ଦିବ୍ୟାଙ୍ଗଙ୍କ ପାଇଁ ହେଉଛି ସ୍ୱତନ୍ତ୍ର ଯୋଜନା। ଏଣିକି ସେମାନେ ଆଉ କାହା ଉପରେ କରିବେ ନାହିଁ ନିର୍ଭର
ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ,ସର୍ବଭାରତୀୟ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା-ନିଟରେ ସଫଳତା ପାଇଥିବା ସମ୍ବଲପୁର ହୁମାର ଦେବାଶିଷଙ୍କ ପାଇଁ ଆଜି ପରିବାରରେ ଖୁସି କହିଲେ ନ ସରେ
ଶାଶୂ-ବୋହୂ କଳିକୁ ନେଇ ଅନେକ ଯାତ୍ରା, ନାଟକ, ଫିଲ୍ମ ଆଦି ରହିଛି। କିନ୍ତୁ ଏବେ ସୋସିଆଲ୍ ମିଡିଆରେ ଏ ସଂପର୍କିତ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କ ହୃଦୟ ଚୋରି କରିନେବ। ଗୋଟିଏ କୁନି ଝିଅ ଉଭୟ ଶାଶୂ ଓ ବୋହୂର ଅଭିନୟ କରି ଲୋକଙ୍କ ହୃଦୟରେ ରାଜ୍ କରିଛି। ଆପଣ ବି ଏହି ଭିଡିଓ ଦେଖିଲେ ତା ପ୍ରେମରେ ପଡିଯିବେ।
ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ଓଡ଼ିଶା ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରିଛନ୍ତି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରୁ ୪% ଲେଖାଏ ଭାଟ୍ ହ୍ରାସ କରାଯାଇଛି।
ରାଜ୍ୟ ସରକାର ଭାଟ୍ କମାଇବା ପରେ ପେଟ୍ରୋଲ ଏବଂ ଡିଜେଲ ଦର କମିଛି । କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି କମାଇବା ପରେ ରାଜ୍ୟ ସରକାର ଭାଟ୍ କମାଇଛନ୍ତି । ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି ।
ଶଙ୍କରାଚାର୍ଯ୍ୟ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ଯାଇ ଶେଷରେ କେଦାରନାଥରେ ପହଞ୍ଚିଥିଲେ ଓ ଏଠାରେ ଶରୀର ତ୍ୟାଗ କରିଥିଲେ। ଏହି ଯାତ୍ରା ସମୟରେ ସେ ଗୋକର୍ଣ୍ଣ, ମୁକାମ୍ବିକା, ଶୃଙ୍ଗାଗିରି, କଲାଡି, ଦ୍ୱାରକା ସମେତ ଅନେକ ସ୍ଥାନକୁ ଯାତ୍ରା କରିଥିଲେ। ଜନ୍ମରୁ ହିଁ ଆଦି ଶଙ୍କରାଚାର୍ଯ୍ୟ ଭିନ୍ନ ଥିଲେ। ସେ ଖୁବ୍ କମ୍ ବୟସରେ ବେଦ ଉପରେ ଜ୍ଞାନ ଆହରଣ କରିଥିଲେ। ସେ ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଶହ ଶହ ଧାର୍ମିକ ସଭାକରି ବେଦର ଜ୍ଞାନକୁ ପ୍ରଚାର କରିଥିଲେ।
ଦିନେ ଗଂଜେଇ ଚାଷ କରୁଥିଲେ, ଏବେ ବିଭିନ୍ନ ପ୍ରକାର ଚାଷ କରି ଇନିଜ ପରିବାରର କରୁଛନ୍ତି ପ୍ରତିପୋଷଣ
ପରିବହନ ସଂସ୍ଥାଙ୍କ ଯୁକ୍ତି ହେଲା, ଡିଜେଲ ଦର କମିବା ଦ୍ୱାରା ମାର୍କେଟ ଉପରେ ଏହାର ତତକ୍ଷଣାତ୍ ପ୍ରଭାବ ପଡିବା ସମ୍ଭାବନା କମ୍। କାରଣ ପରିବହନ ସଂସ୍ଥା ବାର୍ଷିକ ଚୁକ୍ତିଭିତ୍ତିରେ ଗାଡ଼ି ନିଅନ୍ତି
ୟେ ଚୌଦ୍ୱାର ଅଞ୍ଚଳରେ ଥିବା କେତକିଝର ଗାଁ। ଏଠି ଛୁଆରୁ ବୁଢ଼ା ସମସ୍ତେ ପାଲପାରି ବସିଛନ୍ତି। ହେଲେ କାହିଁକି ଜାଣିଛନ୍ତି?
ଜେଲରେ ଥିବା ଅନ୍ତେବାସୀଙ୍କ ପାଇଁ ନିଆରା କାର୍ଯ୍ୟକ୍ରମ । ଜେଲରୁ ମୁକୁଳିବାପରେ ନିଜକୁ ଆର୍ଥିକ କ୍ଷେତ୍ରରେ ସକ୍ଷମ କରିବା ପାଇଁ ସାନିଟାଇଜର, ମହମବତୀ ତିଆରି ଠାରୁ ଆରମ୍ଭ କରି ଛତୁଚାଷ ପ୍ରଣାଳୀ ବି ଶଖୁଛନ୍ତି ଅନ୍ତେବାସୀ । ଦେଖନ୍ତୁ ଏହି ରିପୋର୍ଟ.
ନିଆରା ଢଙ୍ଗରେ ଦୀପାବଳି ପାଳନ। ଆଲୋକର ଏହି ପର୍ବକୁ ପ୍ରାୟ ସମସ୍ତେ ବାଣ ଫୁଟାଇ ବେଶ୍ ଧୁମ୍ଧାମ୍ରେ ପାଳନ କରିଥାନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲା ଭୁଲିଆ ବା ମେହେର ସଂପ୍ରଦାୟାର ଲୋକମାନେ ଦିପାବଳୀକୁ କିଛି ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ।
ଏ ଦୁନିଆରେ ଏମିତି ହ୍ରଦ ଅଛି ଯେଉଁଠି ଅଜବ ଜିନିଷ ଦେଖିବାକୁ ମିଳେ। ପ୍ରକୃତିର ଏହି ରହସ୍ୟ ଏଠାରେ ନିଆରା ଲାଗେ। ଏହି ହ୍ରଦର ପାଣି ଉପରେ ପଥରଗୁଡିକ ସତେ ଯେପରି ପବନରେ ଝୁଲିଲା ଭଳି ଦେଖାଯାଏ। ତେବେ ଏହା କେଉଁଠି, କାହିଁକି ଓ କେତେବେଳେ ହୁଏ ଆସନ୍ତୁ ଜାଣିବା।
ଯାଜପୁର ଉପକାରାଗାର ରେ ରେ ରହୁଛନ୍ତି ୩୧୧ ଜଣ ଅନ୍ତେବାସୀ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ୍ନ ବିଭାଗ ଜୀବିକା ମିଶନ ଓ ଷ୍ଟେଟବ୍ୟାଙ୍କ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ମିଳିତ ସହଯୋଗରେ ଅନ୍ତେବାସୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ପ୍ରଶିକ୍ଷକ
କୋଇଡା ବ୍ଲକ ଶିକ୍ଷା ସ୍ୱାସ୍ଥ୍ୟ ତଥା ଗମନାଗମନ କ୍ଷେତ୍ରରେ ଅନେକ ପଛରେ । ଫଣ୍ଡ ଆସୁଛି, କିନ୍ତୁ ଖଣି ଅଞ୍ଚଳବାସୀଙ୍କ ଉନ୍ନତି ହେଉନି ।
ରାଜ୍ୟରେ ଆଜି କେତେ ଟଙ୍କା ଅଛି ପେଟ୍ରୋଲ ଓ ଡିଜେଲ ଦର?
ରାଜ୍ୟରେ କମିଛି ତୈଳ ଦର । କେନ୍ଦ୍ର ସରକାର ପକ୍ଷରୁ ପେଟ୍ରୋଲ ପିଛା ୫ଟଙ୍କା ଓ ଡିଜେଲ୍ ଦର ପିଛା ୧୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମାଯାଇଛି ।
ନିଆରା ଢଙ୍ଗରେ ପାଳନ ହେଉଛି ଦୀପାବଳି । ଆଲୋକର ଏହି ପର୍ବକୁ ପ୍ରାୟ ସମସ୍ତେ ବାଣ ଫୁଟାଇ ବେଶ୍ ଧୁମ୍ଧାମ୍ରେ ପାଳନ କରିଥାନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲା ଭୁଲିଆ ବା ମେହେର ସଂପ୍ରଦାୟାର ଲୋକମାନେ ଦିପାବଳୀକୁ କିଛି ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ।
ର୍ଭାଗ୍ୟର କଥା ଏବେ ବି କେତକିଝର ଗାଁକୁ ମୌଳିକ ସୁବିଧା ସବୁ ଅପହଞ୍ଚ ହୋଇ ରହିଛି । ନିର୍ବାଚନ ସରିବା ପରେ ଜନତାଙ୍କ କଥା ଭୁଲି ଯାଉଛନ୍ତି ନେତା ।
ଗଛ ତଳେ ବିକ୍ରି ହେଉଛି ବିଭିନ୍ନ ପ୍ରକାରର ଭଳିକି ଭଳି ମଦ। ମାଣ୍ଡିଆ, ଚାଉଳ,ପେଣ୍ଡମ,ଚିନି ଓ ଗୁଡ଼ ଆଦି ନାରେ ମିଳୁଛି ମଦ । ମହିଳା ଓ ପୁରୁଷ ବିକ୍ରି କରୁଛନ୍ତି ଓ ଉଭୟ ମଧ୍ୟ ପିଉଛନ୍ତି
ତିନି ଭାଇଙ୍କ ହୃଦୟରେ ଘର କରିଛନ୍ତି ଶହ ଶହ ପାରା । ବରା ଦୋକାନଟିଏ କରିଛନ୍ତି । ତଥାପି ମାସକୁ ପାରାଙ୍କ ପାଇଁ୧୦ ରୁ ୧୨ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ।
ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଆକ୍ସନ ମୋଡ୍ ରେ ଭକ୍ତ ଦାସ। ଆସନ୍ତା ୮ରେ କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ। ଆଉ ସେଠି ବିରୋଧ ପାଇଁ ଭକ୍ତ ଦାସ କହିଲେ ଜନତାକର୍ଫ୍ୟୁ ପାଳନ ହେବ
ହେ ଭାଇ କି ଯୁଗ ହେଲା କିରେ? ଏ ବିଜେଡିର କଣ ମତି ଭ୍ରମ ହେଲାଣି? କି କଥା ଇଏ, ଏ ଭାରତ ଭୂଇଁରେ ଜଣେ ନାଗରିକ ଯଦି କହୁଛି ଭାରତ ମାତା କି ଜୟ... ଏଠି ବିଜେଡ଼ି ଗାଲକୁ ଚଟକଣା ମାରୁଛି?
ଗଛ ତଳେ ବିକ୍ରି ହେଉଛି ବିଭିନ୍ନ ପ୍ରକାରର ଭଳିକି ଭଳି ମଦ। ମାଣ୍ଡିଆ, ଚାଉଳ,ପେଣ୍ଡମ,ଚିନି ଓ ଗୁଡ଼ ଆଦି ନାରେ ମିଳୁଛି ମଦ। ମହିଳା ଓ ପୁରୁଷ ବିକ୍ରି କରୁଛନ୍ତି ଓ ଉଭୟ ମଧ୍ୟ ପିଉଛନ୍ତି
ଛୋଟ ଗୋଟେ ଚାଳି ଦୋକାନରେ ବରା ଆଳୁଚପ ବିକ୍ରି କଲେ ଜଣେ ଲୋକ କେତେ ଟଙ୍କା ରୋଜଗାର କରିବ? ସେଇଥିରୁ ନିଜ ଘର ଚଳେଇ ମାସକୁ ଶହଶହ ପାରାଙ୍କ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ସହଜ କଥା ନୁହେଁ। ତଥାପି ସେମିତି କରିଛନ୍ତି ଆଉ ସଫଳ ହୋଇଛନ୍ତି ଢେଙ୍କାନାଳ ଜିଲ୍ଲାର ତିନିଭାଇ।
ରାଜ୍ୟ ସରକାରଙ୍କ ପ୍ରଛନ୍ନ ନିର୍ଦ୍ଦେଶରେ ମମିତା ହତ୍ୟା ମାମଲାରେ ଜଡ଼ିତ ଉଚ୍ଚପଦସ୍ତ କ୍ଷମତାଶୀଳ ବ୍ୟକ୍ତିମାନଙ୍କୁ ଘଣ୍ଟ ଘୋଡ଼ାଇବାର ହୀନ ଉଦ୍ୟମ କରାଯାଉଛି। ଯାହାକି ଦେଶର ସମ୍ବିଧାନ ପ୍ରତି କୁଠାରଘାତ ତଥା ରାଜ୍ୟ ସରକାରଙ୍କ କଳାହାଣ୍ଡି ଓ କଳାହାଣ୍ଡି ବାସିନ୍ଦାଙ୍କ ଆତ୍ମ ମର୍ଯାଦା, ସ୍ୱାଭିମାନ ପ୍ରତି ତାତ୍ସଲ୍ୟ ମନୋଭାବର ପରିଚୟ ବୋଲି ଭକ୍ତ ଦାସ କହିଛନ୍ତି।