• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Due to incessant rainfall water logging situation in nagpur
ପାଣିରୁ ବାହାରିବା ପାଇଁ ଦଉଡ଼ି ସାହା ଭରସା...କେତେବେଳେ କ’ଣ ଘଟିବ କହିବା ମୁସ୍କିଲ୍‌

ବୁଡ଼ିଲା, ବୁଡ଼େଇଲା...ବର୍ଷାରେ ବୁଡ଼ିଲା ଅଧା ସହର। ପାଣିରୁ ବାହାରିବା ପାଇଁ ଦଉଡ଼ି ସହାୟତାରେ ଏପଟରୁ ସେପଟେ ଯା’ଆସ କରୁଛନ୍ତି ଲୋକେ।

India-Canada relation deteriorates further after Canada PM Justin Trudeau’s remark on Indian govt
ଖଲିସ୍ତାନୀ ଆତଙ୍କବାଦୀ ହତ୍ୟାକାଣ୍ଡ ମାମଲା: ପୁଣି ଭାରତ ଉପରକୁ ଦୋଷ ଠେଲିଲେ କାନାଡା ପିଏମ୍

କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ପୁଣି ଭାରତକୁ ଘେରିଛନ୍ତି।

International Day of Sign Languages know history and importance
International Day of Sign Languages: କେତେ ଗୁରୁତ୍ୱପୂର୍ଣ୍ଣ ସାଙ୍କେତିକ ଭାଷା; ସମସ୍ତେ ଜାଣିବା ଜରୁରୀ କି…

ଯେଉଁମାନେ କଥାବାର୍ତ୍ତା କିମ୍ବା ଶୁଣିବାରେ ଅସମର୍ଥ ସେମାନଙ୍କ ପାଇଁ ସାଙ୍କେତିକ ଭାଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିରେ, ଶରୀରର ହାବଭାବ ମାଧ୍ୟମରେ ବ୍ୟକ୍ତିଙ୍କ ସହିତ ବାର୍ତ୍ତାଳାପ କରାଯାଇଥାଏ। ଆସନ୍ତୁ ଜାଣିବା ଏହାର ଇତିହାସ ଓ ମହତ୍ତ୍ୱ।

SBI former officer Rajnesh Kumar
SBI ଚାକିରି କାଳରେ ଯେତିକି ରୋଜଗାର କରିନଥିଲେ, ଏବେ ତା'ର ୩ ଗୁଣା ରୋଜଗାର କରୁଛନ୍ତି ରଜନୀଶ

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ପୂର୍ବତନ ଅଧ୍ୟକ୍ଷ ରଜନୀଶ କୁମାର ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାରେ ଥାଆନ୍ତି । କାରଣ ଚେୟାରମ୍ୟାନ ଭାବରେ ସେ କେତେ ଦରମା ପାଆନ୍ତି ତାହାକୁ ପ୍ରକାଶ କରିଥିଲେ । ଆଉ ଏବେ ପୁଣି ଥରେ ସେ ଚର୍ଚ୍ଚାରେ । କାରଣ ବ୍ୟାଙ୍କରୁ ଅବସର ନେବା ପରେ ବି ସେ ଘରେ ବସିନାହାନ୍ତି ବରଂ କାମ କରୁଛନ୍ତି।

Sukanya Samriddhi Yojana
ଝିଅଙ୍କ ପାଇଁ ଯୋଜନା; ରଖିବେ ୪୧୬ ଟଙ୍କା, ପାଇବେ ୬୪ ଲକ୍ଷ

ଏହି ଯୋଜନାରେ ଅର୍ଥ ବିନିଯୋଗର ସଠିକ୍‌ ସମୟ ରହିଛି । ଯେଇଁ ସମୟରେ ଆପଣ ଟଙ୍କା ବିନିଯୋଗ କଲେ ଉପକୃତ ହୋଇପାରିବେ । ଆପଣଙ୍କ କନ୍ୟା ସନ୍ତାନ ଜନ୍ମ ନେବା ମାତ୍ରେ ଏହି ଯୋଜନାରେ ଖାତା ଖୋଲିବା ହେଉଛି ସଠିକ୍‌ ସମୟ ।

NDA-JDS
ବଢ଼ିଲା NDA ଶକ୍ତି, ହାତ ମିଶାଇଲା JDS

ଜେଡିଏସ୍ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ସାମିଲ ହୋଇପାରେ ବୋଲି ଆଲୋଚନା ଜୋର ଧରିଥିଲା।

