• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

LPG Price Hike
ମୁଣ୍ଡ ଘୂରାଉଛି ମହଙ୍ଗା ଏଲପିଜି

ତୈଳ ଦରରୁ ସାମାନ୍ୟ ଆଶ୍ୱସ୍ତି ସତ୍ତ୍ୱେ ମୁଣ୍ଡ ଘୂରାଉଛି ମହଙ୍ଗା ଏଲପିଜି I ବର୍ଷକ ଭିତରେ ୩ଶହ ଟଙ୍କା ବଢ଼ି ସାରିଲାଣି ରନ୍ଧନ ଗ୍ୟାସ୍ I ଗୃହିଣୀ କହିଲେ ସାଂଘାତିକ ବିଗୁଡୁଛି ଆମ ହାଣ୍ଡିଶାଳ ବଜେଟ୍ I

LPG price hike
ପେଟ୍ରୋଲ-ଡିଜେଲ କମିଲା, LPG କେବେ..?

ତେଲ ଦରହ୍ରାସ ସାମନ୍ୟ ଆଶ୍ୱସ୍ତି ଦେଇଥିବା ବେଳେ ଚିନ୍ତା ବଢ଼ାଇଛି ମହଙ୍ଗା ଏଲ୍ପିଜି ଦର । ବର୍ଷକ ଭିତରେ ୩ଶହ ଟଙ୍କା ବଢ଼ିଗଲାଣି ରନ୍ଧନ ଗ୍ୟାସ୍ ଦର । ଏହାକୁ ନେଇ ଚିନ୍ତାରେ ରହିଛନ୍ତି ଗୃହିଣୀ ।

Baijayanta Panda
ବିଦେଶରେ ଫଶିଥିବା ଓଡ଼ିଆ ପରିବାକୁ ଉଦ୍ଧାର ପାଇଁ ବୈଜୟନ୍ତ ଲେଖିଲେ ଚିଠି

ପୁଣି ଏକ ଓଡ଼ିଆ ପରିବାରକୁ ବିଦେଶରୁ ଉଦ୍ଧାର ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବଜୟନ୍ତ ପଣ୍ଡାଙ୍କ ଉଦ୍ୟମ । ସିଙ୍ଗାପୁରକୁ ଚିଠି ଲେଖିଲେ ଶ୍ରୀ ପଣ୍ଡା ।

  • Saturday, 06 November 2021
Contractual Salary
ଖୁସି ଖବର ! ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଚଳିତ ମାସରୁ ମିଳିବ ବର୍ଦ୍ଧିତ ଦରମା

ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଦୀପାବଳି ଉପହାର । ଏହି ମାସରୁ ଲାଗୁ ହେବ ବର୍ଦ୍ଧିତ ଦରମା ।

Hyderabad Nizam Mehboob Ali Khan wearing new clothes everyday
ଏହି ବ୍ୟକ୍ତି ଗୋଟିଏ ପୋଷାକକୁ ଥରେ ପିନ୍ଧନ୍ତି

ଏ ଦୁନିଆରେ ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାର ରୁଚି ରହିଛି। କିଏ ଟଙ୍କା ରୋଜଗାର କରିବାକୁ ଭଲ ପାଏ ତ କିଏ ନାମ କମେଇବାକୁ ପସନ୍ଦ କରେ। ସେହିଭଳି କିଏ ବୁଲିବାକୁ ପସନ୍ଦ କରେ ତ ପୁଣି କିଏ ଖାଇବାକୁ। ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଡ୍ରେସ୍ ପିନ୍ଧିବାରେ ରୁଚି ରଖନ୍ତି। ଆପଣ ଆଜି ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣିବେ ଯାହାଙ୍କର ଅଜବ ପ୍ରକାରର ରୁଚି ଥିଲା

Trolley Puller's Son Cracks National Medical Entrance Exam
ବାପା ଟାଣୁଥିଲେ ରିକ୍ସା ପୁଅ ପଢ଼ିବ ଡାକ୍ତରୀ

ତିନି ତିନି ଥର ପ୍ରୟାସ କରି ବିଫଳ ହେଲା ପରେ ଚତୁର୍ଥ ପ୍ରୟାସରେ ସଫଳ ହେଲେ। ବାପା, ଭାଇ ରିକ୍ସା ଟାଣି ମୁର୍ଶିଦଙ୍କୁ ପାଠ ପଢ଼ାଇଲେ। ଆଉ ଆଜି ପୁଅ ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି।

