• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

odia boy
ଆମେରିକା ରାଜନୀତିରେ ଓଡ଼ିଆ ପୁଅ, କମଳା ହାରିସଙ୍କ ପାଇଁ କରୁଛନ୍ତି ନିର୍ବାଚନୀ ପ୍ରଚାର

ଆମେରିକା ରାଜନୀତିରେ ଓଡ଼ିଆ ପୁଅ ସମୟ ସାହୁ । କମଳା ହାରିସଙ୍କ ପାଇଁ ନିର୍ବାଚନୀ ପ୍ରଚାର କରୁଛନ୍ତି ସମୟ । ରାୟଗଡ଼ା ବାସିନ୍ଦା ମାନସ ସାହୁଙ୍କ ପୁଅ ସମୟ ।

Ajit Doval
ପୁଟିନଙ୍କୁ ଭେଟିଲେ NSA ଅଜିତ ଡୋଭାଲ୍

ସେଣ୍ଟ ପିଟର୍ସବର୍ଗରେ ଭ୍ଲାଦିମିର ପୁଟିନ୍ ଓ ଅଜିତ ଡୋଭାଲ ୱାନ୍ ଟୁ ୱାନ୍ ବୈଠକରେ ଆଲୋଚନା କରିଛନ୍ତି ।

Asteroid
ପୃଥିବୀ ସହ ଘଷି ହୋଇ ଯିବ 'ଆଷ୍ଟ୍ରଏଡ୍ ଆପୋଫିସ୍', ଧ୍ୱଂସ ହୋଇପାରେ ଗୋଟିଏ ମହାଦେଶ

ସତର୍କ କଲେ ଇସ୍ରୋ ମୁଖ୍ୟ ଏସ୍. ସୋମନାଥ । କଣ୍ଟିନେଣ୍ଟାଲ୍ ସ୍କେଲ୍ ଡିଭାଷ୍ଟେସନ୍ ରିସ୍କ ଥିବା କହିଲେ ।

Man installs CCTV camera on daughter's head
ଝିଅ ମୁଣ୍ଡରେ CCTV ଲଗାଇଦେଲେ ବାପା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଝିଅ ଉପରେ ନଜର ରଖିବାକୁ ଜଣେ ବାପାର ଅଜବ ଯୋଜନା । କୁଆଡ଼େ ଯାଉଛନ୍ତି, କଣ କରୁଛନ୍ତି ଟ୍ରାକ୍ କରିବାକୁ ମୁଣ୍ଡରେ ଲଗାଇଦେଲେ CCTV କ୍ୟାମେରା ।

9/11 Attack
୯/୧୧ ଆକ୍ରମଣକୁ ପୁରିଲା ୨୩ ବର୍ଷ, ଚାଲିଯାଇଥିଲା ୩ ହଜାରରୁ ଅଧିକ ଲୋକଙ୍କ ଜୀବନ

ଏହି ଆକ୍ରମଣ ପଛର ମୁଖ୍ୟ ଖଳନାୟକ ଥିଲା ଅଲ କାଏଦା ମୁଖ୍ୟ ଓସାମା ବିନ୍ ଲାଡେନ୍ । ଏହି ଭୟଙ୍କର ଆତଙ୍କୀ ଆକ୍ରମଣର ପୁରା ପ୍ଲାନ କରିଥିଲା ଲାଡେନ୍ ।

North Koreans forced to cry for 10 days after this man's death
ଏହି ଦେଶରେ ୧୦ଦିନ କାନ୍ଦିବାକୁ କରାଯାଇଥିଲା ବାଧ୍ୟ, ଲୁହ ପରଖିବାକୁ ନିଯୁକ୍ତ ହୋଇଥିଲେ ଜାସୁସ୍

ନର୍ଥ କୋରିଆର ଏକଛତ୍ରବାଦୀ ନେତା କିମ୍ ଇଲ୍ ସୁଙ୍ଗ । ୩୪ ଘଣ୍ଟା ବିଳମ୍ବରେ ହୋଇଥିଲା ମୃତ୍ୟୁର ଘୋଷଣା । ୧୦ ଦିନ ବାଧ୍ୟତାମୂଳକ ଥିଲା କାନ୍ଦିବା । ସତରେ କାନ୍ଦୁଛନ୍ତି କି ନାହିଁ ନଜର ରଖିବାକୁ ନିଯୁକ୍ତ ହୋଇଥିଲେ ଜାସୁସ ।