Canada singer rapper shubh cancellation of his india tour
ଭାରତ-କାନାଡା ବିବାଦ ଭିତରେ ଏମିତି କହିଲେ କାନାଡାର ପ୍ରସିଦ୍ଧ ଗାୟକ-ରାପର; ଆଖି ଛଳ ଛଳ ହୋଇଯିବ

ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂହ ନିଜ୍ଜରର ହତ୍ୟା ମାମଲାକୁ ନେଇ ଆଜିକାଲି ଭାରତ ଏବଂ କାନାଡା ପରସ୍ପର ସହିତ ମୁହାଁମୁହିଁ ହୋଇଛନ୍ତି। ଏହାରି ଭିତରେ କାନାଡାର ପ୍ରସିଦ୍ଧ ଗାୟକ-ରାପର ଶୁଭନୀତ ସିଂହ ଉର୍ଫ ଶୁଭ ଭାରତକୁ ନେଇ ଯେଉଁ ମତ ଦେଇଛନ୍ତି ଜାଣିଲେ ଆଖି ଛଳ ଛଳ ହୋଇଯିବ।

Ganesh Puja
ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୩ କୋଟିର ଗଣେଶ ପେଣ୍ଡାଲ : ଦେଖିବାକୁ ଜମୁଛି ଦର୍ଶକଙ୍କ ଭିଡ଼

ବେଙ୍ଗାଲୁରୁ ସହରରରେ ଗଣେଶ ପୂଜାକୁ ଏଥର ବେଶ୍‌ ଆକର୍ଷଣୀୟ ଢଙ୍ଗରେ କରାଯ।ଉଛି । ସହରର ଏକ ପୂଜା କମିଟି କେବଳ ନୋଟ୍‌ ଓ କଏନରେ ମେଢ଼ ସଜାଇଛି । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

Student Cycling 4000 KM
ସ୍ୱପ୍ନର ବିଶ୍ୱବିଦ୍ୟାଳୟ ପାଇଁ ୪ ହଜାର କିଲୋମିଟର ସାଇକେଲରେ ଗଲେ ଛାତ୍ର

ମାମାଦୁଙ୍କୁ ମଧ୍ୟ ଏହାର ଶିକାର ହେବାକୁ ପଡ଼ିଛି । ବୁରକା ଫାସୋ ଏବଂ ଟୁଗୋରେ ତାଙ୍କୁ ଏଭଳି ପରିସ୍ଥିତିର ସାମ୍ନାକୁ କରିବାକୁ ପଡ଼ିଥିଲା ।

parineeti chopra and raghav chadha mehendi ceremony today
ପରିଣୀତି ଏବଂ ରାଘବଙ୍କ ବିବାହ ପ୍ରସ୍ତୁତି; ଆଜି ମେହେନ୍ଦି

ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଯାଇଛି। ଧୂମ୍‌ଧାମ୍‌ରେ ହେବ ବିବାହ। ମେହେନ୍ଦି ସେଲିବ୍ରେସନ ଆଜି ଦେଖିବାକୁ ମିଳିବ।

Asian Games
ଏସିଆନ୍‌ ଗେମ୍‌ସ: ୪୦ ବର୍ଗରେ ୪୮୧ଟି ସ୍ୱର୍ଣ୍ଣ ପଦକ ପାଇଁ ହେବ ଫାଇଟ୍

ଟ୍ରାକ ଆଣ୍ଡ ଫିଲଡ ଇଭେଣ୍ଟରେ ଓଡ଼ିଆ ଜାଭେଲିନ ଫିଙ୍ଗାଳି କିଶୋର ଜେନାଙ୍କ ଉପରେ ମେଡାଲ ଆଶା ରହିଛି।

Canada PM
ପୁଣି ନିଜ ବୟାନ ଦୋହରାଇଲେ କାନାଡ଼ା PM ଜଷ୍ଟିନ୍‌ ଟ୍ରୁଡୋ

ହତ୍ୟା ପଛରେ ଭାରତର ହାତ ଥିବା କଥା ଦୋହରାଇଲେ ଟ୍ରୁଡୋ । ନ୍ୟୁୟର୍କରେ କାନାଡା ପ୍ରଧାନମନ୍ତ୍ରୀଙ୍କ ବୟାନ ।

India - Australia
ଭାରତ-ଅଷ୍ଟ୍ରେଲି‍ଆ ପ୍ରଥମ ଦିନିକିଆ, ଖେଳିବେନି ବିରାଟ-ରୋହିତ

ଏହି ମ୍ୟାଚ୍ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ୱବହନ କରୁଛି । ଏହି ସିରିଜ ଜିତି ବିଶ୍ୱକପରେ ଫେଭରାଇଟ୍ ଟିମ ଭାବେ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବାର ଲକ୍ଷ ରଖିଛି ।

Chandrayaan-3: ISRO awaits Vikram lander and Pragyan rover revival after two weeks of sleep mode
ଚନ୍ଦ୍ରୟାନ-୩ ପାଇଁ ଆଜି ସବୁଠୁ ବଡ଼ ଦିନ: ଚେଇଁବେ କି ପ୍ରଜ୍ଞାନ ଓ ବିକ୍ରମ ? ନା ଶୋଇଯିବେ ଚିରନିଦ୍ରାରେ ?

ଚେଇଁବେ କି ପ୍ରଜ୍ଞାନ ଓ ବିକ୍ରମ ? ନା ଶୋଇଯିବେ ଚିରନିଦ୍ରାରେ ? ଚନ୍ଦ୍ରୟାନ-୩ ପାଇଁ ଆଜି ସବୁଠୁ ବଡ଼ ଦିନ।

Possibility Of Cyclone Before Durga Puja
ଦୁର୍ଗାପୂଜା ପୂର୍ବରୁ ବାତ୍ୟା ଆଶଙ୍କା !

ଆସିବ କି ଆଉ ଏକ ବାତ୍ୟା ? ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ଆଶଙ୍କା ରହିଛି।

Women MPs Celebrate With PM Modi At Parliament
ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍ ପାସ୍, ମିଠା ଖୁଆଇ ମହିଳା ସାଂସଦଙ୍କ ସେଲିବ୍ରେସନ...

ଲୋକସଭା ଏବଂ ରାଜ୍ୟସଭା ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ ମହିଳା ସାଂସଦମାନେ ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ କରିଛନ୍ତି।

Women's Reservation Bill
ଲୋକସଭା ପରେ ରାଜ୍ୟସଭାରେ ବି ମହିଳା ସଂରକ୍ଷଣ ବିଲ୍ ପାସ୍, ବିପକ୍ଷରେ ନାହିଁ ଗୋଟିଏ ଭୋଟ

ଏହି ବିଲ ଆଇନରେ ପରିଣତ ହେବା ପରେ ଏହାକୁ କେବେ ଲାଗୁ କରାଯିବ, ତାକୁ ବି ନେଇ ବିତର୍କ ହୋଇଥିଲା।

modi
ଗଣମାଧ୍ୟମକୁ କେନ୍ଦ୍ରର ପରାମର୍ଶ, ଦେଶ ବିରୋଧୀ ତଥା ଅପରାଧୀଙ୍କୁ ଟିଭି ମଞ୍ଚରେ ସ୍ଥାନ ଦିଅନ୍ତୁ ନାହିଁ...

ନିକଟରେ ଏକ ଚ୍ୟାନେଲ୍‌ରେ ଜଣେ ବ୍ୟକ୍ତିଙ୍କୁ ଡିବେଟ୍‌ରେ ବସିବାର ସୁଯୋଗ ଦିଆଯାଇଥିଲା । ଯାହାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରହିଛି । ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ । ଆଗାମୀ ଦିନରେ ଏଭଳି ଭୁଲ ନହେବା ଭଲ ।

gangster shot dead
କାନାଡ଼ା ଖଲିସ୍ତାନୀ ଆତଙ୍କୀ ଆଡ୍ଡାରେ ହଡ଼କମ୍ପ; ଆତତାୟୀ ଗୁଳିରେ ଟଳୁଛନ୍ତି ମୋଷ୍ଟ ୱାଣ୍ଟେଡ୍

କାନାଡ଼ା ଖଲିସ୍ତାନୀ ଆତଙ୍କୀ ଆଡ୍ଡାରେ ହଡ଼କମ୍ପ । ଆତତାୟୀ ଗୁଳିରେ ଟଳୁଛନ୍ତି ମୋଷ୍ଟ ୱାଣ୍ଟେଡ୍ । ୩ ମାସ ଭିତରେ ଗଡ଼ିଲାଣି ଦୁଇ ଦୁଇଟି ମୁଣ୍ଡ । ଗତ ଜୁନ ୧୮ରେ କାନାଡ଼ାର ବ୍ରିଟିଶ କଲୁମ୍ବିଆରେ ମୁଖାପିନ୍ଧା ଆତତାୟୀ ଗୁଳିର ଶିକାର ହୋଇଥିଲା କୁଖ୍ୟାତ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ।

