• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

BJP MP gets obscene WhatsApp calls
ପ୍ରଥମେ WhatsAppରେ ସାଂସଦଙ୍କ ପାଖକୁ ମେସେଜ୍‌ ଆସିଲା- ‘କେମିତି ଅଛ ?’... ୬ ମିନିଟ୍‌ ପରେ ନ୍ୟୁଡ୍‌ ଭିଡିଓ କଲ୍‌

ମହିଳା ଜଣକ ନ୍ୟୁଡ୍‌ ଭିଡିଓ କଲ୍‌ରେ କରି ଅଶ୍ଲୀଳ ବ୍ୟବହାର କରିଥିଲେ। ମହିଳାଙ୍କ ଉଦ୍ଦେଶ୍ୟ ଥିଲା ସାଂସଦଙ୍କୁ ଫସାଇ ତାଙ୍କୁ ବ୍ଲାକ୍‌ମେଲିଂ କରି ଟଙ୍କା ଆଦାୟ କରିବା।

Wild Cat Attack
ମାଆ ପାଟି କରିବାରୁ ଛାତରୁ ଛୁଆକୁ ଫିଙ୍ଗିଦେଲା ବିଲେଇ

ଛାତ ଉପରେ ଝୁଲଣାରେ ଶୋଇଥିଲା ନବଜାତ ଶିଶୁ । ହଠାତ ମାଡ଼ି ଆସିଲା ଜଙ୍ଗଲୀ ବିଲେଇ । ଦାନ୍ତରେ କାମୁଡ଼ି ଛାତ ତଳକୁ ଫିଙ୍ଗିଦେଲା ।

President Droupadi  Murmu
ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ତିନି ଦିନ ରହିବେ

ରାଜଭବନରେ ହିଁ ରାତ୍ରି ଭୋଜନର ବ୍ୟବସ୍ଥା ରହିଛି । ସେହିଠାରେ ହିଁ ରାତ୍ରି ଯାପନ କରିବେ । 

bhaag milkha bhaag will rerelease in theatre on 6 august
ଆଉ ଥରେ ରିଲିଜ୍ ହେବ 'ଭାଗ୍‌ ମିଲ୍‌ଖା ଭାଗ୍‌'; ଜାଣନ୍ତୁ କେବେ

୨୦୧୩ ମସିହାରେ ରିଲିଜ୍ ହୋଇଥିବା 'ଭାଗ୍‌ ମିଲ୍‌ଖା ଭାଗ୍‌'କୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ବର୍ତ୍ତମାନ ଏହି ଚଳଚ୍ଚିତ୍ର ରିଲିଜ୍ ହେବାର ଏକ ଦଶନ୍ଧି ସମାପ୍ତ ହୋଇଛି। ଏହି ଅବସରରେ ଫିଲ୍ମ ନିର୍ମାତା ଦର୍ଶକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ଫିଲ୍ମକୁ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଘୋଷଣା କରିଛନ୍ତି।

Nadeem Quresi
ଏମିତି ଚୋର କେବେ ଦେଖିନଥିବେ ! ୧୪ ରାଜ୍ୟରେ ଚୋରି ନେଟ୍‌ୱାର୍କ, ପୋଲିସ ବି ପାଉନଥିଲା ଟେର୍

ମୁମ୍ବାଇ ଏବଂ ପୁନେରେ ଜାଗା-ବାଡି ଥିବା ସହ ପିଲାମାନଙ୍କୁ ପ୍ରତିଷ୍ଠିତ ବିଦ୍ୟାଳୟରେ ମଧ୍ୟ ପାଠ ପଢାଉଛି । 

Nirmala Sitaraman
ବ୍ୟାଙ୍କ ଗୁଡ଼ିକୁ ତାଗିଦ୍ କଲେ ସୀତାରମଣ, କହିଲେ ଋଣ ଆଦାୟ ବେଳେ ସମ୍ବେଦନହୀନ ହୁଅନ୍ତୁ ନାହିଁ

