• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Tiger
ସାଂଘାତିକ ତଥ୍ୟ ! ଦେଶରେ କମୁଛନ୍ତି ବାଘ, ଦିନକୁ ଦିନ ବୃଢ଼ୁଛି ମୃତ୍ୟୁ ସଂଖ୍ୟା

ଗତବର୍ଷ ୧୨୧ ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୧ରେ ୧୨୭ଟି ବାଘଙ୍କ ମୃତ୍ୟୁ ହୋଇଥିଲା ।

Health Tips how to reduce salt in daily food
Health Tips:ଅଧିକ ଲୁଣ ଖାଇଛନ୍ତି କି, ହୁସିଆର୍ ! ହୋଇପାରେ ସାଙ୍ଘାତିକ ସମସ୍ୟା

ଲୁଣକୁ ନେଇ ନିକଟରେ ICMR-NCDIR ଏକ ଅଧ୍ୟୟନ ଆଲୋଡ଼ନ ସୃଷ୍ଟି କରିଛି। ଏହି ଅଧ୍ୟୟନ ଅନୁଯାୟୀ, ଭାରତୀୟ ଲୋକମାନେ WHO ଦ୍ୱାରା ଠିକ କରାଯାଇଥିବା ପରିମାଣ ଅପେକ୍ଷା ଦୈନନ୍ଦିନ ଜୀବନରେ ଅଧିକ ଲୁଣ ଖାଉଛନ୍ତି, ଯାହା ସାଂଘାତିକ ହୋଇପାରେ।

pakistan national tree devdar which is very holy in india
ଭାରତର ଏହି ପବିତ୍ର ଗଛ ପାକିସ୍ତାନର ଜାତୀୟ ବୃକ୍ଷ; ଶିବଙ୍କର ଏହା ଅତି ପ୍ରିୟ

ପାକିସ୍ତାନର ଜାତୀୟ ବୃକ୍ଷ ହେଉଛି ସେହି ବୃକ୍ଷ, ଯାହା ଆମ ଦେଶରେ ଭଗବାନ ଶିବଙ୍କର ପ୍ରିୟ ବୃକ୍ଷମାନଙ୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଆଜି ବି ଏହି ବୃକ୍ଷ ହିନ୍ଦୁ ଧର୍ମରେ ଶୁଦ୍ଧତା, ଶାନ୍ତି ଏବଂ ଆଧ୍ୟାତ୍ମିକତା ସହିତ ଜଡିତ।

Vishal
ତାମିଲ ସୁପରଷ୍ଟାରଙ୍କ ଚାଞ୍ଚଲ୍ୟକର ବୟାନ, ଫିଲ୍ମ ପାସ୍ କରିବାକୁ CBFCକୁ ଦେବାକୁ ପଡ଼ୁଛି ଲାଞ୍ଚ

ସରକାର ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଆପଣାଉଥିବା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥିସହ ବିଶାଲ ଆଣିଥିବା ଅଭିଯୋଗର ତଦନ୍ତ କରିବାକୁ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।

more than 3000 posts vacancy in indian railway
Railway Recruitment 2023: ଭାରତୀୟ ରେଳବାଇରେ ପୂରଣ ହେବ ୩ ହଜାରରୁ ଅଧିକ ପଦବୀ

ଭାରତୀୟ ରେଳବାଇ ବମ୍ପର ନିଯୁକ୍ତି ଘୋଷଣା କରିଛି। ରେଳବାଇ ନିଯୁକ୍ତି ସେଲ୍ (ପୂର୍ବାଞ୍ଚଳ ରେଳବାଇ) ୩ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ୧୦ମ ପାଶ ପ୍ରାର୍ଥୀ ଆବେଦନ କରିପାରିବେ।

ganptah teaser out tiger shroff action impress you
Ganpath Teaser: ଆସିଲା 'ଗଣପତ'ର ଦମଦାର ଟିଜର୍; ଫିଲ୍ମ ଦେବ ଅନେକ ସର୍‌ପ୍ରାଇଜ୍

'ଗଣପତ'ର ଆକ୍ସନ୍-ପ୍ୟାକ୍ ଟିଜର୍‌ ଲଞ୍ଚ ହୋଇଯାଇଛି। ଟିଜର୍‌ଟି ଖୁବ ଦମଦାର୍ ମଧ୍ୟ ହୋଇଛି। ଏହାର ଚିତ୍ରଣ ଖୁବ ଆକର୍ଷଣୀୟ। ଆନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାଣକୁ ଟକ୍କର ଦେଲା ଭଳି ଏହାର ଭିଜୁଆଲ୍ ଗୁଡିକ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ।