Toddler Grabs Dead Mothers Hand
ହୃଦୟ ବିଦାରକ ଦୃଶ୍ୟ ! ମୃତ ମାଆର ହାତ ପଛରେ ଲୁଚିଛି କୁନିପୁଅ

ହୃଦୟ ବିଦାରକ ଦୃଶ୍ୟ। ଆତ୍ମହତ୍ୟା କରିଥିବା ମାଆର ହାତ ପଛରେ ଲୁଚିଛି କୁନିପୁଅ। ପୋଲିସ୍ ଓ ଗାଁ ଲୋକ ମହିଳାଙ୍କ ଭଡ଼ାଘରେ ପହଞ୍ଚିଲା ବେଳକୁ ଏମିତି ଦୃଶ୍ୟ ଦେଖି ହତବାକ ହୋଇପଡ଼ିଥିଲେ। ଈଶ୍ୱର କୌଣସି କୁନିଛୁଆକୁ ଏମିତି ଦଣ୍ଡ ନଦିଅନ୍ତୁ।

Bus fares Reduced
ତେଲ ଦର କମିବାରୁ କମିଲା ବସ୍ ଭଡା

କମିଲା ବସ୍ ଭଡ଼ା । ତେଲ ଦର କମିବାରୁ କମିଲା ବସ୍ ଭଡ଼ା । ଅର୍ଡିନାରୀ ବସ୍‌ରେ କିଲୋମିଟର ପିଛା ୯୨ ପଇସାରୁ ହ୍ରାସ ପାଇ ୮୭ ପଇସା ହେଲା । ସେହିଭଳି ଏକ୍ସପ୍ରେସ ୯୬ ପଇସାରୁ ହ୍ରାସ ପାଇ ୯୧ ପଇସା, ଡିଲକ୍ସ ବସ୍‌ ଭଡ଼ା କିଲୋମିଟର ପିଛା ୧.୩୫ ପଏଇସାରୁ ହ୍ରାସ ପାଇ ୧.୨୫ ପଇସା ହେଲା । ଅନ୍ୟପଟେ ଏସି ଡିଲକ୍ସ ୧.୬୩ ପଇସାରୁ ହ୍ରାସ ପାଇ ୧.୫୩ ପାଇସାରେ ପହଞ୍ଚିଛି ଓ ସୁପର ପ୍ରିମିୟମ ୨.୫୩ ପିସାରୁ ହ୍ରାସ ପାଇ ୨.୩୮ରେ ପହଞ୍ଚିଛି ।

BUS Fare Reduced
ସାଧାରଣ ଲୋକଙ୍କୁ ଆଶ୍ୱସ୍ତି, କମିଲା ବସ୍‌ ଭଡ଼ା

ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି । ତେଲ ଦର କମିବା ପରେ କମିଲା ବସ୍‌ ଭଡ଼ା ।

Sameer Wankhede Net Worth More You Must Know
ଲକ୍ଷେ ଟଙ୍କାର ସାର୍ଟପ୍ୟାଣ୍ଟ ପିନ୍ଧୁଛନ୍ତି କି ୱାଙ୍ଖଡେ, ପୂରା ସଂପତ୍ତି ତାଲିକା ଜାଣନ୍ତୁ...

ମାୟା ନଗରୀ ମୁମ୍ୱାଇରେ ରହିଛି ଅନେକ ଫ୍ଲାଟ। ମହାରାଷ୍ଟ୍ରରେ ରହିଛି ଜମି। ଘର ଭଡ଼ା ବି ଲାଗିଛି। ଏମିତି ଏନେକ ସଂପତ୍ତିର ମାଲିକ ହେଉଛନ୍ତି ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାନଖେଡେ। କେଉଁଠୁ ଆସିଲା ଏତେ ସଂପତ୍ତି ଜାଣନ୍ତୁ ଏବେ..

