ହତ୍ୟାକାରୀ ନର୍ସ ! ନେଉଥିଲା ଗୋଟିଏ ପରେ ଗୋଟିଏ ଜୀବନ ! ଟିକିଏ ଭୁଲ ବନ୍ଦ କରିଦେଉଥିଲା ରୋଗୀଙ୍କ ନିଃଶ୍ୱାସ ।
ଡେରିରେ ଆସିଲେ ମାଡାମ୍ । ଆରମ୍ଭ ହେଲା ତୁମ୍ବି ତୋଫାନ୍। ଉଠିଲାପଡ଼ିଲା କ୍ଲାସ୍ ରୁମ୍। ଶିକ୍ଷୟିତ୍ରୀଙ୍କ ଝଗଡ଼ାରେ ହୁଲୁସ୍ତୁଲୁ ହେଲା ସ୍କୁଲ୍।
ଗୁପଚୁପ୍ ବା ପାନିପୁରି... ସମସ୍ତଙ୍କ ପସନ୍ଦ ଏ ଚଟପଟା ଖାଦ୍ୟ । ନାଁ ଧରିଲେ ପ୍ରାୟ ସଭିଙ୍କ ପାଟିରୁ ଲାଳ ଚାଲିଆସେ । ଆଉ ଖଟାପାଣି କଥା, କହିଲେ ତ ସରିଲା । ମାତ୍ର କିଛିଟା ଗୁପ୍ଚୁପ୍ ଖାଇବା ପରେ ଅନେକ ଲୋକ ୨ରୁ ୩ ଠୋଲା ଖଟାପାଣି ପିଇଦିଅନ୍ତି । ଗୁପଚୁପର ଚଟପଟା ସ୍ୱାଦ ପ୍ରାୟ ପିଲାଠୁ ବୁଢ଼ା ସମସ୍ତଙ୍କୁ ପସନ୍ଦ.
କେଉଁଠି ଆମ ଶିକ୍ଷା ବ୍ୟବସ୍ଥା ? କେଉଁଠି ଏ କୁନିକୁନି ପିଲାଙ୍କ ଭବିଷ୍ୟତ ? କୁଆଡେ ଗଲା ୫ଟି ସ୍କୁଲ ନାରା ?
ଜଣେ ହତଭାଗା ବାପାର ଏ କୋହଭରା ଗହାରି । କାହାକୁ ଦୋଷ ଦେବ... କିଏ ଅବା ଶୁଣିବ... କହା ନାଁରେ ଅଭିଯୋଗ କରି ଆଖିରୁ ଦୁଇଧାର ଲୁହ ଗଡ଼ାଇବ ।
ଘୋଡା ନାଚ ଆମ ପରମ୍ପରା ଆମ ସଂସ୍କୃତି ଓ ଆମ ଜାନିଯାତର ଏକ ପ୍ରତିକ। ଧୀରେ ଧୀରେ ଲୁଚିଯିବାକୁ ବସିଲାଣି। ଚାଲନ୍ତୁ ଜାଣିବା ଚାନ୍ଦବାଲିରୁ ଏକ ନିଆରା ପରମ୍ପରାର କାହାଣୀ
ହେ ଚଡ଼େଇ ମାନେ ଆମର ଭୁଲ୍ ହୋଇ ଯାଇଛି । ଆଜି ଦିନରେ ମଣିଷ ନିଜ ସ୍ୱାର୍ଥରେ ଏତେ ଅନ୍ଧ ଯେ, ପଶୁପକ୍ଷୀଙ୍କ ସୁଖ ଦୁଃଖ ଭୁଲିଗଲାଣି। ହେଲେ ଆଜି ଚାଲନ୍ତୁ ଦେଖିବା ନିଆରା ଏକ କାହାଣୀ ଯେଉଁଠି ପକ୍ଷୀଙ୍କ ପାଇଁ ସମସ୍ତେ ବନ୍ଦନା କରୁଛନ୍ତି। କବିତା ଗାଉଛନ୍ତି
ପୁଅ ଚାଲିଗଲାଣି ଆର ପାରିକୁ। ଘର ପାଲଟିଲାଣି ଧ୍ୱଂସସ୍ତୁପ। ସରକାର ପୁଅର ମୃତ୍ୟୁରେ ପରିବାର ବର୍ଗକୁ ଡେମୋ ଚେକ୍ ଖଣ୍ଡିଏ ଧରାଇ ଦେଇ ଠକିଦେଇଛନ୍ତି। ପରିବାରର ଦୁଃଖ କହିଲେ ନ ସରେ। ସାଲେପୁରରୁ ଏକ ପରିବାରର ଦୁଃଖଦ କାହାଣୀ
ଝିଅ ବାହାଘର ପାଇଁ ବାପାଙ୍କ ନିଆରା ଅଫର । ଖୋଜିଦିଅନ୍ତୁ ବର... ମିଳିବ ୩ ଲକ୍ଷ ଟଙ୍କା । ଏପରି ଅଫର ରଖିଛନ୍ତି ଜଣେ ବାପା ।
