ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ସରକାରୀ ଚାକିରି ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ(UPPSC)ରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଜଲଦି ଆବେଦନ କରନ୍ତୁ ।
ଓଡ଼ିଶା ହାଇକୋର୍ଟରେ ଆଇନ ରିପୋର୍ଟର ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ପଦବୀ ପାଇଁ ଜଣେ ପ୍ରାର୍ଥୀ ଓଡ଼ିଶା ହାଇକୋର୍ଟରେ ଅତି କମରେ ୧୦ ବର୍ଷର ସ୍ଥାୟୀ ଓକିଲ ଭାବେ କାମ କରିଥିବେ ଓ ତାଙ୍କୁ ୦୨।୦୧।୨୦୨୨ ସୁଦ୍ଧା ୩୫ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଅଧିକ ବୟସ ହୋଇ ନ ଥିବ।
ଆପଣ ଓପିଏସିରେ ଚାକିରି ଖୋଜୁଛନ୍ତି କି ? ଓପିଏସ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । OPSC ପକ୍ଷରୁ ୧୮୦୦ରୁ ଅଧିକ ସଂଖ୍ୟକ ମେଡିକାଲ ଅଫିସର ପୋଷ୍ଟ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଏହି ପଦବୀ ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।
ଭାରତ ସଂଚାର ନିଗମ ଲିମିଟେଡ (BSNL) ପକ୍ଷରୁ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଆବେଦନ ପ୍ରକ୍ରିୟାର ଶେଷ ତାରିଖ ୨୦ ନଭେମ୍ବର ୨୦୨୧ ରହିଛି । ଏହାଛଡ଼ା ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ପ୍ରକାର ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।
ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL) ଖାଲି ପଡ଼ିଛି ପଦବୀ । IOCLରେ ଖାଲିପଡିଛି ୨୪୯୫ ଟେକ୍ନସିଆନ ଏବଂ ଟ୍ରେଡ ଆପ୍ରେଣ୍ଟିସ ପଦବୀ, ୧୨ ନଭେମ୍ବର ପର୍ଯ୍ୟନ୍ତ ଆବେଦନ କରିବାର ସୁଯୋଗ ରହିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ iocl.comକୁ ଯାଇ ଅନଲାଇନ ଆବେଦନ କରିପାରିବେ ।
ସରକାରୀ ଚାକିରି କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ରେଲ୍ୱେ ଗ୍ରାଜୁଏଟ୍ ଓ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଚାକିରି ସୁଯୋଗ ଆଣିଛି। ଇଷ୍ଟର୍ଣ୍ଣ ରେଲ୍ୱରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ The Railway Recruitment Cell ଅନ୍ଲାଇନ୍ ଆବେଦନପତ୍ର ଆହ୍ୱାନ କରୁଛି।
ଭାରତୀୟ୍ ସେନାରେ ନିଯୁକ୍ତି ନେଇ ଏକ ମିଛ ଖବର ସାମ୍ନାକୁ ଆସିଛି। ଭାରତୀୟ ସେନାରେ ବୟସ ସୀମା କୋହଳ ହେବାର ଏକ ମିଥ୍ୟା ଖବର ଆସିଛି। ଭାରତ ସରକାର ୨ ବର୍ଷର ବୟସ ସୀମା କୋହଳ କରିଛନ୍ତି ବୋଲି ଏକ ମିଥ୍ୟା ଖବର ନିକଟରେ ପ୍ରଚାର କରାଯାଇଛି।
ପୂର୍ବ କେନ୍ଦ୍ର ରେଲୱେ ଏହା ବିଭିନ୍ନ ପଦବୀ ପାଇଁ ଆବେଦନ ପତ୍ର ଆହ୍ୱାନ କରିଛି। ପ୍ରାର୍ଥୀମାନେ ଆପ୍ରେଣ୍ଟିସିପ୍ ଟ୍ରେନିଂ ଠାରୁ ଆରମ୍ଭ କରି ଫିଟର, ଟର୍ଣ୍ଣର, ମେକାନିଷ୍ଟ, ପେଣ୍ଟର୍, ଇଲେକ୍ଟ୍ରିକାଲ୍, ୱାୟାରମ୍ୟାନ୍, କାର୍ପେଣ୍ଟର୍ ଓ ୱେଲ୍ଡର୍ ପାଇଁ ମଧ୍ୟ ଆବେଦନ କରିପାରିବେ। ସମୁଦାୟ ୨୨୦୦ ପଦବୀ ଖାଲିଥିବା ଜଣାଯାଇଛି।
ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଭାରତୀୟ ରକ୍ଷା ମନ୍ତ୍ରଣାଳୟ ବା (Ministry of Defence) ପକ୍ଷରୁ ଗ୍ରୁପ ସି ପଦବୀ ପାଇଁ ନିଯୁକ୍ତି ପାଇଁ ଆମନ୍ତ୍ରଣ କରିଛି । ଏହି ନିଯୁକ୍ତି ଜରିଆରେ ଷ୍ଟେନୋଗ୍ରାଫର, ଏଲଡିସି, ମେସେଞ୍ଜର ଏବଂ ସଫେଇ କର୍ମଚାରୀ ପଦବୀରେ ନିଯୁକ୍ତି ମିଳିବ।
