RBIରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆସିଷ୍ଟାଣ୍ଟ୍ ମ୍ୟାନେଜର ଏବଂ ଡେପୁଟି ମ୍ୟାନେଜର୍ ପଦବୀ ପୂରଣ ପାଇଁ RBI ଆବେଦନ ଜାରି କରିଛି। ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ କରିପାରିବେ ଚାକିରି।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ରେ ଖାଲି ପଡିଛି ୯୫୦ ପଦବୀ । ଏଥିପାଇଁ ଆରବିଆଇ ପକ୍ଷରୁ ଆସିଷ୍ଟାଣ୍ଟ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।