• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

Make 'chena jhili' at home
ଅକ୍ଷୟ ତୃତୀୟରେ ଘରେ ବନାନ୍ତୁ ସୁଆଦିଆ ମିଠା 'ଛେନା ଝିଲି'

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଘରେ ବିଭିନ୍ନ ପର୍ବରେ ମିଠା ଓ ପିଠା ତିଆରି କରାଯାଏ । ପବିତ୍ର ଅକ୍ଷୟ ତୃତୀୟାରେ ଆଜି ଆମେ ବନେଇବା ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ଛେନା ଝିଲି’ ।

Add these drinks
ଡାଏଟ୍‌ରେ ସାମିଲ କରନ୍ତୁ ଏହି ସବୁ ଡ୍ରିଙ୍କସ୍, କମ୍ କରିବ କୋଲେଷ୍ଟ୍ରଲ୍

ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ପାଇଁ ଆମେ ବହୁତ ସମୟରେ ଡାକ୍ତରଙ୍କ ପରାମର୍ଶ କରିଥାଉ । କିନ୍ତୁ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ଆମେ ଆମର ସ୍ୱାସ୍ଥ୍ୟର ଯତ୍ନ ନେଇ ପାରିବା। ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ, ଆମେ କିଛି ନା କିଛି ଥଣ୍ଡା ତରଳ ପିଇଥାଉ । କିନ୍ତୁ ଆପଣ ଜାଣନ୍ତି କି, କିଛି ପାନୀୟ ପିଇବା ଦ୍ୱାରା ବ୍ୟାଡ୍ କୋଲେଷ୍ଟ୍ରଲ ବା ଏଲଡିଏଲ କମିଯାଏ। ତେବେ ଚାଲନ୍ତୁ ଜାଣିବା ଏପରି କିଛି ସୁପର ପାନୀୟ ବିଷୟରେ...

meditation techniques that help you sleep better
ପ୍ରତିଦିନ କରନ୍ତୁ ଏହି ୩ ଧ୍ୟାନଯୋଗ,ଆସିବ ସୁଖ ନିଦ୍ରା

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଦିନକୁ ଦିନ ଚାପଗ୍ରସ୍ତ ଜୀବନ ଓ ​​କାର୍ଯ୍ୟଭାର ବୃଦ୍ଧି ପାଉଛି । ସେଥିପାଇଁ ଆମ ଶରୀରରକୁ ସୁସ୍ଥ ଓ ଚାପମୁକ୍ତ କରିବା ପାଇଁ ମେଡିଟେସନ୍ ବା ଧ୍ୟାନ ନିତ୍ୟାନ୍ତ ଜରୁରୀ । ତେବେ ଆଜି ଜାଣିବା ବିଭିନ୍ନ ପ୍ରକାର ମେଡିଟେସନ୍ ବା ଧ୍ୟାନ ବିଷୟରେ, ଯାହା ଆମ ଶରୀରକୁ ସୁସ୍ଥ ରଖିବା ସହ ଭଲ ନିଦ୍ରା ଦେଇଥାଏ ।

Make delicious 'Chingu Janhi Rai'
ଘରେ ବନାନ୍ତୁ ସୁଆଦିଆ ‘ଚିଙ୍ଗୁଡ଼ି ଜହ୍ନି ରାଇ’

ଚିଙ୍ଗୁଡିରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଚିଙ୍ଗୁଡିର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଚିଙ୍ଗୁଡ଼ି ଜହ୍ନି ରାଇ’ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

man body
ଆପଣଙ୍କ ଶରୀରରେ କେତେ ରହିଛି ଜଳ ଓ ଅମ୍ଳଜାନ... କେମିତି ରହିବେ ସୁସ୍ଥ ?

ମଣିଷ ଶରୀର ଠିକ୍‌ ମେସିନ୍‌ ପରି । ମଣିଷ ଚାଲିବାକୁ ହେଲେ ଶକ୍ତିର ଆବଶ୍ୟକତା ରହିଛି । ଖାଦ୍ୟ ରୂପକ ଉର୍ଜା ଦ୍ୱାରା ମଣିଷ ଶକ୍ତି ପାଇବା ସହ ସମସ୍ତ କାମ କରିବାରେ ସକ୍ଷମ ହୋଇଥାଏ ।

