ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ ଅଫ ବରୋଦା ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ବ୍ୟାଙ୍କ ଅଫ ବରୋଦାରେ ଖାଲି ପଡିଛି ପଦବୀ । ଯୋଗ୍ୟ ଆଶାୟୀ ପ୍ରାର୍ଥୀ ମାନେ ଜଲଦି କରନ୍ତୁ ଆବେଦନ ।
ଆପଣ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? SBI (ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ) ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆରେ ଖାଲି ପଡିଛି ୧୨୨୬ରୁ ଅଧିକ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଅନ୍ ଲାଇନରେ ଆବେଦନ କରିପାରିବେ ।
ଆପଣ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ସରକାରୀ ବ୍ୟାଙ୍କରେ ଚାକିରି ଖୋଜୁଥିବା ଆଇବିପିଏସ୍ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଏସବିଆଇ ଏବଂ ପିଏନବି ସମେତ ସମସ୍ତ ସରକାରୀ ବ୍ୟାଙ୍କରେ ୪୧ ହଜାରରୁ ଅଧିକ ପଦବୀ ଖାଲି ପଡିଛି ।
ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଡେଟ(ECIL) ପକ୍ଷରୁ ୩୦୦ରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ତୁରନ୍ତ ଆବେଦନ କରନ୍ତୁ ।
ଆପଣ ଅଷ୍ଟମ କିମ୍ବା ଦଶମ ପାସ୍ କରିଛନ୍ତି କି ? NCL ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । (NCL) ପକ୍ଷରୁ ଅପାରଣ୍ଟିସ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ତୁରନ୍ତ କରନ୍ତୁ ଆବେଦନ ।
ଆପଣ ବିଏସଏଫ୍ ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ବିଏସଏଫରେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ହେଡ କନେଷ୍ଟବଳ ଏବଂ କନେଷ୍ଟବଳ ପଦବୀରେ ୭୨ଟି ସିଟ୍ ଖାଲିପଡିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ
ଆପଣ ପୋଲିସ ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଅଫିସ୍ ଅଫ୍ ଦ ଚେୟାରମ୍ୟାନ୍, ଷ୍ଟେଟ୍ ଲେବଲ ପୋଲିସ ରିକ୍ରୁଇଟ୍ମେଣ୍ଟ ବୋର୍ଡ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ୩୦୬ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ତୁରନ୍ତୁ କରନ୍ତୁ ଆବେଦନ ।
ଆପଣ ସ୍ୱାସ୍ଥ୍ୟ ବିଭାଗ କିମ୍ବା ମେଡିକାଲ କ୍ଷେତ୍ରରେ ଚାକିରି ଖୋଜୁଛନ୍ତି କି ? ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(OPSC) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଡେରି ନକରି ତୁରନ୍ତ କରନ୍ତୁ ଆବେଦନ ।
ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ବର୍ଡର ରୋଡ ଅର୍ଗାନାଇଜେସନ(BRO) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । BRO ପକ୍ଷରୁ ଖାଲିପଡିଛି ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ ।
ଆପଣ ଚାକିରି ଖୋଜୁଛନ୍ତି କି ? ଏଗ୍ରିକଲଚର ଇସ୍ୟୁରାନ୍ସ କମ୍ପାନୀ ଅଫ ଇଣ୍ଡିଆ ଲିମିଟେଡ୍( AIC) ପକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ଏନେଇ ଆବେଦନ କରିପାରିବେ ।
ଆପଣ ଇଞ୍ଚିନିୟରିଂ କରିଛନ୍ତି କି ? ତାହେଲେ ଅଏଲ ଇଣ୍ଡିଆ ଆପଣଙ୍କ ପାଇଁ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । (OIL)କେନ୍ଦ୍ର ସରକାରଙ୍କ ଉଦ୍ଦ୍ୟୋଗ, ଅଏଲ ଇଣ୍ଡିଆ ପକ୍ଷରୁ ଇଞ୍ଜିନିୟରିଂର ବିଭିନ୍ନ ପଦବୀ ପାଇଁ ଆବେଦନ କରୁଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ଏନେଇ ଆବେଦନ କରିପାରିବେ ।
ଆପଣ ଓଡ଼ିଶାରେ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ନ୍ୟାସନାଲ ହେଲଥ ମିଶନ(NHM) ଅଧିନରେ ଖାଲିପଡିଛି ୧୯ଟି ପଦବୀ । ତେବେ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।
ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଦକ୍ଷିଣ ପୂର୍ବ ରେଲୱେ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଦକ୍ଷିଣ ପୂର୍ବ ରେଲୱେରେ ଆପାରଣ୍ଟିସ ପଦ ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ ।
ଆପଣ ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଭାରତୀୟ ସେନା ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ସେନାରେ ରିମାଉଣ୍ଟ ଭେଟନାରୀ କୋର୍ପ୍ସରେ ସର୍ଟ ସର୍ଭିସ କମିଶନ ଅଧିନରେ ଭେଟେନାରୀ ଗ୍ରାଜୁଏଟ୍ସ ଭର୍ତ୍ତି ପାଇଁ ଆବେଦନ କରିପାରିବେ ।
ଆପଣ ଅଷ୍ଚମ ପାସ୍ କରିଛନ୍ତି କି ? ତାହେଲେ ଆପଣ ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆରେ ଚାକିରି କରିପାରିବେ । ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆ (FCI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । FCIରେ ଖାଲି ପଡ଼ିଛି ୩୮୦ଟି ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।
ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ସରକାରୀ ଚାକିରି ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ(UPPSC)ରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଜଲଦି ଆବେଦନ କରନ୍ତୁ ।
ଓଡ଼ିଶା ହାଇକୋର୍ଟରେ ଆଇନ ରିପୋର୍ଟର ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ପଦବୀ ପାଇଁ ଜଣେ ପ୍ରାର୍ଥୀ ଓଡ଼ିଶା ହାଇକୋର୍ଟରେ ଅତି କମରେ ୧୦ ବର୍ଷର ସ୍ଥାୟୀ ଓକିଲ ଭାବେ କାମ କରିଥିବେ ଓ ତାଙ୍କୁ ୦୨।୦୧।୨୦୨୨ ସୁଦ୍ଧା ୩୫ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଅଧିକ ବୟସ ହୋଇ ନ ଥିବ।
ଆପଣ ଓପିଏସିରେ ଚାକିରି ଖୋଜୁଛନ୍ତି କି ? ଓପିଏସ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । OPSC ପକ୍ଷରୁ ୧୮୦୦ରୁ ଅଧିକ ସଂଖ୍ୟକ ମେଡିକାଲ ଅଫିସର ପୋଷ୍ଟ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଏହି ପଦବୀ ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।
ଭାରତ ସଂଚାର ନିଗମ ଲିମିଟେଡ (BSNL) ପକ୍ଷରୁ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଆବେଦନ ପ୍ରକ୍ରିୟାର ଶେଷ ତାରିଖ ୨୦ ନଭେମ୍ବର ୨୦୨୧ ରହିଛି । ଏହାଛଡ଼ା ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ପ୍ରକାର ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।
ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL) ଖାଲି ପଡ଼ିଛି ପଦବୀ । IOCLରେ ଖାଲିପଡିଛି ୨୪୯୫ ଟେକ୍ନସିଆନ ଏବଂ ଟ୍ରେଡ ଆପ୍ରେଣ୍ଟିସ ପଦବୀ, ୧୨ ନଭେମ୍ବର ପର୍ଯ୍ୟନ୍ତ ଆବେଦନ କରିବାର ସୁଯୋଗ ରହିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ iocl.comକୁ ଯାଇ ଅନଲାଇନ ଆବେଦନ କରିପାରିବେ ।
ସରକାରୀ ଚାକିରି କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ରେଲ୍ୱେ ଗ୍ରାଜୁଏଟ୍ ଓ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଚାକିରି ସୁଯୋଗ ଆଣିଛି। ଇଷ୍ଟର୍ଣ୍ଣ ରେଲ୍ୱରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ The Railway Recruitment Cell ଅନ୍ଲାଇନ୍ ଆବେଦନପତ୍ର ଆହ୍ୱାନ କରୁଛି।
ଭାରତୀୟ୍ ସେନାରେ ନିଯୁକ୍ତି ନେଇ ଏକ ମିଛ ଖବର ସାମ୍ନାକୁ ଆସିଛି। ଭାରତୀୟ ସେନାରେ ବୟସ ସୀମା କୋହଳ ହେବାର ଏକ ମିଥ୍ୟା ଖବର ଆସିଛି। ଭାରତ ସରକାର ୨ ବର୍ଷର ବୟସ ସୀମା କୋହଳ କରିଛନ୍ତି ବୋଲି ଏକ ମିଥ୍ୟା ଖବର ନିକଟରେ ପ୍ରଚାର କରାଯାଇଛି।
ପୂର୍ବ କେନ୍ଦ୍ର ରେଲୱେ ଏହା ବିଭିନ୍ନ ପଦବୀ ପାଇଁ ଆବେଦନ ପତ୍ର ଆହ୍ୱାନ କରିଛି। ପ୍ରାର୍ଥୀମାନେ ଆପ୍ରେଣ୍ଟିସିପ୍ ଟ୍ରେନିଂ ଠାରୁ ଆରମ୍ଭ କରି ଫିଟର, ଟର୍ଣ୍ଣର, ମେକାନିଷ୍ଟ, ପେଣ୍ଟର୍, ଇଲେକ୍ଟ୍ରିକାଲ୍, ୱାୟାରମ୍ୟାନ୍, କାର୍ପେଣ୍ଟର୍ ଓ ୱେଲ୍ଡର୍ ପାଇଁ ମଧ୍ୟ ଆବେଦନ କରିପାରିବେ। ସମୁଦାୟ ୨୨୦୦ ପଦବୀ ଖାଲିଥିବା ଜଣାଯାଇଛି।
ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଭାରତୀୟ ରକ୍ଷା ମନ୍ତ୍ରଣାଳୟ ବା (Ministry of Defence) ପକ୍ଷରୁ ଗ୍ରୁପ ସି ପଦବୀ ପାଇଁ ନିଯୁକ୍ତି ପାଇଁ ଆମନ୍ତ୍ରଣ କରିଛି । ଏହି ନିଯୁକ୍ତି ଜରିଆରେ ଷ୍ଟେନୋଗ୍ରାଫର, ଏଲଡିସି, ମେସେଞ୍ଜର ଏବଂ ସଫେଇ କର୍ମଚାରୀ ପଦବୀରେ ନିଯୁକ୍ତି ମିଳିବ।
ହାଇକୋର୍ଟଙ୍କ ପ୍ରତିଷ୍ଠାନରେ ଜୁନିଅର ଷ୍ଟେନୋଗ୍ରାଫରଙ୍କ ୨୯ଟି ଗ୍ରୁପ୍-ସି ପଦବୀ ନିଯୁକ୍ତି ପାଇଁ ଓଡ଼ିଶା ହାଇକୋର୍ଟ ଯୋଗ୍ୟତା ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ଜୁନିଅର ଷ୍ଟେନୋଗ୍ରାଫର ପଦବୀ ପାଇଁ ଇଂରାଜୀ ବିଷୟ ବସ୍ତୁରେ କେନ୍ଦ୍ର ଭିତ୍ତିକ ଯୋଗ୍ୟତା ପରୀକ୍ଷା ନଭେମ୍ବର ୨୧, ୨୦୨୧ (ରବିବାର) ସକାଳ ୧୦.୩୦ରୁ ରାତି ୧୨.୦୦ ମଧ୍ୟରେ କରାଯିବ ବୋଲି ହାଇକୋର୍ଟ ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।