• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Chandrayaan-3
ଜହ୍ନରେ ହେଲା ସୂର୍ଯ୍ୟୋଦୟ, ପୁଣି ଥରେ କାର୍ଯ୍ୟକ୍ଷମ ହେବ କି ଲ୍ୟାଣ୍ଡର ଓ ରୋଭର ?

ଚନ୍ଦ୍ରଯାନ-୩ ସହ ପୁଣି ଥରେ ସମ୍ପର୍କ ସ୍ଥାପନ କରିବା ପାଇଁ ଚେଷ୍ଟା ‍ଆରମ୍ଭ କରିସାରିଛନ୍ତି ଇସ୍ରୋର ବୈଜ୍ଞାନିକ। ଗତ ବୁଧବାର ଇସ୍ରୋ ’X’ ରେ ଏହି ସମ୍ପର୍କରେ ଅପଡେଟ୍ ଦେଇସାରିଛି

BJD
BIG BREAKING : ସୌମ୍ୟ ଓ ସୁଧାଂଶୁ ବିଜେଡିରୁ ବିଦା

ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକ ବିଜେଡିରୁ ବିଦା, ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ବିଜେଡିରୁ ବିଦା

Railways increase ex-gratia relief
୧୦ ଗୁଣ ବଢ଼ିଲା ରେଲୱେ ଦୁର୍ଘଟଣା ଅନୁକମ୍ପା ରାଶି, ଜାଣନ୍ତୁ ଏବେ କେତେ ମିଳିବ?

ଅନୁକମ୍ପା ରାଶି ବୃଦ୍ଧି ନେଇ ରେଲୱେ ମନ୍ତ୍ରାଳୟ ପକ୍ଷରୁ ପ୍ରେସ୍ ରିଲିଜ..ଦୁର୍ଘଟଣା ଓ ଅପ୍ରତ୍ୟାଶିତ ଦୁର୍ଘଟଣା ପାଇଁ ପୃଥକ ପୃଥକ ଅନୁକମ୍ପା ରାଶି

Womens Reservation Bill
ମହିଳା ସଂରକ୍ଷଣ ବିଲ୍, ଆଜି ରାଜ୍ୟସଭାରେ ଆଲୋଚନା

ଲମ୍ବା ବିତର୍କ ପରେ ମହିଳା ସଂରକ୍ଷଣ ବିଲ୍ ଲୋକସଭାରେ ପାସ୍..ଆଜି ବିଲ୍ ଉପରେ ରାଜ୍ୟସଭାରେ ହେବ ଆଲୋଚନା

Gaganyaan
ଏବେ ଇସ୍ରୋର ଲକ୍ଷ୍ୟ ଗଗନୟାନ, ମହାକାଶକୁ ମଣିଷ ପଠାଇ ସୁରକ୍ଷିତ ଫେରାଇ ଆଣିବା ଯୋଜନା

ଚନ୍ଦ୍ର, ସୂର୍ଯ୍ୟ ପରେ ଏବେ ଇସ୍ରୋର ଲକ୍ଷ୍ୟ ଗଗନୟାନ.. ମହାକାଶକୁ ମଣିଷ ପଠାଇ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ଲାଗି ଉଦ୍ଦିଷ୍ଟ ଏହି ମିଶନରେ ଯଥେଷ୍ଟ ଅଗ୍ରଗତି ହୋଇସାରିଛି

US President Joe Biden May Chief Guest For Republic Day 2024
ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଆମେରିକା ରାଷ୍ଟ୍ରପତି !

ଆସନ୍ତା ସାଧାରଣତନ୍ତ୍ର ଦିବସରେ ଭାରତର ମୁଖ୍ୟ ଅତିଥି ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।

NIA
୪୩ କୁଖ୍ୟାତ ଅପରାଧୀଙ୍କ ତାଲିକା ଜାରି କଲା ଏନଆଇଏ, ସୂଚନା ଦେଲେ ମିଳିବ ୧୦ ଲକ୍ଷ

ଭାରତରେ ଖଲ୍ଲିସ୍ତାନୀ କାର୍ଯ୍ୟକଳାପ ରୋକିବାକୁ ବଡ଼ ପଦକ୍ଷେପ..ୱାଣ୍ଟେଡ୍ ଆତଙ୍କୀଙ୍କ ସଂପର୍କରେ ସୂଚନା ଦେଲେ ମିଳିବ ୧୦ ଲକ୍ଷ..୨ ଆତଙ୍କୀଙ୍କ ଲାଗି ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା..

5 surprising foods to make bones strong
Health Tips: ଚିକେନ୍-ମଟନ୍ ନୁହେଁ, ଏହି ୫ ଜିନିଷ ହାଡକୁ କରିବ ଲୁହା ପରି ମଜବୁତ

ଆଜି ଆମେ ଆପଣଙ୍କୁ ଏପରି ୫ ଟି ଖାଦ୍ୟ ବିଷୟରେ କହିବୁ, ଯାହା ହାଡକୁ ମଜବୁତ କରିବାରେ ବହୁତ ସହାୟକ ହୋଇପାରେ। ଏହିସବୁ ଖାଦ୍ୟରୁ ଚିକେନ୍ ଏବଂ ମଟନ୍ ଅପେକ୍ଷା ଅଧିକ କ୍ୟାଲସିୟମ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମିଳିପାରିବ। ଏହି ସବୁ ଖାଦ୍ୟ ଆପଣଙ୍କ ହାଡକୁ ଲୁହା ପରି ମଜବୁତ କରିଦେବ।

Women Reservation Bill
ମହିଳା ସଂରକ୍ଷଣ ବିଲ୍ ଉପରେ ମହାବିତର୍କ ! ଲୋକସଭାରେ ନାରୀ ଶକ୍ତି ବନ୍ଦନ ବିଲ ଉପରେ ଚର୍ଚ୍ଚା...

SC, ST ଓ ପଛୁଆବର୍ଗଙ୍କୁ ସଂରକ୍ଷଣ ଦାବି କଲେ ସୋନିଆ । ଅଳ୍ପସଂଖ୍ୟକଙ୍କ ପାଇଁ ସଂରକ୍ଷଣ ମାଗିଲା ସପା ।

Women Reservation Bill
BIG BREAKING: ଲୋକସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍‌

ଲୋକସଭାରେ ବିଲ୍‌ ସପକ୍ଷରେ ୪୫୪ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୨ଟି ଭୋଟ୍‌ ପଡ଼ିଥିଲା । 

Anthem Release
ICC କ୍ରିକେଟ ବିଶ୍ୱକପ ଆନ୍ଥେମ ରିଲିଜ..ନଜର ଆସିଲେ ଅଭିନେତା ରଣବୀର ସିଂ

ICC କ୍ରିକେଟ ବିଶ୍ୱକପ ୨୦୨୩ର ଆନ୍ଥେମ ‘ଦିଲ ଜଶନ ବୋଲେ’ ରିଲିଜ ହୋଇଛି ।

Muslim Lady Observes Ganesh Puja
ପୁଣି ନିଜ ଘରେ ଗଣେଶ ପୂଜା କଲେ ମୁସଲମାନ ମହିଳା, ଫତ୍‌ୱା ଜାରି କଲେ ମୌଲାନା...

ସେ ମୌଲାନଙ୍କ ଟାର୍ଗେଟକୁ ଆସିଥିଲେ । ପରେ ରୁବି ଆସିଫଙ୍କ ବିରୋଧରେ ଫତୱା ଜାରି କରିଥିଲେ ମୁସଲମାନ ର୍ଧମଗୁରୁ।

IAS Tejaswi Rana
ବିନା କୋଚିଂରେ କ୍ରାକ୍ କଲେ UPSC, ଦ୍ୱିତୀୟ ପ୍ରୟାସରେ ହେଲେ IAS ଟପର୍ !

ଜାଣନ୍ତୁ କିପରି ଥିଲା UPSC କ୍ରାକ୍ କରିବାର ଷ୍ଟ୍ରାଟେଜୀ ।

Ellien
ବଡ ଖୁଲାସା : ମମିର ସାମ୍ପୁଲ କହୁଛି ଏହା ଅଣ ମାନବୀୟ ତତ୍ୱ ସମ୍ବଳିତ ଶରୀର

ଡାକ୍ତରମାନେ କହିଛନ୍ତି ଯେ ମମି ଆକୃତିର ଯେଉଁ ସାମ୍ପୁଲକୁ UFO ଅନୁସନ୍ଧାନକାରୀମାନେ ଏଲିଏନ୍ ବୋଲି ବିବେଚନା କରୁଛନ୍ତି, ତାହା ବିଭିନ୍ନ ହାଡ଼ରୁ ନୁହେଁ, ମାତ୍ର ଗୋଟିଏ କଙ୍କାଳରୁ ତିଆରି ହୋଇଛି । ଡାକ୍ତରମାନେ ବିଭିନ୍ନ ଲ୍ୟାବରେ ଏହି ଏଲିଅନ୍‌ ସାମ୍ପୁଲର ପରୀକ୍ଷା କରିଥିଲେ ।

allu arjun receiving national award for best actor
ଜାତୀୟ ପୁରସ୍କାର ମାରିନେଲେ ଅଲୁ ଅର୍ଜୁନ; ଏମିତି ପ୍ରତିକ୍ରିୟା ଦେଲେ ଭିକି କୌଶଲ

'ସରଦାର ଉଧମ ସିଂହ'ରେ ଭିକି କୌଶଲଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଜିତିବେ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ତାହା ହେଲା ନାହିଁ। ଫିଲ୍ମ 'ପୁଷ୍ପା' ପାଇଁ ଅଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି। ଏହାକୁ ନେଇ ଏବେ ବିକି କୌଶଲ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

What will change if the Women's Protection Bill becomes law
ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହେଲେ କ’ଣ ସବୁ ପରିବର୍ତ୍ତନ ହେବ

ଲୋକସଭାରେ ଚାଲିଛି ମହିଳା ସଂରକ୍ଷଣ ବିଲ୍‌ ଉପରେ ଆଲୋଚନା। ଏହି ଅବସରରେ ଆସନ୍ତୁ ଜାଣିନେବା, ଲୋକସଭାରେ ଆଗତ ହୋଇଥିବା ମହିଳା ସଂରକ୍ଷଣ ବିଲ୍ ଉପରେ। ଯଦି ବିଲ୍ ଆଇନରେ ପରିଣତ ହୁଏ ତା’ହେଲେ କଣ ସବୁ ପରିବର୍ତ୍ତନ ହେବ।

How to make chaat masala at home
Chaat Masala Recipe: ଘରେ କିପରି ତିଆରି କରିବେ ସୁସ୍ୱାଦୁ ଚାଟ୍ ମସଲା

ଚାଟ୍ ମସଲା ଭାରତୀୟ ରୋଷେଇ ଘରେ ଏକ ଗୁରୁତ୍ୱପୂର୍ଣ୍ଣ ମସଲା ଏବଂ ଅଧିକାଂଶ ଘରେ ଏହା ବଜାରରୁ କିଣାଯାଇଥାଏ। ଯଦି ଆପଣ ଚାହାଁନ୍ତି ତେବେ ଆପଣ ଘରେ ମଧ୍ୟ ଚାଟ୍‌ ମସଲା ତିଆରି କରିପାରିବେ। ଜାଣନ୍ତୁ ତିଆରି କରିବାର ତରିକା।

Canada ignored india's requests to extradite terrorists
ଭାରତର ଆତଙ୍କବାଦୀ ପ୍ରତ୍ୟର୍ପଣ ଅନୁରୋଧକୁ ଅଣଦେଖା କଲା କାନାଡା; କହିଲା…

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗ ପରେ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତ କାନାଡାର ବରିଷ୍ଠ କୂଟନୀତିଜ୍ଞଙ୍କୁ ପାଞ୍ଚ ଦିନ ମଧ୍ୟରେ ଦେଶ ଛାଡିବାକୁ କହିଛି।

Nuakhai the Social integration
Nuakhai 2023: ସାମାଜିକ ଏକତାର କଥା କହେ ନୂଆଖାଇ; ମତଭେଦକୁ କରିଦିଏ ସମାଧାନ

ପଶ୍ଚିମାଞ୍ଚଳର ପାରମ୍ପରିକ ଗଣପର୍ବ ନୂଆଖାଇ। ଏହି ସମୟରେ ଗ୍ରାମବାସୀ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଇଥାନ୍ତି। ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇଯାଆନ୍ତି ଆଉ ମିଳିମିଶି ରହନ୍ତି। ଏହା ହେଉଛି ନୂଆଖାଇ ପର୍ବର ଏକ ବିଶେଷତା।

Hardeep Singh Nijjar
କାହା ପାଇଁ ଭାରତ-କାନାଡା କଳି, କିଏ ସେହି କୁଖ୍ୟାତ ଖଲିସ୍ଥାନୀ ଆତଙ୍କୀ ?

୨୦୨୦ରେ ନିଜ୍ଜାରକୁ ଆତଙ୍କବାଦୀ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଖଲିସ୍ଥାନ ଟାଇଗର ଫୋର୍ସ, ଯାହାକି ଶିଖ୍ସ ଫର ଜଷ୍ଟିସର SFJ ର ଏକ ଅଂଶ ନିଜ୍ଜାର ସଂଗଠନରେ ନିଯୁକ୍ତି ଓ ପ୍ରଶିକ୍ଷଣ ବ୍ୟବସ୍ଥାର ତଦାରଖ କରୁଥିଲା।

Canada issues new travel advisory for India
ଭାରତକୁ ଆସୁଥିବା ପର୍ଯ୍ୟଟକଙ୍କ ଲାଗି ଟ୍ରାଭେଲ ଆଡଭାଇଜରି ଜାରି କଲା କାନାଡା

ବିଚ୍ଛିନ୍ନତାବାଦୀ ହରଦୀପ ସିଂ ହତ୍ୟା ମାମଲା..ଭାରତର ଜବାବି କାର୍ଯ୍ୟାନୁଷ୍ଠାନ ପରେ ନରମିଲେ କାନାଡ଼ା ପିଏମ୍..ବଦଳିଲା କାନାଡ଼ା ପିଏମ୍ ଜଷ୍ଟିନ ଟ୍ରୁଡୋଙ୍କ ସ୍ୱର..

Viral Photo
ଫଟୋରେ ଥିବା ଆଖି ଯେତେବେଳେ ମିଟ୍‌ ମିଟ୍‌ କରେ !!

ଏହାକୁ ଯିଏ କୁଣୁଛି, କିଛିଦିନ ପରେ ବିକ୍ରି କରିଦେଉଛି । ଫଟୋ ବିକ୍ରି ବେଳେ ତଳେ ଲେଖାଯାଇଛି ଯେ ସି ଇଜ୍‌ ବ୍ୟାକ୍‌ !

New Parliament
ଗଣେଶ ଚତୁର୍ଥୀରେ ନୂଆ ସଂସଦ ଭବନର ଶ୍ରୀଗଣେଶ

ସଂକଳ୍ପରୁ ସିଦ୍ଧି ଆଡକୁ ବିଶ୍ୱାସର ଯାତ୍ରା ପାଇଁ ମୋଦିଙ୍କ ଆହ୍ୱାନ । ପୁରୁଣା ସଂସଦର ନାଁ ସମ୍ବିଧାନ ସଦନ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ।

Women Reservation Bill
ନୂଆ ସଂସଦର ପ୍ରଥମ କାର୍ଯ୍ୟ ଦିବସରେ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍

ନାରୀଶକ୍ତି ବନ୍ଦନ ଅଧିନିୟମ ନାଁରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ।

Cricket World Cup 2023 how was the 1975 Cricket World Cup
Cricket World Cup 2023: କିପରି ଥିଲା ୧୯୭୫ର ବିଶ୍ୱକପ୍ କ୍ରିକେଟ୍; ଗାଭାସ୍କର କାହିଁକି ଖେଳିଥିଲେ ଧିମା ଇନିଂସ୍

ବର୍ତ୍ତମାନ ଭାରତ ଅତି ସହଜରେ ଏସିଆ କପ୍ ଟାଇଟଲ୍ ଜିତିଥିବାରୁ ଏଥର ବିଶ୍ୱକପ୍ ଟାଇଟଲ୍ ଜିତିବା ପାଇଁ ଭାରତୀୟ ଟିମ୍ ମୁଖ୍ୟ ଦାବିଦାର ହେବା ଆଶା ଆହୁରି ବଢିଯାଇିଛି। ଏହି କଳ୍ପନା ଜଳ୍ପନା ଭିତରେ ଆସନ୍ତୁ କ୍ରିକେଟ୍ ବିଶ୍ୱକପ୍‌କୁ ନେଇ ଏହାର ଇସିହାସ ଜାଣିନେବା।