Womens Reservation Bill
ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଆଇନ୍‌ରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ୍

ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଆଇନ୍‌ରେ ପରିଣତ ହୋଇଛି ଏହି ବିଲ୍। ଏହି ବିଲ ଆଇନରେ ପରିଣତ ହେବା ପରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଶ୍ଚିତ ହେବ।

Menaka Gandhi
ମେନକା ଗାନ୍ଧିଙ୍କ ନାଁରେ ୧୦୦ କୋଟିର ମାନହାନୀ ନୋଟିସ୍‌ ପଠାଇଲା ଇସ୍କନ୍

ମେନକା ଗାନ୍ଧିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଇସ୍କନ୍‌ ଗାଈମାନଙ୍କୁ କଂସେଇଙ୍କୁ ବିକ୍ରି କରୁଥିବା ଭଳି ସଂଗୀନ ଅଭିଯୋଗ କରିଥିଲେ । ଭିଡିଓରେ ସେ କହିଥିଲେ କି ଏବେ ଦେଶର ସବୁଠୁ ବଡ଼ ଠକ ସଂସ୍ଥା ହେଉଛି ଇସ୍କନ୍ । ଗୋ ଶାଳ ପ୍ରତିଷ୍ଠା କରିଥାଏ ଇସ୍କନ୍ ।

chandramukhi-2 bang opening kangana ranaut magic worked in south
Chandramukhi 2: ସାଉଥ୍‌ରେ ହଇଚଇ କଲେ କଙ୍ଗନା; ‘ଚନ୍ଦ୍ରମୁଖୀ ୨’ର ଗ୍ରାଣ୍ଡ୍ ଓପେନିଂ

ସ୍କନ୍ଧା’ ସହିତ ଟକ୍କର ଦେବାକୁ ବଲିଉଡ୍‌ ତାରକା କଙ୍ଗନା ରାଣାୱତ ‘ଚନ୍ଦ୍ରମୁଖୀ ୨’ ସହିତ ବକ୍ସ ଅଫିସରେ ଏଣ୍ଟ୍ରୀ କରିଛନ୍ତି। ପ୍ରଥମ ଦିନରେ ଏରେ କୋଟି ଟଙ୍କାରେ ଖାତା ଖୋଲିଛି ଫିଲ୍ମ।

Pakistan Blast
ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ, ୫୨ ମୃତ

ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ପୋଲିସ୍ ଅଫିସର ହେଉଛନ୍ତି ଡିଏସ୍‌ପି ନୱାଜ ଗଶ୍‌କୋରି। ଅନ୍ୟପକ୍ଷରେ ଏହି ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ନିକଟରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Karnataka Bandh
କର୍ଣ୍ଣାଟକ ବନ୍ଦ : ଗାଡ଼ି ଚଳାଚଳ ଉପରେ କଟକଣା, ବିମାନ ରଦ୍ଦ

ବିମାନ ବନ୍ଦରରେ ବିକ୍ଷୋଭ ଓ ଅନ୍ୟ ଗାଡ଼ି ମଟର ଚଳାଚଳ ଉପରେ କଟକଣା ଲାଗିଥିବାରୁ ଏୟାରପୋର୍ଟକୁ ପହଞ୍ଚି ପାରୁନାହାନ୍ତି ଯାତ୍ରୀ ।

sukh Pakhi katha
ଶୁଆ ପକ୍ଷୀଟିଏ ବ୍ରହ୍ମଜ୍ଞାନୀ ଶୁକଦେବ ହେଲେ କେମିତି ?

ଦିନେ ମାତା ପାର୍ବତୀ ଭଗବାନ ଶିବଙ୍କୁ ବ୍ରହ୍ମଜ୍ଞାନ ନିମନ୍ତେ ଜିଜ୍ଞାଶା କରନ୍ତି। ମାତାଙ୍କ ମନ ରଖି ଭଗବାନ ଶଙ୍କର ତାଙ୍କୁ ଗୋଟିଏ ଦିବ୍ୟ ଶିମିଳି ବୃକ୍ଷ ପାକ୍ଷକୁ ନେଇ ଯାଆନ୍ତି। ମାତା ପାର୍ବତୀ ଜିଜ୍ଞାସୁ ଶିଷ୍ୟଟିଏ ପରି ଭଗବାନ ଶଙ୍କରଙ୍କ ସମ୍ମୁଖ ଭାଗରେ ବସି ବ୍ରହ୍ମଜ୍ଞାନ ଶ୍ରବଣ କରିବାକୁ ଲାଗନ୍ତି। ବ୍ରହ୍ମଜ୍ଞାନ ଆହରଣରେ ତଲ୍ଲୀନ ମାତା ତଟସ୍ତ ହୋଇପଡନ୍ତି।

