• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

groom goes to marry on JCB Machine
ଜେସିବି ଆଗରେ ବସି ବାହା ହେବା ପାଇଁ ଗଲେ ବର

ଯେତେବେଳେ ବି ଯେଉଁଠି ବାହାଘର ହୁଏ, ସେଠି ବରର ଗାଡିକୁ ଅଧିକ ଗୁରୁତ୍ୱ ଦିଆଯାଏ। କେଉଁ ବର କେତେ ଦାମୀଗାଡି ଓ ସୁସଜ୍ଜିତ ଗାଡ଼ିରେ ଯିବ ତା ଉପରେ ଫୋକସ୍‌ ଦିଆଯାଇଥାଏ। ଏଠି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ।

Koraput locals threaten to boycott
ମୌଳିକ ସୁବିଧାରୁ ବଞ୍ଚିତ ୫ଟି ପଞ୍ଚାୟତର ଲୋକେ...

ମୌଳିକ ସୁବିଧାରୁ ବଞ୍ଚିତ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକର ୫ଟି ପଞ୍ଚାୟତର ଲୋକେ...ଗାଁକୁ ରାସ୍ତା ନାହିଁ କି ପିଇବା ପାଣିର ସୁବିଧା ନାହିଁ । ଦୂଷିତ ଝରଣା ଜଳ ପିଇ ବଞ୍ଚୁଛନ୍ତି ଲୋକେ । ଶୀଘ୍ର ସମାଧାନ ନହେଲେ ଆଗାମୀ ନିର୍ବାଚନରେ ଲୋକଙ୍କ ଭୋଟ୍ ବର୍ଜନ ଚେତାବନୀ

Jagannath temple
ବିଗ୍ରହ ପ୍ରତିଷ୍ଠା ସରିଲା, ବେଙ୍ଗାଲୁରୁରେ ଖୁବଶୀଘ୍ର ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ

ବିଗ୍ରହ ପ୍ରତିଷ୍ଠା ସରିଲା, ବେଙ୍ଗାଲୁରୁରେ ଖୁବଶୀଘ୍ର ଭବ୍ୟ ମନ୍ଦିରରେ ଦର୍ଶନ ଦେବେ ପ୍ରଭୁ ଶ୍ରୀଜଗନ୍ନାଥ

News Fuse
ପାଖଲୋକଙ୍କ ପାଇଁ ପ୍ରବଳ ଭିଡ଼

ହଇରେ ନାରଣ ! ପାଖଲୋକଙ୍କୁ ପାଖରୁ ଦେଖିବାକୁ ଦଳାଚକଟା ସ୍ଥିତି !

One person will be allowed to purchase only one plot in Odisha from any developmental authority
ସରକାରୀ ଜମି ଆବଣ୍ଟନ ପ୍ରସଙ୍ଗ: ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ଓଡ଼ିଶା ହାଇକୋର୍ଟ

ସରକାରୀ ଜମି ଆବଣ୍ଟନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ୍‌ ନେବା ଉପରେ ହାଇକୋର୍ଟ ରୋକ୍‌ ଲଗାଇଛନ୍ତି।

world labour day
କେବେ ପାହିବ ଶ୍ରମିକଙ୍କ ଦୁଃଖର ରାତି ? ଚାଖଣ୍ଡେ ପେଟ ପାଇଁ ଚାଲିଛି ପ୍ରତି ମୁହୂର୍ତ୍ତରେ ସଂଘର୍ଷ

ଆଉ ଦାଦନର ଯନ୍ତ୍ରଣା କହିଲେ ନସରେ । ବଲାଙ୍ଗୀର ବେଲପଡ଼ା ବ୍ଲକ୍ ଡେବରୀପାଲି ଗାଁର ଲାଲବାହାଦୂର ନାଏକ । ନିଜ ଅଞ୍ଚଳରେ କାମ ନ ପାଇ ଆନ୍ଧ୍ର ବିଜୟନଗର ଇଟାଭାଟିରେ ଦାଦନ ଖଟିବାକୁ ଯାଇଥିଲେ । କାମ କରୁ କରୁ ଦୁର୍ଘଟଣାର ଶିକାର ହେଲେ । ମାଲିକ ମୁହଁ ମୋଡ଼ିଦେବା ପରେ ଚାଷ ଜମି ବନ୍ଧା ପକାଇ ନିଜ ସାଧ୍ୟମତେ ଚିକିତ୍ସା କରି ଫେଲ ମାରିବା ପରେ ୬ ମାସ ଧରି ଶଯ୍ୟାଶାୟୀ ।

