• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

MP man shoots wife for wearing perfume while going out
ସ୍ତ୍ରୀର ସଜବାଜ ଦେଖି ସହିପାରିଲାନି ସ୍ୱାମୀ, ସିଧା ଗୁଳି କରିଦେଲା

ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସାମାନ୍ୟ ବଚସା ଚାଲିଥିବା ବେଳେ ଆଜି ତାହା ଉଗ୍ରରୂପ ନେଇଥିଲା

Deepika Padukone gives mukesh ambani a worm hug at manish malhotras fashion show
Viral Video:ମୁକେଶ ଅମ୍ବାନୀଙ୍କୁ ଆଲିଙ୍ଗନ କଲେ ଦୀପିକା ପାଦୁକୋନ; ଭିଡିଓ ହେଲା ଭାଇରାଲ୍

ମନୀଷ ମଲହୋତ୍ରାଙ୍କ ଫ୍ୟାଶନ ଶୋ’ରେ ମୁକେଶ ଅମ୍ବାନୀ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦୀପିକା ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଦେଖି ଆଲିଙ୍ଗନ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।

10th pass technician junior engineer in railway
ଦଶମ ପାଶ୍ କରିଥିଲେ ରେଳବାଇରେ ଚାକିରି; ପୂରଣ ହେବ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍, ଜୁନିଅର ଇଞ୍ଜିନିୟର ପଦବୀ

ଯଦି ଆପଣ ଦଶମ ପାଶ୍ କରିଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଦଶମ ପାଶ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇରେ ଚାକିରି ସୁଯୋଗ ଅଛି। ଏହା ଅଧୀନରେ, ବର୍ତ୍ତମାନ ୧୦୦୦ ରୁ ଅଧିକ ନିଯୁକ୍ତି କରାଯିବ।

Kargil Vijay Diwas 2023 history and importance facts
Kargil Vijay Diwas 2023: ଭାରତୀୟ ସେନାକୁ ସମ୍ମାନିତ କରିବାର ଦିନ ‘କାର୍ଗିଲ୍ ବିଜୟ ଦିବସ’

‘କାର୍ଗିଲ୍ ବିଜୟ ଦିବସ’ ଇତିହାସ ପୃଷ୍ଠାରେ ଗୌରବର ଦିନ। ଭାରତୀୟ ସେନାକୁ ସମ୍ମାନିତ କରିବାର ଦିନ। ସେଥିପାଇଁ ପ୍ରତିବର୍ଷ ୨୬ ଜୁଲାଇକୁ ‘କାର୍ଗିଲ ବିଜୟ ଦିବସ’ ଭାବରେ ପାଳନ କରାଯାଏ। ଏହି ଅବସରରେ ଦେଶର ସହିଦମାନଙ୍କୁ ସ୍ମରଣ କରିବା ସହ ଅଭିବାଦନ ପ୍ରଦାନ କରାଯାଏ।

Kargil Vijay Diwas 5 amazing facts
Kargil Vijay Diwas 2023: କାର୍ଗିଲ ଯୁଦ୍ଧକୁ ନେଇ ୫ଟି ତଥ୍ୟ; ପାକିସ୍ତାନର ଥିଲା ବଡ଼ ଷଡ଼ଯନ୍ତ୍ର

କାର୍ଗିଲ ଯୁଦ୍ଧକୁ ୨୪ ବର୍ଷ ବିତିଗଲାଣି। ଜାମ୍ମୁ କାଶ୍ମୀରର କାର୍ଗିଲ ସେକ୍ଟରରେ ଭାରତୀୟ ସେନା ପାକିସ୍ତାନ ବିରୋଧରେ 'ଅପରେସନ୍ ବିଜୟ' ନାମରେ ଯୁଦ୍ଧ ଲଢିଥିଲା, ଯାହା ବର୍ତ୍ତମାନ ଲଦାଖ ଅଟେ। ଆସନ୍ତୁ ଏହି ଯୁଦ୍ଧକୁ ନେଇ ୫ଟି ତଥ୍ୟ ଉପରେ ନଜର ପକେଇ ନେବା।

3 unsung heroes of the 1999 kargil war
Kargil Vijay Diwas 2023: କାର୍ଗିଲ୍ ଯୁଦ୍ଧରେ ଭାରତମାତାକୁ ରକ୍ଷା କରିବା ପାଇଁ ବଳିଦାନ ଦେଇଥିବା ୩ ବୀରପୁତ୍ରଙ୍କ ଅମର କାହାଣୀ

