• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Manipur Violence
Manipur violence: ଦୁଇ ମହିଳାଙ୍କୁ ବିବସ୍ତ୍ର କରି ଚଲାଇବା ଘଟଣା, CBI କରିବ ତଦନ୍ତ

ରାଜ୍ୟ ବାହାରେ ହୋଇପାରେ ମାମଲାର ଶୁଣାଣି । ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବେ କେନ୍ଦ୍ର ସରକାର ।

Ship carrying nearly 3,000 cars ablaze off Dutch coast, crew member dead
ମଝି ସମୁଦ୍ରରେ ଜଳିଗଲା ଜାହାଜ; ଜଣଙ୍କର ମୃତ୍ୟୁ, ୩ହଜାର BMW-ମର୍ସିଡିଜ୍‌ ପୋଡ଼ି ପାଉଁଶ !

ଜାହାଜରେ ହଠାତ୍‌ ନିଆଁ ବ୍ୟାପିଯିବାରୁ ଅନେକ କ୍ରୁ ମେମ୍ବର ସମୁଦ୍ରକୁ ଡେଇଁପଡ଼ିଥିଲେ । ଫଳରେ ଏଥିରେ ଅନେକ ଗୁରୁତର ଆହତ ହୋଇଛନ୍ତି । ଖାଲି ସେତିକି ନୁହେଁ, ଜାହାଜରେ ଥିବା ସମସ୍ତ କ୍ରୁ ମେମ୍ବର ଭାରତୀୟ ବୋଲି ସୂଚନା ମିଳିଛି ।

World Nature Conservation Day 2023
World Nature Conservation Day 2023: କିପରି କରବା ପ୍ରକୃତିର ସଂରକ୍ଷଣ, ଜାଣନ୍ତୁ ଉପାୟ...

ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶର ଅବନତି ଦିନକୁ ଦିନ ପ୍ରମୁଖ ପ୍ରସଙ୍ଗ ପାଲଟିବାରେ ଲାଗିଛି। ସମସ୍ତେ ଏହି ସମସ୍ୟାକୁ ଗମ୍ଭୀରତାର ସହ ନେ‍ଇ ପରିବେଶର ସୁରକ୍ଷା ପାଇଁ କିଛି କରିବା ଉଚିତ।

world hepatitis day
World Hepatitis Day 2023:ଯକୃତ ଜନିତ ରୋଗ କ’ଣ ? କେମିତି ଏହି ମାରାତ୍ମକ ରୋଗର କରିବେ ନିରାକରଣ

ହେପାଟାଇଟିସର କାରଣ ମୁଖ୍ୟତଃ ଏହି ଭୂତାଣୁ ହେଲେ ମଧ୍ୟ ଅନେକ ବାହ୍ୟ କାରକ ମଧ୍ୟ ଏଥିପାଇଁ ଦାୟୀ । ଯେପରିକି ଆଲକହଲ ବା ମଦ୍ୟପାନ କରିବା, ଅନ୍ୟ କୌଣସି ଔଷଧର ସାଇଡ୍ ଇଫେକ୍ଟ ଯୋଗୁଁ ମଧ୍ୟ ଯକୃତ ପ୍ରଭାବିତ ହୁଏ, ବେଳେବେଳେ ଆମର ଇମ୍ୟୁନୋ ସିଷ୍ଟମ୍ ବା ରୋଗ ପ୍ରତିରୋଧକାରୀ ଶକ୍ତି ମଧ୍ୟ ଯକୃତ ଉପରେ ପ୍ରଭାବ ପକାଏ ଯାହାକୁ ଅଟୋ ଇମ୍ୟୁନୋ ଡିଜଅର୍ଡ଼ର ବୋଲି ଆମେ କହିଥାଉ ।

World Hepatitis Day 2023 history importance and theme
World Hepatitis Day 2023: ୨୦୩୦ ସୁଦ୍ଧା ବିଶ୍ୱ ହେବ ହେପାଟାଇଟିସ୍ ମୁକ୍ତ !

