Advertisment

Bank Recruitment 2023: ଆପଣ ସପ୍ତମ ପାଶ୍ କରିଛନ୍ତି କି… ବ୍ୟାଙ୍କରେ ଚାକିରି ସୁଯୋଗ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ବର୍ତ୍ତମାନ ଅଧ୍ୟାପକ, ଗାର୍ଡନର୍, ଅଫିସ୍ ଆସିଷ୍ଟାଣ୍ଟ୍‌ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ଅଫ୍‌ଲାଇନ୍ ଆବେଦନ ମୋଡ୍ ମାଧ୍ୟମରେ ହେବ। ଏହି ନିଯୁକ୍ତି କେବଳ ଓଡ଼ିଶାରେ ହେବ।

author-image
Pramod Behera
Odisha Bank Recruitment 2023

Odisha Bank Recruitment 2023

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ବର୍ତ୍ତମାନ ଅଧ୍ୟାପକ, ଗାର୍ଡନର୍, ଅଫିସ୍ ଆସିଷ୍ଟାଣ୍ଟ୍‌ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ଅଫ୍‌ଲାଇନ୍ ଆବେଦନ ମୋଡ୍ ମାଧ୍ୟମରେ ହେବ। ଏହି ନିଯୁକ୍ତି କେବଳ ଓଡ଼ିଶାରେ ହେବ।

Advertisment

ଏହି ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ଦରମା, ଗୁରୁତ୍ୱପୂର୍ଣ୍ଣ ତାରିଖ, ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍, ଚୟନ ପ୍ରକ୍ରିୟା, କିପରି ଆବେଦନ କରିବେ ଜାଣିବା ପାଇଁ ପଢନ୍ତୁ। ୱେବ୍‌ସାଇଟ୍‌କୁ ଯିବାକୁ ଚାହୁଁଥିଲେ ଏଠାରେ https://centralbankofindia.co.in/en କ୍ଲିକ୍ କରନ୍ତୁ। 

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ ପ୍ରକ୍ରିୟା ଆରମ୍ଭ – ୦୨ ନଭେମ୍ବର ୨୦୨୩
  • ଆବେଦନ ପ୍ରକ୍ରିୟା ଶେଷ – ୨୦ ନଭେମ୍ବର ୨୦୨୩
Advertisment

ଶିକ୍ଷାଗତ ଯୋଗ୍ୟତା:

ଅଧ୍ୟାପକ –

  • ସମାଜ ବିଜ୍ଞାନ, ସାଇକୋଲୋଜିରେ ସ୍ନାତକ / ସ୍ନାତକୋତ୍ତର, କୃଷିରେ B.Sc, ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ B.A ସହିତ B.Ed
  • ସ୍ଥାନୀୟ ଭାଷା ଜ୍ଞାନ ଥିବା ଆବଶ୍ୟକ
  • ଟାଇପିଂ ସହିତ କମ୍ପ୍ୟୁଟର ଜ୍ଞାନ

ଅଫିସ୍ ଆସିଷ୍ଟାଣ୍ଟ –

  • କମ୍ପ୍ୟୁଟର ଜ୍ଞାନ ସହିତ BSW ରେ ସ୍ନାତକ / B.A / B.Com
  • କମ୍ପ୍ୟୁଟର ଜ୍ଞାନ
  • MS ଅଫିସ୍, ଟାଲି ଏବଂ ଇଣ୍ଟରନେଟ୍ ଜ୍ଞାନ
  • ସ୍ଥାନୀୟ ଭାଷା ଜାଣିଥିବେ

ଗାର୍ଡେନର –

  • ସପ୍ତମ ଶ୍ରେଣୀ ପାଶ୍
  • କୃଷି /ବଗିଚା/ ଉଦ୍ୟାନ କୃଷି କ୍ଷେତ୍ରରେ ଅଭିଜ୍ଞତା

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୨ ବର୍ଷ
  • ସର୍ବାଧିକ ବୟସ – ୪୦ ବର୍ଷ

ବୟସ କୋହଳ:

  • OBC – ୦୩ ବର୍ଷ
  • ST / SC / Pwd/ Ex- Service man – ୦୫ ବର୍ଷ
  • PWD + SC / ST- ୧୫ ବର୍ଷ

ମାସିକ ଦରମା:

  • ଅଧ୍ୟାପକ – ୨୦,୦୦୦ ଟଙ୍କା
  • ଅଫିସ୍ ଆସିଷ୍ଟାଣ୍ଟ – ୧୨,୦୦୦ ଟଙ୍କା
  • ଗାର୍ଡେନର୍ – ୬,୦୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ବ୍ୟକ୍ତିଗତ ସାକ୍ଷାତକାର
  • କୌଣସି ପରୀକ୍ଷା ହେବ ନାହିଁ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ଶିକ୍ଷାଗତ ଯୋଗ୍ୟତା
  • ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
  • କଲର ପାସ୍‌ପୋର୍ଟ ଫଟୋ
  • ଅଭିଜ୍ଞତା ପ୍ରମାଣପତ୍ର

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବ୍‌ସାଇଟ୍ https://centralbankofindia.co.in/en କୁ ଯାଆନ୍ତୁ
  • ଫର୍ମ ପୂରଣ କରି ପଞ୍ଜୀକରଣ କରନ୍ତୁ
  • ସମସ୍ତ ଡକ୍ୟୁମେଣ୍ଟ ଅପ୍‌ଲୋଡ୍ କରନ୍ତୁ
  • ପର୍ମର ଏକ ପ୍ରିଣ୍ଟ କାଢନ୍ତୁ

ଏହି ଫର୍ମ ସହିତ ଡକ୍ୟୁମେଣ୍ଟ ଦେଇ ନିମ୍ନ ଠିକଣାରେ ପଠାନ୍ତୁ

ସେଣ୍ଟ୍ରା ବ୍ୟାଙ୍କ୍ ଅଫ ଇଣ୍ଡିଆ, ଆଞ୍ଚଳିକ କାର୍ଯ୍ୟାଳୟ, ସମ୍ବଲପୁର କ୍ୱାଣ୍ଟମ୍ ବିଲ୍ଡିଂ ମୋଦିପଡା, ଫାର୍ମ ରୋଡ୍, ସମ୍ବଲପୁର, ଓଡ଼ିଶା, ପିନ୍-୭୬୮୦୦୨

Odihsa
Advertisment
Advertisment