ଆସନ୍ତା ୩ ବର୍ଷରେ ୧୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବ ଭୋଡାଫୋନ୍। କମ୍ପାନୀକୁ ସରଳୀକରଣ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।