ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଥିବା ଢେଙ୍କାନାଳର ସରୋଜ ଦାସଙ୍କ ପାର୍ଥିବ ଶରୀର ଆଜି ଓଡ଼ିଶା ଆସିବ।
ସିକ୍କିମ ବୁଲିବାକୁ ଯାଇ ଢେଙ୍କାନାଳର ଜଣେ ଯୁବକ ନିଖୋଜ ଥିବା ସୂଚନା ମିଳିଛି। ୭ ଜଣ ସାଙ୍ଗଙ୍କ ସହ ମିଶି ଅକ୍ଟୋବର ୧ତାରିଖରୁ ସିକ୍କିମ ବୁଲିବାକୁ ଯାଇଥିଲେ ଯୁବକ ଜଣକ।
ଜନଗହଳିପୂର୍ଣ୍ଣ ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ରାସ୍ତାରେ ଚାଲିଲେ ୨ ମହିଳା। ସବୁଠାରୁ ବଡ଼ କଥା, ଏସବୁ ସମସ୍ତେ ଦେଖୁଥିଲେ, କିନ୍ତୁ ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସି ନଥିଲେ।
ପାଣିର ଗର୍ଜନ ଶାନ୍ତ ପଡ଼ିବା ପରେ, କାନରେ ବାଜିଲା କୁନି ପିଲାର କଇଁ କଇଁ କାନ୍ଦ । ଜରାଜୀର୍ଣ୍ଣ ଘରର ଲୁହା ଝରକା କାଟି, ନିଷ୍ପାପ ଜୀବନଟିକୁ ଛାତିରେ ଜାବୁଡ଼ି ଧରିଲେ ଦେବଦୂତ । କାଠପଟା ଓ ବାଉଁଶ ଉପରେ ପାଦ ଥାପି ଦଉଡ଼ି ଧରି ଧରି ପାରି ହେଉଛନ୍ତି ପଙ୍କକାଦୁଅର ଚୋରାବାଲି ।
ରୋଗୀକୁ ସାଲାଇନ ଦେବା ସମୟରେ ତାକୁ ଏକ ଠେଙ୍ଗାରେ ଝୁଲା ଯାଇଛି ।
ଡାକଘର ଅଛି, ସାଇନ୍ବୋର୍ଡ ବି ଲଗାଯାଇଛି । ହେଲେ ଦିନକ ପାଇଁ ବି ଖୋଲୁନି । ଲୋକ ଏଠାକୁ ଆସୁଛନ୍ତି ଆଉ ଫେରିକି ଯାଉଛନ୍ତି ।
ପୁଅ ଜନ୍ମ କରିଥିଲେ କ’ଣ ମାଡ଼ ଖାଇବା ପାଇଁ । କେତେ ଆଶା ଥିଲା, କେତେ ସ୍ୱପ୍ନ ଥିଲା । ହେଲେ ସବୁ ସ୍ୱପ୍ନକୁ ଚୁରମାର୍ କରିଦେଲା କଳିଯୁଗର କୁଳାଙ୍ଗାର ପୁଅ। ବୁଢ଼ା ବୟସରେ ମୁହଁରେ ଆହାର ତ ଦେଲାନି ବରଂ ପିଠିରେ ଦେଲା ଶକ୍ତ ପାହାର...
