• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Air pollution in Delhi
'ଆମେ ଜାଣିନୁ କେମିତି ରୋକିବେ, କିନ୍ତୁ ତୁରନ୍ତ ବନ୍ଦ କରନ୍ତୁ'

ଦିଲ୍ଲୀ ପ୍ରଦୂଷଣକୁ ନେଇ ବଢ଼ିଲା ଚିନ୍ତା । ସୁପ୍ରିମକୋର୍ଟ କଲେ ଭର୍ତ୍ସନା ।

IED blast
ନିର୍ବାଚନ ଡ୍ୟୁଟିବେଳେ ମାଓ ହିଂସା; ଫୁଟିଲା ପ୍ରେସର ମାଇନ, ଯବାନ ଗୁରୁତର

୨୦୬ କୋବ୍ରା ବାଟାଲିୟନ ମାଓ ଦମନ ଅପରେସନ କଲାବେଳେ ଶ୍ରୀକାନ୍ତ ନାମକ ଜଣେ ଯବାନ ପ୍ରେସର ମାଇନ ଉପରେ ଗୋଡ଼ ପଡିବା ଯୋଗୁଁ ବିସ୍ପୋରଣ ହୋଇଥିଲା । ଗୁରୁତର ଯବାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Wealth Inequality
୧୦ ପ୍ରତିଶତଙ୍କ ପାଖରେ ଦେଶର ଅଧା, ସମ୍ପତ୍ତି ତାରତମ୍ୟ ନେଇ ଚିନ୍ତା ପ୍ରକଟ କଲା ୟୁଏନଡିପି

ଦେଶରେ ବଢ଼ି ଚାଲିଛି ସମ୍ପତ୍ତି ଅସମାନତା । ମାତ୍ର ୧୦ ପ୍ରତିଶତ ଧନୀଙ୍କ ପାଖରେ ଦେଶର ଅଧା ସମ୍ପତ୍ତି ରହିଛି ।

Chhattisgarh election
ଭୋଟ୍‌ ଦେଉଛି ଛତିଶଗଡ଼; ମାଓ ଇଲାକାରେ ସ୍ୱତନ୍ତ୍ର ସୁରକ୍ଷାରେ ନେତା ବାଛୁଛନ୍ତି ଜନତା

ମାଓ ଇଲାକାର ମୋଟ ୧୨ଟି ନିର୍ବାଚନ ମଣ୍ଡଳୀରେ ୨୯୦୦ଟି ବୁଥ ହୋଇଛି । ଅତି ସମ୍ବେଦନଶୀଳ ଦେଢ ଶହ ବୁଥକୁ ହେଲିକପ୍ଟରରେ ପୋଲିଂ ଟିମ୍ ଯାଇ ପହଞ୍ଚିଛନ୍ତି ।

Virat Kohl
ଉତ୍ତର ରଖିଲେ କୋହଲି, କହିଲେ ଏହା ନିର୍ଦ୍ଦେଶ ଥିଲା

ନିଜ ଉତ୍ତରରେ କୋହଲି କହିଛନ୍ତି, ତାଙ୍କୁ ଏପରି କରିବାକୁ ଡ୍ରେସିଂ ରୁମ ତରଫରୁ ନିର୍ଦ୍ଦେଶ ଥିଲା । ସହଳ ଦୁଇ ଓପନରଙ୍କ ୱିକେଟ ପଡ଼ି ଯାଇଥିଲା ।

Australia VS Afghanistan
ଅଫଗାନିସ୍ତାନ ପାଇଁ କର ଅବା ମର, ଅଷ୍ଟ୍ରେଲିଆ ନିକଟରେ ସେମି ସୁଯୋଗ

ଆଜି ଅଷ୍ଟ୍ରେଲିଆ ଆଫଗାନିସ୍ତାନ ମଧ୍ୟରେ ବିଶ୍ବକପ ମୁକାବିଲା । ଉଭୟ ଦଳ ସେମିଫାଇନାଲ ରେସରେ ଅଛନ୍ତି ।

Kamal Haasan Birthday
Kamal Haasan Birthday: ଗୋଟିଏ ଫିଲ୍ମରେ ୧୦ ଅବତାରର ନେଇ ଆଶ୍ଚର୍ଯ୍ୟ କରିଥିଲେ କମଲ ହାସନ

କମଲ ହାସନ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବହୁମୁଖୀ ସୁପରଷ୍ଟାର। ସେ କେବଳ ଜଣେ ଦକ୍ଷ ଅଭିନେତା ନୁହଁନ୍ତି ବରଂ ଜଣେ ଗାୟକ, ନିର୍ଦ୍ଦେଶକ, ସ୍କ୍ରିପ୍ଟ ଲେଖକ ଏବଂ ନିର୍ମାତା ମଧ୍ୟ। ସେ ନିଜ କ୍ୟାରିୟରରେ ପ୍ରାୟ ସମସ୍ତ ସାଉଥ୍ ଭାଷାରେ କାମ କରିଛନ୍ତି। କେବଳ ଏତିକି ନୁହେଁ କମଲ ହାସନ ଅନେକ ହିନ୍ଦୀ ଚଳଚ୍ଚିତ୍ରର ଅଂଶ ମଧ୍ୟ ହୋଇଛନ୍ତି।

Cancer Awareness Day
ଆଜି ବି ସଚେତନ ନାହାଁନ୍ତି ଲୋକେ, ବଢ଼ି ଚାଲିଛି କର୍କଟର କାୟା

ଆଜି ବିଶ୍ୱ କର୍କଟ ନିରୋଧ ଦିବସ । ପୁରା ବିଶ୍ୱରେ ପ୍ରତିବର୍ଷ ୮୨ ଲକ୍ଷ ଲୋକ କର୍କଟ ରୋଗରେ ମୃତ୍ୟୁ ବରଣ କରନ୍ତି ।

Chhattisgarh
ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଡିସେମ୍ବର ୩ ରେ ଗଣତି

ପ୍ରଥମ ପର୍ଯ୍ୟାୟରେ ୨୦ଟି ସିଟ୍ ପାଇଁ ହେବ ମତଦାନ । ମାଓ ଇଲାକାର ମୋଟ ୧୨ଟି ନିର୍ବାଚନ ମଣ୍ଡଳୀରେ ୨୯୦୦ଟି ବୁଥ ହୋଇଛି ।

Sri Lanka Cricket Board
ବିଶ୍ୱକପ୍‌ରେ ଭାରତ ଠାରୁ ଲଜ୍ଜାଜନକ ପରାଜୟ ପରେ ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ

ବିଶ୍ୱକପ୍‌ ୨୦୨୩ରେ ଲଗାତର ଖରାପ ପ୍ରଦର୍ଶନ ପରେ କ୍ରୀଡା ମନ୍ତ୍ରୀ ସୋମବାର କ୍ରିକେଟ ବୋର୍ଡକୁ ଭାଙ୍ଗିବା ପାଇଁ କହିଥିଲେ ।

Vocal For Local
ଟିଭି ସିରିଏଲ୍‌ ‘ଅନୁପମା’ ମାଧ୍ୟମରେ ‘ଭୋକାଲ ଫର୍‌ ଲୋକାଲ’ ପ୍ରମୋସନ୍‌; ଭିଡିଓ ସେୟାର କଲେ ମୋଦି

‘ଭୋକାଲ ଫର୍‌ ଲୋକାଲ’ ଅଭିଯାନକୁ ସମର୍ଥନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଟିଭି ସିରିୟଲ ଜରିଆରେ ବାର୍ତ୍ତା ଦେଉଛନ୍ତି । ଦୀପାବଳୀରେ ସ୍ୱଦେଶୀ ଜିନିଷ ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି ।

Air Pollution
ବିଶ୍ୱର ଟପ୍ ଟେନ୍ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ-ମୁମ୍ବାଇ-କୋଲକାତା

ଦିଲ୍ଲୀକୁ ଘାରିଲା ଦୀପାବଳି ଚିନ୍ତା। ଆସନ୍ତା ସପ୍ତାହରେ କ୍ୟାପିଟାଲ ସିଟିକୁ ଫେରିବ ଅଡ୍-ଇଭିନ୍ କଟକଣା। ଏଥିସହ ସ୍କୁଲ ଛୁଟି ବି ବଢ଼ିଲା କିଛି କ୍ଲାସ୍ ପାଇଁ। ଉତ୍କଟ ବାୟୁ ପ୍ରଦୂଷଣ ଦିଲ୍ଲୀ ବାସୀଙ୍କୁ ଅଣନିଶ୍ୱାସୀ କରିଦେଉଛି ।

Angelo Mathews
କ୍ରିଜ୍‌ରେ ବିଳମ୍ବରେ ପହଞ୍ଚିଲେ ମାଥ୍ୟୁସ୍‌; ଅମ୍ପାୟାର ଦେଖାଇଲେ ପାଭେଲିଅନ୍‌ ରାସ୍ତା

ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ପ୍ରଥମ ବ୍ୟାଟର ଭାବେ ମାଥ୍ୟୁସ ‘ଟାଇମ୍ ଆଉଟ୍’ ହୋଇଛନ୍ତି ।

Rasmika AI
AI, Deepfake କ’ଣ, ଆପଣ ଜାଣନ୍ତି କି ?

Deep Learning ରୁ ଏହି Deepfacke ଶବ୍ଦ ଆସିଛି। ଯାହାକି ଏକ ଟେକନିକାଲ ଟର୍ମ । AIକୁ ଉପଯୋଗ କରି ମଲ୍ଟିପୁଲ ଆଲଗୋରିଦମ୍ ବ୍ୟବହାରରେ କୌଣସି ଫେକ୍ କଣ୍ଟେଣ୍ଟକୁ ସତ୍ୟରେ ରୂପାନ୍ତରଣ କରିବାକୁ ଏହା ଗୋଟିଏ ପ୍ରକ୍ରିୟା। ଏଥିରେ ମଲ୍ଟିପୁଲ ଲେୟାର ଡାଟା ବ୍ୟବହାର ହୋଇଥାଏ ବୋଲି ଟେକନିକାଲ ଗବେଷଣା ସନ୍ଦର୍ଭ କହୁଛି।

Bharat Atta
ଭାରତ ଡାଲି ପରେ ଏବେ ‘ଭାରତ ଅଟା’; କେଜି ମାତ୍ର ୨୭ଟଙ୍କା ୫୦ ପଇସା

ଏଣିକି ୨୭ ଟଙ୍କା ୫୦ ପଇସାରେ ମିଳିବ ୧ କେଜି ଭାରତ ଅଟା ।

Delhi Ncr Earthquake
ଭୂକମ୍ପରେ ଦୋହଲିଲା ରାଜଧାନୀ; ନେପାଳରେ ବି ଝଟକା ଅନୁଭୂତ

ଦିଲ୍ଲୀ ଏନ୍‌ସିଆର୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

tiger-3 advance booking salman khan movie ready to reak records
କମାଲ୍ କରିବ ‘ଟାଇଗର ୩’; ୨୪ ଘଣ୍ଟାରେ ଏତେ ହଜାର ଟିକେଟ୍ ବିକ୍ରି!

‘ଟାଇଗର ୩’ର ଆଡଭାନ୍ସ ବୁକିଂକୁ ଦେଖି ଏହା ଅନୁମାନ କରାଯାଇପାରେ, ଯେଉଁଥିରେ ଫିଲ୍ମଟି ମାତ୍ର ୨୪ ଘଣ୍ଟା ମଧ୍ୟରେ ୪୦ ହଜାରରୁ ଅଧିକ ଟିକେଟ୍ ବିକ୍ରି କରିଛି। ଏହାକୁ ଦେଖିବା ପରେ ପ୍ରଶଂସକମାନେ କହୁଛନ୍ତି ଯେ ‘ଟାଇଗର ୩’ ଶାହାରୁଖ ଖାନଙ୍କ ‘ପଠାନ’ ଏବଂ ‘ଯବାନ’ର ରେକର୍ଡ ଭାଙ୍ଗିବ ଏବଂ ପ୍ରଥମ ଦିନରେ ଜମେଇକି ରୋଜଗାର କରିବ।

prabhas movie salaar postponement
ଶାହରୁଖଙ୍କୁ ଟକ୍କର ଦେବେନି ପ୍ରଭାସ; ଘୁଞ୍ଚିଲା ‘ସାଲାର’ ରିଲିଜ୍ ତାରିଖ!

ପ୍ରଭାସଙ୍କ ‘ସାଲାର’ ଶାହରୁଖ ଖାନଙ୍କ 'ଡଙ୍କି' ସହିତ ବକ୍ସ ଅଫିସରେ ଲଢେଇ କରିବ ବୋଲି କୁହାଯାଉଥିବା ବେଳେ ଆସିଛି ନୂଆ ଖବର। ଏହା ଡଙ୍କି ସହ ଟକ୍କର ଦେବନି ବୋଲି କହିଛନ୍ତି ନିର୍ମାତା।

Air quality in ‘severe plus’ category
ସାଙ୍ଘାତିକ ହେଉଛି ଦିଲ୍ଲୀ ପ୍ରଦୂଷଣ, ୧୦ ଯାଏଁ ପ୍ରାଥମିକ ବିଦ୍ୟାଳୟ ଛୁଟି

ଦିଲ୍ଲୀରେ ଦିନକୁ ଦିନ ଭୟଙ୍କର ହେଉଛି ବାୟୁ ପ୍ରଦୂଷଣ । ସହରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୫ ଶହ ପାଖେଇଲାଣି ।

Bride & groom celebrate Team India's win
ରିସେପସନ ଭୋଜିରେ ଭାରତ ବିଜୟ ସେଲିବ୍ରେସନ

ବିବାହ ଏକ ଖୁସିର ଦିନ । ସେହି ଦିନକୁ ସମସ୍ତେ ସ୍ମରଣୀୟ କରିବାକୁ ଚାହାନ୍ତି । ଅନ୍ୟମାନଙ୍କଠାରୁ ନିଆରା କରିବାକୁ ଚାହାନ୍ତି ।

Centre bans Mahadev Book Online
ବ୍ୟାନ୍ ହେଲା ମହାଦେବ ବେଟିଂ ଆପ୍, ପ୍ରତିବନ୍ଧକ ଲଗାଇଲା ଆଇଟି ମନ୍ତ୍ରାଳୟ

ବ୍ୟାନ୍ ହେଲା ବହୁଚର୍ଚ୍ଚିତ ମହାଦେବ ବୁକ୍ ବେଟିଂ ଆପ୍ । ୨୨ଟି ମୋବାଇଲ୍ ଆପ୍ଲିକେସନ ଓ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର ।

India beat Japan
ଭାରତର ଏକ ତରଫା ବିଜୟ, ମହିଳା ହକି ଦଳ ଜିତିଲେ ସ୍ବର୍ଣ୍ଣ

ଏସିଆନ୍ ମହିଳା ହକି ଚାମ୍ପିୟନସିପରେ ଭାରତ ଚାମ୍ପିୟନ ହୋଇଛି । ଭାରତ ଏକ ତରଫା ମ୍ୟାଚରେ ୪-୦ ଗୋଲରେ ଜାପାନକୁ ପରାସ୍ତ କରିଛି ।

Assembly Election in Chattishgarh
ଆସନ୍ତାକାଲି ଛତିଶଗଡ଼ ବିଧାନସଭା ନିର୍ବାଚନ, ସରିଲା ପ୍ରଚାର

ଆସନ୍ତାକାଲି ଛତିଶଗଡ଼ ବିଧାନସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ସରିଛି ପ୍ରଚାର ।

Shivling Mudra is very beneficial to avoid cold
Yogasana: ଶୀତର ପ୍ରକୋପରୁ ନିଜକୁ ରକ୍ଷା କରିବା ପାଇଁ କରନ୍ତୁ ଏହି ଯୋଗ, ମିଳିବ ଆରାମ

ଯୋଗ ବିଜ୍ଞାନରେ ଅନେକ ଆସନ ଅଛି, ଯାହା ବିନା ଟଙ୍କା ଖର୍ବ୍ବରେ ଶରୀରକୁ ଗରମ କରି ଥଣ୍ଡା ଠାରୁ ରକ୍ଷା କରିଥାଏ। ନିୟମିତ ସକାଳେ ଯୋଗ ଅଭ୍ୟାସ କରିବା ଦ୍ୱାରା ଶୀତରୁ ନିଜକୁ ରକ୍ଷା କରିବା ସହ ଏହି ସମୟରେ ଶରୀରକୁ ଆକ୍ରମଣ କରୁଥିବା ବିଭିନ୍ନ ରୋଗରୁ ମଧ୍ୟ ନିଜକୁ ରକ୍ଷା କରିପାରିବେ। ଆସନ୍ତୁ ସେମିତି ଗୋଟିଏ ଯୋଗ ବିଷୟରେ ଜାଣିନେବା।

Delhi Pollution
ଭୟଙ୍କର ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀବାସୀ, ଚିନ୍ତା ଭୁବନେଶ୍ୱରବାସୀ

ବାୟୁ ପ୍ରଦୂଷଣରେ ଅଣନିଶ୍ୱାସୀ ଦିଲ୍ଲୀବାସୀ। ଦିନ ଦ୍ୱିପ୍ରହରରେ ବି ଛାଡ଼ୁନି କୁହୁଡ଼ି। ଘରୁ ବାହାରକୁ ବାହାରିଲେ ନିଶ୍ୱାସ ନେବାକୁ କଷ୍ଟ ହେଉଛି, ଆଖି ପୋଡ଼ୁଛି...