/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648023285.jpg)
NIA recruitment
ନ୍ୟାସନାଲ ଇଭେଷ୍ଟିଗେସନ ଏଜେନ୍ସୀ (NIA) ପକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ପାଇଁ ୪୩ ପଦବୀ ଏବଂ ହେଡ କନେଷ୍ଟବଳ ପଦବୀ ପାଇଁ ୨୪ଟି ପଦବୀ ଖାଲିପଡିଛି।
Advertisment
ନ୍ୟାସନାଲ ଇଭେଷ୍ଟିଗେସନ ଏଜେନ୍ସୀ (NIA) ରେ ପଦବୀ ମୋଟ୍ ୬୭ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସିଷ୍ଟାଣ୍ଟ ଇନ୍ସପେକ୍ଟର ପଦବୀ ପାଇଁ ୪୩ଟି, ହେଡ କନେଷ୍ଟବଳ ପଦବୀ ପାଇଁ ୨୪ଟି ରହିଛି ।
ଶିକ୍ଷାଗତ ଯୋଗ୍ୟତା:
ନ୍ୟାସନାଲ ଇଭେଷ୍ଟିଗେସନ ଏଜେନ୍ସୀ (NIA) ରେ ଆସିଷ୍ଟାଣ୍ଟ ସବୁ ଇନ୍ସପେକ୍ଟର ପଦବୀ ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏସନରେ ଡିଗ୍ରୀ କରିଥିବା ଜରୁରୀ। ସେହିପରି ହେଡ କନେଷ୍ଟବଳ ପଦବୀ ପାଇଁ ଆବେଦନ କରିବା ପ୍ରାର୍ଥୀ ୧୨ମ ପାସ୍ କରିଥିବା ଜରୁରୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)