ହାଇକୋର୍ଟଙ୍କ ପ୍ରତିଷ୍ଠାନରେ ଜୁନିଅର ଷ୍ଟେନୋଗ୍ରାଫରଙ୍କ ୨୯ଟି ଗ୍ରୁପ୍-ସି ପଦବୀ ନିଯୁକ୍ତି ପାଇଁ ଓଡ଼ିଶା ହାଇକୋର୍ଟ ଯୋଗ୍ୟତା ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ଜୁନିଅର ଷ୍ଟେନୋଗ୍ରାଫର ପଦବୀ ପାଇଁ ଇଂରାଜୀ ବିଷୟ ବସ୍ତୁରେ କେନ୍ଦ୍ର ଭିତ୍ତିକ ଯୋଗ୍ୟତା ପରୀକ୍ଷା ନଭେମ୍ବର ୨୧, ୨୦୨୧ (ରବିବାର) ସକାଳ ୧୦.୩୦ରୁ ରାତି ୧୨.୦୦ ମଧ୍ୟରେ କରାଯିବ ବୋଲି ହାଇକୋର୍ଟ ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।
ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଭାରତୀୟ ଡାକ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ଡାକରେ ବିନା ପରୀକ୍ଷାରେ ମିଳିବ ଅଧିକ ଦରମାଯୁକ୍ତ ଚାକିରି। ଭାରତୀୟ ଡାକ ବିଭାଗ ପକ୍ଷରୁ ମୋଟ ୨୨୧ ପଦ ପାଇଁ ନିଯୁକ୍ତି ଆବେଦନ ଗ୍ରହଣ କରିଛି।
ଇସ୍ରୋରେ ଚାକିରି କରିବାକୁ ଇଚ୍ଛା ରଖିଛନ୍ତି କି ? ତେବେ ଆପଣଙ୍କ ପାଇଁ ଏହା ବଡ଼ ଖବର। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି। ବିଶେଷ କଥା ହେଉଛି ଏହି ପରୀକ୍ଷା ପାଇଁ କୌଣସି ପ୍ରକାରର ପରୀକ୍ଷା ହେବ ନାହିଁ
ଭାରତୀୟ ନୌସେନା(Indian Navy) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ନୌସେନାରେ ଖାଲି ପଡ଼ିଛି ପଦବୀ । ଭାରତୀୟ ନୌସେନା ୩୦୦ ସେଲର ପଦବୀ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦବୀ ପାଇଁ ଯୋଗ୍ୟ ଓ ଇଛୁକ ପ୍ରାର୍ଥୀ ମାନେ ୨୯ ଅକ୍ଟୋବର ୨୦୨୧ରୁ ଅନଲାଇନରେ ଆବେଦନ କରି ପାରିବେ ।
ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକ୍ସନ କମିଶନ ବା (IBPS) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । IBPS (ଆଇବିପିଏସ୍ ମ୍ୟାନେଜମେଣ୍ଟ ଟ୍ରେନି ପଦରେ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପାଇଁ ଆବେଦନକୁ ଆମନ୍ତ୍ରଣ କରିଛି ।
ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । (DRDO) ବା ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । DRDO ଆପ୍ରେଣ୍ଟିସ୍ ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଆମନ୍ତ୍ରଣ କରିଛି । ଆବେଦନ ପ୍ରକ୍ରିୟା ନଭେମ୍ବର ୧ରୁ ଆରମ୍ଭ ହେଉଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୧୫ ନଭେମ୍ବର ୨୦୨୧ ରହିଛି ।
ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ଲାଗି Indian Institute of Technology (IIT)କାନପୁର ବିଜ୍ଞପ୍ତି ପ୍ରକାଶ କରିଛି। ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ ଆଇଆଇଟି କାନପୁରର ଅଫିସିଆଲ୍ ୱେବ୍ସାଇଟ୍- iitk.ac.inକୁ ଯାଇ ଆବେଦନ କରିପାରିବେ।
ଆପଣ UCILରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ଅଟୋମେଟିକ ଏନର୍ଜି ଡିପାର୍ଟମେଣ୍ଟ, ୟୁରେନିୟମ କର୍ପୋରେସନ ଅଫ ଇଣ୍ଡିଆ ଲିମିଡେଟ୍ (UCIL) ଆପଣଙ୍କ ପାଇଁ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ୧୦ମ୍ ପାସ୍ କରି ଆଇଟିଆଇ କରିଛନ୍ତି ତେବେ ଆପଣଙ୍କ UCILରେ ଚାକିରୀ କରିବାର ସୁଯୋଗ ପାଇପାରିବେ ।
ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । FSSAI ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ବା ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ(FSSAI) ପକ୍ଷରୁ ୭୨ଟି ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ FSSAIର ଅଫିସାଆଲ ପେଜକୁ ଯାଇ ଲଗ୍ ଇନ୍ କରି ଆବେଦନ କରିପାରିବେ ।
ଏହି ଅଫିସ୍ରେ ଦିନକୁ ୪ ଘଂଟା କାମ କଲେ ମାସକୁ ମିଳିବ ୭୦ ହଜାର ଟଙ୍କା। କମ୍ପାନୀର ନାହିଁ କୌଣସି ପ୍ରତିବନ୍ଧକ।
ଠିକା କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ହୋଇଛି । ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବ ବୋଲି ନିଷ୍ପତ୍ତି ହୋଇଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ସମସ୍ତ ଠିକା କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ଅଧିକ ୫୦ ପ୍ରତିଶତ ଦରମା ପ୍ରଦାନ କରାଯିବ ।
ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(AIIMS) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । AIIMSରେ ଖାଲି ପଡ଼ିଛି ୧୬୨ ଫାକଲ୍ଟି ପଦବୀ । ସମସ୍ତ ଫାକଲ୍ଟି ପଦବୀ ପାଇଁ ଗୌହ୍ୱାଟିରେ ନିଯୁକ୍ତି ମିଳିବ। ପଦବୀ ମଧ୍ୟରେ ପ୍ରଫେସର ପଦବୀ ପାଇଁ ୩୧ଟି, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ୨୨ଟି, ଆସୋସିଏଟ ପ୍ରଫେସର ପାଇଁ ୩୫ଟି ଏବଂ ୭୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ଆବେଦନ କରାଯାଇଛି ।
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ସର୍ବଶେଷ ବିଜ୍ଞପ୍ତିରେ ବିଭିନ୍ନ ରାଜ୍ୟରେ ବମ୍ପର ପଦବୀରେ ନିଯୁକ୍ତି ଦେବା ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ ମୁତାବକ ଟ୍ରେଡ ଅପରେଣ୍ଟିସ, ଟେକ୍ନିସିଆନ ଏବଂ ଡାଟା ଏଣ୍ଟ୍ରି ଅପରେଟର ସହିତ ୪୬୯ ପଦବୀ ଖାଲିପଡିଛି । ପଦବୀ ପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନ ଆବେଦନର କରିବାର ଶେଷ ତାରିଖ ୨୫ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ଦକ୍ଷିଣ-ପଶ୍ଚିମ ରେଲୱେ ଆପ୍ରେଣ୍ଟିସ୍ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଅଫିସିଆଲ୍ ୱେବସାଇଟ୍ www.rrchubli.in ମାଧ୍ୟମରେ ଆବେଦନ କରିପାରିବେ।
SBI ଖାଲି ପଡ଼ିଥିବା ୨,୦୫୬ଟି Probationary Officers (PO) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଇଚ୍ଛୁକ/ ଆଶାୟୀ ପ୍ରାର୍ଥୀ ଅକ୍ଟୋବର ୨୫ ସୁଦ୍ଧା ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (IBPS) ପକ୍ଷରୁ ବିଭିନ୍ନ ପଦବୀ ନିଯୁକ୍ତି ପାଇଁ ଆଜି ହିଁ ଆବେଦନ କରନ୍ତୁ । ବେକାର ଯୁବକ ଯୁବତୀଙ୍କ IBPS ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଆସିସ୍ଟାଣ୍ଟ ପ୍ରଫେସର,ଫାକଲ୍ଟି ରିସର୍ଚ୍ଚ ଆସୋସିଏଟ୍, ରିସର୍ଚ୍ଚ ଆସୋସିଏଟ୍,ହିନ୍ଦୀ ଅଫିସର,ଆଇଟି ଇଞ୍ଜିନିୟର,ଆଇଟି ଡାଟାବେସ୍ ଆଡମିନିଷ୍ଟ୍ରେଟର,ସଫ୍ଟୱେୟାର ଏବଂ ଟେଷ୍ଟର ଆଦି ନିଯୁକ୍ତି ପାଇଁ ପଦବୀ ଖାଲି ରହିଛି । ଏହି ପଦବୀ ପାଇଁ ଅକ୍ଟୋବର ୧ ଠାରୁ ଆବେଦନ କରିପାରିବେ ।