ହେପାଟାଇଟିସ୍ ଏବଂ ଯକୃତ ସମ୍ବନ୍ଧୀୟ ରୋଗକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୨୮ ଜୁଲାଇରେ ‘ବିଶ୍ୱ ହେପାଟାଇଟିସ୍ ଦିବସ’ ପାଳନ କରାଯାଏ। ଆଜି ଏହି ଦିନ ଥିନାରୁ ଆସନ୍ତୁ ବିଶ୍ୱ ହେପାଟାଇଟିସ୍ ଦିବସର ଇତିହାସ, ମହତ୍ତ୍ୱ ଏବଂ ଏହି ଚଳିତ ବର୍ଷର ଥିମ୍ ବିଷୟରେ ଜାଣିନେବା।

Crime Against Women
ଟଙ୍କା ଧାର ଆଣି ଶୁଝିପାରିଲେନି ବୋଲି...ସ୍ୱାମୀ ବେକରେ ଭୁଜାଲି ଲଗାଇ ସ୍ତ୍ରୀ ସହ ଦୁଷ୍କର୍ମ

ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାଟି ଚଳିତ ବର୍ଷ ଫେବ୍ରୁଆରୀ ମାସର ବୋଲି ଜଣାପଡ଼ିଛି । ଆଉ ଅଭିଯୁକ୍ତକୁ ଏବେ ଗିରଫ କରାଯାଇଛି ।

President Droupadi Murmu
୩ ଦିନିଆ ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ଦିଲ୍ଲୀ ଗସ୍ତ ସମୟରେ ବିମାନବନ୍ଦରରେ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

LIC Aadhaar Shila Plan
ମହିଳାଙ୍କ ପାଇଁ LICର ଯୋଜନା; ରଖିବେ ମାତ୍ର ୮୭ ଟଙ୍କା, ପାଇବେ ୧୧ ଲକ୍ଷ

ସାଧାରଣତଃ LICକୁ ଲୋକମାନେ ସୁରକ୍ଷା ତଥା ସଂଚୟର ପ୍ରମୁଖ ମାଧ୍ୟମ ଭାବେ ବାଛିଥା’ନ୍ତି । ଅନ୍ୟ କୌଣସି ଯୋଜନାରେ ବିନିଯୋଗ କରିବା ପରିବର୍ତ୍ତେ, LICକୁ ଅଧିକ ବାଛିଥା’ନ୍ତି ଲୋକମାନେ ।

Mobile Hacking, Cyber Fraud
ସାବଧାନ ! ବାହାରେ ଫୋନ୍‌ ଚାର୍ଜ କରୁଛନ୍ତି କି, ହୋଇପାରନ୍ତି ‘ଜୁସ୍‌ ଜ୍ୟାକିଂ’ର ଶିକାର

ଭିନ୍ନ ଭିନ୍ନ ଉପାୟରେ ସାଇବର ଠକ ମାନେ ଲୋକଙ୍କୁ ଲୁଟି ଚାଲିଛନ୍ତି । ଲୋକେ ଯେତେ ସତର୍କ ହେଲେ ବି ସାଇବର ଠକ ନୂଆ ନୂଆ ଫଣ୍ଡା ଆପଣାଇ ଚୋରି କରୁଛନ୍ତି ।

SSC, Recruitment
SSC ବାହାର କଲା ଚାକିରି, କେଉଁ ବିଭାଗରେ ପୂରଣ ହେବ କେତେ ପଦବୀ, ଜାଣନ୍ତୁ...

ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରେଜିଷ୍ଟ୍ରେସନ୍‌ କରିବାର ଶେଷ ତାରିଖ ଅଗଷ୍ଟ ୧୬ ତାରିଖ ରହିଛି ।

ghatkopar tower
୧୩ ମହଲା ଟାୱାର ଉପରେ ଚଢ଼ିଗଲା ଅଜଗର, ତା’ପରେ...

୪ ଫୁଟ ଲମ୍ବର ଅଜଗର ୧୩ ମହଲା ଟାୱାର ଉପରେ ଚଢ଼ିଯାଇଥିବା ଦେଖିବାକୁ ମିଳିଛି । ଏହାକୁ ସ୍ଥାନୀୟ ଲୋକ ଦେଖିବା ପରେ ସୁରକ୍ଷିତ ଭାବେ ସାପଟିକୁ ଉଦ୍ଧାର କରାଯାଇଛି ।