ଡାକ ଘର ଅଛି, ସାଇନ୍ବୋର୍ଡ ବି ଲଗାଯାଇଛି । ହେଲେ ଦିନକ ପାଇଁ ବି ଖୋଲୁନି । ଲୋକ ଏଠାକୁ ଆସୁଛନ୍ତି ଆଉ ଫେରିକି ଯାଉଛନ୍ତି ।
ଜନ୍ମମାଟିକୁ ଫେରିବ ସରୋଜଙ୍କ ପାର୍ଥିବ ଶରୀର । କେନ୍ଦୁଢିପ ଗାଁରେ ପାର୍ଥିବ ଶରୀରକୁ ନେଇ ଶୋଭାଯାତ୍ରା ହେବ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ ।
ସୋସିଆଲ ମିଡିଆ ଏକ୍ସରେ ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ବନ୍ଧୁତାର ସନ୍ଦେଶ ଦେଇଛନ୍ତି। ‘ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଇଥିଲି’ ବୋଲି ଅନୁଭବ ବର୍ଷାଙ୍କୁ କହିଛନ୍ତି।
ଦୁଇ ଦିନ ଧରି ନିଖୋଜ ଥିବା ସରୋଜଙ୍କ ମୃତଦେହ ମିଳିବା ପରେ ଆଜି ତାଙ୍କ ପରିବାରକୁ ଫୋନ୍ ଯୋଗେ ସୂଚନା ଦିଆଯାଇଥିଲା । ଆଉ ଏ ଖବର ମିଳିବା ପରେ ସରୋଜଙ୍କ ପରିବାର ଉପରେ ଛିଡ଼ି ପଡ଼ିଛି ଆକାଶ । ହସଖୁସିର ସାଂସାର ଭିତରକୁ ମାଡ଼ି ଆସିଛି ଲୁହର ବନ୍ୟା ।
୧୯୮୮ ବ୍ୟାଚର୍ ଆଇପିଏସ୍ ଅଫିସର୍ ମନୋଜ ଛାବ୍ରା ଚଳିତ ମାସରେ ଚାକିରିରୁ ଅବସର ନେଉଥିବାରୁ ତାଙ୍କ ନାଁ ବିଚାରକୁ ନିଆଯିବ ନାହିଁ ବୋଲି କୁହଯାଉଛି।
ପାଖାପାଖି ୬ ମାସ ପରେ ନିର୍ବାଚନ । ତା ପୂର୍ବରୁ ଆସନ୍ତା ଡିସେମ୍ବରରେ ପୂରି ଯାଉଛି ଏବେକାର ପୋଲିସ୍ ଡିଜି ତଥା ୧୯୮୭ ବ୍ୟାଚର ଆଇପିଏସ୍ ଅଫିସର ସୁନିଲ ବଂଶଲଙ୍କ କାର୍ଯ୍ୟକାଳ । ନୂଆ ବର୍ଷରେ ନୂଆ ଡିଜିପି ଦେଖିବ ରାଜ୍ୟ । ତେବେ କାହା ଉପରେ ଭରସା କରିବେ ସରକାର ?
ମୁର୍ଛା ଯାଉଛି ମାଆ, ବାଉଳି ହେଉଛନ୍ତି ବାପା । ଆଉ ପାଗଳି ପ୍ରାୟ ପତ୍ନୀ । ଅମାନିଆ ଲୁହରେ ଅହରହ ଭିଜୁଛି ସମ୍ପର୍କୀୟ, ସାହି ପଡ଼ିଶା ଓ ସାଙ୍ଗସାଥୀଙ୍କ ଆଖି । ମଙ୍ଗଳବାର ବିଳମ୍ବିତ ରାତିରେ ସିକ୍କିମ୍ ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିବା
ବାଣ ବିସ୍ଫୋରଣରେ ଉଡ଼ିଗଲା କାର୍ । ରାସ୍ତାରେ ବାଣ ଶୁଖା ଯାଇଥିବା ବେଳେ କାର ଚଢ଼ିଯିବାରୁ ବାଣ ବିସ୍ଫୋରଣ ହୋଇଥିଲା।
ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଯବାନ ସହିଦ। ଭିଡିଓ କଲ୍ ଯୋଗେ ହାବିଲଦାର ସରୋଜ ଦାସଙ୍କ ମୃତଦେହ ପରିବାର ଲୋକ ଚିହ୍ନଟ କରିଛନ୍ତି।
ସ୍ତ୍ରୀ ପାଟିରୁ କଥା ବାହାରୁନି, ଭାଇ ନିଖୋଜ ଖବର ଶୁଣିଲା ପରେ ନିଦ ହଜି ଯାଇଛିା ପୁଅକୁ ଖୋଜୁଛନ୍ତି ମା’ ଓ ବାପା, ବାହୁନି ବାହୁନି କାନ୍ଦୁଛନ୍ତି।