 Rahul Gandhi
ବିବାଦୀୟ ଭାଷଣ ଦେଇ ପୁଣି ବିବାଦରେ ରାହୁଲ; BJP, RSS ବିରୋଧରେ କଟୁ କଥା କହିଥିବା ଅଭିଯୋଗ

ଆମେରିକାର ବର୍ଜିନିଆରେ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ ରାହୁଲ ଗାନ୍ଧି ଉଭୟ ବିଜେପି ଏବଂ ଆରଏସଏସକୁ କଡ଼ା ଭାଷାରେ ସମାଲୋଚନା କରି ବିବାଦକୁ ଆସିଛନ୍ତି ।

perfume 'Divorce'
ଇନଷ୍ଟାରେ ଛାଡ଼ପତ୍ର ଦେଲେ; ଏବେ ଲଞ୍ଚ କଲେ ପରଫ୍ୟୁମ ‘ଡିଭୋର୍ସ’

ଏହି ଟିଜର ଏବେ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି। ପୋଷ୍ଟରେ ସେ ଡିଭୋର୍ସ ଶବ୍ଦ ଲେଖାଥିବା ଏକ କଳା ରଂଗର ପରଫ୍ୟୁମ ବୋତଲର ଭିଡିଓ ସେୟାର କରିଛନ୍ତି।

Cyclone yagi
ବାତ୍ୟା ମାଡ଼ରେ ଚାଇନା ଛାରଖାର...ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ହୃଦୟ ବିଦାରକ ଦୃଶ୍ୟ

ବାତ୍ୟା ‘ୟାଗି’ ଚାଇନାରେ ତାଣ୍ଡବ ରଚିବା ପରେ ଏବେ ଧୀରେ ଧୀରେ ଗୋଟିଏ ଗୋଟିଏ ଦୃଦୟ ବିଦାରକ ଦୃଶ୍ୟ ସାମ୍‌ନାକୁ ଆସୁଛି ।

Typhoon Yagi Hits China
ସବୁଠାରୁ ବଡ଼ ବାତ୍ୟାରେ ଦୋହଲି ଯାଇଛି ଚୀନର ମେରୁଦଣ୍ଡ

ଚିତ୍କାର କରୁଛି ଚାଇନା... ସବୁଠାରୁ ବଡ଼ ବାତ୍ୟାରେ ଦୋହଲି ଯାଇଛି ଚୀନର ମେରୁଦଣ୍ଡ । ଘଣ୍ଟା ପ୍ରତି ୨୨୩ କିଲୋମିଟର ପବନର କରାଳ ରୂପ ଯେମିତି ଚାଇନା ମାଟିରେ ତାଣ୍ଡବ କରିଛି । କେତେବେଳେ ଘର ଭାଙ୍ଗିଛି, ତ ପୁଣି କେତେବେଳେ ଉପୁଡ଼ାଇ ପକାଇଛି ବଡ଼ ବଡ଼ ଗଛ ।

Cyclone
ଚାଇନାରେ ପ୍ରକୃତିର ତାଣ୍ଡବ, ଉଡ଼ିଯାଉଛି ମଣିଷ !

ପ୍ରକୃତିର ତାଣ୍ଡବରେ ଛଟପଟ ହେଉଛି ଚାଇନା । କରାଳ ରୂପରେ ଛାରଖାର ହେଉଛି ସବୁକିଛି । ବାତ୍ୟା ‘ୟାଗୀ’ ଏବେ ଚାଇନାରେ ତାଣ୍ଡବ ରଚୁଛି । ଘଣ୍ଟା ପ୍ରତି ୨୩୪ କିଲୋମିଟରରେ ପବନ ବହିବା ସହ ସବୁ କିଛି ଚୁରମାର କରୁଛି ।

drought
ଦୁର୍ଭିକ୍ଷ ପ୍ରପୀଡ଼ିତ ଆଫ୍ରିକାକୁ ମାନବୀୟ ସହାୟତା; ଭାରତରୁ ଗଲା ମକା ଓ ଚାଉଳ

ଉତ୍କଟ ମରୁଡ଼ିର ସାମନା କରୁଛି ଆଫ୍ରିକା। ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ। ଦେଶରେ ଖାଦ୍ୟ ଭଣ୍ଡାର ସରି ଆସିଲାଣି। ଏପରି ସ୍ଥିତିରେ ଦୁର୍ଭିକ୍ଷ ପ୍ରପୀଡ଼ିତ ଆଫ୍ରିକାକୁ ସହାୟତାର ହାତ ବଢାଇଛି ଭାରତ।