ନୀଳ ସମୁଦ୍ରରେ ମାଛ ପରି ପହଁରୁଛନ୍ତି ବିଦେଶୀ ପର୍ଯ୍ୟଟକ। ପୁରୀର ସମୁଦ୍ର ମୁହାଁଣ ଦୁଃସାହାସିକ ଜଳକ୍ରୀଡ଼ା ପାଇଁ ପାଲିଟିଛି ଉପଯୁକ୍ତ ସ୍ଥାନ । ଆମ ଓଡିଶାରେ ଏଭଳି ଦୁଃସାହସିକ ଜଳକ୍ରୀଡା ୱାଟର୍ ସର୍ଫିଂ ।
ମା’ ମାଙ୍କଡ଼ର କଲିଜାର ଟୁକୁଡାକୁ କେହି ଗୋଟାଏ ନେଇ ଯାଇଛି । ସେଇଥିପାଇଁ ସେ ମୋବାଇଲ ଅଣ୍ଡାଳୁଛି। ସ୍କ୍ରଲ୍ କରି ନିଜ ଛୁଆକୁ ଖୋଜୁଛି । ମା’ ମନ ବୁଝୁନି ତାର...
ଖବର ପରିବେଷଣ ବେଳେ ଆପଣ ଅନେକ ଥର କେବିକେ କଥା ଶୁଣିଥିବେ। କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟର ଉନ୍ନତୀ ପ୍ରସଙ୍ଗ ମଧ୍ୟ ଆପଣଙ୍କ କାନରେ ବାଜିଥିବ। ହେଲେ କେବେ ଭାବିଛନ୍ତି ଏହି କେବିକେ ଯୋଜନାର ଅନ୍ତରାଳରେ କ’ଣ ରହିଛି କାହାଣୀ। କାହା ପାଇଁ ଏ ଯୋଜନା ?
ରୋଜଗାର ଦେଉଛି ପ୍ଲାଷ୍ଟିକ କାରଖାନା । ଶତାଧିକ ଲୋକଙ୍କୁ ମିଳିଛି ନିଯୁକ୍ତି । ଯେଉଁ ଅଞ୍ଚଳର ଲୋକେ ଦିନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ ।
ଖାଦ୍ୟରେ ବ୍ୟବହାର କରୁଛନ୍ତି କି ମସଲା ? ହୋଇଯାଆନ୍ତୁ ସାବଧାନ ! ନାମିଦାମୀ କମ୍ପାନୀରେ ପ୍ରସ୍ତୁତ ହେଉଥିବା ମସଲା ମଧ୍ୟ କେତେ କ୍ଷତିକାରକ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।
ସେ ବି ମା’ । ଦେଖୁନାହାନ୍ତି ନିଜର ପିଲାକୁ ଟିକିଏ ଛାଇ ଦେବାକୁ କେମିତି ଡହଡହ ଖରାରେ ଛିଡ଼ା ହୋଇଛି...
ଚାକିରିଆ ମହିଳାଙ୍କୁ ବାହାହେବା ମନା ! ଉଚ୍ଚ ଶିକ୍ଷିତାଙ୍କୁ କରନ୍ତୁନି ବିବାହ ! ଶିକ୍ଷିତ ମହିଳା ହେଉଛନ୍ତି ବିଗ୍ରେଡ୍ଫ୍ଲାଗ୍! ଅର୍ଥାତ୍ ବଡ଼ ବିପଦ ।
ପଲିଟିକାଲ୍ ପ୍ରଚାର ମୈଦାନରେ ବେଶ୍ ଗ୍ରହଣୀୟ ହୋଇଛି ଡିଜିଟାଲ୍ ଫଣ୍ଡା । ଟ୍ରେଣ୍ଡି ଗୀତରେ ଭଳିକି ଭଳି ରିଲ୍ସ, ଯେତିକି ମନଛୁଆଁ ହୋଇଛି, ସେତିକି ଭାଇରାଲ୍ ହେଉଛି ୩ ପ୍ରମୁଖ ଦଳର ଏଜେଣ୍ଡା ଏବଂ ବାର୍ତ୍ତା । ଏକକୁ ଆରେକ ବଳି ରିଲ୍ସ ଏବଂ ସଟ୍ସ ତିଆରି କରି ସୋସିଆଲ୍ ମିଡିଆରେ ଛାଇ ଯାଇଛନ୍ତି ବିଜେପି-ବିଜେଡି ଓ କଂଗ୍ରେସ ।
ବୟସ ଶହେ ଟପିଲାଣି । ଭାରତର ପ୍ରଥମ ନିର୍ବାଚନରେ ଭୋଟ୍ ଦେଇଥିଲେ ଏମାନେ । ନିଜର ମତ ସାବ୍ୟସ୍ତକରି ଗଢ଼ିଥିଲେ ସରକାର ।
ନାଁ ତାଙ୍କର ଲକ୍ଷ୍ମୀ ... ନାଁ ଯେମିତି, ମଣିଷ ବି ସେମିତି । ଦୁଃଖୀର ଦୁଃଖରେ ସେ ଦୁଃଖୀ । ଅସହାୟର ସେ ସାହାରା । ମହିଳା ହୋଇ ବି ନିଜ କାନ୍ଧରେ ଉଠାଇଛନ୍ତି ଶହଶହ ଶବ । ଅସହାୟ ଗରିବ ମହିଳାଙ୍କ ପାଇଁ ପାଲଟିଛନ୍ତି ସେ ଚଳନ୍ତି ଦେବୀ ।
ପୁଳାପୁଳା ସମ୍ମାନ... ତାଳିରେ ଫାଟି ପଡ଼ୁଛି ସ୍କୁଲ... ଏ ସମ୍ବର୍ଦ୍ଧନାକୁ ଦେଖି ବାପ ମନ ଆଜି କୁଣ୍ଢେମୋଟ... ବାପା ସିନା ସିକ୍ୟୁରିଟି ଗାର୍ଡ... ହେଲେ ପୁଅ ବନିଗଲେ IAS ଅଫିସର ।
ଲୁଚିଛି ନା ଗୋଡ ଦୁଇଟା ଦିଶୁଛି। ଏଠି ସବୁ ଘୋଡାଇ ରଖା ଯାଇଛି, ତଥାପି ଜଳ ଜଳ ହୋଇ ଦିଶୁଛି। କେଉଁଠି କେଉଁଠି ତ ଖାଲି କପଡା ପଡିଛି, ଆଉ କେଉଁଛି ଟୋଟାଲ୍ ମେଲା।
ଏସ୍ଏସ୍ବି ଯବାନଙ୍କ ବାରାକ୍ ଭିତରୁ ଊଦ୍ଧାର ହେଲା ବିରାଟ ବଡ ସାପ। ପ୍ରାୟ ୬ ଫୁଟିଆ ଢମଣା ସାପଟି ବାଥରୁମର ହାତଧୁଆ ବେସିନ ଫାଙ୍କରେ ଲୁଚି ରହିଥିଲା।
ଘରେ ଘରେ ସ୍ବାମୀ ସ୍ତ୍ରୀ କଳି ଲାଗିବା ସାଧାରଣ କଥା। କାରଣ ଇଏ ଗୋଟେ ମିଠା ଝଗଡାର କଥା। କିନ୍ତୁ ଏଠି ସ୍ଥିତି ପୂରା ଅଲଗା। ସ୍ବାମୀ-ସ୍ତ୍ରୀ ଭିତରର ବିବାଦ ଦାଣ୍ଡରେ ପଡି ହାଟରେ ଗଡିଛି। ଖାଲି ଗଡିନି ଆଜ୍ଞା, ମାଡ ବି ଚପଲରେ ପଡିଛି, ପୁରା ସାଇଁ ସାଇଁ…
ମାଙ୍କଡଟିଏ ପାଣି ମନ୍ଦାଏ ପିଇବା ପାଇଁ କିଚେନ ରୁମ୍ ଭିତରକୁ ପଶି ଆସିଛି। ଏ ଦୃଶ୍ୟ ହେଉଛି ବେଙ୍ଗାଲୁରୁର। ଏଥିରୁ ଜାଣି ହେଉଛି ପ୍ରକୃତରେ ବେଙ୍ଗାଲୁରୁରେ ଜଳକଷ୍ଟ କେତେ
ସଫଳତା ଦେଖାଗଲାନି...ହେଲେ ସାମାନ୍ୟ ଶାରିରୀକ ପରିବର୍ତ୍ତନ ପାଇଁ ଲୋକେ ତାଙ୍କୁ ଜଜ୍ କରିବାକୁ ଲାଗିଲେ । ସେ ଥିଲେ ୟୁପି ବୋର୍ଡ ପରୀକ୍ଷାର ଟପ୍ପର ହେଲେ ନିଶ ଦାଢ଼ି ଥିବାରୁ କୃତୀ ଛାତ୍ରୀଙ୍କୁ ବି ଲୋକେ ଟ୍ରୋଲ୍ କରିବାକୁ ପଛାଇଲେନି ।