Mumbai Link In DRDO Espionage Espionage
DRDO ଗୁପ୍ତଚରୀ ମାମଲାରେ ମୁମ୍ବାଇ ଲିଙ୍କ୍

ବାଲେଶ୍ୱର ଡିଆରଡିଓରୁ ଗୁଇନ୍ଦାଗିରି ମାମଲାରେ ନୂଆ ଟ୍ୱଇଷ୍ଟ। ଘଟଣାରେ ଆଉ ଜଣେ ମହିଳାଙ୍କ ସଂପୃକ୍ତି ଥିବା ନେଇ ସୂଚନା ।

Abhakhzia Country
ଏମିତି ଦେଶ, ଯାହାକୁ କେହି ଜାଣନ୍ତିନି

ସମୟ ସହିତ ଆମ ଆଖପାଖ ଆମ ପରିବେଶ, ଏପରିକି ଏ ବିଶ୍ୱ ବ୍ରହ୍ମାଣ୍ଡ ବି ବଦଳିଯାଏ । କିନ୍ତୁ କିଛି ଲୋକ, କିଛି ସ୍ଥାନ ଏଭଳି ଥାଏ ଯାହା ପୁରୁଣା ସମୟର ବନ୍ଧନରୁ ମୁକ୍ତି ପାଇପାରେନାହିଁ । ସେହିଭଳି ଏକ ଦେଶ ମଧ୍ୟ ରହିଛି । ଯାହାର ନାଁ କି ସେ ଦେଶ ସମ୍ପର୍କରେ ଆପଣ କିଛି ବି ଜାଣିନଥିବେ । ନା କେବେ ସେ ଦେଶ ବିଷୟରେ ଶୁଣିଥିବେ ନା ସେଠାକୁ କେବେ ଯାଇଥିବେ । ସେହି ଦେଶର ନାଁ ହେଉଛି ଅବଖାଜିଆ । ଶୁଣିଛନ୍ତି କେବେ ଏହି ସ୍ଥାନ ସମ୍ପର୍କରେ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ଏ ଦେଶର ରହସ୍ୟ ଓ ବିଶେଷତ୍ତ୍ୱ…

Mysterious Woman
DRDO ଗୁପ୍ତଚରୀ ମାମଲାରେ ମୁମ୍ବାଇ ଲିଙ୍କ୍‌ ! ଅଭିଯୁକ୍ତଙ୍କୁ ୪୦ ହଜାର ମାଗିଥିଲେ ମହିଳା

ଚାନ୍ଦିପୁର DRDO ଗୁପ୍ତଚରୀ ମାମଲାରେ ମୁମ୍ବାଇ ଲିଙ୍କ୍ ନେଇ ବଡ଼ ସୁରାକ ମିଳିଛି। ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ କାରବାରରେ ମୁମ୍ବାଇ ଲିଙ୍କ୍‌ ମିଳିଛି, ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଜଣେ ମହିଳା ୪୦ ହଜାର ଟଙ୍କା ମାଗିଥିଲେ।

Kendrapara | Residents Face Sanitation Issues As Roads Become Dump Yards
ଡମ୍ପିଂୟାର୍ଡ ଅଛି ହେଲେ ବାହାରେ ପଡୁଛି ଅଳିଆ

ଡମ୍ପିଂୟାର୍ଡ ଅଛି ହେଲେ ବାହାରେ ପଡୁଛି ଅଳିଆ

Dump Yards
ଡମ୍ପିଂୟାର୍ଡ ଅଛି, ହେଲେ ରାସ୍ତା ଉପରେ ଜମା କରାଯାଉଛି କୁଢ଼ କୁଢ଼ ଅଳିଆ

ଡମ୍ପିଂୟାର୍ଡ ଅଛି। କିନ୍ତୁ ଆାବର୍ଜନା ସଂଗ୍ରହ କରୁଥିବା ଠିକା ସଂସ୍ଥାର କର୍ମଚାରୀ ଡମ୍ପିଂୟାର୍ଡରେ ଅଳିଆ ନ ପକାଇ ରାସ୍ତା ଉପରେ ଫୋପାଡ଼ି ଦେଇ ପଳାଉଛନ୍ତି। ଫଳରେ ଯାତାୟାତ କରିବା ଏବେ ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି। ଏହାସହ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହୋଇଛି।

Rickshaw Puller\'s Son Beceme A Doctor In Bhadrak
ରିକ୍ସା ଚାଳକଙ୍କ ପୁଅଙ୍କ ଡାକ୍ତରୀ ସ୍ୱପ୍ନ