Mall Looted
କାଙ୍ଗାଳ ପାକିସ୍ତାନର ବିକଳ ଦୃଶ୍ୟ : ଅଫର୍ ପାଇ ଲୁଟିନେଲେ

ବିଶାଳ ସପିଂ ମଲକୁ ଲୁଟିନେଲେ ହଜାର ହଜାର ଭିକାରୀ ଜନତା। ମଲ ମାଲିକ ଦେଇଥିଲେ ବମ୍ପର ଅଫର କିନ୍ତୁ ପରିସ୍ଥିତି ଏପରି ହେଲା ତାଙ୍କ ମୁଣ୍ଡ ଚକ୍କର କାଟିଲା ।

Narendra Modi
ଢ଼ୋଲ ପିଟି ସିଙ୍ଗାପୁରରେ ମୋଦିଙ୍କୁ ଗ୍ରାଣ୍ଡ ୱେଲ୍‌କମ୍‌

କଳାକାରଙ୍କ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଯାଇଥିଲେ ପିଏମ୍ ମୋଦି। ପରେ ତାଳି ମାରି କଳାକାରଙ୍କୁ ଉତ୍ସାହିତ କରିବା ସହ ଏବଂ ପ୍ରଶଂସା କରିଥିଲେ।

Hindu Teachers Targeted
Special Story: ବାଂଲାଦେଶରେ ହିନ୍ଦୁଙ୍କ ଅବସ୍ଥା ଶୋଚନୀୟ; ବଳି ପଡ଼ୁଛନ୍ତି ଶିକ୍ଷକ... 

କଡ଼ା ଦାଗିଦ୍‌ । ଶୀଘ୍ର ଚାକିରି ଛାଡ଼ନ୍ତୁ । ସ୍ଥାନୀୟ ଲୋକ ଓ ସରକାରଙ୍କ ନାଲି ଆଖିକୁ ଦେଖି ଅଗଷ୍ଟ ୫ ତାରିଖରୁ ବର୍ତ୍ତମାନ ସୁଦ୍ଧା ୫୦ ଜଣ ଶିକ୍ଷକ ଚାକିରି ଛାଡ଼ି ସାରିଲେଣି ।

Divorce
ନିଜକୁ ନିଜେ ବାହା ହୋଇ ଦେଲେ ଛାଡ଼ପତ୍ର; କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ରାଜିଲରେ ଜନ୍ମିତ ସୁଲେନ ବର୍ତ୍ତମାନ ଲଣ୍ଡନରେ ବାସ କରୁଛନ୍ତି। କିନ୍ତୁ ନିକଟରେ ସେ ଛାଡପତ୍ର ବିଷୟରେ ପ୍ରକାଶ କରିଛନ୍ତି। ଏହାର କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

drought
ନାମିବ୍ୟାରେ ଖାଦ୍ୟ ପାଇଁ ହା ହା କାର; ଭୋକ ମେଣ୍ଟାଇବା ପାଇଁ ମରାହେବେ ୭୨୩ ବନ୍ୟଜନ୍ତୁ

ଉତ୍କଟ ମରୁଡ଼ିର ସାମନା କରୁଛି ଆଫ୍ରିକୀୟ ଦେଶ ନାମିବ୍ୟା। ଖାଦ୍ୟ ସଂକଟ ଦୂର କରିବା ପାଇଁ ହାତୀ ଏବଂ ଜଳହସ୍ତୀ ସମେତ ୭୦୦ରୁ ଊଦ୍ଧ୍ୱର୍ ବନ୍ୟଜନ୍ତୁଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

poision
୭୧ ବର୍ଷରେ ପ୍ରେମ କଲା ପାଗଳ; ଝିଅକୁ ପାଇବା ପାଇଁ ସ୍ତ୍ରୀକୁ ଦେଲା ବିଷ

ସାବତ ଝିଅକୁ ବିବାହ କରିବା ପାଇଁ ନିଜ ସ୍ତ୍ରୀକୁ ବିଷ ଦେଇ ହତ୍ୟା ଉଦ୍ୟମ। ଆମେରିକାର ଇଣ୍ଡିଆନାର ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

 Modi Biden talk
ବାଇଡେନଙ୍କ ସହ କଥା ହେଲେ ମୋଦି; ୟୁକ୍ରେନରେ ଶାନ୍ତି ଫେରାଇ ଆଣିବା ଉପରେ ଗୁରୁତ୍ବାରୋପ...

ନିକଟରେ ୟୁକ୍ରେନ ଗସ୍ତରୁ ଫେରିଥିବା ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି।

Pakistan bus attack
ଆତଙ୍କବାଦୀଙ୍କ ବର୍ବରତା !! ବସ୍‌ରୁ ଓହ୍ଲାଇ ମାରିଦେଲେ ଗୁଳି, ଠକ୍ ଠାକ୍ ହୋଇ ଗଳିପଡ଼ିଲେ ୨୩ ଯାତ୍ରୀ

ବେଲୁଚିସ୍ତାନର ମୁସାଖେଲ ଜିଲ୍ଲାରେ ଏହି ଘଟଣା ଘଟିଛି । ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଆତଙ୍କବାଦୀମାନେ ଯାତ୍ରୀମାନଙ୍କୁ ବସ୍‌ରୁ ଓହ୍ଲାଇବାକୁ ବାଧ୍ୟ କରିଥିଲେ ।

Sunita Williams
ସପ୍ତାହେ ପାଇଁ ଯାଇଥିଲେ; ମହାକାଶରେ ୮ମାସ କିପରି ବଞ୍ଚିବେ ସୁନୀତା ?

ଆସନ୍ତା ବର୍ଷ ମହାକାଶରୁ ଫେରିବେ ସୁନୀତା ୱିଲିୟମସ। ୨ ମହାକାଶଚାରୀଙ୍କ ଫେରିବା ନେଇ ସୂଚନା ଦେଇଛି ଆମେରେକୀୟ ମହାକାଶ ଗବେଷଣା ସଂସ୍ଥା ନାସା।

  • Sunday, 25 August 2024
  • NASA
PM Modi Ukraine Visit
ପୋଲାଣ୍ଡରୁ ୧୦ ଘଣ୍ଟାର ଟ୍ରେନ୍ ଯାତ୍ରା କରି କିଭରେ ମୋଦି, ଜେଲେନସ୍କିଙ୍କୁ କଲେ ସାକ୍ଷାତ

ଯୁଦ୍ଧ ଭିତରେ ମୋଦି-ଜେଲେନସ୍କି ଭେଟ । ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Accident
ଭୟଙ୍କର ଦୁର୍ଘଟଣା ! ନଦୀକୁ ଖସିପଡ଼ିଲା ବସ୍‌, ୧୪ ଜଣଙ୍କ ଜୀବନ ଗଲା

ଯାତ୍ରୀଙ୍କୁ ନେଇ କାଠମାଣ୍ଡୁରୁ ପୋଖରା ଯାଉଥିଲା ଏହି ବସ୍ ।

Mpox Disease
କୋଭିଡ ପରେ ଏବେ ମଙ୍କିପକ୍ସ ଭୟ! ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ବିଶ୍ୱ ଜରୁରୀ ସ୍ଥିତି ସୃଷ୍ଟି କରିଥିବା ମଙ୍କିପକ୍ସ ବା M-ପକ୍ସକୁ ନେଇ ଭାରତର ଚିନ୍ତା । ଉଚ୍ଚସ୍ତରୀୟ ସମୀକ୍ଷା କରି ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ।

Earthquake
ଭୂମିକମ୍ପରେ ଥରିଲା ତାଇୱାନ, ୨୪ ଘଣ୍ଟାରେ ଦ୍ୱିତୀୟ ଥର ଭୂକମ୍ପ ଝଟକା

ଭୂମିକମ୍ପରେ ଥରିଲା ତାଇୱାନ । କ୍ୟାମେରାରେ କଏଦ ହେଲା  ଛାତିଥରା ଦୃଶ୍ୟ ।