Pakistan TV Show
ପାକିସ୍ତାନରେ ଲାଇଭ୍ ଟିଭି ଡିବେଟ୍‌ରେ ପିଟାପିଟି !

ଲାଇଭ୍ ଟିଭି ଶୋ’ରେ ଏଭଳି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ପ୍ରଥମ ଘଟଣା ନୁହେଁ ଏହାପୂର୍ବରୁ ବି ସମାନ ଘଟଣା ପାକିସ୍ତାନରେ ଘଟିଛି ।

Asian Games
Asian Games: ଭାରତକୁ ଏୟାର ପିସ୍ତଲରେ ପୁଣି ସ୍ୱର୍ଣ୍ଣ, ପଦକ ସଂଖ୍ୟା ୩୦ ଛୁଇଁଲା

୮ ସ୍ୱର୍ଣ୍ଣ, ୧୧ ରୌପ୍ୟ, ୧୧ ବ୍ରୋଞ୍ଜ ସହ ଭାରତକୁ ୩୦ ପଦକ । ୩୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ।

World Heart Day 2023 date theme history and significance
World Heart Day 2023 : କେବେ ଏବଂ କିଏ ପ୍ରଥମେ ପାଳନ କରିଥିଲେ ‘ହୃଦୟ ଦିବସ’...

ଲୋକମାନେ ପ୍ରାୟ ହୃଦଘାତର ଗମ୍ଭୀରତାକୁ ସେପର୍ଯ୍ୟନ୍ତ ବୁଝନ୍ତି ନାହିଁ ଯେପର୍ଯ୍ୟନ୍ତ ସେମାନେ ଏହାର ଶିକାର ହୋଇ ନାହାନ୍ତି। ଏହି କାରଣରୁ, ହୃଦଘାତ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ମାସରେ ‘ବିଶ୍ୱ ହୃଦୟ ଦିବସ’ ପାଳନ କରାଯାଏ।

World Cup, Axar Patel, Ravichandran Ashwin
ବିଶ୍ୱକପ ସ୍କ୍ୱାଡରେ ଅଶ୍ୱିନଙ୍କ ଦମଦାର ଏଣ୍ଟ୍ରି, ଅକ୍ଷର ଆଉଟ୍

ଭାରତୀୟ ଦଳର ବିଶ୍ୱକପ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଆହତ କାରଣରୁ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କ ସ୍ଥାନରେ ତାଙ୍କୁ ୧୫ ଜଣିଆ ସ୍କ୍ୱାଡରେ ଦମଦାର ଏଣ୍ଟ୍ରି ମାରିଛନ୍ତି ଅଶ୍ୱିନ।

Video: Girl, 4, Comes In Contact With Live Wire, Rescued By Elderly Man
ରାସ୍ତାରେ ଛିଡ଼ିପଡ଼ିଥିଲା ବିଦ୍ୟୁତ୍‌ ତାର; ସଂସ୍ପର୍ଶରେ ଆସିଗଲା ୪ ବର୍ଷର ଝିଅ, ଆଉ ତା’ପରେ

ଏହା ଦେଖିବା ପରେ ସେଠାରେ କିଛି ଲୋକ ପିଲାଟିକୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ । ଘଟଣାସ୍ଥଳରେ ଏକ ଅଟୋରିକ୍ସା ମଧ୍ୟ ଅଟକି ରହୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ପରେ ପରେ କିଛି ବ୍ୟକ୍ତି ପିଲାଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି ।

School Student Death
ହଠାତ୍‌ ଆସିଲା ହାର୍ଟ ଆଟାକ୍‌; ପଢୁ ପଢୁ ଛାଡ଼ିଗଲା ପ୍ରାଣ

କମ୍ ବୟସରେ କାହିଁକି ହୃଦଘାତ ? ସୁରତର ଏକ ଘରୋଇ ସ୍କୁଲର ଅଘଟଣ ।

Swaminathan
ଦୁର୍ଭିକ୍ଷରୁ ବାଟ କଢ଼େଇଥିଲେ ବିଶିଷ୍ଟ କୃଷି ବିଜ୍ଞାନୀ ଏମ୍ଏ‌ସ୍‌ ସ୍ୱାମୀନାଥନ

ସବୁଜ ବିପ୍ଲବର ଜନକ ସ୍ୱାମୀନାଥନ । ଦେଶରୁ ଖାଦ୍ୟ ସଂକଟ ଦୂର କରିବାରେ ପ୍ରମୁଖ ଭୂମିକା ।

Asian Games
Asian Games: ଭାରତକୁ ଆଉ ଏକ ସ୍ୱର୍ଣ୍ଣ, ମୋଟ ପଦକ ସଂଖ୍ୟା ୨୪ ଛୁଇଁଲା

ଏସୀୟ କ୍ରୀଡ଼ା ସୁଟିଂରେ ପୁଣି ଭାରତକୁ ସ୍ୱର୍ଣ୍ଣ ପଦକ । ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍  ଇଭେଣ୍ଟରେ ସ୍ୱର୍ଣ୍ଣ ।

cuttack
ଆସିବେ ମାଆ: ଚଳଚଞ୍ଚଳ ସିଲଭର୍ ସିଟି, ବିଭିନ୍ନ ପୂଜା ମଣ୍ଡପରେ ଜୋରସୋରରେ ପ୍ରସ୍ତୁତି

ଶିଳ୍ପୀଙ୍କୁ ତର ନାହିଁ..ମେଢ଼ ନିର୍ମାଣରେ ଦିନ ରାତି ବିତୁଛି..ଧାର୍ଯ୍ୟ ସମୟ ଆଗରୁ କାମ ସାରିବାକୁ ପଡ଼ିବ।

Tamil Nadu
ତାମିଲନାଡୁ ରାଜନୈତିକ ଦୃଶ୍ୟପଟ୍ଟରେ ପରିବର୍ତ୍ତନର ଆଭାସ,ଆନ୍ନାମଲାଇ ହୋଇପାରନ୍ତି ଗେମ୍ ଚେଞ୍ଜର୍

ସବୁପ୍ରସଙ୍ଗରେ ଆନ୍ନମଲାଇଙ୍କ ସ୍ପଷ୍ଟବାଦିତା ଭୋଟରଙ୍କୁ ପସନ୍ଦ ଆସୁଛି।

Crime
ଘରେ କାମ କରୁଥିବା ନାବାଳିକାଙ୍କୁ ବିବସ୍ତ୍ର କରି ପିଟୁଥିଲେ, ରକ୍ତ ଚଟାଉଥିଲେ ମେଜର ଓ ତାଙ୍କ ପତ୍ନୀ

ଖବର ପାଇ ପୋଲିସ ଯେତେବେଳେ ଉକ୍ତ ନାବାଳିକାକୁ ଉଦ୍ଧାର କଲା, ସେତେବେଳେ ପୁରା ଘଟଣା ସାମ୍ନାକୁ ଆସିଲା ।

Kumar Viswas
କୁମାର ବିଶ୍ୱାସଙ୍କ ଦୁଇ ଝିଅ ଯେତିକି ସୁନ୍ଦର ସେତିକି ଟ୍ୟାଲେଣ୍ଟଡ୍

ମାତା ଶାରଦାଙ୍କୁ ଅନୁରୋଧ କରୁଛି କି, କୁହୁଙ୍କୁ ଭଲ ବୁଦ୍ଧି ଓ ଜ୍ଞାନ ପ୍ରଦାନ କରନ୍ତୁ । ତାଙ୍କୁ ବିଶ୍ୱର ମାନବ କଲ୍ୟାଣ ପାଇଁ ସେ କାମ କରନ୍ତୁ ।

Waheeda Rehman
ଓଡ଼ିଆ ମଞ୍ଚରେ ପଡ଼ିଥିଲା ୱାହିଦାଙ୍କ କ୍ୟାରିୟରର ମୂଳଦୁଆ

ୱାହିଦାଙ୍କୁ ୧୬ରୁ ୧୭ ବର୍ଷ ବୟସରେ ହୋଇଥିବା ବେଳେ, ଏହି କବିସୂର୍ଯ୍ୟ ମଞ୍ଚରେ ପ୍ରଦର୍ଶନ କରିଥିଲେ ନିଜର ନୃତ୍ୟ ଚାତୁରୀ ।