ରିକ୍ସା ଟ୍ରଲି ଚାଳକଙ୍କ ପୁଅ ହେବେ ଡାକ୍ତର । ନିଷ୍ଠା ଓ ଏକାଗ୍ରତା ଥିଲେ ଯେ କେହିବି ବ୍ୟକ୍ତି ନିଶ୍ଚିତ ସଫଳତା ପାଇ ପାରିବ ଏକଥା କାହାକୁ ବି ଅଛପା ନାହିଁ । ତେବେ ଏହାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଭଦ୍ରକ ସହରସ୍ଥ ପୁରୁଣା ବଜାର କାଜି ମହଲାର ମୈରାଜ ଖାନ ନାମକ ଜଣେ ଗରିବ ରିକ୍ସା ଚାଳକଙ୍କର ପୁଅ ମୁର୍ଶିଦ ଖାନ ।

Brothers Garner Praises By Installing Parents Statue After Their Demise In Cuttack Village
ପୁଅ ହେବ ତ ଏମିତି ! ଘରେ ପ୍ରତିଷ୍ଠା କଲେ ବାପା ମାଆଙ୍କ ମୂର୍ତ୍ତି

ବାପା ମାଆଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପନ କଲେ ସନ୍ତାନ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଗାଁରେ ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ।

ଭାଗ୍ୟରେ ଥିଲେ ଏଭଳି ପୁଅ ମିଳିଥାଏ, ଘରେ ପ୍ରତିଷ୍ଠା କଲେ ବାପା ମାଙ୍କ ପ୍ରତିମୂର୍ତ୍ତି

ଆଜିକାଲି ବୁଢ଼ା ବାପ ମାଆକୁ ପିଲାଏ ପଚାରୁ ନାହାଁନ୍ତି। କିନ୍ତୁ ଏହି ୫ ଭାଇଭଉଣୀ ବାପା ମାଆଙ୍କୁ ଠାକୁରଙ୍କ ପରି ପୂଜା କରୁଛନ୍ତି। ଏଥିପାଇଁ ସେମାନେ ଘରେ ପ୍ରତିଷ୍ଠା କରିଛନ୍ତି ବାପା ମାଆଙ୍କର ମାର୍ବଲ ମୂର୍ତ୍ତି। ପଚାରିଲେ ଆଖି ଛଳଛଳ କରି କହୁଛନ୍ତି, ସେମାନଙ୍କ ଋଣ କଣ ଆମେ ସୁଝି ପାରିବୁ?

Spirited 93-Year-Old Harapriya From Odisha’s Balasore Sells Paan To Earn A Living
୯୩ ବର୍ଷରେ ବି ଥକି ନାହାନ୍ତି ହରପ୍ରିୟା ମାଉସୀ

ବୟସ ୯୩ ବର୍ଷ। ଶରୀରର ଚର୍ମରେ ଭାଙ୍ଗ ପଡ଼ିଗଲାଣି। ହାତ, ଗୋଡ଼ ମଧ୍ୟ ଥରୁଛି। ଏପରିକି କଥା ହେବାବେଳେ ପାଟିରେ ଖନି ବାଜି ଯାଉଛି। ତଥାପି ହାର୍‌ ମାନି ନାହାନ୍ତି।

31stOdisha State Film Awards:Jayadev Puraskar For VeteranGhanashyam Mohapatra,Kalira Atita Best Film
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ନୀଳମାଧବ ପଣ୍ଡା ପାଇବେ ମୋହନ ସୁନ୍ଦର ଦେବଗୋସ୍ୱାମୀ ପୁରସ୍କାର । ଜୟଦେବ ପୁରସ୍କାର ପାଇବେ ପ୍ରଯୋଜକ, ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର । ନୀଳମାଧବ ପଣ୍ଡା ପାଇବେ ମୋହନ ସୁନ୍ଦର ଦେବଗୋସ୍ୱାମୀ ପୁରସ୍କାର । କାଲିର ଅତୀତ ଶ୍ରେଷ୍ଠ ଫିଲ୍ମ, ନୀଳମାଧବ ପଣ୍ଡା ଶ୍ରେଷ୍ଠ ନିର୍ଦ୍ଦେଶକ ।

31stOdisha State Film Awards:Jayadev Puraskar For VeteranGhanashyam Mohapatra,Kalira Atita Best Film
୨୦୧୯ ମସିହା ପାଇଁ ଘୋଷିତ ହୋଇଛି ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା

ଘୋଷିତ ହେଲା ୨୦୧୯ର ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର । କାଲିର ଅତୀତ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଥିବା ବେଳେ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇବେ ନୀଳମାଧବ ପଣ୍ଡା ।

Riskawala
ବାପା ରିକ୍ସା ଚାଳକ, ପୁଅ ହେବେ ଡାକ୍ତର....