ଦୁର୍ଗାପୂଜା ସମୟରେ ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ହୋଇପାରିବ ମେଲୋଡି। ଚଳିତ ବର୍ଷ ଭୁବନଶ୍ୱରରେ ଦୁର୍ଗାପୂଜାରେ ୧୮୩ଟି ପୂଜା ମଣ୍ଡପ ରହିଛି।
World cupରେ ସମସ୍ତ ଦଳଙ୍କୁ ସ୍ୱାଗତ କରିବାକୁ ଏପରି ଏକ ନୂତନ ପ୍ରୟାସ କରିଛନ୍ତି କେ. ବିଜୟ କୁମାର ରେଡ୍ଡୀ । ତାଙ୍କର ଏହି ପ୍ରୟାସକୁ କ୍ରିକେଟ୍ ପ୍ରେମୀମାନେ ଖୁବ୍ ପ୍ରଶଂସା କରିଛନ୍ତି ।
ପରବର୍ତ୍ତୀ ପୋଲିସ ଡିଜି ରେସରେ ସବୁଠୁ ଆଗରେ ରହିଛନ୍ତି ୧୯୮୯ ବ୍ୟାଚ୍ ମହିଳା IPS ବି.ରାଧିକା ।
ସୁସ୍ମିତା ଓ ଅଲିଶାଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ଧୀରେ ଧୀରେ ସରଗରମ ହେବାରେ ଲାଗିଲାଣି । ବିରୋଧୀମାନେ ଏହାକୁ ନେଇ ସିବିଆଇ ତଦନ୍ତ ଦାବି କରୁଥିବାବେଳେ ଶହ ଶହ ଆଦିବାସୀମାନେ ମଧ୍ୟ ପୂର୍ବରୁ ରାଉରକେଲା ଏଡିଏମ୍ ଅଫିସ ଆଗରେ ବିକ୍ଷୋଭ କରିସାରିଛନ୍ତି ।
ଅନେକ ବିସ୍କୁଟରେ କଣା ଥାଏ। କିନ୍ତୁ, ଆପଣ ଜାଣନ୍ତି କି ଏହିସବୁ ବିସ୍କୁଟରେ କାହିଁକି କଣା ଥାଏ? ଏହି କଣାଗୁଡ଼ିକ କେବଳ ଏକ ଭିନ୍ନ ଡିଜାଇନ୍ ପାଇଁ ତିଆରି ହୋଇଛି ନା ଏହା ପଛରେ କିଛି ବିଜ୍ଞାନ ଅଛି ? ଆସନ୍ତୁ ଜାଣିବା…
ମୃତଦେହକୁ ଦେଖିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଗତକାଲି ରାତିରେ ତାଙ୍କ ସହ କୌଣସି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ବେଗୁନିଆପଡା ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି।
ବାଜ୍ୟାପ୍ତ ହେବ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ବ୍ୟବହାର କରୁଥିବା କାର୍ । ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏସି, ଆଲ୍ମିରା, ଚେୟାର, ଟେବୁଲ ମଧ୍ୟ ବାଜ୍ୟାପ୍ତ କରିବା ପାଇଁ ୱାରେଣ୍ଟରେ ଉଲ୍ଲେଖ ରହିଛି।
ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀରେ ନିଶାକୁ ନା । ଗାନ୍ଧି ଜୟନ୍ତୀରେ ଗ୍ରାମବାସୀ ନେଲେ ମହାନ ପଦକ୍ଷେପ। ନିଜେ ନିଶା ଛାଡ଼ିବା ସହ ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହରଣ । ନିଶାଠୁ ଦୂରେଇ ରହିବା ଏକ ସୁନ୍ଦର ଦେଶ ଗଢ଼ିବା। ଏହି ଉଦ୍ଦେଶ୍ୟ ନେଇ ନିଜକୁ ନିଶାମୁକ୍ତ ଗ୍ରାମ ଭାବେ ଘୋଷଣା କରିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଗୋଡ଼ିପୁଟ ଗାଁ...