ଆମେ ଅନେକ କାର୍ଗିଲ ହିରୋଙ୍କ ବିଷୟରେ ପଢିଥିବା ବା ଶୁଣିଥିବା, ଯେଉଁମାନଙ୍କ ବଳିଦାନକୁ ଆମେ କେବେ ଅଣଦେଖା କରିପାରିବା ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ୩ଜଣ ବୀରଙ୍କ କଥା କହିବୁ, ଯାହାଙ୍କ ନାଁ ଆପଣ ହୁଏତ ଶୁଣି ନଥିବେ। କିନ୍ତୁ ସେମାନଙ୍କ ବଳିଦାନ ବିନା ଏହି ଯୁଦ୍ଧ ଜିତିବା ସହଜ ନ ଥିଲା। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା।

Know how Pakistan did kargil war conspiracy and how it reveal by a shepherd
Kargil Vijay Diwas 2023: କିପରି ହୋଇଥିଲା କାର୍ଗିଲ୍ ଯୁଦ୍ଧର ଷଡଯନ୍ତ୍ର; ସାମାନ୍ୟ ଜଣେ ମେଷପାଳକ ଯୋଗୁଁ ପଣ୍ଡ ହେଲା ପାକିସ୍ତାନ ଚାଲ୍

ପ୍ରାୟ ୬୦ ଦିନ ଧରି ଚାଲିଥିବା କାର୍ଗିଲ୍ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଘଉଡାଇବା ସମୟରେ କାର୍ଗିଲର ଶିଖରରେ ବିଜୟର ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଗିଲ ଯୁଦ୍ଧର ଷଡଯନ୍ତ୍ର କିପରି ହୋଇଥିଲା ଏବଂ କିପରି ଜଣେ ସାମାନ୍ୟ ମେଷପାଳକ ହିଁ ପାକିସ୍ତାନର ଏହି ଷଡଯନ୍ତ୍ରକୁ ପର୍ଦାଫାସ କରିଥିଲେ ଆସନ୍ତୁ ସେ ବିଷୟରେ ଜାଣିବା।

Brief history of kargil war in datewise
Kargil Vijay Diwas 2023: କାର୍ଗିଲ୍ ଯୁଦ୍ଧର ଇତିହାସ; କେଉଁ ଦିନ କ’ଣ ହୋଇଥିଲା…

ଭାରତୀୟ ସେନାର ବିଜୟକୁ ମନେପକେଇବା ନେଇ ୨୬ ଜୁଲାଇରେ ‘କାର୍ଗିଲ ବିଜୟ ଦିବସ’ ପାଳନ କରାଯାଏ। ଦେଶର ସୀମା ରକ୍ଷା କରିବା ପାଇଁ ସାହସର ସହ ଯୁଦ୍ଧ କରି ବଳିଦାନ ଦେଇଥିବା ବୀର ସୈନିକମାନଙ୍କ ପାଇଁ ଏହା ଏକ ଶ୍ରଦ୍ଧାଞ୍ଜଳି ଦିବସ। ଏହି ଅବସରରେ ଆସନ୍ତୁ ତାରିଖ ଅନୁସାରେ ଯୁଦ୍ଧର ପୂରା ଇତିହାସ ଜାଣିନେବା।

Know name of some brave martyr who defeating Pakistan's conspiracy
Kargil Vijay Diwas 2023: ପାକିସ୍ତାରର ଷଡଯନ୍ତ୍ରକୁ ପଣ୍ଡ କରି ଭାରତକୁ ବିଜୟୀ କରିଥିବା କିଛି ବୀର ପୁତ୍ରଙ୍କ କାହାଣୀ

କାର୍ଗିଲ ଯୁଦ୍ଧରେ ଜିତିବା ଏତେ ସହଜ ନଥିଲା, କାରଣ ପାକିସ୍ତାନୀ ସେନା ପୂରା ଶିଖରରେ ଥିଲା। ଏନେଇ ଭାରତୀୟ ସେନାକୁ ବହୁତ ବୁଝାମଣା ଏବଂ ସାହସର ସହିତ ସେମାନଙ୍କ ପାଖରେ ପହଞ୍ଚିବାକୁ ପଡ଼ିଥିଲା ଏବଂ ସେମାନଙ୍କୁ ପରାସ୍ତ କରିବାକୁ ପଡ଼ିଲା। ସେଥିପାଇଁ ଏହି ଯୁଦ୍ଧରେ ଅନେକ ବୀର ପୁତ୍ର ନିଜ ଜୀବନକୁ ବାଜି ଲଗାଇଥିଲେ।

project-k is now kalki 2898ad glimpse revealed by makers
Teaser Release: ‘ପ୍ରୋଜେକ୍ଟ କେ’ ହେଲା ‘କଲ୍‌କୀ 2898 AD’; ପ୍ରଭାସଙ୍କ ଝଲକକୁ ଖୁବ ତାରିଫ୍

