"ମା" ମାଙ୍କଡ଼ର କଲିଜାର ଟୁକୁଡାକୁ କେହି ଗୋଟାଏ ନେଇ ଯାଇଛି। ସେଇଥିପାଇଁ ସେ ମୋବାଇଲ ଅଣ୍ଡାଳୁଛି। ସ୍କ୍ରଲ୍ କରି ନିଜ ଛୁଆକୁ ଖୋଜୁଛି। ମା" ମନ ବୁଝୁନି ତାର। ନିଜ ଛୁଆକୁ ମୋବାଇଲରେ ଚୁମ୍ମା ଦେଉଛି। ଗେଲ କରିପକାଉଛି। ଏ ଚିତ୍ର କେବଳ ବିରହର କଥା କହୁଛି।Advertisment "