ଭଦ୍ରକ ସହରର ପୁରୁଣା ବଜାର, କାଜିମହଲାର ମୈରାଜ ଖାନ ଜଣେ ରିକ୍ସା ଚାଳକ ଭାବେ ଯାହା ରୋଜଗାର କରନ୍ତି ସେଥିରେ ନିଜର ୪ ଜଣ ପୁଅ ଓ ଦୁଇ ଜଣ ଝିଅଙ୍କୁ ପାଠ ପଢାଇବା ସହିତ ପରିବାର ବହୁ କଷ୍ଟରେ ଚଳାନ୍ତି

93-Year-Old Harapriya Sells Paan To Earn A Living
୯୩ ବର୍ଷରେ ବି ଥକି ନାହାନ୍ତି: ଅଣ୍ଟା ସିନା ବଙ୍କି ଗଲାଣି, ତଥାପି ପାନ ଦୋକାନ କରି ମେଣ୍ଟାଉଛନ୍ତି ଗୁଜୁରାଣ

ବୟସ ୯୩ ବର୍ଷ। ଶରୀରର ଚର୍ମରେ ଭାଙ୍ଗ ପଡ଼ିଗଲାଣି। ହାତ, ଗୋଡ଼ ମଧ୍ୟ ଥରୁଛି। ଏପରିକି କଥା ହେବାବେଳେ ପାଟିରେ ଖନି ବାଜି ଯାଉଛି। ତଥାପି ହାର୍‌ ମାନି ନାହାନ୍ତି। ଆଉ କାହା ଉପରେ ବୋଝ ହେବାକୁ ଚାହିଁ ନାହାନ୍ତି। ନିଜେ ସ୍ୱାଭିମାନର ସହ ବଞ୍ଚିବା ପାଇଁ ଏକ ଛୋଟ ପାନ ଦୋକାନ କରିଛନ୍ତି।

Aunty did such a dance, seeing which the girls were left laughing
ଆଣ୍ଟିଙ୍କର ଏହି ଡ୍ୟାନ୍ସ ଆପଣ ଆଖିକୁ ବି ଟେରା କରିଦେବ

ସୋସିଆଲ୍ ମିଡିଆରେ ତ ଅନେକ ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓଗୁଡିକ ଏତେ ମଜ୍ଜାଳିଆ ଯେ ଯାହାକୁ ବାରମ୍ବାର ଦେଖିବାକୁ ଇଛା ହୁଏ। ଏବେ ଜଣେ ଆଣ୍ଟିଙ୍କର ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ହସି ହସି ଆପଣଙ୍କ ପେଟ ଦରଜ ହେଇଯିବ।

Sambalpur Farmer\'s Son Clears NEET 2021, An Achievement Worth Struggling For!
ବାପା ଚାଷକରନ୍ତି, ମା ବିଡ଼ି ବାନ୍ଧନ୍ତି, ପୁଅ ପଢ଼ିବ ଡାକ୍ତରୀ

ଟଙ୍କା ପଇସା ଅଭାବ ହେଲେ ବହୁତ୍ ସମସ୍ୟା ହୋଇଥାଏ। ଏମିତି ଆମେ ଭାବନ୍ତି। ଅଧର୍ଯ୍ୟ ହୁଅନ୍ତି। ଅନେକ ଭାବନ୍ତି ପଇସା ପତ୍ର ଅଭାବ ହେଲେ ପାଠ ପଢ଼ିବା କାଠିକର ପାଠ। କିନ୍ତୁ ସେ ଯାହା ବି ହେଉ ମା ବାନ୍ଧୁଛନ୍ତି ବିଡ଼ି, ବାପା କରୁଛନ୍ତି ଚାଷ। ପୁଅକୁ ପଢ଼ାଇବେ ଡାକ୍ତରୀ ପାଠ।