Sikkim CM
ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର; ଏଣିକି ୬ ମାସ ନୁହେଁ, ବର୍ଷେ ମିଳିବ Maternity Leave, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଜଣେ ମହିଳା କର୍ମଚାରୀ ମା’ ହେବା ପରେ ଅନେକ ହଇରାଣ ହେବାକୁ ପଡ଼ିଥାଏ । ତେଣୁ ଏସବୁ ଦିଗକୁ ଦୃଷ୍ଟିରେ ରଖି ବର୍ତ୍ତମାନ କର୍ମଜୀବୀ ମହିଳାଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି ସିକ୍କିମ୍‌ ସରକାର ।

Rice Shortage Panic
ଭାରତର ଗୋଟିଏ ନିଷ୍ପତ୍ତି, ଆମେରିକା ଓ କାନାଡାରେ ଚାଉଳ ପାଇଁ ବାଡ଼ିଆପିଟା

ପ୍ରବାସୀ ଭାରତୀୟଙ୍କୁ ଘାରିଛି ଭାତ ଚିନ୍ତା । ଚାଉଳ ବସ୍ତା ନେବାକୁ ଠେଲାପେଲା ସ୍ଥିତି । ସୁପରମାର୍କେଟରେ ଲମ୍ବା ଲାଇନ୍

BSF jawan dies in tragic road accident
ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ,ମୃତ୍ୟୁର କିଛି ସମୟ ପୂର୍ବର ରିଲ୍ସ ଭାଇରାଲ୍

ସୋସିଆଲ ମିଡିଆରେ କରିଥିବା ରିଲସ୍ ଭାଇରାଲ । ଗଞ୍ଜାମ ବରଡାବିଲି ଠାରେ ସଡ଼କ ଦୁର୍ଘଟଣା ଘଟିଛି ।

Ministry of External Affairs, Government of India
ବଢ଼ିଚାଲିଛି ବ୍ରେନ୍-ଡ୍ରେନ୍ ଟ୍ରେଣ୍ଡ୍, ବିଦେଶ ମୋହରେ ଲକ୍ଷ ଲକ୍ଷ ଭାରତୀୟ

ତ୍ୟାଗ କରିଦେଉଛନ୍ତି ଭାରତୀୟ ନାଗରିକତା ! ଚଳିତବର୍ଷ ଜୁନ୍ ସୁଦ୍ଧା ଦେଶ ଛାଡ଼ିଛନ୍ତି ପ୍ରାୟ ୮୭ ହଜାର

Delhi Rain
ଦିଲ୍ଲୀରେ ପୁଣି ପ୍ରବଳ ବର୍ଷା, ଜଳବନ୍ଦୀରେ ନୋଏଡ଼ା

ଦିଲ୍ଲୀ ସହ ଏହା ପାଖରେ ଥିବା ନୋଏଡ଼ା ଏବଂ ଗାଜିଆବାଦରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଜଳ ବନ୍ଦୀ ସମସ୍ୟା ସୃଷ୍ଟି ହୋଇଥଲା।

No Confidence Motion
ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ, ଫେଲ ମାରିବେ ବିରୋଧୀ ! ଜାଣନ୍ତୁ ସଂଖ୍ୟା ଖେଳ

ନୀତିନିୟମ ଅନୁସାରେ, ଆଲୋଚନା ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ବିଷୟରେ ସୂଚନା ଦେବି ବୋଲି ବାଚସ୍ପତି କହିଛନ୍ତି।

Success story of ramakant tyagi passed psc exam 3 times
Success Story: ଜନ୍ମରୁ ପକ୍ଷାଘାତରେ ଆକ୍ରାନ୍ତ; ୩ ଥର PSC ପରୀକ୍ଷା ପାଶ୍‌ କଲେଣି ରମାକାନ୍ତ

ରମାକାନ୍ତ ତ୍ୟାଗୀ ଜନ୍ମରୁ ପକ୍ଷାଘାତରେ ଆକ୍ରାନ୍ତ। ଏହା ପରେ ମଧ୍ୟ ସେ ତାଙ୍କ ଧୈର୍ଯ୍ୟ ନ ହରାଇ ପାଠ ପଢା ଜାରି ରଖିଥିଲେ। ସେ ୩ ଥର ମଧ୍ୟପ୍ରଦେଶ PSC ଲିଖିତ ପରୀକ୍ଷା ପାଶ୍‌ କରିଛନ୍ତି।