  • Friday, 17 March 2023
  • Water
Sleep is important before exams
World Sleep Day: ପରୀକ୍ଷା ପୂର୍ବ ରାତିରେ ଅନିଦ୍ରା ହେଉଥିଲେ ମନେ ରହିବ ନାହିଁ ପାଠ

ବର୍ତ୍ତମାନ ପରୀକ୍ଷାର ଋତୁ। ପ୍ରତ୍ୟେକ ପିଲା ଚାହାନ୍ତି ପରୀକ୍ଷାରେ ଭଲ ମାର୍କ ଆଣିବା । ଏଭଳି କ୍ଷେତ୍ରରେ ଅନେକ ପିଲା ଅଛନ୍ତି ଯେଉଁମାନେ ପରୀକ୍ଷାର ପୂର୍ବ ରାତିରେ ଅନିଦ୍ରା ହୋଇ ପ୍ରସ୍ତୁତ ହୁଅନ୍ତି। ଆପଣ ଜାଣିଛନ୍ତି କି, ଏହା ଅନେକ ସମସ୍ୟାର କାରଣ ହୋଇଥାଏ। ଆସନ୍ତୁ ଜାଣିବା…

4 simple yoga asanas help to cure cold and cough
Yogasana: ସବୁବେଳେ ଥଣ୍ଡା କାଶ ଲାଗି ରହୁଛି କି; କରନ୍ତୁ ଏହି ୪ଟି ଯୋଗାସନ

ଆଜିକାଲି ଲୋକମାନେ ଥଣ୍ଡା ସମସ୍ୟାରେ ପୀଡିତ ହେଉଛନ୍ତି। ଏହାକୁ ଠିକ୍ ସମୟରେ ଦୂର କରା ନ ଗଲେ ଏହା ଫ୍ଲୁ ଏବଂ ବ୍ରୋଙ୍କୋନିମୋନିଆର ରୂପ ନେଇଥାଏ। ଥଣ୍ଡାରୁ ମୁକ୍ତି ପାଇଁ ଏମିତି କିଛି ପ୍ରଭାବଶାଳୀ ଯୋଗ ଅଛି, ଯାହା କରି ଆପଣ ଯଥାଶୀଘ୍ର ଭଲ ହୋଇପାରିବେ। ଆସନ୍ତୁ ଜାଣିବା…

Food alert!
ଫ୍ରିଜ୍‌ରେ ରଖୁଛନ୍ତି କି ଏହି ୭ ଖାଦ୍ୟ ? ଜାଣିନିଅନ୍ତୁ କ’ଣ ରହିବ ପ୍ରଭାବ...

ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଆଦୌ ଫ୍ରିଜ୍‌ରେ ରଖି ଖାଆନ୍ତୁ ନାହିଁ । ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆମେ ଆପଣଙ୍କୁ ବର୍ତ୍ତମାନ ୭ଟି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଫ୍ରିଜ୍‌ରେ ରଖି ଖାଇବା ଜମା ବି ଠିକ୍‌ ନୁହେଁ, ଆସନ୍ତୁ ଜାଣିବା ।

Fatness
ଓଜନ କମାଇବାକୁ ଚାହୁଁଛନ୍ତି କି ? କରନ୍ତୁ ନାହିଁ ଏହି ଭୁଲ୍

ଭିଡିଓରେ ମୋଟାପଣ କମାଇବାକୁ ହେଲେ, କ’ଣ ନକରିବା ଉଚିତ ସେନେଇ ଟିପ୍ସ ଦେଇଛନ୍ତି ।

Rashmika Mandanna beauty secrets skin care routine
ଆପଣ ରଶ୍ମିକା ମନ୍ଦାନାଙ୍କ ପରି ଗ୍ଲୋଇଙ୍ଗ୍ ସ୍କିନ୍ ପାଇବାକୁ ଚାହାନ୍ତି କି; ଦେଖନ୍ତୁ…

'ପୁଷ୍ପା' ସୁପର-ଡୁପର ହିଟ୍ ହେବା ପରେ ରଶ୍ମିକା ମନ୍ଦାନାଙ୍କ କ୍ରେଜ୍ ବଢିଯାଇଛି। ତାଙ୍କ ସୌନ୍ଦର୍ଯ୍ୟର ଚର୍ଚ୍ଚା ଏବେ ଚାରିଆଡେ। ସବୁ ଯୁବତୀମାନେ ଏବେ ତାଙ୍କ ପରି ଗ୍ଲୋଇଙ୍ଗ୍ ସ୍କିନ୍ ପାଇବାକୁ ଚାହାନ୍ତି। ସେ ତାଙ୍କ ସୌନ୍ଦର୍ଯ୍ୟର ରାଜ୍ କହିଛନ୍ତି। ଆସନ୍ତୁ ଜାଣିବା…

Eating tomatoes
ଖାଲି ପେଟରେ ଟମାଟୋ ଖାଇଲେ ମିଳିଥାଏ ଏହି ସବୁ ଫାଇଦା

ଟମାଟୋ, ଏହା ଏକ ଏଭଳି ପରିବା ଯାହାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଏ । ଏହା ଖାଦ୍ୟର ସ୍ୱାଦ ବଢ଼ାଇଥାଏ । ଏଥିରେ କ୍ୟାଲସିୟମ, ଫସଫରସ୍ ଏବଂ ଭିଟାମିନ୍-ସି ଭରପୂର ମାତ୍ରାରେ ରହିଛି । ତେବେ ଆସନ୍ତୁ ଜାଣିବା ଟମାଟୋକୁ ଖାଲିପେଟରେ ଖାଇବା ଦ୍ୱାରା ଏହା ଆମକୁ କଣ ଫାଇଦା ଦେଇଥାଏ ।

Tips and tricks radish storing
କମ୍ ଦିନରେ ମୂଳା ନଷ୍ଟ ହୋଇଯାଉଛି କି; ଜାଣନ୍ତୁ ଅଧିକ ଦିନ ତାଜା ରଖିବାର ଟିପ୍ସ

ଶୀତଦିନେ ମୂଳା ଶସ୍ତାରେ ମିଳୁଥିବାରୁ ଲୋକେ ଏହାକୁ ବହୁ ପରିମାଣରେ କିଣନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ଅଧିକ ପରିମାଣର ମୂଳା କିଣୁଛନ୍ତି ତେବେ ଏହାର ସଂରକ୍ଷଣ ଉପାୟ ମଧ୍ୟ ଜାଣିନେବା ଉଚିତ। । ଏମିତି କିଛି ଟିପ୍ସ ଅଛି ଯାହାକୁ ଆପଣେଇବା ଦ୍ୱାରା ମୂଳାକୁ ଅନେକ ଦିନ ପର୍ଯ୍ୟନ୍ତ ସତେଜ ରଖିପାରିବା। ଆସନ୍ତୁ ଜାଣିବା…

  • Monday, 09 January 2023
Healthy Winter Foods
ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଛନ୍ତି କି? ତା’ ହେଲେ ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ‌ଏହି ୫ଟି ଖାଦ୍ୟ

ଶରୀରକୁ ସୁସ୍ଥ ରଖିବା ପାଇଁ ଶୀତ ଋତୁ ସବୁଠାରୁ ଅନୁକୂଳ ଅଟେ । ଶୀତଦିନେ ଶରୀର ସୁସ୍ଥ ରଖିବା ପାଇଁ ଖାଦ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ତେବେ ଆସନ୍ତୁ ଜାଣିବା ଶୀତଦିନରେ କେଉଁ ଖାଦ୍ୟ ଉପକାରୀ ଅଟେ ।

fruit and salad
ଫଳରେ ଲୁଣ ପକାଇ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ୍

ଶରୀରର ସୁସ୍ଥତା ପାଇଁ ଖାଦ୍ୟରେ ଲୁଣର ଆବଶ୍ୟକତା ରହିଛି । କିନ୍ତୁ ଆପଣ ଜାଣନ୍ତି କି ଲୁଣ ପକାଇ ଫଳ ଖାଇବା ଦ୍ୱାରା ଶରୀରରେ ଅନେକ ରୋଗ ଦେଖାଦେଇ ଥାଏ ।

Home remedies to boost immunity in winters season
ଶୀତଋତୁରେ କିପରି ବଢେଇବେ ରୋଗ ପ୍ରତିରୋଧକ ଶକ୍ତି; ପଢନ୍ତୁ…

ଶୀତଋତୁ ଆସିଲେ ଅନେକ ଥଣ୍ଡା, ସର୍ଦ୍ଦି, ଜ୍ୱର ଭଳି ସମସ୍ୟାରେ ପିଡୀତ ହୋଇଥାନ୍ତି। ଏମିତି ହେବାର ମୁଖ୍ୟ କାରଣ ହେଉଛି ରୋଗ ପ୍ରତିରୋଧକ ପ୍ରଣାଳିର ଦୁର୍ବଳତା। ଶୀତଦିନେ ଏମିତି ଅନେକ ଖାଦ୍ୟ ଅଛି ଯାହାର ବ୍ୟବହାର ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଯାଏ। ଆସନ୍ତୁ ଜାଣିବା…

Special story
ଆପଣଙ୍କ ଓଜନ ବଢ଼ିଯାଉଛି କି...ଖାଦ୍ୟରେ ସାମିଲ୍ କରନ୍ତୁ କଖାରୁ ମଞ୍ଜି ଆଉ ରେଜଲ୍ଟ ଦେଖନ୍ତୁ

ସମସ୍ତେ ଓଜନ ହ୍ରାସ କରିବାକୁ ଚାହାଁନ୍ତି । ଅଧିକ କ୍ୟାଲୋରୀର ଖାଦ୍ୟ ସେବନ ଓଜନ ବଢାଇବାର ମୁଖ୍ୟ କାରଣ ଅଟେ । ଯଦି ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ କଖାରୁ ମଞ୍ଜି ।

Non Stick Pan
ନନଷ୍ଟିକ୍‌ ପ୍ୟାନ୍‌ରେ ତିଆରି ଖାଦ୍ୟ ଶରୀର ପାଇଁ କାହିଁକି କ୍ଷତିକାରକ, ଜାଣନ୍ତୁ କାରଣ...

ଆପଣ ବି ନନଷ୍ଟିକ୍‌ ପ୍ୟାନ୍‌ରେ ରୋଷେଇ କରୁଛନ୍ତି କି ? ପଢ଼ି ନିଅନ୍ତୁ ଏହି ଖବର . .

  • Thursday, 10 November 2022
  safer home for parents
ଘରେ ବୃଦ୍ଧ ବାପ-ମା’ଙ୍କ ସୁରକ୍ଷା ପାଇଁ କ’ଣ କରିବେ ? ଜାଣନ୍ତୁ ୫ଟି ଟିପ୍ସ

ବୟସ୍କ ବ୍ୟକ୍ତିଙ୍କୁ ଘରେ କିପରି ସୁରକ୍ଷିତ ରଖିପାରିବେ ? ସେଥିପାଇଁ କ’ଣ କରିବାକୁ ପଡିବ ଆପଣଙ୍କୁ ? ଜାଣି ରଖନ୍ତୁ ଏଇ ଟିପ୍‌ସ।

  • Wednesday, 19 October 2022
Panchang
Today Panchang 19th Oct 2022 : ଆଜିର ପଞ୍ଚାଙ୍ଗରୁ ଜାଣନ୍ତୁ କେଉଁ ଶୁଭ ସମୟରେ କରିବେ ଗୃହ ପ୍ରବେଶ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

heart healthy
ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ସୁସ୍ଥ ରହିବ ହାର୍ଟ୍

ଖାଦ୍ୟରେ ଅନୁୟମିତତା ଏବଂ ଆଧୁନିକ ଜୀବନଶୈଳା ଯୋଗୁଁ ଅନେକ ରୋଗ ସୃଷ୍ଟି ହୋଇଥାଏ । ଚର୍ବି, କୋଲେଷ୍ଟ୍ରଲ କିମ୍ବା ସୋଡିୟମ ହୃଦୟ ପାଇଁ ଅତ୍ୟନ୍ତ ଖରାପ ହୋଇଥାଏ । ତେଣୁ ହୃଦୟକୁ ସୁସ୍ଥ ରଖିବା ପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ।

start a conversation with girlfriend
ଗର୍ଲଫ୍ରେଣ୍ଡ ସହ କେମିତି ଆରମ୍ଭ କରିବେ କଥା ? ଲାଜକୁଳା ପୁଅଙ୍କ ପାଇଁ ରହିଛି ଏସବୁ ଟିପ୍ସ

ଏମିତି ଅନେକ ପୁଅ ଅଛନ୍ତି ଯେଉଁମାନେ ମନର କଥାକୁ ଠିକ ଭାବେ ପ୍ରକାଶ କରିପାରି ନ ଥାନ୍ତି। ବିଶେଷ କରି ସାମ୍ନାରେ ଯଦି ଝିଅଟିଏ ଥାଏ ତେବେ ତ କଥା ସରିଲା। ମନର କଥା ତ ଛାଡ ଦରକାରୀ କଥା ବି କହି କହିପାରନ୍ତି ନାହିଁ। ଏମିତି ଲାଜକୁଳା ପୁଅଙ୍କ ପାଇଁ କିଛି ଟିପ୍ସ।

tips for mental health of children
ପିଲାଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ ? ଜାଣନ୍ତୁ ୪ଟି ଟିପ୍ସ

ପିଲାର ସବୁ ଦାୟିତ୍ୱ ବାପା-ମା’ଙ୍କର। ଖାଇବା, ପିନ୍ଧିବାଠାରୁ ଆରମ୍ଭ କରି କିପରି ଶରୀର ସୁସ୍ଥ ରହିବ ସେ କଥା ପରିବାର ଲୋକେ ହିଁ ବୁଝିଥାନ୍ତି । ଏସବୁ ସହିତ ଅଭିଭାବକ ମାନସିକ ସୁସ୍ଥତାକୁ ବି ଗୁରୁତ୍ୱ ଦେବା ଉଚିତ।

kids engaged in mobile
ଏଇ ୧୧ଟି ଟିପ୍ସ ଆପଣାନ୍ତୁ; ପିଲାଙ୍କଠାରୁ ମୋବାଇଲ ଦୂରେଇ ରଖନ୍ତୁ

କୋଭିଡ କଟକଣା ହଟିଛି। କିନ୍ତୁ ବଦଳିନି କୋଭିଡ ସମୟର ସେଇ ଜୀବନଶୈଳୀ। ବିଶେଷକରି କୋଭିଡ କଟକଣା ପିଲାଙ୍କ ଜୀବନକୁ ବେଶି ପ୍ରଭାବିତ କରିଛି। ଦୀର୍ଘ ୨ ବର୍ଷ ଧରି ସ୍କୁଲ ବନ୍ଦ ରହିବା ଯୋଗୁ ପିଲାମାନେ ଅନଲାଇନରେ ପଢିବାକୁ ବାଧ୍ୟ ହୋଇଥିଲେ। ଦୁଇବର୍ଷର ଏଇ ଅନଲାଇନ ପାଠପଢା ପିଲାଙ୍କର ୧୦ ବର୍ଷର ଅଭ୍ୟାସକୁ ବଦଳେଇ ଦେଇଛି।

natural ways to do hair straightening at home
ଘରେ ବସି କେମିତି କରିବେ ଚୁଟି ଷ୍ଟ୍ରେଟ୍‌ନିଂ ? ଜାଣନ୍ତୁ ୮ଟି ପ୍ରାକୃତିକ ଉପାୟ

ସିଧା ଚୁଟି ଦେଖିବାକୁ ସୁନ୍ଦର ଲାଗେ, ଷ୍ଟାଇଲିଷ୍ଟ ବି ଲାଗେ । ହେଲେ ସବୁବେଳେ ଚୁଟି ଷ୍ଟ୍ରେଟ୍‌ନିଂ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ତା ଛଡ଼ା ଏହାର ସାଇଡ୍‌ ଇଫେକ୍ଟ ବି ରହିଛି। ତେବେ ଘରେ ବସି କେମିତି ପାଇବେ ସିନ୍ଦ ଆଉ ସୁନ୍ଦର ଚୁଟି ? ଜାଣନ୍ତୁ ୮ଟି ଉପାୟ।

is partner losing interest in you
ମନର ମଣିଷ ଆପଣଙ୍କଠୁ ଦୂରେଇ ଯାଉଛନ୍ତି କି...ଜାଣିବାକୁ ପଢ଼ନ୍ତୁ ଏଇ ୫ଟି ଟିପ୍ସ...

ଆଖିରେ ଆଖିଏ ସ୍ୱପ୍ନକୁ ବାନ୍ଧି ରଖିଥିବା ମଣିଷ ଅତର୍କିତ ସାମ୍ନା କରେ ପ୍ରତାରଣାକୁ। ବୁଝିପାରେନି, କେତେବେଳେ ତା ହାତକୁ ଜାବୁଡି ଧରିଥିବା ହାତର ବନ୍ଧନ ଶିଥିଳ ହୋଇଯାଇଛି। ଆଉ ସେ କଥାକୁ ବୁଝୁ ବୁଝୁ ଜୀବନର ସାଥୀଟି ତାକୁ ମଝିରାସ୍ତାରେ ଛାଡି ଚାଲିଯାଇଥାଏ।