Advertisment

ସଂକଳ୍ପ କରିଥିଲେ ୨୧ ବର୍ଷରେ ବାହା କରାଇଲେ, ଗଛ ବାହାଘର

ମହାବାତ୍ୟା ପରେ ଗଛ ଲଗାଇଲା ବେଳେ ସଂକଳ୍ପ କରିଥିଲେ । ୨୧ ବର୍ଷ ପରେ କନ୍ୟାଦାନ କଲେ । ଗଛ ରୂପରେ ଲକ୍ଷ୍ମୀନାରାୟଣଙ୍କ ବାହାଘର ହେଲା । ଗାଁ ଖାଲି ଉଠିଲା ପଡିଲା ।

author-image
Otv Khabar Bureau
ଅଦ୍ୟତନ ହୋଇଛି

ମହାବାତ୍ୟା ପରେ ଗଛ ଲଗାଇଲା ବେଳେ ସଂକଳ୍ପ କରିଥିଲେ । ୨୧ ବର୍ଷ ପରେ କନ୍ୟାଦାନ କଲେ । ଗଛ ରୂପରେ ଲକ୍ଷ୍ମୀନାରାୟଣଙ୍କ ବାହାଘର ହେଲା । ଗାଁ ଖାଲି ଉଠିଲା ପଡିଲା ।

Advertisment
Odisha Kamakhyanagar Special Story Marry Peepal And Neem Trees World Peace
Advertisment
Advertisment