Odisha Politics, OBC Survey
୨୦ରେ ସରିବ ସର୍ଭେ, ୨୭ ଯାଏଁ ସ୍ପେସାଲ ଡ୍ରାଇଭ; ୫ ମାସରେ ଚୂଡ଼ାନ୍ତ ତାଲିକା

ନିର୍ବାଚନ ପୂର୍ବରୁ ପଛୁଆ ଭୋଟ୍ ହାତେଇବାର ଉଦ୍ୟମ । ରାଜ୍ୟରେ ଆରମ୍ଭ ହେଲା ଓବିସି ସର୍ଭେ । ଘର ଘର ବୁଲି ସର୍ଭେ କରିବାକୁ ଦାବି କରିଛି ବିଜେପି ।

world labour day
କେବେ ପାହିବ ଶ୍ରମିକଙ୍କ ଦୁଃଖର ରାତି ? ଚାଖଣ୍ଡେ ପେଟ ପାଇଁ ଚାଲିଛି ପ୍ରତି ମୁହୂର୍ତ୍ତରେ ସଂଘର୍ଷ

ଆଉ ଦାଦନର ଯନ୍ତ୍ରଣା କହିଲେ ନସରେ । ବଲାଙ୍ଗୀର ବେଲପଡ଼ା ବ୍ଲକ୍ ଡେବରୀପାଲି ଗାଁର ଲାଲବାହାଦୂର ନାଏକ । ନିଜ ଅଞ୍ଚଳରେ କାମ ନ ପାଇ ଆନ୍ଧ୍ର ବିଜୟନଗର ଇଟାଭାଟିରେ ଦାଦନ ଖଟିବାକୁ ଯାଇଥିଲେ । କାମ କରୁ କରୁ ଦୁର୍ଘଟଣାର ଶିକାର ହେଲେ । ମାଲିକ ମୁହଁ ମୋଡ଼ିଦେବା ପରେ ଚାଷ ଜମି ବନ୍ଧା ପକାଇ ନିଜ ସାଧ୍ୟମତେ ଚିକିତ୍ସା କରି ଫେଲ ମାରିବା ପରେ ୬ ମାସ ଧରି ଶଯ୍ୟାଶାୟୀ ।

  • Monday, 01 May 2023
Aul Bridge Problem
ସ୍ୱପ୍ନ ପୂରଣ ହେବାକୁ ଲାଗିଗଲା ୪୦ ବର୍ଷ

୪୦ ବର୍ଷର ସ୍ୱପ୍ନ ପୂରଣ ହେଲା, ଚାଷୀଙ୍କ ମୁହଁରେ ହସ ଫୁଟିଲା । ହୁଳହୁଳି ପଡ଼ିଲା,କଳସ ବସାଇ ବ୍ରାହ୍ମଣ ପୂଜା କଲେ । ଶେଷରେ ଚାଷୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ । 

Man dies of shock
ଏକାଠି ଜଳିଲା ବାପା-ପୁଅଙ୍କ ଜୁଇ

ଅସୁସ୍ଥ ବାପାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେଇଯାଇଥିବାବେଳେ ପୁଅର ହୋଇଗଲା ମୃତ୍ୟୁ । ପୁଅର ମୃତ୍ୟୁ କଥା ଶୁଣି ଆଖି ବୁଝିଦେଲେ ବାପା ।

Divyang woman faces hardship
ଭତ୍ତା ପାଇଁ ଏହି ଦିବ୍ୟାଙ୍ଗମାନେ ସହୁଛନ୍ତି ନର୍କ ଯନ୍ତ୍ରଣା

୬ ଟଙ୍କାର ଘୋଡ଼ାକୁ ୯ ଟଙ୍କାର ଦାନା, ଏହାର ପ୍ରମାଣ ଆଜି ପୁଣି ଥରେ ଦେଖିବାକୁ ମିଳିଛି । ୭ ଶହ ଟଙ୍କାର ଭତ୍ତା ପାଇଁ ଜଣେ ମାଉସୀ ୨ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି...

deprived of alcohol, youth climbs gate
ମଦ ପାଇଁ ଯୁବକଙ୍କ ଅଜବ କାଣ୍ଡ: ୨୫ ଫୁଟ ଉଚ୍ଚ ଟାୱାର ଗେଟ ଉପରେ ଚଢି କଲେ ବ୍ୟାୟାମ

ଯୁବକ ଜଣକ ହେଲେ ପାଟଣାଗଡ଼ ବଥର୍ଲା ଗାଁର ହିରୁ ସାହୁ। ଗଙ୍ଗାସାଗର ଗାଁର ଦୁଇ ଜଣ ସାଙ୍ଗ ତାଙ୍କୁ ମଦ ପିଇବାକୁ ଦେବେ ବୋଲି କହିଥିଲେ ।

Spinning mill
ଆସିକା ସୂତାକଳ; କର୍ପୁର ଉଡ଼ିଯାଇଛି କନା ପଡ଼ିଛି ,ଭାଗ୍ୟକୁ ଆଦରି ମରି ମରି ବଞ୍ଚୁଛନ୍ତି ଶ୍ରମିକ

ସୂତାକଳ ବନ୍ଦ ହୋଇଯାଇଛି ବକେୟା କିନ୍ତୁ ମିଳିନି। ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ବର୍ଷ ବର୍ଷ ଧରି କାମ କରି ପରିବାର ଚଳାଉଥିବା ଶ୍ରମିକ ।

Prez Murmu
ଆସୁଛନ୍ତି ମାଡାମ୍‌ ପ୍ରେସିଡେଣ୍ଟ : ସଜେଇ ହେଉଛି ଗାଁ, ପ୍ରସ୍ତୁତ ହେଉଛି ପ୍ରଶାସନ

ରାଷ୍ଟ୍ରପତି ହେବାପରେ ପ୍ରଥମ ଥର ଜନ୍ମମାଟିକୁ ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ୍...ଗାଁଠୁ ଶିକ୍ଷାନୁଷ୍ଠାନରେ ବ୍ୟାପକ ପ୍ରସ୍ତୁତି

Orphaned girl
ଅନାଥ ବର୍ଷାର କରୁଣ କାହାଣୀ ଯିଏ ଶୁଣେ ତା ଆଖି ଜକେଇ ଆସେ

ଆଗ ପଛ ହୋଇ ପରପାରିକୁ ଚାଲିଗଲେ ବାପା-ମାଆ । ବାସ୍ ସେଇଠୁ ଆରମ୍ଭ ହୋଇଗଲା ୧୪ ବର୍ଷୀୟା ବର୍ଷାର ଯନ୍ତ୍ରଣାର କାହାଣୀ । ଦୁଇ ଭାଇଙ୍କୁ ଧରି ନୂଆଁଣିଆ ଚାଳ ଘରେ ରହିବା ସହ ଖାଇବା ପାଇଁ କରୁଛି ସଂଘର୍ଷ...

shoking news
ଆଶ୍ଚର୍ଯ୍ୟକର ଘଟଣା ! ମେଡିକାଲରେ ମୃତ ଶିଶୁ, ଘରେ ହୋଇଗଲା ଜୀବିତ

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଲା ଅଭିଯୋଗ

News Fuse
ଏଠି ପାଟିଆର ସବୁ ପୋଖତ, ପାର୍କିଂ ପାଇଁ ପିଟାପିଟି

ଲାଗୁଛି ଭିତରେ ବୋଧେ କିଛି ଆକ୍ସନ ମୁଭି ଚାଲିଥିଲା, ଯାହାକୁ ଦେଖି ବାହାରେ ଏପରି ଚୁଟି ଝିଙ୍କାଝିଙ୍କି...

Sambalpur Violence
ସମ୍ବଲପୁର ହିଂସାକାଣ୍ଡ ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଆସୁଛି ବିଜେପିର କେନ୍ଦ୍ରୀୟ ଟିମ୍

କ୍ଷେତ୍ର ପରିଦର୍ଶନ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦେବେ ରିପୋର୍ଟ

 Construction of chariots underway in Puri
ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ରଥଖଳା :ନିର୍ମାଣ କାମରେ ବ୍ୟସ୍ତ ମହାରଣା ସେବାୟତ

ଏବେ ଚଳଚଞ୍ଚଳ ରଥଖଳା । ପବିତ୍ର ରଥଯାତ୍ରା ପାଇଁ ନିର୍ମାଣ ଚାଲିଛି ତିନିରଥ। ନିହଣ ମୁଗୁରର ଠୁକୁଠୁକୁ ଶବ୍ଦରେ ବେଶ୍ ଯୋରସୋରରେ ଆଗେଇ ଚାଲିଛି ରଥକାମ ।

Debadatta Chand
ପୁଣି ଜଣେ ଓଡ଼ିଆଙ୍କୁ ବଡ଼ ଦାୟିତ୍ୱ : ବ୍ୟାଙ୍କ ଅଫ୍ ବରୋଦାର ମୁଖ୍ୟ ହେବେ ଦେବଦତ୍ତ ଚାନ୍ଦ

ବ୍ୟାଙ୍କ ଅଫ୍ ବରୋଦାର MD ଓ CEO ଭାବେ କାମ କରିବେ ଦେବଦତ୍ତ ଚାନ୍ଦ

  • Monday, 01 May 2023
Baby elephant rescued
କୂଅରୁ ଉଦ୍ଧାର ହେଲା କୁନି ହାତୀ, ଶାନ୍ତିରେ ନିଶ୍ୱାସ ମାରିଲା ମାଆ ହାତୀ

କୂଅ ସମାନ୍ତରାଳରେ ଗାତ ଖୋଳି ରାସ୍ତା କରାଗଲା . .ତା’ପରେ . .

Hospital Problem
ଇଞ୍ଜେକ୍ସନ ଦେଉଛନ୍ତି ଆଟେଣ୍ଡାଣ୍ଟ, ବ୍ଲଡ୍ ପ୍ରେସର ମାପୁଛନ୍ତି ସୁଇପର

ଆଟେଣ୍ଡାଣ୍ଟ ଦେଉଛନ୍ତି ଇଞ୍ଜେକ୍ସନ, ସୁଇପର ମାପୁଛନ୍ତି ବ୍ଲଡ୍ ପ୍ରେସର। ଖୋଦ ରାଜଧାନୀ ପାଖ ଖୋର୍ଦ୍ଧା ଗ୍ରାମାଞ୍ଚଳ ହସପିଟାଲରେ ଅବ୍ୟବସ୍ଥାର ବିକଳ ଚିତ୍ର। ଯୁଆଡ଼େ ଦେଖିବେ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ସ୍ଥିତି, ଦେଖନ୍ତୁ ଗ୍ରାଉଣ୍ଡ ରିପୋର୍ଟ

Tree Man
ବୟସକୁ ଭୁଲାଇ ଦେଇଛି ବୃକ୍ଷରୋପଣ ନିଶା; ଇସ୍ପାତନଗରୀରେ ଆଣିଛନ୍ତି ସବୁଜିମାର ଜୁଆର

ରାସ୍ତା କଡ଼ ଫାଙ୍କା ସ୍ଥାନରେ ନିଜେ ଶାବଳରେ ଗାତ ଖୋଳି ଗଛ ଲଗାନ୍ତି, ଖତ ପାଣି ଦିଅନ୍ତି ଓ ବାଡ଼ ବି ଘେରାନ୍ତି । ଦିନେ ଗୋବିନ୍ଦ ଓ କୈଳାସ ଲଗାଇଥିବା ଚାରା ଆଜି ଶାଖା ପ୍ରଶାଖା ମେଲି ବିରାଟ ଦ୍ରୁମ ପାଲଟିଲାଣି । ହେଲେ ଟିକିଏବି ଉତୁରିନି ଏହି ଦୁଇ ଯୁବସୁଲଭ ପରିଣତ ବୟସ୍କଙ୍କ ଦଶନ୍ଧି ପୁରୁଣା ନିଶା ।

Hospital Problem
ଅବ୍ୟବସ୍ଥାର ବିକଳ ଚିତ୍ର; ଆଟେଣ୍ଡାଣ୍ଟ ଦେଉଛନ୍ତି ଇଞ୍ଜେକ୍ସନ, ସୁଇପର ମାପୁଛନ୍ତି ବ୍ଲଡ୍ ପ୍ରେସର

ଖୋର୍ଦ୍ଧା ଡାଳତୋଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଛନ୍ତି, ହେଲେ ଫାର୍ମାସିଷ୍ଟ ଆସୁନାହାନ୍ତି । ଫଳରେ ତାଙ୍କ ସ୍ଥାନ ନେଇଛନ୍ତି, ଜଣେ ସୁଇପର । ଏମିତିକି ରୋଗୀଙ୍କ ରକ୍ତଚାପ ମାପିବା କାମକୁ ବି ରୀତିମତ ତୁଲାଇ ଦେଉଛନ୍ତି ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀ ।

man ki baat
'ମନ କି ବାତ୍'ର ଶତକ ଅଧ୍ୟାୟ; ୪ଲକ୍ଷ ବୁଥରେ ବିଜେପିର ବ୍ୟାପକ ଆୟୋଜନ

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ... ନେତାଙ୍କଠୁ ବୁଦ୍ଧିଜୀବୀ, ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି କମନମ୍ୟାନ୍... ଦିଗ-ବର୍ଗ ନିର୍ବିଶେଷରେ ସାରା ଦେଶ ଶୁଣିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍'ର ୧୦୦ତମ ଏପିସୋଡ୍ ।

  • Sunday, 30 April 2023