ଖବର ପରିବେଷଣ ବେଳେ ଆପଣ ଅନେକ ଥର କେବିକେ କଥା ଶୁଣିଥିବେ। କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟର ଉନ୍ନତୀ ପ୍ରସଙ୍ଗ ମଧ୍ୟ ଆପଣଙ୍କ କାନରେ ବାଜିଥିବ। ହେଲେ କେବେ ଭାବିଛନ୍ତି ଏହି କେବିକେ ଯୋଜନାର ଅନ୍ତରାଳରେ କ’ଣ ରହିଛି କାହାଣୀ। କାହା ପାଇଁ ଏ ଯୋଜନା ?
ବୟସରେ ଅପରାହ୍ନରେ ସେମାନେ, ଦୁଇରେ ଛଅ ସାତ ଘଣ୍ଟା ଲେଖାଏଁ ଛିଡ଼ା ହୋଇ ଅପେକ୍ଷା କରିବାକୁ ପଡୁଛି ଭତ୍ତା ପାଇଁ।
ଗରିବ ହିତାଧିକାରୀଙ୍କ ପାଇଁ ସରକାରଙ୍କ ମାଳ ମାଳ ରହିଥିଲେ ବି ପ୍ରଶାସନିକ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କ ଉଦାସୀନତା ନୀତି ଯୋଗୁଁ ପରିଣତ ବୟସରେ ଜଣେ ୬୭ ବର୍ଷୀୟ ବୃଦ୍ଧା ଏବେ ଅସୟାହ ଅବସ୍ଥାରେ । ନିଜ ସ୍ୱାମୀ ଓ ପିଲାମାନଙ୍କୁ ହରାଇବା ପରେ ସେ ଏତେ ବଡ଼ ଦୁନିଆରେ ଏକଦମ ଏକୁଟିଆ ପଡ଼ିଯାଇଛନ୍ତି