କିଛି ବ୍ୟାଙ୍କ ଋଣ ଆଦାୟ ବେଳେ ଖୁବ୍‌ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ସେନେଇ ଅନେକ ଅଭିଯୋଗ ତାଙ୍କ ପାଖରେ ପହଞ୍ଚିଥିବା ସେ କହିଛନ୍ତି ।

reels death
Viral video : କାଳ ହେଲା ରିଲ୍ସ ନିଶା, ଜଳପ୍ରପାତରେ ଭାସିଗଲେ ଯୁବକ

ରିଲ୍ସ ନିଶାରେ ଯୁବଗୋଷ୍ଠୀ ପାଗଳ..କେତେବେଳେ କିଏ ବିପଦଜନକ ଷ୍ଟଣ୍ଟ୍‌ କରୁଛି, ତ କିଏ ଜଳପ୍ରପାତରେ ଫଟୋ ନେଉଛି..ଆଉ ସେଥିପାଇଁ ...

Crime
ଏତେ କ୍ରୋଧ କାହିଁକି ! ଛୋଟିଆ ଘର କଳିରୁ, ପତ୍ନୀ-ଶାଶୂ-ଶ୍ୱଶୁରଙ୍କ ଜୀବନ ନେଇଗଲା

ବେଳେବେଳେ ଘରର ଛୋଟ ଛୋଟ ସମସ୍ୟା ଉଗ୍ର ରୂପ ନେଇଯାଏ । ଆଉ ସେମିତି ଏକ ଘଟଣା ଆଜି ଆମ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ।

President Draupadi Murmu
ଗୁରୁଦାୟିତ୍ୱକୁ ପୂରିଲା ବର୍ଷେ ! ପଢ଼ନ୍ତୁ ମାଡାମ୍‌ ଦ୍ରୌପଦୀଙ୍କର କ’ଣ ରହିଛି ଉପଲବ୍ଧି

ରାଷ୍ଟ୍ରପତି ଭାବେ ସଫଳତାର ସହ ଏକ ବର୍ଷ ପୂରଣ କରିଛନ୍ତି ମାଡାମ୍ ଦ୍ରୌପଦୀ ମୁର୍ମୁ । ଗତବର୍ଷ ଆଜିର ଦିନରେ ଭାରତର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ମାଡାମ ପ୍ରେସିଡେଣ୍ଟ୍ ।

A man got angry after seeing urfi javed
Viral Video: ଉର୍ଫିଙ୍କୁ ଦେଖି ରାଗିଗଲେ ଅଙ୍କଲ, ମୁହେଁ ମୁହେଁ ଏମିତି କହିଦେଲେ; ଆଉ ତା’ ପରେ…

ପୋଷାକ ପାଇଁ ଉର୍ଫିଙ୍କୁ ଅନେକ ଥର ଲୋକଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିଛି। ବର୍ତ୍ତମାନ ପୁଣିଥରେ ଉର୍ଫି ଜାଭେଦଙ୍କ ସହ ସମାନ ଘଟଣା ଘଟିଛି। ଏହି ପୋଷାକ କାରଣରୁ ସେ ବିମାନବନ୍ଦରରେ ଜଣେ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରିଛନ୍ତି।

Police warns netizens about WhatsApp hacking
WhatsApp ବ୍ୟବହାରକାରୀ ରୁହନ୍ତୁ ସତର୍କ ! ଏମିତି ହେଉଛି ଆକାଉଣ୍ଟ ହ୍ୟାକ୍‌...

ହ୍ୱାଟ୍ସଆପ୍‌(WhatsApp) ବ୍ୟବହାର କରୁଛନ୍ତି କି ? ତା’ହେଲେ ସତର୍କ ରୁହନ୍ତୁ। ନଚେତ୍‌ ଆପଣ ବି କେତେବେଳେ ଠକାମିର ଶିକାର ହୋଇପାରନ୍ତି ଓ ଆପଣଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇପାରେ। 

Delhi born man device lets you order pizza with your mind
ମୁଣ୍ଡରେ ଫିଟ୍ କରନ୍ତୁ ଏହି ଡିଭାଇସ୍ ଆଉ ଖାଲି ଭାବନ୍ତୁ, ବାସ୍...ଆପଣଙ୍କ ଇଛା ମୁତାବକ କାମ ହୋଇଯିବ

ଆପଣଙ୍କୁ ଆଉ କଷ୍ଟ କରି ପିଜା, ବର୍ଗର୍ କି ଅନ୍ୟାନ୍ୟ ଜିନିଷ ଅର୍ଡର କରିବାକୁ ପଡିବନି। ଦିଲ୍ଲୀରେ ଜନ୍ମିତ ଅର୍ଣ୍ଣବ କପୁର ଏମିତି ଏକ ନୂଆ ଧରଣର ଡିଭାଇସ ବାହାର କରିଛନ୍ତି ଯାହାକୁ ପିନ୍ଧି ଆପଣ କେବଳ ଭାବିବେ। ବାସ୍! ଆପଣଙ୍କ ଇଛା ମୁତାବକ କାମ ହେଇଯିବ।

Youth enters into canal with bike
ମହଙ୍ଗା ପଡ଼ିଲା ବାଇକ୍‌ ଚଲାଇବା ବେଳେ ବ୍ଲଗିଂ, ସିଧାଯାଇ ଗାଡ଼ି ସହ କେନାଲ ଭିତରେ ପଶିଲେ...

ଭିଡିଓ ଶୁଟ୍‌ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ନିଶା ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ବହୁ ମାତ୍ରାରେ ଘାରିଛି। କିଏ ବିପଦପୂର୍ଣ୍ଣ ଷ୍ଟଣ୍ଟ କଲାଣି ତ ଆଉ କିଏ ନିଜ ଜୀବନକୁ ବାଜିରେ ଲଗାଇ ଚଳନ୍ତା ଗାଡ଼ିରେ ଭିଡିଓ ଶୁଟ୍‌ କରୁଛନ୍ତି।

Elon Musk
'X' ଅକ୍ଷର ପ୍ରତି ମସ୍କଙ୍କ ଅହେତୁକ ଦୁର୍ବଳତା : ଖାଲି କଂପାନୀ ନୁହେଁ, ପିଲାଙ୍କ ନାଁରେ ବି ରହିଛି 'ଏକ୍ସ'

ଟ୍ୱିଟରକୁ 'ଏକ୍ସ' ଭାବେ ନାମିତ କରିବା ପରେ ଚର୍ଚ୍ଚା ଜୋର ଧରିଛି। 'ଏକ୍ସ' ଲେଟର୍ ପ୍ରତି ଏଲନ ମସ୍କଙ୍କ ଅହେତୁକ ଦୁର୍ବଳତା ରହିଛି । ଏଲନ ମସ୍କଙ୍କର ଅନେକ କଂପାନୀର ନାଁରେ ଯୋଡ଼ି ହୋଇଛି 'ଏକ୍ସ' ।

Finance ministry big statement on rs 2000 notes exchange deadline
୨ ହଜାର ଟଙ୍କିଆ ନୋଟ୍‌ ବଦଳ ସମୟସୀମାକୁ ନେଇ ଅର୍ଥ ମନ୍ତ୍ରାଳୟର ବଡ଼ ବୟାନ...

୨ ହଜାର ଟଙ୍କିଆ ନୋଟ୍‌ର ବଦଳ ଓ ଜମା ନେଇ ମେ’ ୨୩ରୁ ସେପ୍ଟେମ୍ବର ୩୦ ଯାଏ ଲୋକଙ୍କୁ ପୁରା ୪ ମାସ ସମୟ ଦିଆଯାଇଛି। ଏସବୁ ଭିତରେ ୨ ହଜାର ଟଙ୍କିଆ ନୋଟ୍‌ ବଦଳ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି।

Parliament
ସଂସଦରେ ଥମୁନି ମଣିପୁର ତାତି, ସଦନ ଭିତରେ ଓ ବାହାରେ ବିରୋଧୀଙ୍କ ପ୍ରତିବାଦ

ମଣିପୁର ପ୍ରସଙ୍ଗକୁ ନେଇ ସଂସଦର ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାରେ ପ୍ରବଳ ହୋହଲ୍ଲା ପରେ ସଂସଦ ବାହାରେ ସାରା ରାତି ଧାରଣାରେ ବସିଲେ ବିରୋଧୀ ।

 IRCTC
IRCTCରେ ବୁକ୍‌ ହୋଇପାରୁନି ଟ୍ରେନ୍‌ ଟିକଟ୍ , ଯାତ୍ରୀ ଅସନ୍ତୁଷ୍ଟ

ଟଙ୍କା କଟିଯାଉଛି, କିନ୍ତୁ ଟିକଟ୍‌ ବୁକ୍‌ ହୋଇ ପାରୁନି । ଟିକଟ ବାତିଲ ପାଇଁ 14646,0755-6610661କୁ କଲ୍ କରନ୍ତୁ ।

 Madhya Pradesh Official Swallows rs 5000 bribe money
ଲାଞ୍ଚ ଟଙ୍କା ଗିଳିଦେଲେ ସରକାରୀ ବାବୁ, ଧରାପଡ଼ିବା ପରେ ବାନ୍ତି କରି ବାହାର କଲେ...

ଲାଞ୍ଚ ଟଙ୍କା ଗିଳିଦେଲେ ସରକାରୀ ବାବୁ। ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିବା ପରେ ସରକାରୀ କର୍ମଚାରୀ ଜଣକ ସାଙ୍ଗେ ସାଙ୍ଗେ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଟଙ୍କାକୁ ଗିଳି ଦେଇଥିଲେ।

IND Vs WI
ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ କବଜା କଲା ଭାରତ

ବର୍ଷା ଯୋଗୁଁ ଦ୍ୱିତୀୟ ମ୍ୟାଚ୍ ପ୍ରଭାବିତ ହୋଇଥିବା ବେଳେ ଏହା ଡ୍ରରେ ଶେଷ ହୋଇଛି।

5 healthy habits every day that avoid your mentally tired
Health Tips: ଥକାପଣରୁ ମୁକ୍ତି ପାଇବା ପାଇଁ ଏହି ୫ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ

ଅନେକ ସମୟରେ ଆମେ ଅନୁଭବ କରୁ ଯେ ରାତିସାରା ଶୋଇବା ପରେ ମଧ୍ୟ ଦିନସାରା କ୍ଳାନ୍ତ ଅନୁଭବ କରୁ ଏବଂ କାମ କରିବାରେ ମନ ଲାଗେନି। ଯଦି ଆପଣ ଆପଣଙ୍କର କିଛି ଅଭ୍ୟାସରେ ପରିବର୍ତ୍ତନ କରନ୍ତି ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି , ତେବେ ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିବାରେ ସାହାଯ୍ୟ କରିବ।

‘ବିବାହ କରିବାର ପ୍ଲାନିଂ ନାହିଁ’; ପ୍ରେମିକକୁ ଭେଟି ପାକିସ୍ତାନରୁ ଫେରିବେ ଅଞ୍ଜୁ

ସୀମା-ସଚିନଙ୍କ ପରେ ଏବେ ଅଞ୍ଜୁ-ନସରୁହ୍ଲା ଲଭ୍ ଷ୍ଟୋରୀ ଖୁବ୍‌ ଚର୍ଚ୍ଚାରେ ରହିଛି । ଭାରତୀୟ ପୁଅ ପ୍ରେମରେ ପଡ଼ି ସୀମା ଡେଇଁ ଆସିଥିଲେ ସୀମା ହାଇଦର । ଆଉ ଏବେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ହୋଇ ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡ଼ି ବର୍ଡର ଡେଇଁଛନ୍ତି ଭାରତର ଅଞ୍ଜୁ ।

OSSC JE civil main exam 2023 canceled due to paper leak
ପ୍ରଶ୍ନପତ୍ର ଲିକ୍ କାରଣରୁ OSSC ଜେଇ ମେନ୍ ପରୀକ୍ଷା ବାତିଲ; ଜାଣନ୍ତୁ ନୂଆ ତାରିଖ

ପ୍ରଶ୍ନପତ୍ର ଲିକ୍ କାରଣରୁ OSSC ଜେଇ ମେନ୍ ପରୀକ୍ଷା ବାତିଲ ହୋଇଛି। ଜୁନିୟର ଇଞ୍ଜିନିୟର (ସିଭିଲ୍) ମୁଖ୍ୟ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ପୋଲିସ ନିଶ୍ଚିତ କରିବା ପରେ ଓଡିଶା କର୍ମଚାରୀ ଚୟନ ଆୟୋଗ (OSSC) ଜେଇ ସିଭିଲ୍ ମେନ୍ ପରୀକ୍ଷାକୁ ବାତିଲ କରିଦେଇଛି।

Sahara Refund Portal
କେମିତି ଟଙ୍କା ଫେରି ପାଇବେ ସାହାରା ଜମାକାରୀ; ଜାଣନ୍ତୁ ସବିଶେଷ ତଥ୍ୟ...

ସାହାରା ରିଫଣ୍ଡ ପୋର୍ଟାଲ ବା ୱେବସାଇଟରେ ଜମାକାରୀ କିଭଳି ଟଙ୍କା ଫେରିପାଇବେ ସେ ବାବଦରେ ଏହି ପୋର୍ଟାଲରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି ।

Sunny deol break silence on gadar-2 and omg-2 box office clash
'ଗଦର ୨' ସହ 'ଓଏମ୍‌ଜି ୨'ର ଲଢେଇକୁ ନେଇ ସନୀ ଦେଓଲ ଅସନ୍ତୁଷ୍ଟ; କହିଲେ ଏମିତି…

ଦୁଇ ବଡ଼ ତାରକାଙ୍କ ଫିଲ୍ମ ଗୋଟିଏ ଦିନରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଯାଉଛି। 'ଗଦର ୨' ସହ 'ଓଏମ୍‌ଜି ୨'ର ଲଢେଇ ହେବ। ଆଜିକାଲି ଉଭୟ ଟପ୍ ଷ୍ଟାରଙ୍କ ଫିଲ୍ମର ଲଢେଇକୁ ନେଇ ଅନେକ ଆଲୋଚନା ହେଉଛି। ବର୍ତ୍ତମାନ ଫିଲ୍ମର ବକ୍ସ ଅଫିସରେ ସଂଘର୍ଷକୁ ନେଇ ସନୀ ଦେଓଲ ନିଜେ ପ୍ରତିକ୍ରିୟା ଦେଇଛନ୍ତି।

What is bluebugging attack how to prevent bluebugging
ବ୍ଲୁଟୁଥ୍‌ ବ୍ୟବହାର କରୁଥିଲେ ସାବଧାନ ! ହ୍ୟାକ୍‌ ହୋଇପାରେ ଆପଣଙ୍କ ଫୋନ୍‌

ହ୍ୟାକରମାନେ ଆପଣଙ୍କର ବ୍ଲୁଟୁଥ୍ ସର୍ଚ୍ଚ କରି ମୋବାଇଲ୍ ହ୍ୟାକ୍ କରିପାରନ୍ତି । ଏହା ଛଡ଼ା ଆପଣଙ୍କ ମୋବାଇଲ୍‌ରୁ ବ୍ୟାଙ୍କ ଆକାଉଣ୍ଟ ପରି କିଛି ଜରୁରୀ ଡାଟା ମଧ୍ୟ ଚୋରି ହୋଇପାରେ ।