Three women Gang rape
୩ ମହିଳାଙ୍କୁ ବାନ୍ଧି ପକେଇ ଦୁଷ୍କର୍ମ, ଆଖିବୁଜିଲେ ଜଣେ ପୀଡ଼ିତା

ମହିଳାମାନଙ୍କୁ ଦୁଷ୍କର୍ମ କରିବା ପରେ ବନ୍ଧୁକ ମୁନରେ ଡରାଇ ତାଙ୍କ ଦେହରୁ ଗହଣା ଖୋଲି ନେଇଥିଲେ । ଯାହାର ଦାମ୍‌ ୧୩ ହଜାର ଟଙ୍କା ହେବ ବୋଲି ଅଭିଯୋଗ ହୋଇଛି ।

Justin Trudo
ଅଭିଯୋଗ ତ କରିଦେଲେ, ଏବେ ମୁହଁ ଖୋଲୁନାହାନ୍ତି ଟ୍ରୁଡୋ ! ସାମ୍ବାଦିକାଙ୍କ ପ୍ରଶ୍ନକୁ ଏଡ଼ାଇଦେଲେ...

ଆନ୍ତର୍ଜାତୀୟ ସ୍ତରର ଜଣେ ସମ୍ବାଦିକା ଶ୍ରୀ ଟ୍ରୁଡୋଙ୍କୁ ଏହି ଅଭିଯୋଗ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ସେତେବେଳେ ଟ୍ରୁଡୋ କିଛି ନ କହି ଚାଲିଯାଇଥିଲେ ।

India Warns Canada
ଭାରତ-କାନାଡା ମଧ୍ୟରେ ବଢୁଛି ତିକ୍ତତା; Visa ସେବା ବାତିଲ କଲା ଭାରତ

କାନାଡା-ଭାରତ ମଧ୍ୟରେ ଲାଗିରହିଥିବା ତିକ୍ତତା ଭିତରେ ଭାରତ ନେଇଥିବା ପଦକ୍ଷେପ ମଧ୍ୟରୁ ଏହା ହେଉଛି ସବୁଠାରୁ ବଡ଼ ପଦକ୍ଷେପ ।

Team India New Jersey
ନୂଆ ଜର୍ସି ନୂଆ ଜୋସ୍‌; ବିଶ୍ୱକପ୍‌ ଜର୍ସିରେ ତ୍ରିରଙ୍ଗାର ଝଲକ

ଆଦିଦାସର ନୂଆ ଜର୍ସିରେ ଖେଳାଳିମାନଙ୍କ କାନ୍ଧରେ ଥିବା ୩ଟି ଧଳାଗାରକୁ ବଦଳାଇ ତ୍ରିରଙ୍ଗାର ରଙ୍ଗକୁ ସ୍ଥାନ ଦିଆଯାଇଛି ।

two brothers
‘ବେପାର କଲେ ପାଠ ପଢିବୁ’

ସକାଳୁ ସ୍କୁଲ ଯାଉଛନ୍ତି । ସଂଜ ହେଲେ ଦୋକାନ ଖୋଲୁଛନ୍ତି । ଯେତିକି ଯାହା ରୋଜଗାର ହେଲା ସେତିକିରେ ପରିବାର ଚଳିବା ସହିତ ନିଜ ପଢା ଖର୍ଚ୍ଚ ଉଠାଉଛନ୍ତି ଦୁଇ ଭାଇ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Rahul Gandhi,
ରାହୁଲ ଗାନ୍ଧୀଙ୍କ ନି‍ଆରା ଅନ୍ଦାଜ, ରେଳ ଷ୍ଟେସନରେ ’କୁଲି’ ଲୁକରେ ‍ଆସିଲେ ନଜର

କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୟମିତ ବ୍ୟବଧାନରେ ବିଭିନ୍ନ ବର୍ଗର ଲୋକମାନଙ୍କ ପାଖକୁ ଯାଇ ସମୟ ଅତିବାହିତ କରିଥାନ୍ତି ।