ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ବାଜି ଖେଳିଛି ବିଜେପି । ରାଜ୍ୟର ସମସ୍ତ ୫୮,୧୮୯ ଗ୍ରାମ ପଞ୍ଚାୟତରେ ଚାକିରି ପାଇଁ ବିଜ୍ଞାପନ ବାହାରିଛି ।
ପୋଲିସ ଚାକିରି ପାଇବା ଆଶାରେ ଉତ୍ସାହିତ ତୃତୀୟଲିଙ୍ଗୀ । କ୍ଲାସ ରୁମରେ ବସି କିଏ GK ପଢୁଛି ତ କିଏ ରିଜୋନିଂ କରୁଛି । ଆଉ କିଏ ପୁଣି କମନ ଇଂଲିସ ଏରର ଦେଖୁଛି । ଓଡିଶା ପୋଲିସର ସବ୍-ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିଥିବା ଏହି କିନ୍ନର ମାନଙ୍କ ସମୟ ଏବେ ଏଭଳି କଟୁଛି
COVID-19 ମହାମାରୀ ମଧ୍ୟରେ ଖାଲି ପଡ଼ିଥିବା ଅନେକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଜନସେବା ଆୟୋଗ (UPSC) ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏଭଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ପଶ୍ଚିମବଙ୍ଗ ସର୍କଲରେ ଗ୍ରାମିଣ ଡାକ ସେବକ (ଜିଡିଏସ୍) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଆଗ୍ରହୀ ପ୍ରାର୍ଥୀମାନେ ୧୯ ଅଗଷ୍ଟ, ୨୦୨୧ ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ ।
ସିଭିଲ୍ ଡିଫେନ୍ସ ଇନ୍ଷ୍ଟ୍ରକ୍ଟର୍/ ଡିଜି ପୋଲିସ୍ (ଡିଜିପି) ଅଧିନସ୍ଥ ସିନିୟର୍ ଷ୍ଟୋର୍ ଇନ୍ସପେକ୍ଟର, ଅଗ୍ନିଶମ ସେବା, ହୋମ୍ ଗାର୍ଡ ଏବଂ ସିଭିଲ୍ ଡିଫେନ୍ସ, ଓଡିଶା, କଟକ (ଗୃହ ବିଭାଗ) ଅଧୀନରେ ପଦବୀରେ ନିଯୁକ୍ତି ପାଇଁ ଓଡିଶା ଷ୍ଟାଫ ସିଲେକସନ କମିଶନ୍ (ଓଏସ୍ଏସ୍ସି) ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି।
ଷ୍ଟାଫ୍ ସିଲେକ୍ସନ କମିଶନ୍ (ଏସ୍ଏସ୍ସି) ଶନିବାର ସୀମା ସୁରକ୍ଷା ବଳ (ବିଏସ୍ଏଫ୍), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଏସ୍ଏଫ୍), ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି), ସଶସ୍ତ୍ର ସୀମା ବଳ (ଏସ୍ଏସ୍ବି)ରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି), ସେକ୍ରେଟାରିଏଟ୍ ସିକ୍ୟୁରିଟି ଫୋର୍ସ (ଏସ୍ଏସ୍ଏଫ୍) ଓ ଆସାମ ରାଇଫଲ୍ସ (ଆର୍)ରେ ରାଇଫଲମ୍ୟାନ୍ (ଜେନେରାଲ୍ ଡ୍ୟୁଟି) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।
ନ୍ୟାସନାଲ୍ କାଉନ୍ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ (ଏନ୍ସିଇଆର୍ଟି) ର ଏକ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ୍ ଟେକ୍ନୋଲୋଜି (ସିଆଇଇଟି) DIKSHA (ଡିଜିଟାଲ୍ ଇନ୍ଫ୍ରାଷ୍ଟ୍ରକ୍ଚର୍ ଫର୍ ସ୍କୁଲ୍ ଏଜୁକେସନ୍) ପ୍ରକଳ୍ପ ପାଇଁ ଅନେକ ପଦବୀ (ଚୁକ୍ତିନାମା) ପୂରଣ ପାଇଁ ଆବେଦନକୁ ଆମନ୍ତ୍ରଣ କରିଛି।
କୋଭିଡ୍ -୧୯ ମହାମାରୀ କାରଣରୁ ଭାରତୀୟ ଡାକ ବିଭାଗ ନିଯୁକ୍ତି ୨୦୨୧ ପାଇଁ ଆବେଦନପତ୍ର ଦାଖଲ କରିବାର ତାରିଖ ବୃଦ୍ଧି ହୋଇଛି। ତେବେ ଏହି ବର୍ଦ୍ଧିତ ତାରିଖ ମଧ୍ୟ ଆଜି (ଜୁଲାଇ ୧୪) ଶେଷ ହେବାକୁ ଯାଉଛି।
ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ସୋମବାର ଅଂଶଗ୍ରହଣକାରୀ ବ୍ୟାଙ୍କଗୁଡିକରେ କିରାଣୀ ନିଯୁକ୍ତି ନେଇ ସାଧାରଣ ନିଯୁକ୍ତି ପ୍ରକ୍ରିୟା ପାଇଁ ଆବେଦନକାରୀଙ୍କ ପାଇଁ ୱିଣ୍ଡୋ ଖୋଲିଛି।
ସ୍ନାତକ ପାସ୍ ପିଲାଙ୍କୁ ଚାକିରି ସୁଯୋଗ ଦେଉଛି ଭାରତୀୟ ରେଳବାଇ । ପଶ୍ଚିମ କେନ୍ଦ୍ରୀୟ ରେଳ General Departmental Competitive ପରୀକ୍ଷା (GDCE) ଅଧୀନରେ NTPC ର ୩୮ଟି ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ଏଥିପାଇଁ ପଶ୍ଚିମ କେନ୍ଦ୍ରୀୟ ରେଳ କମାଣ୍ଡ ଦ୍ୱାରା ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ।