• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Apply for 132 Executives posts at ippb
ଗ୍ରାଜୁଏସନ୍‌ କରିଛନ୍ତି… IPPBରେ ଚାକିରି… ଦରମା ୩୦ ହଜାର

IPPB କାର୍ଯ୍ୟନିର୍ବାହୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରୀ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୩୨ ପଦବୀ ପୂରଣ ହେବ। ମନୋନୀତ ପ୍ରାର୍ଥୀ ମାସକୁ ୩୦,୦୦୦ ଟଙ୍କା ପାଇବେ।

Tamil Nadu cracker factory
ଭୟଙ୍କର ବିସ୍ଫୋରଣ; ୮ ମୃତ, ଚୁର୍‌ମାର୍‌ ହୋଇଗଲା କୋଠା

ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି କି, ଆହତଙ୍କ ମଧ୍ୟରୁ ୧୨ ଜଣ ଗୁରୁତର ରହିଛନ୍ତି ।

UP man bags mega prize in dubai
ଭଗବାନ ଯେବେ ଦିଅନ୍ତି ଛପର ଫାଡ଼ି...ଫିଟିଲା ଏମିତି ଲଟେରୀ, ୨୫ ବର୍ଷ ଯାଏ ମିଳିବ ମାସକୁ ୫ ଲକ୍ଷ

ଦୁବାଇରେ କାମ କରୁଥିବା ଜଣେ ଭାରତୀୟ ଆର୍କିଟେକ୍ଟ ଏକ ନୂଆ ମେଗା ପ୍ରାଇଜ୍‌ର ପ୍ରଥମ ବିଜେତା ହୋଇଛନ୍ତି। ସବୁଠାରୁ ବଡ଼ କଥା, ଲଟେରୀ ଜିତିବା ପରେ ୨୫ ବର୍ଷ ଯାଏ ତାଙ୍କୁ ପ୍ରତି ମାସରେ ୫.୫ ଲକ୍ଷ ଟଙ୍କା ମିଳିବ।

Maharashtra Accident
ଦୁଇ ବସ୍‌ ମୁହାଁମୁହିଁ ଧକ୍କା; ୨୦ ଗୁରୁତର, ଚାଲିଗଲା ୬ ଜୀବନ

ଘଟଣାସ୍ଥଳରେ ୬ଜଣଙ୍କ ଜୀବନ ଚାଲିଯାଇଛି । ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା କିପରି ଘଟିଲା ତାକୁ ନେଇ ଜାରି ରହିଛି ତଦନ୍ତ ।

Man Killed Cousin After She Refused To Marry Him
ଭଉଣୀକୁ ବାହା ହେବା ପାଇଁ ଚାହୁଁଥିଲା ସମ୍ପର୍କୀୟ ଭାଇ, ମନା କରିବାରୁ ଜୀବନ ନେଇଗଲା ଯୁବକ...

ବିବାହ ପ୍ରସ୍ତାବକୁ ରୋକଠୋକ ମନା କରିଦେଲେ ଯୁବତୀ। ହେଲେ ଯୁବତୀଙ୍କ ଏହି ପ୍ରତ୍ୟାଖାନକୁ ସହଜରେ ଗ୍ରହଣ କରିପାରିଲାନି ଯୁବତୀଙ୍କୁ ଭଲ ପାଉଥିବା ଯୁବକ ଜଣକ। ଶେଷରେ ତାଙ୍କ ଜୀବନ ନେବା ପାଇଁ ସେ ଯୋଜନା କରିଥିଲା। 

Supreme Court Notice To Odisha
ଓଡ଼ିଶାକୁ ସୁପ୍ରିମ୍‌କୋର୍ଟଙ୍କ କଡ଼ା ନୋଟିସ୍ !

ଜୁନ ୧୭ ତାରିଖରେ ଦୁଇ ଜଣଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିବା ସହିତ ବାନ୍ଧି କରି ଚଲାଇ ଚଲାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି।

Manipur violence
ମଣିପୁର ଭିଡିଓ ଭାଇରାଲ ଘଟଣା; ତଦନ୍ତ ଆରମ୍ଭ କଲା CBI

ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଉଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ସାରା ଦେଶରେ ତମ୍ବିତୋଫାନ ହୋଇଥିଲା ।

Baijayant Panda
ଜାରି ହେଲା ବିଜେପି କେନ୍ଦ୍ରୀୟ ପଦାଧିକାରୀଙ୍କ ତାଲିକା; ବୈଜୟନ୍ତ ପଣ୍ଡା ପୁଣି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବରେ ଓଡ଼ିଶାର ବୈଜୟନ୍ତ ପଣ୍ଡାଙ୍କ ବ୍ୟତୀତ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ସୌଦାନ ସିଂ ପ୍ରମୁଖଙ୍କୁ ନିଯୁକ୍ତ କରାଯାଇଛି ।

 Bareilly
ଯୁବକଙ୍କୁ ସ୍କୁଟି ପଛରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଲେ, ଭାଇରାଲ ହେଉଛି ଭିଡିଓ

ଜଣେ ଯୁବକଙ୍କୁ ତିନି ଜଣ ଯୁବକ ସ୍କୁଟି ପଛରେ ବାନ୍ଧି ରାଜରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇଛନ୍ତି । ଯାହାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

History and significance of muharram
Muharram 2023: ଧାର୍ମିକ ମହତ୍ତ୍ୱ ରଖେ ମହରମ୍‌, ଜାଣିବା ଏହାର ଇତିହାସ...

ମହରମର ପ୍ରଥମ ଦିନରେ ବିଶ୍ୱର ମୁସଲମାନମାନେ ମସ୍‌ଜିଦକୁ ଯାଆନ୍ତି, ସେଠାରେ ପ୍ରାର୍ଥନା କରନ୍ତି ଏବଂ ସେଠାରେ ସମୟ ଅତିବାହିତ କରନ୍ତି।

International tiger day 2023
International Tiger Day 2023: ବାଘର ସଂକଟରେ ସାରା ବିଶ୍ୱ; ଜାଣନ୍ତୁ ମୋଟ କେତେ ବାଘ ଅଛନ୍ତି

ପ୍ରତିବର୍ଷ ୨୯ ଜୁଲାଇରେ ‘ଅନ୍ତର୍ଜାତୀୟ ବାଘ ଦିବସ’ ପାଳନ କରାଯାଏ। ଏହାର ଲକ୍ଷ୍ୟ ହେଉଛି ବାଘର ପ୍ରାକୃତିକ ବାସସ୍ଥାନର ସୁରକ୍ଷା ପାଇଁ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଏବଂ ବାଘ ସଂରକ୍ଷଣ ପ୍ରସଙ୍ଗ ପାଇଁ ଜନସଚେତନତା ତଥା ସମର୍ଥନ ବୃଦ୍ଧି କରିବା।

 international tiger day 2023
International Tiger Day 2023: ଆଜି ‘ଆନ୍ତର୍ଜାତୀୟ ବାଘ ଦିବସ’; ଆସନ୍ତୁ ଭାରତରେ ଥିବା ୬ଟି ବାଘ ଅଭୟାରଣ୍ୟ ଉପରେ ନଜର ପକେଇନେବା

ଆପଣ ଯଦି ଆଜିର ଆନ୍ତର୍ଜାତୀୟ ବାଘ ଦିବସ ପାଳନ କରିବାକୁ ଚାହୁଛନ୍ତି ତେବେ ଭାରତରେ ଥିବା ବିଭିନ୍ନ ବାଘ ଅଭୟାରଣ୍ୟକୁ ପରିଦର୍ଶନ କରିପାରିବେ। ଏପରି ପରିସ୍ଥିତିରେ ଆସନ୍ତୁ କିଛି ବାଘ ସଂରକ୍ଷଣ ବିଷୟରେ ଜାଣିନେବା ଯେଉଁଠାରେ ଆପଣ ବାଘମାନଙ୍କୁ ଅତି ନିକଟରୁ ଦେଖିପାରିବେ।

DGCA imposes Rs 30 lakh fine on IndiGo
ବିମାନର ପଛ ପଟ ମାଟିରେ ବାଜିବାରୁ ଇଣ୍ଡିଗୋକୁ ୩୦ ଲକ୍ଷ ଫାଇନ୍

ଇଣ୍ଡିଗୋ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ଡିଜିସିଏର ନିର୍ଦ୍ଦେଶର ତର୍ଜମା କରାଯାଉଛି, ତା ପରେ ଉତ୍ତର ଦିଆଯିବ।

Kamala Nehru college student hit on head with rod for refusing marriage
ବାହା ହେବାକୁ ମନା କରିବାରୁ ଛାତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କଲା 'ଡେଲିଭରୀ ବୟ'

ପୋଲିସ କହିଛି ଯେ, ନର୍ଗିସ୍ କଥା ହେବା ବନ୍ଦ କରିବା ପରଠାରୁ ଇର୍ଫାନ୍ ତାକୁ ମାରିବା ପାଇଁ ଯୋଜନା କରୁଥିଲା।

OMG -2 cbfc ask makers for 20 cuts
'OMG 2' କୁ ସେନ୍ସର ବୋର୍ଡ ଲଗାମ; କଟାହେବ ୨୦ସିନ୍!

ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ଓଏମ୍‌ଜି ୨'କୁ ଚର୍ଚ୍ଚା ଥମିବାର ନାଁ ଧରୁନି। ଏହି ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ନିକଟତର ହେବାକୁ ଯାଉଛି। ଏହାରି ଭିତରେ କିନ୍ତୁ ରିଲିଜ୍ ବାଟରେ ଅନେକ ବାଧା ମଧ୍ୟ ରହିଛି।

Ram mandir inauguration rush to block hotel room for event
ଖୁବ ଶୀଘ୍ର ଗର୍ଭଗୃହରେ ବିରାଜିବେ ଶ୍ରୀରାମ; ହୋଟେଲ୍ ବୁକ୍ କରିବାରେ ବ୍ୟସ୍ତ ଟ୍ରାଭେଲ୍ ଏଜେଣ୍ଟ୍

ଜାନୁଆରୀ ଚତୁର୍ଥ ସପ୍ତାହରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ପ୍ରାୟ ୫ ଲକ୍ଷ ଭକ୍ତ ଅଯୋଧ୍ୟାରେ ପହଞ୍ଚିବେ ବୋଲି ବିଶ୍ୱାସ ରହିଛି। ତେବେ ଉଦ୍‌ଘାଟନୀ ସମାରୋହରେ କେବଳ ୧୦ ହଜାର ଭକ୍ତଙ୍କୁ ଟ୍ରଷ୍ଟ ପକ୍ଷରୁ ସେଠାରେ ରଖିବା ନେଇ କୁହାଯାଇଛି।

When Shabana Azmi unhappy with gadar sunny deol called it attempt to seek attention
ଶବାନା ଆଜ୍‌ମୀ ‘ଗଦର’କୁ କହିଲେ ‘ଉତ୍ତେଜକ’, ସନୀ ଦେଓଲ ଦେଲେ ଏମିତି ଜବାବ...

ଫିଲ୍ମ 'ଗଦର'ର ସିକ୍ୱେଲ ‘ଗଦର ୨’ ର ଟ୍ରେଲର ମୁକ୍ତିଲାଭ କରିଛି। ଫିଲ୍ମର ଟ୍ରେଲର୍‌ ରିଲିଜ ହେବା ମାତ୍ରେ ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଆଲୋଚନା ପୁଣି ଥରେ ଆରମ୍ଭ ହୋଇଛି। ଏହି ସମୟରେ, ଶବାନା ଆଜ୍‌ମୀଙ୍କ ଏପରି ଏକ ସାକ୍ଷାତକାର ଭାଇରାଲ୍‌ ହେବାରେ ଲାଗିଛି ଯେଉଁଥିରେ ସେ ଫିଲ୍ମ 'ଗଦର: ଏକ୍‌ ପ୍ରେମ୍‌ କାହାନୀ'କୁ ଦୃଢ ନିନ୍ଦା କରିଥିଲେ।

Dr Vikas Divyakirti who quit IAS to become teacher
ମୋଟା ଅଙ୍କର ଦରମା ପାଉଥିଲେ, କିନ୍ତୁ ମନ ବୁଝିଲାନି...ପିଲାଙ୍କୁ ପଢ଼ାଇବାକୁ IAS ଚାକିରି ଛାଡ଼ିଦେଲେ

ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ। ସେମାନଙ୍କ ମଧ୍ୟରୁ ଡଃ ବିକାଶ ଦିବ୍ୟକୀର୍ତ୍ତି ଅନ୍ୟତମ। ଯିଏକି ସରକାରୀ ଚାକିରି କରି ମୋଟା ଅଙ୍କର ଦରମା ପାଉଥିଲେ ବି ତାଙ୍କ ମନ ବୁଝିନଥିଲା। କାରଣ ସେ ଚାହୁଁଥିଲେ ପିଲାଙ୍କୁ ପାଠପଢ଼ାଇବା ପାଇଁ।

Twitter, Elon Musk
ଆହୁରି ଅନେକ କିଛି ବଦଳିବ ! ଏବେ କେବଳ ଡାର୍କ ମୋଡ୍‌ରେ ଆସିବ ‘X’

ଏବେ ଟ୍ୱିଟର ବ୍ୟବହାରକାରୀଙ୍କୁ ଦୁଇଟି ମୋଡ୍ ବାଛିବା ପାଇଁ ବିକଳ୍ପ ରହିଛି । ଏଥିରେ ଏକ 'ଡିମ୍' ମୋଡ୍ ରହିଛି, ଯାହା ନୀଳ ରଙ୍ଗକୁ ଗାଢ଼ କରିଥାଏ ।

11 Kerala women pool money to buy Rs 10 crore jackpot
ଲାଗିଗଲା ଲଟେରୀ; ୨୫୦ ଟଙ୍କାର ଟିକେଟ୍‌ କିଣି ମହିଳା ପାଇଲେ ୧୦ କୋଟି ଟଙ୍କା

ଲଟେରୀ ଟିକେଟ୍‌ ପ୍ରତି ୨୫୦ ଟଙ୍କା ରଖାଯାଇଥିଲା । ଫଳରେ ମହିଳାମାନେ ସମସ୍ତେ ଅଲଗା ଅଲଗା କରି ଟିକେଟ୍‌ କିଣିପାରିନଥିଲେ । ତେଣୁ ସମସ୍ତ ଏକାଠି ହୋଇ ୨୫ ଟଙ୍କା ଲେଖାଏଁ ଆଦାୟ କରିଥିଲେ ।

Goa Express arrives 90 minutes early leaves in 5 minutes without passengers
୯୦ ମିନିଟ୍‌ ପୂର୍ବରୁ ଷ୍ଟେସନରେ ପହଞ୍ଚିଲା,୫ ମିନିଟ୍‌ରେ ଛାଡ଼ିଲା...ଯାତ୍ରୀଙ୍କୁ ନନେଇ ପଳାଇଲା ଟ୍ରେନ୍‌

୯୦ ମିନିଟ୍‌ ପୂର୍ବରୁ ଷ୍ଟେସନରେ ପହଞ୍ଚିଲା ଓ ୫ ମିନିଟ୍‌ ଷ୍ଟେସନରେ ରହି ଛାଡ଼ିଦେଲା ଗୋଆ ଏକ୍ସପ୍ରେସ୍‌। ହେଲେ ଟ୍ରେନ୍‌ ସିଡ୍ୟୁଲରେ ପରିବର୍ତ୍ତନ ସମ୍ପର୍କରେ ଯାତ୍ରୀଙ୍କୁ କିଛିବି ଜଣାନଥିଲା।

Child Sold For Iphone
ନିଜ ଛୁଆଠୁ କ’ଣ ଏ ମୋବାଇଲ୍ ବଡ଼ ? ସାମାନ୍ୟ iPhone ପାଇଁ ମାଆ ବିକିଦେଲା ଛୁଆକୁ !

ଆଜି ଆମେ ଆପଣଙ୍କୁ ଏମିତି କିଛି ଖବର କହିବୁ ଯାହା ଜାଣିଲେ ଆପଣ ଟିକେ ଅଟକି ଯିବେ । ଆଉ ଚିନ୍ତାରେ ପଡ଼ିବେ ।

Wrong Operation
ଚିକିତ୍ସା ଇତିହାସରେ ବଡ଼ ଭୁଲ୍ ! ପେଟରୁ ଗଲ୍‌ବ୍ଲାଡର ବଦଳରେ କାଢ଼ିଦେଲେ ଗର୍ଭାଶୟ

ଆଶାଙ୍କ କହିବାନୁସାରେ ଗୋବିନ୍ଦ ନିଜ ପତ୍ନୀଙ୍କୁ ମୋହାଂବସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

Disney Hot Star
Disney+ Hotstar ୟୁଜର୍ସଙ୍କୁ ଝଟ୍‌କା ! ଆଉ ସେୟାର କରିହେବନି ପାସ୍‌ୱାର୍ଡ

Hotstar ୟୁଜର୍ସ, ସଂସ୍ଥାର ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି । ଅନେକ ୟୁଜର କହିଛନ୍ତି ହଟ୍‌ଷ୍ଟାର ନଦେଖିଲେ ଆମର କିଛି ଅସୁବିଧା ହେବ ନାହିଁ ।

Anju father sent to emotional voice message to her daughter
‘ହ୍ୟାଲୋ, ଥରଟିଏ ମୋ ସହ କଥା ହୁଅ, ଶେଷଥର ପାଇଁ...’ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କୁ ଭଏସ୍‌ ମେସେଜ ପଠାଇଲେ ବାପା

ରାଜସ୍ଥାନର ଭିୱାଡିରୁ ସିଧା ଯାଇ ପାକିସ୍ତାନରେ ପହଞ୍ଚିଥିବା ଭାରତୀୟ ମହିଳା ଅଞ୍ଜୁ ପ୍ରସାଦ ଏବେ ଫତିମା ହୋଇଯାଇଛନ୍ତି। ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ହୋଇ ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡ଼ି ସୀମା ଡେଇଁଛନ୍ତି ଭାରତର ଅଞ୍ଜୁ।