Yamuna River
ଉପରକୁ ଉଠିଗଲା ନଦୀର ପାଣି, ଛାନିଆ ହୋଇଗଲେ ଲୋକେ

ଅଚାନକ ନଦୀ ଗର୍ଭରେ କିଛି ଏପରି ଘଟିଲା, ଯାହାକୁ ସେମାନେ ଦେଖି ଭୟଭୀତ ହୋଇଗଲେ।

AAP MP Raghab Chhada
ଆପ୍‌ ନେତାଙ୍କୁ ଗୋଡ଼େଇ ଗୋଡ଼େଇ ଖୁମ୍ପିଲା କାଉ, ବିଜେପି ବାଲାଙ୍କୁ ମଜା

ଦିଲ୍ଲୀରେ ଆପ୍‌ ଓ ବିଜେପି ମଧ୍ୟରେ ସବୁବେଳେ ଟକ୍କର ଚାଲିଥାଏ । ଉଭୟ ଦଳର ନେତାଙ୍କ ମଧ୍ୟରେ ଖୁବ୍‌ କଥା କଟାକଟି ଚାଲେ ।

Mugdha Godse birthday special
ମୁଗ୍‌ଧା ଗୋଡ୍‌ସେ ଆଜି ଜଣେ ପ୍ରସିଦ୍ଧ ଅଭିନେତ୍ରୀ; ଦିନେ ୧୦୦ ଟଙ୍କାରେ ପେଟ୍ରୋଲ୍ ପମ୍ପରେ କରୁଥିଲେ କାମ

ଆଜି ମୁଗ୍‌ଧା ଗୋଡ୍‌ସେ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। କିନ୍ତୁ ବଲିଉଡରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବା ନେଇ ତାଙ୍କ ଯାତ୍ରା ଆଦୌ ସହଜ ନଥିଲା। ସେ ଦିନେ ୧୦୦ ଟଙ୍କାରେ ପେଟ୍ରୋଲ୍ ପମ୍ପରେ କାମ କରୁଥିଲେ।

kalki koechlin talks about white girl phenomenon and casting couch experience
ମୋ ଗୋରାପଣ ମୋ ପାଇଁ କାଳ ହୋଇଛି; ମତେ କାଷ୍ଟିଙ୍ଗ୍ କାଉଚର ଶିକାର ହେବାକୁ ପଡିଛି; କଲ୍‌କୀ

କଲ୍‌କୀ କୋଏଚ୍‌ଲୀନ୍ ବଲିଉଡରେ ନିଜର ଅଭିନୟର ଚକ୍‌ମା ଦେଖେଇଛନ୍ତି। ଏବେ ସେ ପ୍ରକାଶ କରିଛନ୍ତି ଯେ ଅତ୍ୟଧିକ ଗୋରାପଣ ତାଙ୍କ ପାଇଁ ଏକ ସମସ୍ୟା ହୋଇଯାଇଛି। କେବଳ ଏତିକି ନୁହେଁ ତାଙ୍କୁ କାଷ୍ଟିଂ କାଉଚ୍‌ର ମଧ୍ୟ ଶିକାର ହେବାକୁ ପଡିଛି। ଅନେକ ବର୍ଷ ପରେ ଅଭିନେତ୍ରୀ ନିଜର ଏହି ଯନ୍ତ୍ରଣା ପ୍ରକାଶ କରିଛନ୍ତି।

Ind Vs Pak
ICC World Cup 2023: ବଦଳିପାରେ ଭାରତ-ପାକିସ୍ତାନ ମ୍ୟାଚ୍‌ ତାରିଖ

ଅକ୍ଟୋବର ୧୫ ରେ ହୋଇନପାରେ ଇଣ୍ଡିଆ-ପାକିସ୍ତାନ ୱାର୍ଲ୍ଡ କପ୍ ମ୍ୟାଚ୍‌ । ଉତ୍କଣ୍ଠାର ସହ ଅପେକ୍ଷା କରାଯାଇଥିବା ଏହି ମ୍ୟାଚ୍ ପାଇଁ ନୂଆ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।

President Draupadi Murmu
‘ତ୍ୱରିତ ନ୍ୟାୟକୁ ଗୁରୁତ୍ୱ; ନିର୍ଦ୍ଦୋଷ ଲୋକଟି ଯେମିତି ଦଣ୍ତ ନ ପାଉ’

ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ରାଷ୍ଟ୍ରପତିଙ୍କ ଅଭିଭାଷଣ । ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି ।