• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ଆଇଆଇଟି କ୍ୟାଣ୍ଟିନରେ ବିବାଦୀୟ ପୋଷ୍ଟର; ‘ଏଠି କେବଳ ଶାକାହାରୀ ବସିବେ’

ହଷ୍ଟେଲ ପକ୍ଷରୁ ମଧ୍ୟ ମେଲ୍‌ ଆସିଥିଲା । କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏପରି ଆଚରଣ ଗ୍ରହଣୀୟ ନୁହେଁ ବୋଲି କୁହାଯାଇଥିଲା ।

 Women In Manipur Video Approach Supreme Court
ମଣିପୁର ଭାଇରାଲ୍‌ ଭିଡିଓ ମାମଲା: ସୁପ୍ରିମକୋର୍ଟ ପହଞ୍ଚିଲେ ପୀଡ଼ିତା

ମଣିପୁର ଭାଇରାଲ୍‌ ଭିଡ଼ିଓ ମାମଲାରେ ୨ ଜଣ ପୀଡ଼ିତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ପୀଡ଼ିତା ପିଟିସନ୍‌ ଦାଖଲ କରିଛନ୍ତି।

4 dead after Railway Protection Force jawan opens fire on train
ଟ୍ରେନ୍‌ ଭିତରେ ଯାତ୍ରୀଙ୍କ ଉପରକୁ ଗୁଳିମାଡ଼ କଲେ RPF କନଷ୍ଟେବଲ୍‌, ୪ ମୃତ

ଚଳନ୍ତା ଟ୍ରେନ୍‌ରେ ଗୁଳିମାଡ଼। RPF କନଷ୍ଟେବଲ୍‌ଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଛି। । ଫାୟାରିଂ ପରେ କନଷ୍ଟେବଲ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ।

Career tips how to become air hostess
Career Tips: ଏୟାର ହୋଷ୍ଟେସ୍‌ ହେବାକୁ ଚାହୁଁଛନ୍ତି କି…ଆପଣଙ୍କ ପାଇଁ ଟିପ୍ସ

ଯେଉଁମାନେ ବିମାନ ଚଳାଚଳ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବହୁତ ବଡ଼ ସୁଯୋଗ ଅଛି। ଆପଣ ଯଦି ଏଥିପାଇଁ ଇଛୁକ ତେବେ ଏହି ଟିପ୍ସଗୁଡିକ ଉପରେ ନଜର ପକେଇ ନିଅନ୍ତୁ। ଏହା ଆପଣଙ୍କ ଲକ୍ଷ ପୂରଣ କରିବାରେ ସହାୟକ ହେବ।

5 healthy foods will increase happy hormones in the body
Health Tips: ଆପଣ ସବୁବେଳେ ଚାପରେ ରହୁଛନ୍ତି କି; ଖାଆନ୍ତୁ ଏହି ୫ ଖାଦ୍ୟ; ମିଳିବ ମୁକ୍ତି

ରାଗିବା ଠାରୁ ଆରମ୍ଭ କରି ଖୁସି ହେବା ପର୍ଯ୍ୟନ୍ତ, ହରମୋନର ବହୁତ ପ୍ରଭାବ ଥାଏ। ଆପଣ ନିଶ୍ଚୟ ଦେଖିଥିବେ ଯେ ଦୁର୍ବଳ ଏବଂ ଅସୁସ୍ଥ ଲୋକମାନେ ଅଧିକ ଚିଡିଚିଡା ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ହାପି ହରମୋନ୍‌ଗୁଡ଼ିକୁ ସକ୍ରିୟ ହୋଇଥାନ୍ତି।

‘Meri Mati Mera Desh’ campaign
ଦେଶବ୍ୟାପୀ ଆରମ୍ଭ ହେବ ‘ମୋ ମାଟି, ମୋ ଦେଶ’ ଅଭିଯାନ

ମନ୍ କି ବାତରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି। ଦେଶର ସହିଦଙ୍କୁ ସମ୍ମାନ ଜଣାଇ ଅଭିଯାନ ଆରମ୍ଭ ହେବ। ସାରା ଦେଶରେ ସହିଦଙ୍କ ସ୍ମୃତିରେ ବହୁ କାର୍ଯ୍ୟକ୍ରମ ଆୟୋଜନ ହେବ।

 Opposition MPs from the INDIA bloc submitted a memorandum to the governor
ମଣିପୁର ରାଜ୍ୟପାଳଙ୍କୁ ଭେଟିଲେ ବିରୋଧୀ ‘INDIA’ ମେଣ୍ଟ: ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ଦେଲେ ଦାବିପତ୍ର

ମଣିପୁରରେ ଗତ ୯୦ ଦିନ ଧରି ବିଗିଡ଼ି ଯାଇଛି ଆଇନ୍ ଶୃଙ୍ଖଳା ପରିସ୍ଥିତି। ତେଣୁ ତୁରନ୍ତ ଶାନ୍ତି ଫେରାଇ ଆଣିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ବିରୋଧୀ ମେଣ୍ଟ।

2024 LS Polls Predictions
'ଏବେ ଭୋଟ୍ ହେଲେ ପୁଣି ସରକାର ଗଢ଼ିବ NDA'

ଇଣ୍ଡିଆ ଟିଭି- CNXର ଓପିନିଅନ୍ ପୋଲ୍ ଆକଳନରୁ ଏହି ତଥ୍ୟ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା, ବିତର୍କ ଆରମ୍ଭ ହୋଇଛି।

Bomb Blast In Pakistan
ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪୦ ମୃତ, ୮୦ରୁ ଅଧିକ ଆହତ

ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ। ବିସ୍ଫୋରଣରେ ୪୦ ମୃତ, ୮୦ ଆହତ। ଖାଇବର ପଖତୁନଖ୍ୱାରେ ବିସ୍ଫୋରଣ ହୋଇଛି।

Jawan Missing
କାଶ୍ମୀର କୁଲଗାମରୁ ଯବାନ ନିଖୋଜ; କାରରେ ପଡିଛି ଚପଲ, ଲାଗିଛି ରକ୍ତ ଛିଟା

ଛୁଟିରେ ଘରକୁ ବୁଲି ଆସିଥିବା ସୈନିକ ନିଖୋଜ। କାର୍ ନିକଟରୁ ଚପଲ ଏବଂ ରକ୍ତ ଛିଟା ଠାବ।

Job in NIT silchar registration process going on
NITରେ ପୂରଣ ହେବ ୧୦୯ ପଦବୀ; ଚାଲିଛି ଆବେଦନ, ଜାଣନ୍ତୁ ଶେଷ ତାରିଖ

ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT) ରେ କାମ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ନ୍ୟାସ୍‌ନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସିଲ୍‌ଚର ୧୦୯ ଟି ଅଣ-ଶିକ୍ଷଣ ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି।

Dharmendra kissing scene with son sunny deol rumoured girlfriend shocked everyone
ଏମିତି ହୋଇଥିଲା ପରିସ୍ଥିତି ଯେତେବେଳେ ଧର୍ମେନ୍ଦ୍ର ତାଙ୍କ ପୁଅର ଗାର୍ଲ ଫ୍ରେଣ୍ଡକୁ କିସ୍ କଲେ…

'ରକୀ ଔର୍ ରାନୀ କି ପ୍ରେମ୍‌ କାହାନି'ରେ ଧର୍ମେନ୍ଦ୍ର ଏବଂ ଶବାନା ଆଜମୀଙ୍କ କିସ୍ ସିନ୍‌କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କିନ୍ତୁ କିସ୍ ସିନ୍ ଦେଇ ଚର୍ଚ୍ଚାରେ ରହିବା ଧର୍ମେନ୍ଦ୍ରଙ୍କ ପାଇଁ ଏହା ପ୍ରଥମ ନୁହେଁ। ଯେତେବେଳେ ସନୀ ଦେଓଲଙ୍କ ଗାର୍ଲ ଫ୍ରେଣ୍ଡକୁ ଧର୍ମେନ୍ଦ୍ର କିସ୍ ଦେଇଥିଲେ ସେତେବେଳେ…

India TV CNX opinion poll
ତେଜିଲା ଓପିନିଅନ ପୋଲ୍ ରାଜନୀତି; ସର୍ଭେକୁ ନେଇ BJD-BJP କଥା କଟାକଟି

ଓଡ଼ିଶାରେ ବିଜୁ ଜନତା ଦଳ ଅଧିକ ଗୋଟିଏ ସିଟ ଜିତି ୧୩ଟି ଲୋକସଭା ସିଟ ହାତେଇବ । ଭାରତୀୟ ଜନତା ପାର୍ଟି ୮ ଆସନ ପାଇବାକୁ ଥିବା ବେଳେ ଅନ୍ୟ ଦଳ ବା ସ୍ୱାଧୀନ ପ୍ରାର୍ଥୀ ଜିତି ପାରିବେ ନାହିଁ ବୋଲି ସର୍ଭେ ଆଳକନ କରିଛି ।

tweet button
ଲୋଗୋ ପରେ ବଦଳିଯିବ ‘ଟ୍ୱିଟ୍‌’ର ନାଁ ! ୟୁଜର୍ସଙ୍କ ପ୍ରଶ୍ନର ସିଧା ଉତ୍ତର ଦେଲେ ଏଲନ୍‌

ସୂଚନା ଅନୁସାରେ ଉପଭୋକ୍ତା ବା ୟୁଜର୍ସମାନେ ଗୁଗଲ ପ୍ଲେ-ଷ୍ଟୋରରେ ଟ୍ୱିଟରକୁ ଯଦି ସର୍ଚ୍ଚ କରନ୍ତି, ତେବେ ଟ୍ୱିଟର ମିଳିବ ନାହିଁ । ସେମାନେ ଟ୍ୱିଟର ବଦଳେରେ ‘X’କୁ ପାଇପାରିବେ ।

How to make kids memory sharp with long lasting learning tips
Parenting Tips: ଆପଣଙ୍କ ପିଲା ପାଠ ମନେରଖୁନି କି… ଆପଣାନ୍ତୁ ଏହି ୪ ଟିପ୍ସ୍‌

କିଛି ପିଲା ପାଠ ପଢିବାରେ ଖୁବ୍ ମେଧାବୀ ଥିବାବେଳେ ଆଉ କେତେକଙ୍କର ସ୍ମୃତିଶକ୍ତି ଖୁବ୍ ଦୁର୍ବଳ ଥାଏ। ଏପରି ପରିସ୍ଥିତିରେ, ସେମାନେ ପଢିଥିବା ବିଷୟଗୁଡ଼ିକୁ ଖୁବ ଶୀଘ୍ର ଭୁଲିଯାଆନ୍ତି। ଯଦି ଆପଣଙ୍କ ପିଲା ଏଭଳି ସମସ୍ୟାର ସମ୍ମୁଖିନ ହେଉଛନ୍ତି, ତେବେ ୪ଟି ପାଠପଢା ଟିପ୍ସ ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରେ।

 Fire breaks out at a hospital
ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ବେସମେଣ୍ଟରୁ ବାହାରୁଛି ପ୍ରବଳ ଧୂଆଁ

୧୨୫ ରୁ ଅଧିକ ରୋଗୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର,ଗୁଜରାଟ ଅହମ୍ମଦାବାଦ ସ୍ଥିତ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ।

drone attack
ଋଷ ଉପରେ ୟୁକ୍ରେନ୍‌ର ବଡ଼ ଡ୍ରୋନ୍ ଆକ୍ରମଣ, ବନ୍ଦ କରାଗଲା ମସ୍କୋ ଏୟାରପୋର୍ଟ

ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣରେ ଋଷର ୨ଟି କୋଠା ନଷ୍ଟ ହୋଇଯାଇଛି ।

PSLV-C56 vehicle launches
ଇସ୍ରୋର ସଫଳତା; PSLV C56 ଦ୍ୱାରା ସିଙ୍ଗାପୁରର DS-SAR ସାଟେଲାଇଟର ଉତକ୍ଷେପଣ

ପିଏସଏଲଭି ସି 56 ଦ୍ୱାରା ସିଙ୍ଗାପୁରର DS-SAR ସାଟେଲାଇଟର ଉତକ୍ଷେପଣ କରାଯାଇଛି। ଏହି ସାଟେଲାଇଟ୍ ରାଡାର ମାଧ୍ୟମରେ ପୃଥିବୀର ବିଭିନ୍ନ ଛବି ଉତ୍ତୋଳନ କରିପାରିବ ।

4 great benefits of mango peels rich in many nutrients
Health Tips: ଆମ୍ବ ଚୋପାରେ ରହିଛି ଅନେକ ଭିଟାମିନ୍; କର୍କଟ ଭଳି ସମସ୍ୟା ବି ହ୍ରାସ କରେ

ଆପଣ ହୁଏତ ଖାଲି ଆମ୍ବର ରସକୁ ଖାଇ ଏହାର ଚୋପାକୁ ଫୋପାଡି ଦେଉଥିବେ। କିନ୍ତୁ ଆପଣ ଜାଣନ୍ତି କି ଆମ୍ବ ଚୋପା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ! ଏହାର ଉପକାରିତା ବିଷୟରେ ଜାଣିଲେ ଆପଣ ହୁଏତ ଅନୁତାପ କରିପାରନ୍ତି।

Meet PM Modi's Look-Alike Vikas Mahante
ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ବନ୍ କପି: ସେଇ ଲୁକ୍, ସେଇ ଠାଣି

ଦେଶର ରାଜନୈତିକ ଛକାପଞ୍ଝା ଭିତରେ, ବେଳେ ବେଳେ ଏମାନଙ୍କୁ ବି ନେଇ ହୁଏ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ମିଳେ ସେଲିବ୍ରିଟି ଫିଲ୍ ।

Andhra Pradesh farmer
ଟମାଟୋ ଖୋଲିଦେଲା ଭାଗ୍ୟ ; ୪୫ ଦିନରେ ରୋଜଗାର କଲେ ୪ କୋଟି

ଟମାଟୋର ଚଢ଼ାଦର ଥିବାରୁ ୧ କେଜି ବଦଳରେ ୨୫୦ ଗ୍ରାମ କିଣୁଛନ୍ତି ଗ୍ରାହକ । ହେଲେ ଏହାରି ଭିତରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚିକତ କରିଦେବ । ଜଣେ ବ୍ୟବସାୟୀ ଟମାଟୋ ବିକ୍ରି କରି ରୋଜଗାର କରିଛନ୍ତି ୪ କୋଟି ଟଙ୍କା ।

World's most profitable film
ବିଶ୍ୱର ସବୁଠାରୁ ଲାଭଦାୟକ ଫିଲ୍ମ; ୬ ଲକ୍ଷରେ ତିଆରି ୮୦୦କୋଟି ରୋଜଗାର

୨୦୦୭ ରେ ‘ପାରାନର୍ମାଲ୍ ଆକ୍ଟିଭିଟି’ ନାମକ ଏକ ସ୍ୱଳ୍ପ ବଜେଟ’ର ହରର୍‌ ଫିଲ୍ମ ସାମ୍ନାକୁ ଆସିଥିଲା। ଏହି ଫିଲ୍ମଟି ମାତ୍ର ଚାରି ଜଣ ବ୍ୟକ୍ତିଙ୍କୁ ନେଇ ମାତ୍ର ୬ ଲକ୍ଷ ଟଙ୍କାର ବଜେଟ୍‌ରେ ସୀମିତ ଥିଲା। ଏହା ହିଟ୍ ହୋଇଥିଲା ଏବଂ ସାରା ବିଶ୍ୱରେ ପ୍ରାୟ ୮୦୦ କୋଟି ଟଙ୍କା ରୋଜଗାର କରିଥିଲା।

Jharkhand
ମହରମରେ ‍ବଡ଼ ଅଘଟଣ: ବିଦ୍ୟୁତ ଆଘାତରେ ୪ ମୃତ,୧୩ ଆହତ

ମହରମ୍‌ ଶୋଭାଯାତ୍ରା ସମୟରେ ମାଡ଼ି ଆସିଲା ମୃତ୍ୟୁ । ଚାଲିଗଲା ୪ ଜୀବନ..

Sonia Gandhi
ରାହୁଲଙ୍କୁ ବାହା କରାଇବାକୁ ମହିଳା ଚାଷୀଙ୍କ ପରାମର୍ଶ : ସୋନିଆ ହସି ହସି କହିଲେ, ‘ତୁମେ ଝିଅଟିଏ ଖୋଜ..’

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ।

pawan kalian sai dharma tej bro movie box office collection
ବକ୍ସ ଅଫିସ୍‌ରେ ହଇଚଇ କରୁଛି ପୱନ କଲ୍ୟାଣଙ୍କ 'ବ୍ରୋ'; ଆଶ୍ଚର୍ଯ୍ୟ କରୁଛି ପ୍ରଥମ ଦିନର ରୋଜଗାର

ପୱନ କଲ୍ୟାଣଙ୍କ 'ବ୍ରୋ' ପ୍ରଥମ ଦିନରେ ଏକ ଜବରଦସ୍ତ ଓପେନିଙ୍ଗ୍‌ କରିଛି। ଫିଲ୍ମକୁ ପ୍ରଥମ ଦିନରେ ବକ୍ସ ଅଫିସରେ ଅନେକ ଦର୍ଶକ ମିଳିଛନ୍ତି। ସପ୍ତାହ ଶେଷରେ ଫିଲ୍ମର ଆୟ ଆହୁରି ବୃଦ୍ଧି ପାଇବ ବୋଲି ଆଶା ମଧ୍ୟ କରାଯାଉଛି। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ଏହାର ପ୍ରଥମ ଦିନର ରୋଜଗାର।