Jajpur Woman Cries For Help For Cancer Treatment Of Husband
ସ୍ୱାମୀଙ୍କୁ କ୍ୟାନ୍ସର, ବଞ୍ଚାଇବା ପାଇଁ ଗୁହାରୀ କରୁଛନ୍ତି ସ୍ତ୍ରୀ । କ୍ୟାନ୍ସର ରୋଗ ପାଇଁ ପୁରା ପରିବାର କଲବଲ ହେଉଛି ଘରେ ଚୁଲି ବି ଜଳୁନାହିଁ । ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନାହିଁ । ଘର କୋଣରେ ପଡି ପଡି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବିଞ୍ଝାରପୁର ବ୍ଲକ ଚିକଣା ପଞ୍ଚାୟତର ଚାନ୍ଦମଣି ଜେନା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)