୍ବାଳଙ୍କ ପାର୍ଥିବ ଶରୀର

ହଜାର ହଜାର ଲୋକଙ୍କ ଗହଣରେ ଜନ୍ମମାଟି ପୁରୀ ଖଣ୍ଡାୟତସାହିରେ ରାଷ୍ଟ୍ରୀୟ ମର୍ଯାଦା ସହ ଶେଷକୃତ୍ୟ। ଦୁନିଆ କଣ ଜାଣିବା ପୂର୍ବରୁ ୩ ମାସର କୁନିଝିଅକୁ ମିଳିଲା ସହିଦ ବାପାର ଶେଷ ସନ୍ତକ।

Puri Srimandir
ସୁଲଭ ଦରରେ ଅବଢା ପାଇଁ ଆଉ କେତେ ଦିନ ଅପେକ୍ଷା?

ଶୃଙ୍ଖଳିତ ଦର୍ଶନ ହେଉ କି ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି, ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ୨୫ ସୂତ୍ରୀ ନିର୍ଦ୍ଦେଶର ୪ ବର୍ଷ ପରେ ବି ହେଲାନି  ଅନୁପାଳନ। ସତ୍ୟପାଠ ଦାଖଲ ପାଖେଇ ଆସୁଥିବାରୁ ହଠାତ୍ ତତ୍ପର ଆଇନ ବିଭାଗ। 

Mahanadi River
ମେ' ନହେଉଣୁ ଶୁଖିଗଲାଣି ମହାନଦୀ

ବୌଦ୍ଧ ଓ ସୁବର୍ଣ୍ଣପୁରରେ ଚିରସ୍ରୋତା ନଦୀରେ ପାଣିର ଶୁଖିଲା ଧାର। ଆଠଗଡରେ ଅକାତକାତ ପାଣି ଜାଗାରେ ଦିଶିଲାଣି ବାଲି। କୂଳ ବେଉସା ହରାଇ ସଂକଟରେ ମତ୍ସ୍ୟଜୀବୀ, ଦୁର୍ଦ୍ଦିନରେ ଡଙ୍ଗା କାରିଗର। ଦେଖିବା ବିଶେଷ ରିପୋର୍ଟ...

Poonch terror attack |
ସହିଦଙ୍କ ପାଇଁ ସଭିଏଁ ଏକାଠି: ଅମର ରହେ ଧ୍ୱନୀ ସାଙ୍ଗକୁ ପାକିସ୍ତାନ ମୁର୍ଦ୍ଦାବାଦର ନାରା ଦେଲେ ମୁସଲମାନ ସଂପ୍ରଦାୟର ଲୋକେ

ଶୋକାକୁଳ ପରିବେଶ ଭିତରେ ସମ୍ପନ୍ନ ହୋଇଛି ପୁଞ୍ଚ୍ ଆତଙ୍କୀ ଆକ୍ରମଣରେ ସହିଦ ଦେବାଶିଷ ବିଶ୍ବାଳଙ୍କ ଶେଷକୃତ୍ୟ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ତାଙ୍କ ଜନ୍ମ ମାଟି ପୁରୀ ଅଳଗୁମ ଖଣ୍ଡାୟତ ସାହି ଗାଁ ଶ୍ମଶାନରେ ଜଳିଛି ସହିଦଙ୍କ ଚିତା।

Mahanadi River
ମେ' ନହେଉଣୁ ଶୁଖିଗଲାଣି ମହାନଦୀ; ଚିନ୍ତାରେ ମତ୍ସ୍ୟଜୀବୀ

ଚିରସ୍ରୋତା ନଦୀରେ ପାଣିର ଶୁଖିଲା ଧାର। ହାତେ ଦୂରରେ ଖାଲି ବାଲି ଆଉ ପଥର । ଦୂର ଦୂର ଯାଏଁ ବିସ୍ତୀର୍ଣ୍ଣ ବାଲୁକାଶଯ୍ୟା।

dead jawan's dughter receives national flag
୩ ମାସର କୁନିଝିଅକୁ ମିଳିଲା ସହିଦ ବାପାର ଶେଷ ସନ୍ତକ 

ପଞ୍ଚଭୂତରେ ଲୀନ ହୋଇଛି ସହିଦ୍ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର। ଦେବାଶିଷଙ୍କୁ ମୁଖାଗ୍ନି ଦେଲେ ସାନଭାଇ ଦେବପ୍ରସାଦ ବିଶ୍ୱାଳ ।