ସୁପର୍‌ଷ୍ଟାର୍‌ ପ୍ରଭାସ ଆଉ ଏକ ଫିଲ୍ମ ‘ପ୍ରୋଜେକ୍ଟ କେ’ ସହିତ ଫେରୁଛନ୍ତି, ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଲାଣି। ଫିଲ୍ମର ପୋଷ୍ଟରେ ପ୍ରଭାସଙ୍କ ଲୁକ୍ ଦେଖି ପ୍ରଶଂସକମାନେ ନିରାଶ ହୋଇଥିଲେ। ଏହି ସମୟରେ ଫିଲ୍ମର ଟିଜର ରିଲିଜ୍ ହୋଇଛି ଯେଉଁଥିରେ ଫିଲ୍ମର ନା ‘କଲ୍‌କୀ 2898 AD’ ରଖାଯାଇଛି।

Pakistani Canadian love story
LOVE ପାଇଁ କୁଛ୍‌ ବି କରେଗା; ପ୍ରେମିକ ଲାଗି ପାକିସ୍ତାନ ଚାଲିଗଲେ କାନାଡ଼ା ଝିଅ

ପାକିସ୍ତାନ ଗଣମାଧ୍ୟମ ସୂଚନା ଅନୁସାରେ ମୁକର୍ମ ପ୍ଲମ୍ବର ଭାବରେ କାମ କରନ୍ତି । ତାଙ୍କୁ ବିବାହ କରିବାକୁ କାନାଡର ଜଣେ ଯୁବତୀ ପାକିସ୍ତାନ ଯାଇଛନ୍ତି ।

Dead Body Bill-2023
ଆଉ ପଡ଼ିରହିବନି ଶବ; ମୃତଦେହ ରଖି ଧାରଣା ଦେଲେ ୨ ବର୍ଷ ଜେଲ୍‌

ରାଜସ୍ଥାନ ସରକାରଙ୍କ ପକ୍ଷରୁ ପାସ୍‌ କରାଯାଇଥିବା ଏହି ବିଲ୍‌ରେ ମୃତଦେହ ରଖି ଧାରଣା ଦେବାକୁ ବାରଣ କରାଯାଇଛି । ଏଥିରେ ଆହୁରି କୁହାଯାଇଛି କି, ଯେଉଁ ବ୍ୟକ୍ତିମାନେ କୌଣସି ଦାବି ପାଇଁ ମୃତଦେହ ରଖି ଧାରଣା ବା ବିକ୍ଷୋଭ ପ୍ରଦର୍ଶନ କରିବେ ସେମାନଙ୍କୁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିପାରେ ।

Kamal haasan had sleepless night after watching movie sholay
ଫିଲ୍ମ 'ଶୋଲେ'କୁ ଘୃଣା କରୁଥିଲେ କମଲ ହାସନ; ଦେଖିଲା ପରେ ଶୋଇ ପାରିନଥିଲେ...

କମଲ ହାସନ ଫିଲ୍ମ 'ଶୋଲେ'କୁ ନେଇ ଏକ ବିବାଦୀୟ ମତ ଦେଇଛନ୍ତି। କମଲ ହାସନ ଯେତେବେଳେ ଏହି ଫିଲ୍ମ ଦେଖିଲେ, ସେ ଏହାକୁ ଘୃଣା କରିଥିବା କହିଛନ୍ତି। ସେ ଏହି ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବରେ ଜଡିତ ଥିଲେ।

Tomato Price Hike
ଦଶମ ଫେଲ୍‌ କିନ୍ତୁ ଟମାଟୋ ବିକି ଏବେ କୋଟିପତି

ପିଲା ଦିନେ ମହିପାଲ ସ୍କୁଲ ଯାଉଥିଲେ । ହେଲେ ପାଠ ତାଙ୍କ ଦ୍ୱାରା ହେଲା ନାହିଁ । ଦଶମରେ ଫେଲ୍‌ ହେଲେ । ତା’ପରେ ଚାଷ କାମ ଆରମ୍ଭ କଲେ । ଚାଷରେ ବି ଫେଲ୍‌ ମାରିଲେ । ମାନେ ନିୟମିତ ଭାବେ ଯେଉଁ ଧାନ ଚାଷ ହୁଏ ସେଥିରେ ସେ ଫେଲ୍‌ ମାରିଲେ ।

Jim Arrington, 90-year-old world's oldest bodybuilder
ବୟସ ସିନା ୯୦, ଆଜି ବି ଫିଟ୍‌; ଜାଣନ୍ତୁ କିଏ ବିଶ୍ୱର ବୟସ୍କ ବଡିବିଲ୍ଡର

ଦୈନନ୍ଦିନ ରୁଟିନ୍‌ରେ ରହିଛି ଜିମ୍‌ । ଏଥି ସହ ଡାଏଟ୍‌ ମଧ୍ୟ କରନ୍ତି ସେ । ବର୍ତ୍ତମାନ ଫିଟନେସ୍ ଉତ୍ସାହୀମାନଙ୍କ ପାଇଁ ପ୍ରକୃତ ପ୍ରେରଣା ପାଲଟିଛନ୍ତି ଅରିଙ୍ଗଟନ୍‌ ।

Train Ticket
ରେଳ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଗୋଟିଏ ସର୍ଚ୍ଚରେ ସବୁ ଷ୍ଟେସନ୍‌ର ମିଳିବ ସୂଚନା

ପୂର୍ବରୁ କେବଳ ନିର୍ଦ୍ଧିଷ୍ଟ ଷ୍ଟେସନ ସର୍ଚ୍ଚ କଲେ ସେହି ବିଷୟରେ ତଥ୍ୟ ମିଳୁଥିଲା । କିନ୍ତୁ ଏବେ ସେହି ଷ୍ଟେସନ ସମେତ ଆଖପାଖ ଷ୍ଟେସନର ସମସ୍ତ ସୂଚନା ମିଳିପାରିବ ।

Chandrayaan 2 launch date
Chandrayaan 2: ଚନ୍ଦ୍ରୟାନ-୩ ର ଉତ୍‌କ୍ଷେପଣ ଅବସରରେ ମନେପଡେ ଚନ୍ଦ୍ରୟାନ-୨ ର ଇତିହାସ

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ବର୍ତ୍ତମାନ ଚନ୍ଦ୍ରୟାନ ୩ର ଉତ୍‌କ୍ଷେପଣ କରିଛି। ଉତ୍‌କ୍ଷେପଣ ହେବା ପରେ ଏହା ୨୩ କିମ୍ବା ୨୪ ଅଗଷ୍ଟରେ ଚନ୍ଦ୍ର ପୃଷ୍ଠରେ ସପ୍ଟ ଲାଣ୍ଡିଂ କରିବ ବୋଲି ଆଶା କରାଯାଉଛି। ISRO ଚନ୍ଦ୍ରୟାନ -୩ ରେ ମଧ୍ୟ ଅନେକ ପରିବର୍ତ୍ତନ କରିଛି।

Love Story
ଅଜବ ପ୍ରେମ ! ପ୍ରେମିକାକୁ ଦେଖା କରିବାକୁ ଗାଁରୁ ଲାଇନ୍ କାଟୁଥିଲା ପ୍ରେମିକ, ତା’ପରେ...

ଗାଁ ଲୋକେ କିଛି ବୁଝି ପାରନ୍ତି ନାହିଁ । କାହିଁକି କଟୁଛି ବିଜୁଳି ? କାରଣ କ’ଣ ?

Tours And Travels
ଆଶ୍ଚର୍ଯ୍ୟ ! ମାତ୍ର ୧୦ ବର୍ଷ ବୟସରେ ୫୦ ଦେଶ ବୁଲିଲେଣି, ଦିନେ ବି ସ୍କୁଲ ବନ୍ଦ କରିନାହାନ୍ତି

ବଡ଼ ଆଶ୍ଚର୍ଯ୍ୟର କଥା ହେଲା, ଆଦିତି ୧୦ ବର୍ଷର ହୋଇଥିବା ବେଳେ ୫୦ ଦେଶ ବୁଲିବା ସହ ଗୋଟିଏ ବି ଦିନ ସେ ତାଙ୍କର ସ୍କୁଲ ମିସ୍‌ କରି ନାହାନ୍ତି  ।

UP Murder
ବୀଭତ୍ସ ହତ୍ୟା ! ବଚସା ପରେ ଭଉଣୀର ମୁଣ୍ଡ କାଟିଦେଲା ଭାଇ, ଥାନାରେ କଟାମୁଣ୍ଡ ଧରି ପହଞ୍ଚିଲା

ଭଉଣୀକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ଥାନାରେ କଟାମୁଣ୍ଡ ଧରି ପହଞ୍ଚିଛି ଭାଇ । ୨୨ ବର୍ଷିୟ ଭାଇ ରିୟାଜ ୧୮ ବର୍ଷିୟ ଭଉଣୀ ଆଶିଫାକୁ ହତ୍ୟା କରିଛି । ଉଭୟଙ୍କ ମଧ୍ୟରେ କଛି କଥାକୁ ନେଇ ବଚସା ହେବା ପରେ ଏହି ହତ୍ୟାକାଣ୍ଡ ଘଟିଛି ।

Newly-wed bride collapses
ନାଚୁ ନାଚୁ ବେହୋସ୍‌ ହୋଇଗଲା କନ୍ୟା..ହେଲେ ବର...

ଇଏ କଣ? ନୂଆ ବାହା ହେବା ପରେ ଧମାକାଦାର୍‌ ନାଚୁଥିଲେ ବର-କନିଆଁ । ହେଲେ ହଠାତ୍‌ ପଡିଗଲେ ବୋହୂ...କିନ୍ତୁ ଏହାପରେ ଯାହା ହେଲା..ଦେଖନ୍ତୁ ଏହି ଭିଡିଓ

Chandrayaan 2
ଠିକ୍‌ ୪ ବର୍ଷ ତଳେ ଆଜି ISRO ସଫଳତାର ସହ ଉତକ୍ଷେପଣ କରିଥିଲା ଚନ୍ଦ୍ରାୟାନ୍-୨

୬ ସେପ୍ଟେମ୍ବର, ୨୦୧୯ର ରାତି ଗୋଟାଏ ୩୮ । ଚନ୍ଦ୍ରର ଦକ୍ଷିଣ ମେରୁରେ କଷ୍ଟସାଧ୍ୟ ଚନ୍ଦ୍ରାବତରଣର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବିକ୍ରମ ଲ୍ୟାଣ୍ଡର୍ ସଫ୍ଟ ଲ୍ୟାଣ୍ଡି କରିଥାନ୍ତା ।ରୋଭର୍ ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥାନ୍ତା ଆଉ ଆରମ୍ଭ ହୋଇଥାନ୍ତା, ଜହ୍ନ ରାଇଜର ରହସ୍ୟ ଖୋଜା । ଧୀରେ ଧୀରେ ଦୂରତା କମି କମି ଲ୍ୟାଣ୍ଡର ଓହ୍ଲାଇବାର ଶେଷ ୧୫ ମିନିଟ୍ ଆସି ପହଞ୍ଚିଲା

Eye On All Manipur Incidents
ଏବେ ମଣିପୁରରେ ସମସ୍ତ ଘଟଣା ଉପରେ ନଜର, ୬ ହଜାର ମାମଲା ରୁଜୁ

ମଣିପୁର ବର୍ବର କାଣ୍ଡକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି। ଗୋଟିଏପଟେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ସରକାରୀ ଏଜେନ୍ସି ଓ ସୁରକ୍ଷା ବାହିନୀ ମଣିପୁରରେ ଘଟିଥିବା ସମସ୍ତ ଘଟଣାକୁ ଯାଞ୍ଚ କରିଛନ୍ତି।

Virat Kohli
ସାଢ଼େ ୪ ବର୍ଷ ପରେ ବିଦେଶ ମାଟିରେ ବିରାଟଙ୍କ ବ୍ୟାଟରୁ ଶତକ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପୋର୍ଟଅଫ୍ ସ୍ପେନ ଟେଷ୍ଟରେ ଶକତ ହାସଲ । ଟେଷ୍ଟରେ ୨୯ ଶତକ ସହ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ।

Naveen Patnaik - Jyoti Basu
ମୁଖ୍ୟମନ୍ତ୍ରୀ ଭାବେ ନବୀନ ଭାଙ୍ଗିଲେ ଜ୍ୟୋତି ବସୁଙ୍କ ରେକର୍ଡ, ଏବେ ଦେଶରେ ଦ୍ୱିତୀୟ

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଲେ ନବୀନ । ବନିଛନ୍ତି ଦେଶର ଦ୍ୱିତୀୟ ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ ।